Home Left

ପାର୍କିଂ ଫି’ ଶୋଷଣ: ଇ-ଯାନ ପାଇଁ ମିଳୁନି ରିହାତି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀରେ ପାର୍କିଂ ଫି’ ଲୋକଙ୍କ ଚିନ୍ତା ବଢ଼ାଇଛି। ଗାଡ଼ି ରଖିବା ମାତ୍ରେ କେହି ନା କେହି ଆସି ପାର୍କିଂ ଫି’ ଦେବାକୁ ଜୁଲମ କରୁଛନ୍ତି। ରସିଦ ମାଗିଲେ, ନାଲି ଆଖି ଦେଖାଇବା ସହ ଗାଳିଗୁଲଜ ଓ ଦୁର୍ବ୍ୟବହାର କରୁଥିବା ନେଇ…

ଲୁହାରଡ୍‌ ବୋଝେଇ ଚଳନ୍ତା ମିନିଟ୍ରକ୍‌ରେ ଲାଗିଲା ନିଆଁ

କେନ୍ଦୁଝର,୧୨ା୬(ସ୍ବ.ପ୍ର.): ଚମ୍ପୁଆ ନିକଟରେ ଏକ ଲୁହାରଡ୍‌ ବୋଝେଇ ଏକ ମିନି ଟ୍ରକ ସୋମବାର ସକାଳୁ କେନ୍ଦୁଝର ଆଡ଼କୁ ଆସୁଥିବା ବେଳେ ୫୨୦ ଜାତୀୟ ରାଜପଥ ରେ ହଠାତ୍‌ ନିଆଁ ଲାଗିଯିବାରୁ ଜଳି ଯାଇଥିଲା। ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ଗାଡ଼ିତ୍‌ଟି…

ଅଷ୍ଟମଙ୍ଗଳାରେ ବାପଘରକୁ ବୁଲିବାକୁ ଆସି ଆତ୍ମହତ୍ୟା କଲେ ନବବିବାହିତା

ଝାରବନ୍ଧ,୧୨ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା କୁଲୁପାଲି ପଞ୍ଚାୟତ ଅଧିନସ୍ଥ ବେହେରା ଡୁବୁରୀ ଗ୍ରାମରେ ଜଣେ ନବବିବାହିତା ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ମୃତକା ଜଣକ ହେଲେ ଉକ୍ତ ଗ୍ରାମର ଶାନ୍ତିଲାଲ ପ୍ରଧାନଙ୍କ ଏକମାତ୍ର ଝିଅ ଅଞ୍ଜଳି( ୨୫)…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

କଟକସଦର,୧୨ା୬(ଡି.ଏନ୍‌.ଏ.): କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ସକାଳୁ କଟକ ଏବଂ ଭୁବନେଶ୍ୱରର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା…

ଗାଁ ଦାଣ୍ଡରେ ଗଡୁନି ଶଗଡ଼, କ୍ଷେତକୁ ଯାଉନି ହଳ

ପଟ୍ଟାମୁଣ୍ଡାଇ, ୧୨ା୬(ସ୍ବ.ପ୍ର.): ବର୍ତ୍ତମାନ ବିଜ୍ଞାନ ଯୁଗରେ ବାସ କରୁଛି ମଣିଷ। ପୁରଠୁ ପଲ୍ଲୀ ସବୁଠି ଆଧୁନିକତାର ଛାପ। ଦିନ ଥିଲା ଶଗଡ଼ ଗାଡ଼ି ଯାତ୍ରୀ ପରିବହନଠାରୁ ଆରମ୍ଭ କରି ମାଲ ପରିବହନ ପାଇଁ ଏକମାତ୍ର ମାଧ୍ୟମ ଥିଲା। ଅଧିକାଂଶ ଘରେ ବଳଦ,…

ମୌସୁମୀ ବିଳମ୍ବ: ଚିନ୍ତାରେ ଚାଷୀ

ଯାଜପୁର ଅଫିସ,୧୨ା୬: ଜଙ୍ଗଲ ସମ୍ପଦ ନଷ୍ଟ ସହ ଦ୍ରୁତ ଶିଳ୍ପାୟନ ଯୋଗୁ ତାପନ ବୃଦ୍ଧିପାଉଛି। ଫଳରେ ଖଣି ଓ ଶିଳ୍ପ ସମୃଦ୍ଧ ଜିଲା ଯାଜପୁରର ବିଭିନ୍ନ ସ୍ଥାନରେ ଗତ ୩ ବର୍ଷ ହେଲା ବୃଷ୍ଟିପାତରେ ଘୋର ଅନିୟମିତତା ଦେଖାଦେଇଛି। ମଣିଷର ଦୂରଦୃଷ୍ଟିହୀନ…

ଜନଜୀବନକୁ ଦୁର୍ବିସହ କରିଦେଉଛି ବିଦ୍ୟୁତ୍‌ ବିଭ୍ରାଟ

ଧର୍ମଶାଳା,୧୨ା୬(ଡି.ଏନ.ଏ.): କିଛି ଦିନ ହେଲା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଗୁଳୁଗୁଳି ଅନୁଭୁତ ହେଉଥିବାବେଳେ ଘନଘନ ବିଦ୍ୟୁତ୍‌ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀ ଆସିବ ବୋଲି ପାଣିପାଗ ବିଭଗ ପକ୍ଷରୁ ପୁର୍ବାନୁମାନ କରାଯାଇଥିଲା।…

ଦିନତମାମ କଟୁଛି

କାଳିଆପାଣି,୧୨ା୬(ଡି.ଏନ.ଏ.): ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ବଢ଼ିଥିବାବେଳେ ବିଦ୍ୟୁତ୍‌ର ଲୁଚକାଳି ଖେଳ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ୮ଦିନ ହେବ ଦିନତମାମ ବିଦ୍ୟୁତ୍‌ ଉଭାନ ହୋଇଯାଉଛି। ବିଭାଗ ଉପଭୋକ୍ତାଙ୍କ ଉପରେ ଏକ ପ୍ରକାର ଜୁଲମ କରୁଥିବା…

ଅଘୋଷିତ ବିଜୁଳି କାଟ୍‌ ବଢୁଛି

ରସୁଲପୁର,୧୨ା୬(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ବିଦ୍ୟୁତ୍‌ ଖଣ୍ଡ ଅଧୀନରେ ଅଘୋଷିତ ବିଜୁଳି କାଟ୍‌ ବଢ଼ିଥିବା ଅଭିଯୋଗ ହେଉଛି। ବାରମ୍ବାର ବିଜୁଳି କାଟ୍‌ ଯୋଗୁ ଅସହ୍ୟ ଗରମଗୁଳୁଗୁଳିରେ ଉପଭୋକ୍ତା ଛଟପଟ ହେଉଛନ୍ତି। ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ରସୁଲପୁର ବ୍ଲକ ଅଞ୍ଚଳ ଗସ୍ତ…

ପିଚୁ ରାସ୍ତାରେ ଫାଟ

ଧର୍ମଶାଳା,୧୨ା୬(ଡି.ଏନ.ଏ.): ପୂର୍ତ୍ତ ବିଭାଗ ପକ୍ଷରୁ ଧର୍ମଶାଳା-କବାଟବନ୍ଧ ରାସ୍ତାର ଇମାମନଗର ଗ୍ରାମ ନିକଟରେ ଗତ ମାସ ୧୮ତାରିଖରେ କୁଆଁରିଆ ସେତୁ ଉଦ୍‌ଘାଟନ ହୋଇଛି। ମାତ୍ର ଏହି ସେତୁକୁ ସଂଯୋଗ କରୁଥିବା ପିଚୁ ରାସ୍ତା ଫାଟି ଆଁ କରିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…

ଅଲେଖ ଶୂନ୍ୟବ୍ରହ୍ମ ମଠ ଉଚ୍ଛେଦ ମସୁଧା

ପାଣିକୋଇଲି,୧୨ା୬(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ମୌଜାର ରୁଢ଼ିଆ ଗ୍ରାମ ନିକଟସ୍ଥ ଅଲେଖ ଶୂନ୍ୟବ୍ରହ୍ମ ମଠ ଶତାଧିକ ବର୍ଷ ହେଲା ରହି ଆସିଛି। ମାତାବାବାଙ୍କ ସମାଧି ପୀଠ ସହ କରଦା, ମୂଳାପାଳ, ମାଳଆନନ୍ଦପୁର ପଞ୍ଚାୟତର ଅଧିବାସୀ ଏହାର ବାର୍ଷିକ ପୂଜାର୍ଚ୍ଚନା କରିଥାନ୍ତି।…

କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୬ (କ୍ରୀଡ଼ା ପ୍ରତିନିଧି): କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବର ୧୪ତମ ସଂସ୍କରଣ ରବିବାର କିଟ୍‌ ବିଶ୍ୱବିଦ୍ୟାଳୟସ୍ଥିତ ବିଶ୍ୱନାଥନ୍‌ ଆନନ୍ଦ ଚେସ୍‌ ହଲ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ସରକାର, ଭାରତୀୟ ଚେସ୍‌ ସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଓଡ଼ିଶା ଚେସ୍‌ ସଂଘ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri