Home Left

ପୂର୍ବ ଶତ୍ରୁତାରୁ ଆକ୍ରମଣ

ହିଞ୍ଜିଳିକାଟୁ,୧୫ା୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧୀନ ପୌରାଞ୍ଚଳ ରେଗିଡି ସାହି ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ମୋହନ କଲୋନୀର ସାଗର ସ୍ବାଇଁ । ତାଙ୍କୁ…

ଶିକ୍ଷକଙ୍କ ଆନ୍ଦୋଳନ, ପାଠପଢା ଠପ୍‌

ବରଗଡ଼,୧୫।୯(ପ୍ରେମାନନ୍ଦ ଖମାରୀ): ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ପ୍ରକାରର ଠିକା ନିଯୁକ୍ତି ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ରାଜ୍ୟବ୍ୟାପୀ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଛି। ଏଥିରୁ ବରଗଡ଼ ଜିଲା…

ରାଜନାଥ ସିଂଙ୍କୁ ଭେଟିଲେ ମେଇତି ଗୋଷ୍ଠୀ

ଇମ୍ଫାଲ,୧୫।୯: ଇମ୍ଫାଲର ମେଇତି ଗୋଷ୍ଠୀ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ସାକ୍ଷାତକାରରେ ସେମାନେ ରାଜ୍ୟରୁ ଆସାମ ରାଇଫଲ୍ସକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଫୋର୍ସ ପକ୍ଷପାତିତା କରୁଛି। ପ୍ରତିନିଧିମାନେ ଦିଲ୍ଲୀସ୍ଥିତ ବାସଭବନରେ ରାଜନାଥ…

ଆମ ହସ୍ପିଟାଲ କାର୍ଯ୍ୟର ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୫।୯(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶୁକ୍ରବାର ଛତ୍ରପୁର ହସ୍ପିଟାଲ ପରିଦର୍ଶନ କରି ଆମ ହସ୍ପିଟାଲ ଯୋଜନାରେ ଚାଲିଥିବା ୫-ଟି ରୁପାନ୍ତରୀକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏପରିକି ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।…

ସମୂହ ଛୁଟିରେ ଶିକ୍ଷକ

କୋରାପୁଟ,୧୫।୯(ଅମିତାଭ ବେହେରା): ରାଜ୍ୟ ଏବଂ ଜିଲା ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ କୋରାପୁଟ ବ୍ଲକ ଶିକ୍ଷକ ସଂଘ ଶୁକ୍ରବାରଠାରୁ ସମୂହ ଛୁଟିରେ ଯିବାକୁ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ଶତାଧିକ ଶିକ୍ଷକ ଠିକା ଶିକ୍ଷକଙ୍କୁ ସ୍ଥାୟୀ କରିବା ସମେତ ୩…

ନୂଆଁ ଖାଇଲେ ୩ ଗ୍ରାମବାସୀ

କେସିଙ୍ଗା,୧୫।୯(ତୁମେଶ୍ୱର ସାହୁ): ଆଉ କିଛି ଦିନ ପରେ ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ କରାଯିବ। ଏନେଇ ଗାଁଠୁ ସହର ସବୁଠି ଚଳଚଞ୍ଚଳ। ହେଲେ ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ପଥର୍ଲା, ବହାଦୁରପଦର ସମେତ ପଲକାପଡ଼ା ବାସୀ…

ମୋଦିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: ନିକଟରେ ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ବହୁ କ୍ଷୟକ୍ଷତି ହୋଇଛି। ଏବେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ହିମାଚଳର ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଭେଟିଥିଲେ। ଏହାକୁ ନେଇ ବର୍ତ୍ତମାନ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଭିଡିଓ କନ୍‌ଫରେନ୍ସରେ ୫-ଟି ସଚିବଙ୍କ ସହ ଆଲୋଚନା

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଚତୁର୍ଥ ପର୍ଯ୍ୟାୟରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକର ରୂପାନ୍ତରଣ କାର୍ଯ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ କାର୍ଯ୍ୟର ଅଗ୍ରଗତି ଏବଂ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ…

ଶିଶୁ ଅପହରଣ, ହତ୍ୟା ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୫।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଓ ଦୌରା ଜଜ୍‌-୧ ଡ. ଇନ୍ଦୁ ଶର୍ମା ଶୁକ୍ରବାର ବହୁଚର୍ଚ୍ଚିତ ୧ ବର୍ଷର ଶିଶୁ ଅପହରଣ ଏବଂ ହତ୍ୟା ମାମଲାର ୯ ବର୍ଷ ପରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣକୁ…

ମୋ ଝିଅ ମୋ ପାଇଁ ଲକି ଚାର୍ମ: ଆତିଫ ଅସଲମ

ମୁମ୍ବାଇ: ପ୍ଲେ ବ୍ୟାକ ସିଙ୍ଗର ଆତିଫ ଅସଲମ ମ୍ୟୁଜିକ ଓ୍ବାର୍ଲଡରେ ୨୦ବର୍ଷର ଏକ ଦୀର୍ଘ ଯାତ୍ରା ଶେଷ କରିଛନ୍ତି । ଗ୍ଲୋବାଲ ସିଙ୍ଗିଙ୍ଗ ଆଇଡଲ ଭାବରେ ପ୍ରସିଦ୍ଧ ଆତିଫ ଅସଲମ ତାଙ୍କର ଉତ୍କୃଷ୍ଟ ଗୀତ ସହିତ ଦର୍ଶକଙ୍କର ଖୁବ ମନୋରଞ୍ଜନ କରିଛନ୍ତି।…

ଶନିବାର ବସିବ କଂଗ୍ରେସର ପ୍ରଥମ ସିଡବ୍ଲୁସିି ବୈଠକ

ନୂଆଦିଲ୍ଲୀ,୧୫।୯: କଂଗ୍ରେସର ନୂତନ କାର୍ଯ୍ୟ କମିଟି (ସିଡବ୍ଲୁସି)ର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହେବ। ଯେଉଁଥିରେ ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ରଣନୀତି, ବିରୋଧୀ ମେଣ୍ଟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା…

ମାଆଙ୍କ ପାଇଁ କାମ ମାଗୁଛନ୍ତି ଇଶା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ନାମି ନାୟିକା ହେମାମାଳିନି କିଛି ଦଶକ ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ନିକଟତର ହୋଇଥିଲେ। କେବଳ ଅଭିନୟ ନୁହେଁ ରାଜନୀତିରେ ବି ହେମା ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ଫିଲ୍ମି କ୍ୟାରିୟରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?