Home Left

‘ଦିବ୍ୟ ୱେଟ୍‌-ଗୋ’ରୁ ମୋଟାପଣ ମୁକ୍ତି ସମ୍ଭବ

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ସମୟରେ ମୋଟାପଣ ଏକ ବଡ଼ ସମସ୍ୟା ଭାବେ ସମାଜରେ ଉଭା ହୋଇଛି। ଉଲ୍ଲେଖଯୋଗ୍ୟ, ମୋଟା ହେବା ସହଜ କିନ୍ତୁ ତାହାକୁ କମାଇବା ଅତ୍ୟନ୍ତ କଠିନ ବ୍ୟାପାର। ଏପରିକି ମୋଟାପଣରୁ ମୁକ୍ତି ପାଇଁ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ନେତୃତ୍ୱରେ ପତଞ୍ଜଳି ଅନୁସନ୍ଧାନ…

‘ଦୋଷୀ ସାବ୍ୟସ୍ତ ହେଲେ ଫାଶୀରେ ଝୁଲିପଡିବି’, ଡବ୍ଲୁଏଫଆଇ ମୁଖ୍ୟ କହିଲେ- ମୁଁ କ’ଣ ରାବଣ, ପ୍ରମାଣ ଦେଖାନ୍ତୁ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୭।୫: ଡବ୍ଲୁଏଫଆଇର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି କି ତାଙ୍କ ବିରୋଧରେ ଆସିଥିବା ଗୋଟିଏ ବି ଅଭିଯୋଗ ପ୍ରମାଣିତ ହେଲେ ସେ ଫାଶୀରେ ଝୁଲି ପଡିବେ। ସୂଚନାଯୋଗ୍ୟ କିଛିଦିନ ହେବ ମହିଳା…

ଧୋକା

ଏହି ସିନେମାଟିର ଟାଇଟଲରୁ ଜଣାପଡୁଛି ଯେ ନିଶ୍ଚୟ କାହାଣୀରେ କିଛି ନୂତନତ୍ୱ ରହିଛି। କିଏ କାହାକୁ ଧୋକା ଦେଉଛି, ପୁଣି କାହିଁକି ଦେଉଛି ତାହା ଫିଲ୍ମଟିକୁ ଦେଖିଲେ ହିଁ ଜାଣିପାରିବେ । ‘ଧୋକା : ଦ ଗେମ୍‌ ଅଫ ଲଭ୍‌’ ଚିତ୍ରଟି…

ଗୋଲ୍‌ଡ କଏନ ଜିତିଲେ ଘଡ଼ି ଗ୍ରାହକ

ନୂଆଦିଲ୍ଲୀ,୭।୫: ଦେଶର ପ୍ରମୁଖ ଘରୋଇ ଡିଟରଜେଣ୍ଟ ଉତ୍ପାଦକ ଘଡ଼ି ପକ୍ଷରୁ ଆକର୍ଷଣୀୟ ଅଫର ‘ ଘଡ଼ି ମେ ସୁନା’ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ଅଫର ଜରିଆରେ ଏକ ଗୋଲ୍‌ଡ କଏନ ଘଡ଼ି ଗ୍ରାହକ ଜିତିଛନ୍ତି ବୋଲି କମ୍ପାନୀ ପକ୍ଷରୁ ସୂଚନା…

ବ୍ୟଙ୍ଗ ସାହିତ୍ୟର ମିଶ୍ରରାଗ

ସେ ଜଣେ ଅନନ୍ୟ ବ୍ୟଙ୍ଗକାର । ତହିଁରେ ଶିଶୁ ସାହିତ୍ୟ, କବିତା, ପ୍ରବନ୍ଧ, ଗଳ୍ପ, ଗବେଷଣାମୂଳକ ନିବନ୍ଧ, ଫିଚର, ରମ୍ୟରଚନା, ପରୀକ୍ଷାମୂଳକ ଉପନ୍ୟାସ, ଅନୁବାଦରେ ତାଙ୍କର ରହିଛି ଗଭୀର ପ୍ରବେଶ। ଲେଖକୀୟ ସତ୍ତାକୁ ଏକପାଖିଆ କରି ଚଳପ୍ରଚଳ ହେଉଥିବା ତାଙ୍କ ବ୍ୟକ୍ତିସତ୍ତାକୁ…

ଲରେନ୍ସ ଆଣ୍ଡ ମାୟୋ ପକ୍ଷରୁ ସନ୍‌ଗ୍ଲାସ୍‌ ମେଳା

ଭୁବନେଶ୍ୱର,୭।୫: ଦେଶର ପ୍ରମୁଖ ଅପ୍ଟିକାଲ ବ୍ରାଣ୍ଡ୍‌ ‘ଲରେନ୍ସ ଆଣ୍ଡ ମାୟୋ’ ପକ୍ଷରୁ ସନ୍‌ଗ୍ଲାସ୍‌ ମେଳାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ମେଳା ୨୦୨୩ ମେ ୩୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଲରେନ୍ସ…

ନାଏକାର ପିଙ୍କ୍‌ ସମର ସେଲ୍‌

ନୂଆଦିଲ୍ଲୀ,୭।୫: ଦେଶର ପ୍ରମୁଖ ଅନ୍‌ଲାଇନ ମଲ୍ଟି ବ୍ରାଣ୍ଡ୍‌ ନାଏକା ଫ୍ୟାଶନ ପକ୍ଷରୁ ପ୍ରଥମ ଥର ପାଇଁ ଏକ ଅଭିନବ ସେଲ୍‌ ‘ପିଙ୍କ୍‌ ସମର ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି ସେଲ୍‌ ଜରିଆରେ ଗ୍ରାହକମାନେ ୫ ଲକ୍ଷରୁ ଅଧିକ…

ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ଲଗାଉଛି ବିଜେଡି: ଭାଜପା

ଭୁବନେଶ୍ୱର,୭।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ମହିଳା ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କାର୍ଯ୍ୟରେ ଲଗାଇବା ସହ ଲୋକଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଇନ ଉଲ୍ଲଂଘନ କରୁଛି। ସାଧାରଣ ନିର୍ବାଚନ ହେଉ କି ଉପନିର୍ବାଚନ ସବୁବେଳେ ସରକାରୀ କର୍ମଚାରୀମାନେ ନିୟମ ଉଲ୍ଲଂଘନ…

ସକାଳୁ କ’ଣ କରିବା ଶୁଭ

କୁହାଯାଏ, ଯେଉଁଠାରେ ନକାରାତ୍ମକ ଊର୍ଜ୍ଜା ରହିଥାଏ, ସେଠାରେ କେବେ ବି ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ କି ସେଠି କୌଣସି ଉନ୍ନତି ହୋଇ ନଥାଏ। ତେଣୁ ବାସ୍ତୁଶାସ୍ତ୍ରରେ ଏମିତି କିଛି ସରଳ ଉପାୟ କୁହାଯାଇଛି, ଯାହାକୁ ପ୍ରତିଦିନ ସକାଳୁ ଉଠିବା…

ରାତିଅଧିଆ ପ୍ରଚାର ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର,୭।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ବିଜେଡି ଓ ଭାଜପା ପରସ୍ପର ବିରୋଧରେ ନିର୍ବାଚନ ଆଚରଣବିଧି ଭାଙ୍ଗିବା ନେଇ ଅଭିଯୋଗ କରୁଛନ୍ତି। ଭାଜପା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବା ନେଇ ବିଜେଡିର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟ…

ଦରମା ଟଙ୍କା ଘରକୁ ପଠାଇଥିଲି

କେନ୍ଦୁଝର ଜିଲା ତେଲକୋଇ ନିକଟସ୍ଥ ନୂଆଗାଁରେ ମୋର ଜନ୍ମ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଇତିହାସରେ ଏମ୍‌.ଏ ପଢିବା ସମୟରେ ରେଳବାଇ ବିଭାଗରେ ଜୁନିୟର୍‌ କ୍ଲର୍କ ପାଇଁ ଇଣ୍ଟରଭ୍ୟୁ ଦେଇଥିଲି। ସେଥିରେ କୃତକାର୍ଯ୍ୟ ହେବାରୁ ୧୯୮୯ରେ ଚାକିରିରେ ଯୋଗଦେଲି। ପ୍ରଥମ ମାସ ୧୩୫୦ ଟଙ୍କା…

ମହିଳାଙ୍କୁ କଚାଡି ମାରିଲା ହାତୀ

ଅନୁଗୋଳ,୭।୫: ଅନୁଗୋଳ ଜିଲାରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି। ରବିବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲାର ବନ୍ତଳା ତଲଗଡ ଅଞ୍ଚଳର ଜଣେ ମହିଳା ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri