Home Left

କଟକରେ ନକଲି ମୃଦୁ ପାନୀୟ କାରଖାନା

କଟକ ଅଫିସ, ୭ା୫: କଟକ ନକଲି ଓ ଅପମିଶ୍ରିତ କାରବାରର ପେଣ୍ଠସ୍ଥଳ ପାଲଟିଛି। ପୂର୍ବରୁ ବେଆଇନ କାରଖାନାରେ ପୋଲିସ ଚଢ଼ାଉ କରି ନକଲି ସିମେଣ୍ଟ, ଚା, ମସଲା, ଅପମିଶ୍ରିତ ସସ୍‌ ଆଦି ଜବତ କରିଛି। କେତେକ କ୍ଷେତ୍ରରେ କାରଖାନାକୁ ସିଲ୍‌ କରାଯିବା…

ପ୍ରଧାନମନ୍ତ୍ରୀ ମଣିପୁର ଆସିବାକୁ ଶର୍ମିଲାଙ୍କ ଅପିଲ୍‌

ଇମ୍ଫାଲ, ୭।୫: ମଣିପୁରରେ ହିଂସା ଜାରି ରହିଥିବାବେଳେ ଶାନ୍ତି ରକ୍ଷା ପାଇଁ ଧର୍ମମତ ନିର୍ବିଶେଷରେ ସବୁ ମହିଳା ଆଗେଇ ଆସିବାକୁ ସିଭିଲ ରାଇଟ୍ସ କର୍ମୀ ଇରୋମ ଶର୍ମିଲା ଚାନୁ ଶନିବାର ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ…

ସ୍ମାର୍ଟସିଟି ପ୍ରକଳ୍ପ ଅବଧି ବର୍ଷେ ବଢ଼ିଲା

ଭୁବନେଶ୍ୱର , ୭ା୫ (ବ୍ୟୁରୋ) ୨୦୧୫ରେ ‘୧୦୦ ସ୍ମାର୍ଟସିଟି ମିଶନ’ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ମିଶନରେ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଯଥା ଭୁବନେଶ୍ୱର ଏବଂ ରାଉରକେଲାକୁ ସାମିଲ କରାଯାଇ ବ୍ୟାପକ ଉନ୍ନତି କରାଯିବା ସହ ସ୍ମାର୍ଟସିଟିରେ…

ସେନା ନିୟନ୍ତ୍ରଣରେ ହିଂସାପ୍ରବଣ ଅଞ୍ଚଳ

ଇମ୍ଫାଲ, ୭।୫: ମଣିପୁର ହିଂସାଜନିତ ମୃତ୍ୟୁସଂଖ୍ୟା ୫୪ରେ ପହଞ୍ଚତ୍ଥିବା ସରକାରୀ ଭାବେ କୁହାଯାଇଛି। କିନ୍ତୁ ପ୍ରକୃତ ମୃତ୍ୟୁସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ବୋଲି ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ସୈନ୍ୟବାହିନୀ ହିଂସାପ୍ରବଣ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଶନିବାର ଇମ୍ଫାଲ ଉପତ୍ୟକାରେ…

ବର୍ଷା ହେଲେ ବଢୁଛି ଅଣ୍ଡରପାସ୍‌ ସମସ୍ୟା

ଖୋର୍ଦ୍ଧା ଅଫିସ, ୭ା୫: ବହୁ ପ୍ରତୀକ୍ଷିତ ଜଟଣୀ ଓଭରବ୍ରିଜ୍‌ ନିର୍ମାଣ କାମ ସରୁ ନ ଥିବା ବେଳେ ସୀତାରାମ ଛକସ୍ଥିତ ରେଲଓ୍ବେ ଅଣ୍ଡରପାସ୍‌ରେ ବର୍ଷାପାଣି ଜମିରହୁଛି। ଏହି ଅଣ୍ଡରପାସ୍‌ ଖୋର୍ଦ୍ଧା ଓ ପିପିଲିକୁ ମୁଖ୍ୟରାସ୍ତା ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ…

୩୬୦ ବର୍ଷ ପୁରୁଣା ରାଜମୁକୁଟ

ଲଣ୍ଡନ, ୭।୫: ରାଜ୍ୟାଭିଷେକ ଅବସରରେ ସେଣ୍ଟ ଏଡ୍‌ଓ୍ବାର୍ଡଙ୍କ ରାଜମୁକୁଟ ଚାଲର୍‌ସଙ୍କୁ ପିନ୍ଧାଯାଇଛି। ତାଙ୍କ ପୂର୍ବରୁ ମୁକୁଟକୁ ତାଙ୍କ ମା’ ତଥା ବ୍ରିଟେନ୍‌ର ଦିବଂଗତ ମହାରାଣୀ ଏଲିଜାବେଥ ୨ୟ ୧୯୫୩ ନିଜ ରାଜ୍ୟାଭିଷେକରେ ପରିଧାନ କରିଥିଲେ। ଏଲିଜାବେଥ୍‌ଙ୍କ ପୂର୍ବରୁ ୧୯୩୭ରେ କିଙ୍ଗ୍‌ ଜର୍ଜ…

ଜେଲରୁ ଆସି ବାପାଙ୍କୁ କାନ୍ଧଦେଲେ

ସମ୍ବଲପୁର,୭।୫(ବ୍ୟୁରୋ): ବାପାଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ବିଚାର ବିଭାଗ ହେପାଜତରେ ଥିବା ଅଭିଯୁକ୍ତ ଶିଶିର ବହିଦାର କୋର୍ଟଙ୍କ ସ୍ବତନ୍ତ୍ର ଅନୁମତି ନେଇ ଶନିବାର ରାଜଘାଟରେ ବାପାଙ୍କୁ ଶେଷ ଦର୍ଶନ କରିବା ସହ କାନ୍ଧ ଦେଇଥିଲେ। ସମ୍ବଲପୁର ଜିଲା ଜଜ୍‌ ଓ…

ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୭।୫: ପୁରୀ ସହରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ସମୟରେ କାର୍ଯ୍ୟର ଅଗ୍ରଗତି…

ପାହାଡ଼ ଶୀର୍ଷକୁ ଚଢ଼ିପାରୁନି ବିକାଶ

ଭୁବନେଶ୍ୱର,୭।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଚାକିରି କରୁଥିବା ସମସ୍ତ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ରହିଥିବା ଛୁଟି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି। ବିଶେଷକରି ଛୁଟି ଦିନରେ କାର୍ଯ୍ୟ କରିବାକୁ ବିରୋଧ କରି ଶିକ୍ଷକମାନେ ବିଭିନ୍ନ ସମୟରେ…

୭ବର୍ଷ ବିତିଲା, ମିଳୁନି କୃଷିବୀମା ଟଙ୍କା

ଧାମନଗର, ୭ା୫(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ମାନଲାପୁର ଗ୍ରାମର ଚାଷୀ ନିରଞ୍ଜନ ଦାସ(୪୪)ଙ୍କ ମୃତ୍ୟୁକୁ ୭ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ପରିବାରକୁ ବୀମା ସହାୟତା ରାଶି ମିଳି ନାହିଁ। ବୀମା କମ୍ପାନୀର ବୈମାତୃକ…

ଖାର୍ଗେଙ୍କୁ ହତ୍ୟା ପାଇଁ ଭାଜପା ପ୍ରାର୍ଥୀଙ୍କ ଯୋଜନା: କଂଗ୍ରେସ

ବେଙ୍ଗାଲୁରୁ, ୭।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ତାଙ୍କ ସ୍ତ୍ରୀ ଓ ପୂରା ପରିବାରକୁ ହତ୍ୟା କରିବା ପାଇଁ ଜଣେ ଭାଜପା ପ୍ରାର୍ଥୀ ଯୋଜନା କରୁଥିବା ଅଭିଯୋଗ ହୋଇଛି। କର୍ନାଟକରେ କଂଗ୍ରେସ ପ୍ରଭାରୀ ଥିବା ଦଳର ସାଧାରଣ ସମ୍ପାଦକ ରଣଦୀପ୍‌ ସୁର୍ଜଓ୍ବୋଲା…

ଆଇନର ଆଶ୍ରୟ ନେବ ଶିକ୍ଷକ ସଂଘ

ଭୁବନେଶ୍ୱର,୭।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଚାକିରି କରୁଥିବା ସମସ୍ତ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ରହିଥିବା ଛୁଟି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି। ବିଶେଷକରି ଛୁଟି ଦିନରେ କାର୍ଯ୍ୟ କରିବାକୁ ବିରୋଧ କରି ଶିକ୍ଷକମାନେ ବିଭିନ୍ନ ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri