Home Left

ଚାଇନାରେ ବ୍ଲୁ ଆଲର୍ଟ

ବେଜିଂ,୧୭।୯: ରବିବାର ଦେଶର ଅଧିକାଂଶ ଅଞ୍ଚଳରେ ଖରାପ ପାଗ ପାଇଁ ଚାଇନାର ପାଣିପାଗ ବିଭାଗ କର୍ତ୍ତୃପକ୍ଷ ଏକ ବ୍ଲୁ ଆଲର୍ଟ ସୂଚନା ଜାରି କରିଛନ୍ତି। ସିନ୍ଧୁ ନ୍ୟୁଜ ଏଜେନ୍ସି ଜାତୀୟ ପାଣିପାଗ କେନ୍ଦ୍ରର ଉଦ୍ଦେଶ୍ୟରେ କହିଛି ଯେ ରବିବାର ଅପରାହ୍ନ ୨ଟାରୁ…

ପାକିସ୍ତାନର ୨୯ ତମ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ କାଜି ଫୈଜ ଇସା

ଇସଲାମାବାଦ,୧୭।୯: ଜଷ୍ଟିସ କାଜି ଫୈଜ ଇସା ରବିବାର ପାକିସ୍ତାନର ୨୯ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ତାଙ୍କର କାର୍ଯ୍ୟକାଳ ୧୩ ମାସ ହେବ, ଯାହା ଅକ୍ଟୋବର ୨୫, ୨୦୨୪ ରେ ଶେଷ…

ବିମାନବନ୍ଦରରେ ନଜର ଆସିଲେ କରୀନାଙ୍କ ପୂରା ପରିବାର

ମୁମ୍ବାଇ: ଅଭିନେତା ସୈଫ୍‌ ଅଲି ଖାନ ଏବଂ କରୀନା କପୁର ତାଙ୍କର ଦୁଇ ପୁଅ ତୈମୁର ଏବଂ ଜେହ୍‌ଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ରବିବାର ନଜର ଆସିଛନ୍ତି। କେଉଁଆଡ଼େ ଛୁଟି ମନାଇବା ପାଇଁ ବାହାରିିଥିବା ଅନୁମାନ କରାଯାଉଛି। ସୈଫ୍‌ ଏକ ମେରୁନ୍‌…

ହାତୀ କି ଘୋଡା ନୁହେଁ ଭିନ୍ନ ଏକ ରାଜକୀୟ ଢଙ୍ଗରେ ପରିଣିତିଙ୍କୁ ବିବାହ କରିବାକୁ ଶୋଭାଯାତ୍ରାରେ ଆସିବେ ରାଘବ

ମୁମ୍ବାଇ: ବଲିଉଡ କୁଇନ ପରିଣିତି ଚୋପ୍ରା ଓ ରାଜନେତା ରାଘବ ଚଢା ବିବାହକୁ ନେଇ ଏବେ ଖୁବ ଚର୍ଚ୍ଚାରେ ରହୁଥିବା ବେଳେ ଆଉ ମାତ୍ର କିଛିଦିନ ମଧ୍ୟରେ ଏମାନେ ସବୁଦିନ ପାଇଁ ଏକାଠି ହୋଇଯିବେ। ସେପ୍ଟେମ୍ବର ୨୪ରେ ଏମାନେ ଉଦୟପୁରରେ ରାଜକୀୟ…

ପରିସ୍ରାଗାର ପାଲଟିଛି ମୃଣ୍ମୟ ମୂର୍ତ୍ତିଙ୍କ ଗୋଦାମ ଘର, କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦୁଝର,୧୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାପାଳଙ୍କ କାଯର୍‌ୟାଳୟ ପରିସରରେ ଥିବା ଶୌଚାଳୟରେ ବିଶ୍ୱକର୍ମା ଓ ଗଣେଶ ପୂଜା ପାଇଁ ବାହାରୁ ମୃଣ୍ମୟ ମୂର୍ତ୍ତି ଆଣି ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଉକ୍ତ ଅପରିଷ୍କାର ପରିସ୍ରାଗାରରେ ବାହାରୁ ଆଣିଥିବା ମୂର୍ତ୍ତିଗୁଡ଼ିକୁ ରଖିଥିବାରୁ…

ଏସିଆନ୍‌ ଗେମ୍ସ ୨୦୨୩: ମହିଳା-ପୁରୁଷ କ୍ରିକେଟ୍‌ ଟିମ୍‌ରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୭।୯:ଏସିଆନ ଗେମ୍ସ ଲାଗି ପୁରୁଷ ଏବଂ ମହିଳା କ୍ରିକେଟ ଦଳରେ ଛୋଟ ପରିବର୍ତ୍ତନ କରିଛି ବିସିସିଆଇ। ସେପ୍ଟେମ୍ବର ୨୩ରୁ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଲାଗି ଉଭୟ ଟିମ୍‌ର ଗୋଟିଏ ଗୋଟିଏ ଖେଳାଳି ବଦଳିଛନ୍ତି। ପୁରୁଷ କ୍ରିକେଟ ଟିମ୍‌ରେ ଦ୍ରୁତ…

୪୩ ପାଇଲଟଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଅକାଶା ଏୟାର

ନୂଆଦିଲ୍ଲୀ,୧୭।୯: ବେସରକାରୀ ବିମାନ କମ୍ପାନୀ ଅକାଶା ଏୟାର ଏହାର ୪୩ ପାଇଲଟ୍‌ଙ୍କ ବିରୋଧରେ କୋଟର୍ର୍ ଯିବାକୁ ନିଷ୍ପତ୍ତି ନେଇଛି। ନୋଟିସ ନ ଦେଇ କର୍ମଚାରୀମାନେ କମ୍ପାନୀ ଛାଡ଼ିଥିବାରୁ ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଛି। ଚୁକ୍ତି ଅନୁଯାୟୀ ନିର୍ଦ୍ଧାରିତ ୬…

ଇପିଏଫ୍‌ଓକୁ ସୁଧ ହାର ଘୋଷଣା ନ କରିବାକୁ ନିର୍ଦ୍ଦେଶ !

ନୂଆଦିଲ୍ଲୀ,୧୭।୯: ପ୍ରତି ଆର୍ଥିକ ବର୍ଷ ଲାଗି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ସୁଧ ହାର ନେଇ ଘୋଷଣା କରିଥାଏ। ହେଲେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ(ସିବିଟି) ମନ୍ତ୍ରଣାଳୟର ପୂର୍ବ ଅନୁମୋଦନ ବିନା ଆରମ୍ଭରୁ ଏହାକୁ ସର୍ବସାଧାରଣରେ ଘୋଷଣା…

ଆସିବ ‘ଜବ୍‌ ଉଇ ମେଟ୍‌’ ସିକୁଏଲ, ପୁଣି ଏକାଠି ନଜର ଆସିବେ ଶାହିଦ-କରିନା !

ବମ୍ବେ: ଇମ୍‌ତିଆଜ ଅଲ୍ଲିଙ୍କ ଚଳଚ୍ଚିତ୍ର ‘ଜବ ଉଇ ମେଟ୍‌’ ବଲିଉଡର ସୁପରହିଟ୍‌ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏଥିରେ ଶାହିଦ କପୁର ଏବଂ କରିନା କପୁରଙ୍କ ଯୋଡ଼ି ଜବରଦସ୍ତ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟ ଜିତିଥିଲା। ବିଶେଷକରି ‘ଗୀତ୍‌’ ଚରିତ୍ରକୁ ନେଇ ଆକାଶ…

ଦଳର ନେତାଙ୍କୁ ଅନୁଶାସନର ପାଠ ପଢାଇଲେ ଖାର୍ଗେ

ନୂଆଦିଲ୍ଲୀ,୧୭।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଦଳର ନେତାଙ୍କୁ ଅନୁଶାସନ ଏବଂ ଏକତା ପାଇଁ ଆହ୍ବାନ ଦେଇଛନ୍ତି। ବ୍ୟକ୍ତିଗତ ମତଭେଦଠାରୁ ଦୂରରେ ରହି କଂଗ୍ରେସର ସଫଳତାକୁ ପ୍ରାଧାନ୍ୟ ଦେବାକୁ ଏବଂ ଦଳର କିଛି କ୍ଷତି ନ କରିବାକୁ ସେ କହିଛନ୍ତି।…

ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୁସି ଖବର: ଦିଲ୍ଲୀ ଆରଏମଏଲ ହସ୍ପିଟାଲରେ ଖୋଲିଲା ସ୍ପେଶାଲ ଓପିଡି

ନୂଆଦିଲ୍ଲୀ,୧୭।୯: ଦୀର୍ଘଦିନ ଧରି ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଲୋକମାନେ ସରକାରୀ ଡାକ୍ତରଖାନାରେ ସ୍ବତନ୍ତ୍ର ସପିଡି ସେବା (ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଓପିଡି) ଦାବି କରୁଥିଲେ। ଏହି ସମ୍ପ୍ରଦାୟ ପାଇଁ ଏହା ଏକ ଖୁସିର ବିଷୟ ଯେ ବର୍ତ୍ତମାନ ସେମାନଙ୍କର ଆଶା ପୂରଣ ହୋଇଛି।…

ତୃତୀୟ ମୋର୍ଚ୍ଚାର ସଙ୍କେତ ଦେଲେ ଓଓ୍ବାଇସି

ନୂଆଦିଲ୍ଲୀ,୧୭।୯: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି। ଏନ୍‌ଡିଏ ଏବଂ ମିଳିତ ମେଣ୍ଟ ‘ଇଣ୍ଡିଆ’ ପରେ ଏବେ ଏକ ତୃତୀୟ ସାମ୍ମୁଖ୍ୟ ମଧ୍ୟ ଗଠନ ହେଉଥିବା ଜଣାପଡିଛି। ଏନେଇ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?