ସଚେତନ ନ ହେଲେ ଆକାଉଣ୍ଟ ସଫା
ଅନୁଗୋଳ ଅଫିସ, ୭ା୫: ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିବାକୁ ନୂଆ ନୂଆ ଉପାୟ କରୁଛନ୍ତି ସାଇବର ଠକ। କେତେବେଳେ କ୍ରେଡିଟ୍ କାର୍ଡ ବ୍ଲକ ହୋଇଯାଇଛି କହି ଆକାଉଣ୍ଟଧାରୀଙ୍କ ଠାରୁ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ହାସଲ କରୁଛନ୍ତି ତ ଆଉ କେବେ ସିମ୍…
ଶିକ୍ଷକଙ୍କ ଗଳାକାଟି ହତ୍ୟା, ବାପାଙ୍କୁ ହାଣିଲେ ପୁଅ
କୁଚିଣ୍ଡା,୭।୫(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଶନିବାର ପୃଥକ୍ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୋଟିଏ ଘଟଣାରେ ଜଣେ ଶିକ୍ଷକଙ୍କ ଗଳାକାଟି ହତ୍ୟା କରାଯାଇଥିବାବେଳେ ଅନ୍ୟ ଏକ ଘଟଣାରେ ବିବାହ ପାଇଁ ଜିଦ୍ ଧରି ପୁଅ କୋଡି ସାହାଯ୍ୟରେ…
ନାରୀ ଶିକ୍ଷା ବିକାଶର ମୁଖ୍ୟ ଉପାଦାନ: ରାଷ୍ଟ୍ରପତି
ବାରିପଦା ଅଫିସ,୭।୫: ନାରୀ ଶିକ୍ଷା ଦେଶ ବିକାଶର ଏକ ମୁଖ୍ୟ ଉପାଦାନ। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ସଂଖ୍ୟାରେ ଶିକ୍ଷାଲାଭ କରୁଥିବା ବେଳେ ଝିଅମାନଙ୍କୁ ପ୍ରୋତ୍ସାହିତ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର…
ମଣିପୁର ହିଂସା: ମୃତ୍ୟୁ ୫୪କୁ ବୃଦ୍ଧି
ଇମ୍ଫାଲ, ୭।୫: ମଣିପୁର ହିଂସାଜନିତ ମୃତ୍ୟୁସଂଖ୍ୟା ଶନିବାର ସୁଦ୍ଧା ୫୪ରେ ପହଞ୍ଚିଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟର ହିଂସାପ୍ରବଣ ଅଞ୍ଚଳକୁ ସୈନ୍ୟବାହିନୀ ନିୟନ୍ତ୍ରଣକୁ ନେବା ପରେ ଇମ୍ଫାଲ ଉପତ୍ୟକାରେ ଜୀବନଯାତ୍ରା ସ୍ବାଭାବିକ ହୋଇଛି। ଦୋକାନ ବଜାର ଖୋଲିବା ସହ ରାସ୍ତାରେ ଯାନବାହନ…
ଦଶପଲ୍ଲାରେ ଆସାମର ବାଉଁଶକଳା
ନୟାଗଡ଼ ଅଫିସ, ୭ା୫: ବଲାଙ୍ଗୀ ବାଉଁଶରେ ଆସାମର କାରୁକାର୍ଯ୍ୟକୁ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଉପରଡିକିରି ଗଁ।ର ଆଦିବାସୀମାନେ ଆପଣେଇବା ଆରମ୍ଭ କରିଛନ୍ତି । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କିପରି ଅଧିକ ଅର୍ଥ ସଂଗ୍ରହ କରି ପାରିବେ…
ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସକୁ ସଂଘବନ୍ଧ ଆକ୍ରମଣ
ତିର୍ତ୍ତୋଲ,୭।୫(ଡି.ଏନ.ଏ.): ଏକ ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସକୁ ସଂଘବନ୍ଧ ଭାବେ ଆକ୍ରମଣ କରାଯାଇଛି। ଫଳରେ ୨ ଜଣ ମହିଳା ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ଥାନା ଗରେଇ ପଞ୍ଚାୟତ ଅନ୍ତର୍ଗତ ଶିରୋଳ ଗ୍ରାମରେ ଶୁକ୍ରବାର ବିଳମ୍ବିତ…
ବିବାହ କରିବେ ସନ୍ନି ଦେଓଲଙ୍କ ପୁଅ
ମୁମ୍ବାଇ: ବଲିଉଡ୍ର ଆକ୍ସନ କିଙ୍ଗ୍ ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଅଭିନୟ ଜଗତରେ ପ୍ରବେଶ କରିଛନ୍ତି। କରଣ ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ରୁ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା।…
କୂଅଖୋଳାରେ ସୀମିତ ଜଳପ୍ରକଳ୍ପ
ଲୋଇସିଂହା, ୭ା୫(ଡି.ଏନ.ଏ) ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ କଦଳୀପାଲି ଗାଁ ା କିଡ଼ନୀ ରୋଗରେ ଏହି ଗଁ।ର ବହୁ ଲୋକଙ୍କ ଜୀବନ ଗଲାଣି। ଆଉ କେତେକ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏହା ଜଣାପଡିଲା…
୫ ଜିଲାର ୩୨୩ ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ଭୁବନେଶ୍ୱର,୭।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ଶନିବାର ୫ ଜିଲାର ୩୨୩ ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଖୋର୍ଦ୍ଧା ଜିଲାର ୬୨ ହାଇସ୍କୁଲ, ବରଗଡ଼ ଜିଲାର ୬୨, ମୟୂରଭଞ୍ଜ ଜିଲାର…
ଡିସିପିଓଙ୍କ ଚିଠିକୁ ବିଡିଓ, ସିଡିପିଓ ଦେଇଥିଲେ ଅଧିକ ଗୁରୁତ୍ୱ
ସୋନପୁର, ୭ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ଗ୍ରାମାଞ୍ଚଳରେ ସଚେତନତା ନମ୍ବର ପ୍ଲେଟ୍ ପ୍ରଦାନ ନାଁରେ ବଡ ଧରଣର ଠକେଇ ହୋଇଛି। ବିହାରର ରୋହତସ ଜିଲା ବହୁଆରା ଅଞ୍ଚଳର ମନୋଜ କୁମାର ଗୁପ୍ତା ନାମକ ବ୍ୟକ୍ତି ଜିଲା ପ୍ରଶାସନର ସହଯୋଗରେ ଲୋକଙ୍କୁ ଠକିଛନ୍ତି ।…
ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରଚାରକୁ ଓହ୍ଲାଇବେ ନବୀନ, ଧର୍ମେନ୍ଦ୍ର
ଭୁବନେଶ୍ୱର,୭।୫(ବ୍ୟୁରୋ): ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ହେବ। ହାତରେ ଆଉ ମାତ୍ର ୨ ଦିନ ଥିବାରୁ ନିର୍ବାଚନ ପ୍ରଚାର ଶେଷସୀମାରେ ପହଞ୍ଚିଛି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀମାନେ ଘରଘର ବୁଲି…
ମଣ୍ଡି ଖୋଲିଲାନି, ରାସ୍ତା ଉପରେ ଧାନ
ବରଗଡ଼ ଅଫିସ୍/ ଭେଡ଼େନ, ୭ା୫: ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ନିଷ୍ପତ୍ତି ଅନୁଯାୟୀ ଶନିବାରଠାରୁ ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ଅଧୀନ ମଣ୍ଡି ଗୁଡ଼ିକ ଖୋଲିଥାନ୍ତା ଏବଂ ଧାନ ସଂଗ୍ରହ ଆରମ୍ଭ ହୋଇଥାନ୍ତି। ତେବେ ବୈଠକର…
Archives


