୮ଶ୍ରେଣୀର ୧୨୦ ଛାତ୍ରୀଛାତ୍ରଙ୍କ ପାଇଁ ୩ ଶିକ୍ଷକ
ନୂଆଗାଁ, ୧୯ା୯ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ଖୋଲିଥିବା ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ…
‘ପ୍ରଶଂସକଙ୍କ ସମର୍ଥନ ଆମ ସମସ୍ତଙ୍କୁ ଦେଉଛି ପ୍ରେରଣା’
ନୂଆଦିଲ୍ଲୀ,୧୯।୯: ଏସିଆ କପ ୨୦୨୩ ଟାଇଟଲ ଜିତିବା ପରେ ବର୍ତ୍ତମାନ ଭାରତୀୟ ଦଳର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଦିନିକିଆ ବିଶ୍ୱକପ ଜିତିବା। ୨୦୧୧ରେ ଶେଷ ଥର ପାଇଁ ଟିମ ଇଣ୍ଡିଆ ଏହି ଟ୍ରଫି ଜିତିଥିଲା। ଏହି ମେଗା ଇଭେଣ୍ଟ ବିଷୟରେ ଭେଟେରାନ…
ଅଶ୍ଳୀଳ ଭିଡିଓ ଭାଇରାଲ ନେଇ ମାମଲା
କାମାକ୍ଷାନଗର,୧୯।୯(ଅମଜାଦ ଖାନ): ଏକ ଓ୍ବେବ୍ ଚ୍ୟାନେଲରେ ସୋମବାର ଅଶ୍ଲୀଳ ଭିଡିଓ ଅପଲୋଡ କରାଯାଇ ଏହା କଙ୍କଡ଼ାହାଡ଼ ବ୍ଲକସ୍ଥିତ ଏକ ଶିକ୍ଷାନୁଷ୍ଠାନର ଜଣେ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କର ବୋଲି କୁହାଯାଇଥିବାରୁ ଏହା ବିରୋଧରେ କଙ୍କାଡ଼ାହାଡ଼ ଥାନାରେ ମାମଲା ରୁଜୁ କରାଯାଇଛି। ଏହି ଭିଡିଓ…
ଗ୍ଲୋବାଲ୍ ଷ୍ଟେଜ୍ରେ ଗୀତା ପଢିଲେ ଆୟୁଷ୍ମାନ
ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଡ୍ରିମ ଗାର୍ଲ ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ନିକଟରେ ଫିଲ୍ମ ୧୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିବା ପରେ ସେ ପ୍ରଶଂସକଙ୍କ ସହ ପାର୍ଟି କରୁଥିବା ମଧ୍ୟ ଦେଖିବାକୁ…
ଗଣେଶ ପୂଜା ପାଇଁ ସବୁଠି ଚଳଚଞ୍ଚଳ
ଭୁବନେଶ୍ୱର, ୧୯।୯: ଆଜି ଗଣେଶ ପୂଜା । ଏ ନେଇ ଗାଁଠୁ ସହରର ସବୁଠି ଚଳଚଞ୍ଚଳ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼ ସାଜସଜ୍ଜା ଦେଖିବାକୁ ମିଳିଛି। ମେଢବୁଲିବାକୁ ଲୋକଙ୍କ ଭିଡ଼ ଖେିବାକୁ ମିଳୁଛି। ତାସହ ସ୍ଥାନେସ୍ଥାନେ ମୀନାବଜାର…
ଜିଲାରେ ବୃଦ୍ଧି ପାଉଛି ମକାଚାଷ
ବ୍ରହ୍ମପୁର,୧୯ା୯ (ସ୍ମୃତି ରଞ୍ଜନ ମହାଲିକ): ଧାନ ଭଳି ମକା ଚାଷ ମଧ୍ୟ ଗଞ୍ଜାମ ଜିଲାରେ ଚାଷୀଙ୍କ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ମକା ଚାଷୀ ପରିବାର ରହିଥିବା ଅନୁମାନ କରାଯାଉଛି। ଏହି ଚାଷରେ…
ରିଅଲ୍ଟି ଶୋ’ରେ ବୈଶିଙ୍ଗା ଝିଅ ନଂ.୧
ବୈଶିଙ୍ଗା,୧୮ା୯(ରତନ ଦାଶ): ଟିଭି ଚ୍ୟାନେଲ ଜି ସାର୍ଥକରେ ପ୍ରସାରିତ ‘ଦିଦି ନଂ. ୧’ ରିଅଲ୍ଟି ଶୋ’ରେ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର କୁନି ଝିଅ ଆହାନା ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ସେ ଟାଇଟଲ ଜିତିବା ସହିତ ସୁନା ଚେନ୍ ଓ…
୧୦ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ
ଜଗତ୍ସିଂହପୁର, ୧୯ା୯ (ପ୍ରମୋଦ କୁମାର ନାୟକ): ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଚାଷୀଙ୍କ ପାଇଁ ହଂସୁଆ ନଦୀ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ନଦୀର ଜଳ ଉପରେ ଶହସ୍ରାଧିକ ଚାଷୀ ନିର୍ଭରଶୀଳ। କିନ୍ତୁ…
ଗ୍ରାମରୁ ୨ ମୃତଦେହ ଜବତ
କୁଜଙ୍ଗ, ୧୯ା୯ (ମନୋଜ ପ୍ରଧାନ): କୁଜଙ୍ଗ ବ୍ଲକ ତଥା ଲକ୍ଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମରେ ପୃଥକ୍ ଘଟଣାରେ ସୋମବାର ୨ ଜଣଙ୍କ ମୃତଦେହ ମିଳିଛି। ଏହି ଗ୍ରାମର ସୌଦାଗର ଜେନାଙ୍କ ପୁଅ ଅମୂଲ୍ୟଙ୍କ ଝୁଲନ୍ତା ମୃତଦେହ ଘର ନିକଟ ସରକାରୀ ଜାଗାରେ…
ତେଲଙ୍ଗାନାରେ ସୋନିଆଙ୍କ ଭାରତ ମାତା ପୋଷ୍ଟର ଦେଖି କ୍ରୋଧ ପ୍ରକାଶ କଲା ଭାଜପା, କହିଲା ଲଜ୍ୟା ଜନକ
ନୂଆଦିଲ୍ଲୀ,୧୯।୯: ଚଳିତ ବର୍ଷ ଶେଷରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ନିକଟରେ କଂଗ୍ରେସ ଏହାର କାର୍ଯ୍ୟ କମିଟିର ଏକ ବୈଠକ କରିଥିଲା। ବର୍ତ୍ତମାନ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପୋଷ୍ଟରକୁ ନେଇ…
ଆଜି ବିରାଜିବେ ବିଘ୍ନରାଜ: ଅଗ୍ରପୂଜ୍ୟଙ୍କ ଆବାହନ ପାଇଁ ସହର ଚଳଚଞ୍ଚଳ
ଭୁବନେଶ୍ୱର,୧୯।୯(ଅନୁରାଧା ମହାରଣା):ରାଜଧାନୀ ସମେତ ସାରା ରାଜ୍ୟରେ ଆଜି ପବିତ୍ର ଗଣେଶ ପୂଜା ମହା ଆଡ଼ମ୍ବରରେ ପାଳିତ ହେବ। ଭୁବନେଶ୍ୱରର ବିଭିନ୍ନ ମଣ୍ଡପ, ଶିକ୍ଷାନୁଷ୍ଠାନ ସମେତ ଶତାଧିକ ସ୍ଥାନରେ ବିରାଜିବେ ବିଘ୍ନରାଜ। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ପୂଜା କମିଟି ସଦସ୍ୟ, ଛାତ୍ରୀଛାତ୍ରଙ୍କ ମଧ୍ୟରେ…
ବିପଦରେ ପଡ଼ିପାରନ୍ତି ସଚେତନକାରୀ
ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କ ଉପରେ ନଜର ରଖିବାକୁ ସାଧାରଣ ଲୋକ କିମ୍ବା ସତର୍କ ନାଗରିକଙ୍କ ସହଯୋଗ ଲୋଡାଯାଇଛି। ଏଥିପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ନେକ୍ସଟ ଜେନ୍ ଏମ୍ ପରିବହନ ଆପ୍ଲିକେଶନରେ ‘ସିଟିଜେନ ସେଣ୍ଟିନେଲ’ ନାମକ…

