Home Left

ପାହାଡ଼ କାଟି ଜଙ୍ଗଲ ନଷ୍ଟ କଲେ ଦୁର୍ବୃତ୍ତ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଦାରିଙ୍ଗବାଡ଼ି,୨୯ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ବନାଞ୍ଚଳ ହାତୀମୁଣ୍ଡ ପଞ୍ଚାୟତ ଋଷିମାଳ ପାହାଡ଼ର ସଂରକ୍ଷିତ ଜଙ୍ଗଲକୁ ଦୁର୍ବୃତ୍ତମାନେ କାଟି ସଫା କରିଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ପାହାଡ଼ ମୁଣ୍ଡିରେ ରହିଥିବା ବାରୁଣୀ ସ୍ନାନ…

କେଜ୍‌ରିଓ୍ବାଲଙ୍କ କ୍ୟାବିନେଟ ପୁନର୍ଗଠନକୁ ଏଲ୍‌ଜିଙ୍କ ମଞ୍ଜୁରୀ: ଅର୍ଥ ଓ ରାଜସ୍ବ ବିଭାଗର ଦାୟିତ୍ୱ ନେବେ ଆତିଶୀ

ନୂଆଦିଲ୍ଲୀ,୨୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତାଙ୍କ ମନ୍ତ୍ରୀ ପରିଷଦରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମନ୍ତ୍ରୀ ଆତିଶୀଙ୍କୁ ଅର୍ଥ ଓ ରାଜସ୍ବ ବିଭାଗର ଦାୟିତ୍ୱ ଦେଇଛନ୍ତି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜେଲ ଯିବା ପରେ କୈଳାଶ ଗେହଲୋଟଙ୍କୁ…

ପଞ୍ଚାୟତ ନିର୍ବାଚନ ସରିଲେ ପୁଣି ଗୋଡରେ ଚାଲିବେ ମମତା: କଂଗ୍ରେସ ନେତା

କୋଲକାତା,୨୯।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡରେ ପୁଣି ଆଘାତ ଲାଗିଛି। ମଙ୍ଗଳବାର ଯେତେବେଳେ ତାଙ୍କ ହେଲିକପ୍ଟରକୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା ସେହି ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା ଆଉ ସେ ଆହତ ହୋଇଥିଲେ। କଂଗ୍ରେସ ନେତା ଅଧିର ରଞ୍ଜନ…

‘ଟିମ ଇଣ୍ଡିଆ ଏକ ବଡ ଭୁଲ କରିଛି’, ରାହାନେଙ୍କୁ ଉପ-ଅଧିନାୟକ କରାଯିବା ନିଷ୍ପତ୍ତି ଉପରେ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୯।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅଜିଙ୍କ୍ୟ ରାହାନେଙ୍କୁ ଟେଷ୍ଟରେ ଉପ-ଅଧିନାୟକ କରାଯିବା ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ୱେଷ୍ଟ ଇଣ୍ଡିଜ ଗସ୍ତରେ ୧୨ ଜୁଲାଇରୁ ଟିମ ଇଣ୍ଡିଆକୁ ୨ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ…

୨୮ଲକ୍ଷ ଟଙ୍କା ନେଇ ଚମ୍ପଟ

ଭବାନୀପାଟଣା,୨୯।୬(ଉତ୍ତମ କୁମାର ଦାଶ): ଗ୍ରାହକ ସେବାକେନ୍ଦ୍ରରେ ଠକେଇ। ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଏକ ପରିବାର। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ ମୋହନଗୁଡା ଗ୍ରାମରେ। ଗାଁରେ ଏକ ଗ୍ରାହକ ସେବାକେନ୍ଦ୍ର…

ଜୁଲାଇ ୧ରେ ବିବାହ କରିବେ ‘ବିଗ୍‌ ବସ୍‌-୧୬’ର ଏହି ଫେମ୍‌

ମୁମ୍ବାଇ: ‘ବିଗ୍‌ ବସ୍‌-୧୬’ର ଫେମ୍‌ ଶ୍ରୀଜିତା ଦେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଜର୍ମାନୀର ମାଇକେଲ ବ୍ଲୋମ୍‌-ପେପ୍‌ଙ୍କୁ ବିବାହ କରିବେ। ଏଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛନ୍ତି। ପ୍ରଶଂସକଙ୍କ ମଧ୍ୟରେ ସେମାନଙ୍କ ବିବାହ ଏବଂ ବିବାହ ପରେ ଜର୍ମାନୀ…

ସୌଦି ଆରବରେ ଆମେରିକା ବାଣିଜ୍ୟ ଦୂତାବାସ ବାହାରେ ଗୁଳିକାଣ୍ଡ, ଗାର୍ଡ ସହ ଆକ୍ରମଣକାରୀ ମୃତ

ରିୟାଦ,୨୯।୬: ଜେଦ୍ଦାରେ ଆମେରିକା ବାଣିଜ୍ୟ ଦୂତାବାସ ଭବନ ନିକଟରେ ଜଣେ ସଶସ୍ତ୍ର ବ୍ୟକ୍ତି ଗୁଳି ଚଳାଇବାରୁ ସେ ନିଜେ ଓ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ସମ୍ପର୍କରେ ଆମେରିକା ବୈଦେଶିକ ବିଭାଗ ବୁଧବାର ସୂଚନା ଦେଇଛି।ସୂଚନାଯୋଗ୍ୟ, ଏହି…

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ

ଲକ୍ଷ୍ନୌ,୨୯।୬: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆକ୍ରମଣ ମାମଲାରେପୋଲିସ ପଚରାଉଚରା କରୁଥିବା କିଛି ଲୋକଙ୍କୁ ଅଟକ ରଖିଛି। ଏହି ଆକ୍ରମଣରେ ସମ୍ପୃକ୍ତ କାରକୁ ମଧ୍ୟ ପୋଲିସ ଉଦ୍ଧାର କରିଛି ବୋଲି କୁହାଯାଇଛି। ଏହି ସମୟରେ ଚନ୍ଦ୍ରଶେଖରଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା…

ବିଶ୍ୱକପ କାର୍ଯ୍ୟସୂଚୀ ପରେ ଏବେ ଟିକେଟ୍‌କୁ ଅପେକ୍ଷା, ଜାଣନ୍ତୁ କିପରି କରିବେ ବୁକିଂ

ନୂଆଦିଲ୍ଲୀ,୨୯।୬: ଆଇସିସି ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏଥର ଏହି ଟୁର୍ନାମେଣ୍ଟ ଭାରତରେ ଆୟୋଜିତ ହେବ। ଏହି କାରଣରୁ ଟିମ ଇଣ୍ଡିଆର ପ୍ରଶଂସକମାନେ ଉତ୍ସାହର ସହିତ ଟୁର୍ନାମେଣ୍ଟକୁ ଅପେକ୍ଷା କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୫ ଅକ୍ଟୋବରରେ…

‘ଦୁର୍ଭାଗ୍ୟଜନକ’, ରାହୁଲ ଗାନ୍ଧୀଙ୍କ କନଭେକୁ ମଣିପୁର ପୋଲିସ ଅଟକାଇବା ଉପରେ କହିଲା କଂଗ୍ରେସ

ଇମ୍ଫାଲ,୨୯।୬: ହିଂସା ଆଶଙ୍କା ଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କନଭେକୁ ମଣିପୁର ପୋଲିସ ଅଟକାଇଥିବା ସୂଚନା ମିଳିଛି। ରାହୁଲ ଗାନ୍ଧୀ ଗୁରୁବାର ଇମ୍ଫାଲରେ ପହଞ୍ଚିବା ପରେ ଚୁରାଚାନ୍ଦପୁର ଯିବାକୁ ବାହାରୁଥିଲେ କିନ୍ତୁ ବିଷ୍ଣୁପୁର ନିକଟରେ ପୋଲିସ ତାଙ୍କ କନଭେନକୁ ଅଟକାଇଥିଲା।…

ଟ୍ରାକରେ ଫସିଥିବା ଟ୍ରକକୁ ଧକ୍କା ଦେଲା ଟ୍ରେନ, ୧୬ ଆହତ ଥିବା ସୂଚନା…

ସାକ୍ରାମେଣ୍ଟୋ, ୨୯।୬: ଟ୍ରାକରେ ଅଟକି ରହିଥିବା ଟ୍ରକ ସହିତ ମୁହାଁମୁହିଁ ହେବା ପରେ ଦକ୍ଷିଣ କାଲିଫର୍ନିଆରେ ଏକ ଟ୍ରେନ ଟ୍ରାକରୁ ଖସି ପଡିଛି। ଫଳରେ ମୋଟ ୧୬ ଜଣ ଆହତ ହୋଇଥିବା ଜଣାପଡିଛି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ଟ୍ରକ ଡ୍ରାଇଭରଙ୍କୁ…

ମିଳିଲା ଚୋରି ଅଳଙ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଭଦ୍ରକ,୨୯।୬(ସନାତନ ରାଉତ ): ଭଦ୍ରକ ପୁରୁଣାବଜାର ଥାନା ଅଧୀନ ନଂଘାମହଲା ଗ୍ରାମରୁ ଗତ ୭ତାରିଖରେ ଚୋରି ହୋଇଥିବା ସୁନା, ରୁପା ଅଳଙ୍କାରକୁ ପୁରୁଣାବଜାର ପୋଲିସ ଜବତ କରିଛି l ଗ୍ରାମର ମୀରଆସିକ ରହେମନଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri