ମୁକୁଳା ପଡ଼ିଛି ଡ୍ରେନ
ପୁରୀ ଅଫିସ,୯ା୫: ଆଗକୁ ମହାପ୍ରଭୁଙ୍କ ଘୋଷଯାତ୍ରା ଥିବାବେଳେ ପୁରୀ ସହରକୁ ରାଜ୍ୟ ତଥା ରାଜ୍ୟ ବାହାର ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ତେଣୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ନେଇ ସୂଚନା ପ୍ରଦାନ କରାଯାଉଛି। ଏପରିକି ଘନଘନ ବୈଠକ କରାଯାଇ…
ମତଦାନ ପୂର୍ବରୁ ବଜରଙ୍ଗବାଲୀଙ୍କୁ ଦର୍ଶନ କଲେ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ
ବେଙ୍ଗାଲୁରୁ,୯।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଜାରି କରାଯାଇଥିବା ମନିଫେଷ୍ଟୋରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ ପ୍ରତିଶ୍ରୁତି ଦେଇ କଂଗ୍ରେସ ଅଡୁଆରେ ପଡିଛି। ଏହାକୁ ନେଇ ଦଳର ନେତାମାନେ ନିଜର ସ୍ପଷ୍ଟୀକରଣ ଉପସ୍ଥାପନ କରୁଛନ୍ତି। ଅନ୍ୟପକ୍ଷରେ, ଏହାକୁ ଏକ ପ୍ରସଙ୍ଗ କରି…
ଗ୍ରାମକୁ ରାସ୍ତା ନାହିଁ, ଜିଲାପାଳଙ୍କୁ ଦାବିପତ୍ର
ଗୋପ,୯।୫(ଡି.ଏନ୍.ଏ.): ରାଜ୍ୟ ସରକାର ସାଧାରଣ ଲୋକଙ୍କ ମୌଳିକ ସୁବିଧାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଗୋପ ବ୍ଲକ କୁଆଁପଡା ପଞ୍ଚାୟତ ଦଳିତ ନାୟକ ସାହି ଗ୍ରାମକୁ ଏପର୍ଯ୍ୟନ୍ତ ରାସ୍ତା ନାହିଁ। ଏହି ଗ୍ରାମରେ ୨୦ରୁ ଊଦ୍ଧର୍ବ ପରିବାର ବାସ କରୁଥିବାବେଳେ ବ୍ଲକ ପ୍ରଶାସନ…
ଆଶା, ନିରାଶା ଆଣିଲା ସୁପ୍ରିମକୋର୍ଟଙ୍କ ରାୟ
ପୁରୀ ଅଫିସ, ୯ା୫: ଶ୍ରୀମନ୍ଦିରରେ ଶୃଙ୍ଖଳିତ ବ୍ୟବସ୍ଥା କରାଯିବା ନେଇ ଆଇନଜୀବୀ ମୃଣାଳିନୀ ପାଢ଼ୀ ୨୦୧୮ ଜୁନ୍ରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ପରେ ରତ୍ନଭଣ୍ଡାର ଚାବି ହଜିବା, ରତ୍ନ ଅଳଙ୍କାର ଗଣତି ଓ ରତ୍ନଭଣ୍ଡାର ଖୋଲାଯିବା ପ୍ରଭୃତି…
ଭାଜପା ନେତାଙ୍କୁ ‘ଆନ୍ଧ୍ର ମଡେଲ’ ମନେପକାଇଲା ବିଜେଡି
ଭୁବନେଶ୍ୱର,୯ା୫(ବ୍ୟୁରୋ): ଓଡ଼ିଶାରେ ତାମିଲନାଡ଼ୁ ମଡେଲ ଶାସନ ଚାଲିଛି ଟିପ୍ପଣୀକୁ ନେଇ ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନଙ୍କୁ ବିଜେଡି କଟାକ୍ଷ କରିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି, ଜୀବନରେ ୱାର୍ଡ଼ମେମ୍ବର ଜିତି ପାରିନଥିବା ଭାଜପାର କୁହାଳିଆ ନେତା…
କର୍ନାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ବିରୋଧରେ ବଜରଙ୍ଗ ଦଳର ପ୍ରଦର୍ଶନ
ବେଙ୍ଗାଲୁରୁ,୯।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଅର୍ଥାତ୍ ୧୦ ମେ’ରେ ଭୋଟ ଗ୍ରହଣ ହେବାକୁ ଯାଉଛି। ଏହାର ଠିକ ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ସାରା ଦେଶରେ ହନୁମାନ ଚାଳିଶା ପାଠ…
କଂଗ୍ରେସରେ ପୁଣି ଖୋଲା ବିଦ୍ରୋହ
ଭୁବନେଶ୍ବର, ୯ା୫(ବ୍ୟୁରୋ): କଂଗ୍ରେସରେ ପୁଣିଥରେ ନେତୃତ୍ୱକୁ ନେଇ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଆରମ୍ଭ ହୋଇଯାଇଛି। ବରିଷ୍ଠ ନେତାମାନେ ଖୋଲାଖୋଲି ଦଳର ରାଜ୍ୟ ନେତୃତ୍ୱକୁ କଟାକ୍ଷ କରିଛନ୍ତି। ଏଥିଲାଗି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଏଭଳି କରାଯାଇଛି। ଦୀର୍ଘଦିନ ହେବ…
ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ
କୋରାପୁଟ,୯।୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋରାପୁଟ ଜିଲା ପ୍ରତି ଚରମ ଅବହେଳାକୁ ବିରୋଧ କରି ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ କୋରାପୁଟ ଜିଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସା ୬ଯାଏ ଚକ ଅଖ…
ବୁଥ୍କୁ ଗଲେ ପୋଲିଂ ପାର୍ଟି
ସମ୍ବଲପୁର,୯ା୫(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ମେ ୧୦ରେ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ପୋଲିଂ ପାର୍ଟି ବୁଥ୍କୁ ଯାଇଛନ୍ତି। ଇଭିଏମ୍ ଓ ଅନ୍ୟାନ୍ୟ କାଗଜପତ୍ର ସହ ପୋଲିସ ସୁରକ୍ଷାରେ ସେମାନେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ କେନ୍ଦ୍ରକୁ ଯାଇଛନ୍ତି। ୨୫୩ ବୁଥ୍ ପାଇଁ…
ପ୍ରଦୂଷଣ ଜ୍ୱାଳାରେ ୨୦ରୁ ଊର୍ଦ୍ଧ୍ୱ ଗାଁ
ଯାଜପୁର ଅଫିସ,୯ା୫: କଳିଙ୍ଗନଗର ଶିଳ୍ପାଞ୍ଚଳର କେତେକ କାରଖାନା ଏବଂ ସୁକିନ୍ଦା ଖଣି ଅଞ୍ଚଳରୁ ନିଷ୍କାସିତ ବର୍ଜ୍ୟଜଳ ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତାରେ ମିଶୁଛି। ଏହି ନଦୀ ଜଳରେ ମାରାତ୍ମକ ସାୟନାଇଡ୍ ଓ ଫେନୋଲିକ କମ୍ପାଉଣ୍ଡ (କୋଇଲାଯୁକ୍ତ ପଦାର୍ଥ) ପରିମାଣ ଚିନ୍ତାଜନକ…
ଦନ୍ତାହାତୀ ଉତ୍ପାତ: ୪ ଜଣଙ୍କ ଘର ଭାଙ୍ଗିଲା
ପାଟଣା,୯।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ସୋମବାର ବିଳମ୍ବିତ ରାତ୍ରିରେ ଘଟଗାଁ ରେଞ୍ଜରୁ ଗୋଠଛଡା ଦନ୍ତା ହାତୀ ପ୍ରବେଶକରି ଉତ୍ପାତ ଆରମ୍ଭ କରିଛି। ହାତୀ ଉତ୍ପାତରେ ୪ଜଣଙ୍କ ଘର ଭାଙ୍ଗିଛି। ଏହି ହାତୀଟି ପାଟଣା ରେଞ୍ଜ ମଲ୍ଲୀପଶି ବିଟ ରାମଚନ୍ଦ୍ରପୁର…
ଶନିବାର ରାଘବ- ପରିଣୀତିଙ୍କ ନିର୍ବନ୍ଧ
ନୂଆଦିଲ୍ଲୀ,୯।୫: ଆମ ଆଦମୀ ପାର୍ଟି (ଏଏପି) ନେତା ରାଘବ ଚଡ୍ଡା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ମେ’୧୩ରେ ହେବ ବୋଲି ଜଣାଯାଇଛି। ସୂଚନାନୁସାରେ, ଏହି ସମାରୋହ ଦିଲ୍ଲୀରେ ଅନୁଷ୍ଠିତ ହେବ ଏବଂ ଏଥିପାଇଁ୧୫୦ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ…
Archives


