Home Left

ଚାଇନା ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ବେନାଉଲିମ, ୫।୫: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁରୁବାର ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ସମ୍ପର୍କରେ ଦୁଇ ରାଷ୍ଟ୍ରର ପ୍ରତିନିଧି କଥା ହୋଇଥିବା କୁହାଯାଉଛି। ଗୋଆର…

ଭାଗ ହେବ ‘ଟାଇମ୍ସ ଗ୍ରୁପ୍‌’

ମୁମ୍ବାଇ, ୫।୫: ଭାରତର ସବୁଠୁ ଖ୍ୟାତନାମା ମିଡିଆ କମ୍ପାନୀ ‘ଟାଇମ୍ସ ଗ୍ରୁପ୍‌’ ଭାଗ ଭାଗ ହେବାକୁଯାଉଛି। ଦୁଇ ଭାଇ ସମୀର ଓ ବୀନିଥ ଜୈନ ଅନେକ ଦିନ ଏକାଠି କମ୍ପାନୀ ପରିଚାଳନା କରୁଥିବାବେଳେ ଦୁହିଁଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଯାଇଛି, ଯେଉଁ…

ଜାତି ଜନଗଣନା ଉପରେ ହାଇକୋର୍ଟଙ୍କ ରୋକ

ପାଟନା, ୫ା୫: ବିହାରରେ ଚାଲିଥିବା ଜାତିଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାରଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଜାତି ଜନଗଣନା ବିରୋଧରେ ଦାଏର ୩ଟି ଜନସ୍ବାର୍ଥ ମାମଲାର ଶୁଣାଣି…

ନିଶା ପାଇଁ ନେଉଛନ୍ତି ନିଷିଦ୍ଧ ଇଞ୍ଜେକ୍ସନ

ଆଶିଷ ରଞ୍ଜନ ପଣ୍ଡା ରାୟଗଡ଼ା, ୫।୫: ନିଦ୍ରାହୀନତା, ବାନ୍ତି, ମୁଣ୍ଡବ୍ୟଥା, ଶରୀରରେ ହେଉଥିବା ଅସହ୍ୟ ଯନ୍ତ୍ରଣା ଉପଶମ ପାଇଁ ବ୍ୟବହାର କରାଯାଏ ଫୋର୍ଟୱିନ ଏବଂ ଫେନରଗାନ୍‌ ଇଞ୍ଜେକ୍ସନ। ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ହେଉଥିବା ପୀଡ଼ା ଏବଂ ବାନ୍ତିକୁ ରୋକିବାରେ ଏହା ବିଶେଷ…

ମଣିପୁରରେ ପୋଲିସ ଗୁଳିରେ ୪ ମୃତ

ଇମ୍ଫାଲ/ନୂଆଦିଲ୍ଲୀ,୫ା୫: ଭାଜପା ଶାସିତ ରାଜ୍ୟ ମଣିପୁରରେ ମେଇତି ସମ୍ପ୍ରଦାୟ ଅଣଆଦିବାସୀ। ରାଜ୍ୟର ମୋଟ ଜନସଂଖ୍ୟାର ୫୩% ଏହି ବର୍ଗର। ଆଦିବାସୀ ସମ୍ପ୍ରଦାୟର ନାଗା ଓ କୁକିଙ୍କ ସଂଖ୍ୟା ହେଉଛି ୪୦%ରୁ କମ୍‌। ମେଇତି ସମ୍ପ୍ରଦାୟକୁ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ତାଲିକାରେ ସାମିଲ…

ପାହାଡ ଭୁଶୁଡିବା ଯୋଗୁ ବନ୍ଦ ରହିଲା ବଦ୍ରିନାଥ ଯାତ୍ରା

ଡେରାଡୁନ,୫।୬: ବଦ୍ରିନାଥ ରାଜପଥରେ ଥିବା ହେଲଙ୍ଗର ପାହାଡ ଭୁଶୁଡିବା ଯୋଗୁ ରାସ୍ତା ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ବଦ୍ରିନାଥ ଯାତ୍ରା ବନ୍ଦ କରି ଦେଇଥିବା ସୂଚନା ମିଳିଛି। ଗୌଚର, କର୍ଣ୍ଣପ୍ରୟାଗ ଏବଂ ଲଙ୍ଗାସୁରେ ପ୍ରତିବନ୍ଧକ ଲଗାଇ ସତର୍କତା ସ୍ବରୂପ…

ପଟ୍ଟାଜମିରେ ଗୁଣ୍ଡାଗର୍ଦ୍ଦି, ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ

ବାଲିଗୁଡ଼ା,୪ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ଼ଠାରେ ଦୀର୍ଘବର୍ଷ ହେଲା ରହିଆସୁଥିବା ସାଧାରଣ ଲୋକଙ୍କ ସେଟେଲମେଣ୍ଟ ପଟ୍ଟା ଜମି ଉପରେ କିଛି ଅସାମାଜିକ ବ୍ୟକ୍ତି ଜୋର ଜବରଦସ୍ତି ଆସି ଗୁଣ୍ଡା ଗର୍ଦ୍ଦି କରି ଜାଗା ଅକ୍ତିଆର ଘଟଣା…

ମହିଳାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ ୨।୫(ଡି.ଏନ.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୯ କଡ଼ରେ ମକରଝୋଳ ଗାଁ ନିକଟ ବିଲରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମହିଳାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ…

‘ବିଜୟ ୬୯’ ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ,୪।୫: ନିଜର ଜବରଦସ୍ତ ଅଭିନୟରେ ଚର୍ଚ୍ଚାରେ ରହୁଥିବା ଅନୁପମ ଖେର ପୁଣି ଥରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ପ୍ରସ୍ତୁତ ହେଲେଣି। ଖୁବ ଶୀଘ୍ର ତାଙ୍କ ନୂଆ ଚଳଚ୍ଚିତ୍ର ‘ବିଜୟ ୬୯’ ରିଲିଜ ହେବାକୁ ଯାଉଛି। ଅନୁପମଙ୍କ ଏହି ଫିଲ୍ମର ଫାଷ୍ଟ୍‌…

କଲ୍‌ କରିବା ଆଳରେ ଲୁଟିନେଲେ ଫୋନ୍‌

ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜଧାନୀରେ ଡକାୟତି କମିବାର ନାଁ ନେଉ ନାହିଁ। ଗୁରୁବାର ଜଣେ ଛାତ୍ରଙ୍କ ଠାରୁ କଲ୍‌ କରିବା ବାହାନାରେ ମୋବାଇଲ ଲୁଟି ନେଇଛନ୍ତି କିଛି ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ। ଛାତ୍ର ଜଣକ ମୋ ବସ୍‌କୁ…

ସମୂହ ଇସ୍ତଫା ଦେଲେ ପ୍ରାଣୀ ଚିକିତ୍ସକ

କେନ୍ଦୁଝର,୪ା୫(ସ୍ବ.ପ୍ର.): ପ୍ରାଣୀ ଚିକିତ୍ସକଙ୍କ ୧୦ ଦଫା ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଗୁରୁବାର ଚରମ ସୀମାରେ ପହଞ୍ଚିଛି। ସେମାନେ ଆଜି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଦ୍ୱାରା ମତ୍ସ୍ୟ ଓ ପଶୁପାଳନ ବିଭାଗର ପ୍ରମୁଖ ଶାସନ…

ସୋନାକ୍ଷୀଙ୍କ ପାଖରେ ସଲମାନ, ଆଲିଆଙ୍କ ପାଖରେ କରନ୍‌ ଅଛନ୍ତି କହିଲେ ଶ୍ରଦ୍ଧା

ମୁମ୍ବାଇ,୪।୫: କରନ ଜୋହରଙ୍କ ଲୋକପ୍ରିୟ ଶୋ କଫି ଓ୍ବିଥ୍‌ କରନ୍‌ରେ ସେଲିବ୍ରେଟିଙ୍କ ବହୁ ସିକ୍ରେଟ୍‌ କଥା ଭାଇରାଲ ହୋଇଥାଏ। ଏହି ଶୋ ରେ ସେଲିବ୍ରେଟିମାନେ ଏପରି ଫ୍ରାଙ୍କ୍‌ଲି ଷ୍ଟେଟେମେଣ୍ଟ ଦେଇଥାନ୍ତି ଯାହା ସେମାନେ ଗଣମାଧ୍ୟମରେ ପ୍ରକାଶ କରିବାକୁ ହଡବଡ ହୋଇଯା’ନ୍ତି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri