ବାରମ୍ବାର ଜଣାଇ ଶୁଣୁନାହାନ୍ତି ବିଧାୟକ, ପ୍ରଶାସନ
ସେମିଳିଗୁଡା/ସୁନାବେଡା,୧୯ା୯ (ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ): ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀଙ୍କ ନିଜସ୍ବ ବାସଗୃହ ଥିବା ପାକଝୋଲା ପଞ୍ଚାୟତରୁ ମାତ୍ର ଦେଢ଼ କିମି ଦୂର କୁମ୍ବିଗୁଡା ଗ୍ରାମକୁ ଅଦ୍ୟାବଧି ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଫଳରେ କୁମ୍ଭିଗୁଡା ଗ୍ରାମବାସୀ ଖରାଦିନ ଯାହା ଯେମିତି…
ଏହି ସଂସଦ ଧାରା ୩୭୦କୁ ହଟାଇଛି: ପୁରୁଣା ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ନୂଆଦିଲ୍ଲୀ,୧୯।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ସମ୍ବୋଧିତ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ରେଡ ଦୁର୍ଗରୁ କହିଥିଲି ଯେ ଏହା ହେଉଛି ସଠିକ୍ ସମୟ ।ଦେଶ…
୬ମାସରେ ଧସିଲା ରାଜପଥ ଗାର୍ଡୱାଲ
ଦାରିଙ୍ଗବାଡି,୧୯ା୯(ଅରୁଣ ସାହୁ): ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ଜାତୀୟ ରାଜପଥର ଗାର୍ଡୱାଲ ଧସି ଯାଇଛି। ଅତି ନିମ୍ମ ମାନର କାର୍ଯ୍ୟ ଯୋଗୁ ନିର୍ମାଣର ମାତ୍ର ୬ ମାସ ମଧ୍ୟରେ ଗାର୍ଡୱାଲ ଭୁଶୁଡି ପଡ଼ିଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହା…
ଆଇଏମଏଫରୁ ଫଣ୍ଡିଂ ପାଇଁ ନିଜ ଅସ୍ତ୍ରଶସ୍ତ୍ରର କାରବାର କଲା ପାକିସ୍ତାନ, ରିପୋର୍ଟର ଦାବି ଉପରେ ଆସିଲା ପଡୋଶୀ ଦେଶର ବୟାନ
ଇଓଲାମାବାଦ,୧୯।୯: ନିକଟରେ ଏକ ରିପୋର୍ଟ ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ଏକ ଗୁରୁତ୍ୱପୂର୍ଣ୍ଣ ବେଲଆଉଟ ପ୍ୟାକେଜ ହାସଲ କରିବା ପାଇଁ ପାକିସ୍ତାନ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ବିକ୍ରି କରିଛି। ତେବେ ପାକିସ୍ତାନ…
ପୁରୁଣା ସଂସଦ ଭବନରେ ଚାଲିଛି ଫଟୋ ସେସନ
ନୂଆଦିଲ୍ଲୀ,୧୯।୯: ସଂସଦର ବିଶେଷ ଅଧିବେଶନର ମଙ୍ଗଳବାର ହେଉଛି ଦ୍ୱିତୀୟ ଦିନ। କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ସଂସଦର ପାଞ୍ଚ ଦିନିଆ ସ୍ବତନ୍ତ୍ର ଅଧିବେଶନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି। ଜି -୨୦ ରୁ ଭାରତର ବିଶ୍ୱସନୀୟତାର ଶକ୍ତି ବିଷୟରେ ପ୍ରଧାନମନ୍ତ୍ରୀ…
ଇମ୍ଫାଲ ଘାଟୀରେ ମହିଳା ସଂଗଠନର ୪୮ ଘଣ୍ଟା ବନ୍ଦ ଡାକରା, ଗିରଫ ହୋଇଥିବା ୫ ଯୁବକଙ୍କୁ ମୁକ୍ତ କରିବାକୁ ଦାବି
ଇମ୍ଫାଲ,୧୯।୯: ମଣିପୁରର ଇମ୍ଫାଲ ଘାଟୀ ଜିଲାରେ ମେଇତେଇ ମହିଳା ସଂଗଠନର ମୀରା ପୈବି ଏବଂ ଅନ୍ୟାନ୍ୟ ସ୍ଥାନୀୟ କ୍ଲବ ମଧ୍ୟରାତ୍ରିରୁ ୪୮ ଘଣ୍ଟା ପାଇଁ ବନ୍ଦ ଡାକରା ଦେଇଛନ୍ତି। ବନ୍ଧୁକ ଧରିବା ଏବଂ ୟୁନିଫର୍ମ ପିନ୍ଧିବା ଅଭିଯୋଗରେ ଗିରଫ ହୋଇଥିବା ୫ଜଣ…
ତାମିଲ ଅଭିନେତା-ନିର୍ମାତା ବିଜୟଙ୍କ ୧୬ ବର୍ଷର ଝିଅ କଲେ ଆତ୍ମହତ୍ୟା
ହାଇଦ୍ରାବାଦ: ତାମିଲ ଅଭିନେତା ତଥା ନିର୍ମାତା ବିଜୟ ଆଣ୍ଟୋନିଙ୍କ ଝିଅ ମୀରାଙ୍କ ୧୯ ସେପ୍ଟେମ୍ବର ଅର୍ଥାତ୍ ମଙ୍ଗଳବାର ସକାଳେ ପରଲୋକ ଘଟିଛି। କୁହାଯାଉଛି ଯେ, ବିଜୟଙ୍କ ୧୬ ବର୍ଷର ଝିଅ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଚେନ୍ନାଇସ୍ଥିତ ନିବାସରେ ମୀରାଙ୍କୁ ଝଲନ୍ତା…
ଏଠାରେ କୌଣସି ମେଳା ହେଉନି: ସଂଯୁକ୍ତ ରାଷ୍ଟ୍ର ମହାସଭାରେ ବାଇଡେନଙ୍କ ବ୍ୟତୀତ ପହଞ୍ଚିଲେ ନାହିଁ ଆଉ କୌଣସି ବଡ ନେତା
ନ୍ୟୁୟର୍କ,୧୯।୯: ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ନେତା ଅନୁପସ୍ଥିତ ରହିପାରନ୍ତି। କେବଳ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସାମିଲ ହେଉଛନ୍ତି। ଏହାକୁ ନେଇ ଏବେ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ ଆଣ୍ଟେନିଓ…
କାନାଡାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲା ଭାରତ
ନୂଆଦିଲ୍ଲୀ/ଓଟାଓ୍ବା,୧୯।୯: ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ହାତ ଥାଇପାରେ ବୋଲି କାନାଡା ଅଭିଯୋଗକୁ ଭାରତ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଉପରେ ଏକ ବଡ ଅଭିଯୋଗ କରି କହିଛନ୍ତି ଯେ,…
ରୁଷିଆ ଆକ୍ରମଣରେ କମ୍ପିଲା ୟୁକ୍ରେନ ସହର ଲଭିଭ, ଗୋଦାମରେ ଅଗ୍ନିକାଣ୍ଡ, କେତେକ ଲୋକ ଆହତ
କିଭ୍,୧୯।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ। ପୁଣିଥରେ ପଶ୍ଚିମ ୟୁକ୍ରେନ ସହର ଲଭିଭରେ ମଙ୍ଗଳବାର ସକାଳେ ବିସ୍ଫୋରଣରେ କମ୍ପିତ ହୋଇଛି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ରୁଷିଆର ଏୟାର ଷ୍ଟ୍ରାଇକ୍ରେ ଜଣେ ବ୍ୟକ୍ତି…
ଫେକ୍ ଭୋଟରଙ୍କୁ ହଟାଇବା ଦାବି
ନୟାଗଡ଼,୧୯।୯(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ସ୍ଥାନୀତ ହୋଇଥିବା ୨୦ ହଜାର ଫେକ ଭୋଟରଙ୍କୁ ହଟାଇବା ପାଇଁ ନୟାଗଡ଼ର କେତେଜଣ ଭୋଟର ସୌମ୍ୟ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଭେଟି ସୋମବାର ଫେରାଦ୍ ହୋଇଛନ୍ତି। ଅନ୍ୟପକ୍ଷେ ମୁଖ୍ୟ ନିର୍ବାଚନ…
ଆଜି ଲକ୍ଷ୍ନୌରେ ଆରଏସଏସର ସମନ୍ବୟ ବୈଠକ, ମୁଖ୍ୟମନ୍ତ୍ରୀ ଯୋଗୀ ହେବେ ସାମିଲ
ଲକ୍ଷ୍ନୌ,୧୯।୯: ଆଗାମୀ ଲୋକ ସଭା ନିର୍ବାଚନ, ରାମ ମନ୍ଦିରର ଉଦ୍ଘାଟନ ଏବଂ ସନାତନ ଧର୍ମକୁ ନେଇ ବିବାଦ ମଧ୍ୟରେ ଉତ୍ତରପ୍ରଦେଶରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ସକ୍ରିୟ ହୋଇଛି। ଆଜି ସାରେ ଲକ୍ଷ୍ନୌ ଆରଏସଏସ,ଭାଜପା ସରକାର ଏବଂ ଆନୁଷଙ୍ଗିକ ସଂଗଠନର…

