ରଜ ଉତ୍ସବ ପାଳିବାକୁ ଯାଇ ଯୁବତୀଙ୍କ ପତ୍ତା ମିଳୁନି
ବାଲିଗୁଡ଼ା,୨୪ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଦିନକୁ ଦିନ ନାବାଳିକା/ଯୁବତୀ ଅପହରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳିତ ମାସ ୧୫ ତାରିଖରେ ମହାସିଙ୍ଗି ପଞ୍ଚାୟତ…
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫଓଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି
କଟକ,୨୪।୬: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ହାଇକୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପାରଳାଖେମୁଣ୍ଡି ଏସ୍ଡିଜେଏମ୍ କୋର୍ଟରେ ଚାଲିଥିବା ଏସିଏଫ ସୌମ୍ୟରଞ୍ଜନ ହତ୍ୟା ମାମଲାର ଶୁଣାଣି ଉପରେ ହାଇକୋର୍ଟ ସାମୟିକ ସ୍ଥଗିତାଦେଶ ଜାରି…
ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣା:୧୦ ଗିରଫ
ବାରିପଦା,୨୪।୬: ଶିମିଳିପାଳ ଅଭୟାରଣ୍ୟର ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ୧୦ ଅଭିଯୁକ୍ତ ଶିକାରୀ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡା ଗ୍ରାମର ବୋଲି ସୂଚନା ମିଳିଛି । ଗତ ୧୬ ତାରିଖରେ ବିଳମ୍ବିତ ରାତିରେ…
ବ୍ୟାଗ କିଣିବାକୁ ଆସି ଲୁଟ୍ କରିବା ଘଟଣା: ନଗଦ ଅର୍ଥ ସହ ସୁନା ଅଳଙ୍କାର ଫେରିପାଇଲେ ଦମ୍ପତି
ସୋରଡ଼ା,୨୪ା୬(ଲମ୍ବୋଦର ପାଣିଗ୍ରାହୀ): ବ୍ୟାଗ୍ କିଣିବାକୁ ଆସି ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟିନେବା ମାମଲାରେ ସୋରଡ଼ା ପୋଲିସ ୧୪ ଦିନ ମଧ୍ୟରେ ଡକାୟତମାନଙ୍କୁ ଗିରଫ ସହ ଲୁଟ୍ ସୁନା ଟଙ୍କା ଜବତ କରିଛି। ତେବେ ଲୁଟ୍ର ଶିକାର ହୋଇଥିବା ସ୍ଥାନୀୟ…
ହଲିଉଡରୁ ନକଲ ହୋଇଛି ଫିଲ୍ମ ‘ଆଦିପୁରୁଷ’ର ସିନ୍!
ମୁମ୍ବାଇ: ରିଲିଜ ହେବା ପରଠାରୁ ‘ଆଦିପୁରୁଷ’ ବିବାଦରେ ଘେରରେ ରହିଛି। ପ୍ରଥମେ ଫିଲ୍ମର ଭିଫିଏକ୍ସ ଏବଂ ପରେ ସଂଳାପକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଦିପୁରୁଷର ସଂଳାପଗୁଡ଼ିକ ପରିବର୍ତ୍ତନ କରାଯାଇଛି। ଅବଶ୍ୟ ଫିଲ୍ମ ଯେତିକି ହାଇପ୍ରୋଫାଇଲ ଥିଲା,…
ନବଜାତକର ମୃତଦେହ ଝୁଣି ଖାଇଲେ କୁକୁର
ଆନନ୍ଦପୁର,୨୪ା୬(ସନ୍ତୋଷ ରାଉତ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଧୀନ ବଡ଼ରମ୍ପାସ ଓ ବରିଡ଼ି ରାସ୍ତାର ଚାରିମାଣିଆ ଛକ ନିକଟ ରାସ୍ତା ପାର୍ଶ୍ୱ ପଡ଼ିଆରେ ଏକ ନବଜାତକର ମୃତଦେହ ପଡ଼ିଥିବାର ଲୋକେ ଦେଖିବାକୁ ପାଇଥିଲେ। ଶନିବାର ସକାଳେ କେତେକ ପଥଚାରୀ ସେହି ରାସ୍ତାରେ…
ବ୍ୟାଗ୍ କିଣିବାକୁ ଆସି ଲୁଟ୍: ୩ ଗିରଫ, ମିଳିଲା ଅଫେରା ଧନ
ସୋରଡ଼ା,୨୪।୬(ଲମ୍ବୋଦର ପାଣିଗ୍ରାହୀ): ବ୍ୟାଗ୍ କିଣିବାକୁ ଆସି ଲୁଟ୍ ମାମଲାରେ ସୋରଡ଼ା ପୋଲିସ ୧୪ ଦିନ ମଧ୍ୟରେ ଡକାୟତ ମାନଙ୍କୁ ଗିରଫ କରିଛି। ଏହା ସହ ଲୁଟ ସୁନା ଟଙ୍କା ଜବତ କରି ଲୁଟ୍ର ଶିକାର ହୋଇଥିବା ସ୍ଥାନୀୟ ବଡଦାଣ୍ଡର ବ୍ୟବସାୟୀ ଦିନବନ୍ଧୁ…
ଯୁବକଙ୍କୁ ସାଇକେଲ ସହ ଟେକି କଚାଡ଼ିଲା ହାତୀ
ଆନନ୍ଦପୁର,୨୪ା୬(ସନ୍ତୋଷ ରାଉତ): ଆନନ୍ଦପୁର ଥାନା ସୀମାନ୍ତ ମହୁଲଡିହା ଥାନା ଝାଟିକିଡିହା ଗ୍ରାମରେ ଜଣେ ଯୁବକ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଉଛନ୍ତି ଝାଟିକିଡିହାର ଭଜ ମଢେଇ।…
ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିବା ଉଚିତ୍: ଜୟରାମ ରମେଶ
ନୂଆଦିଲ୍ଲୀ,୨୪।୬: ମଣିପୁର ହିଂସାକୁ ନେଇ ସର୍ବଦଳୀୟ ବୈଠକ ପୂର୍ବରୁ କଂଗ୍ରେସ ଭାଜପାକୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ୍ କରି କହିଛନ୍ତି, ରାଜ୍ୟ ୫୨ଦିନ ଧରି ଜଳୁଛି। କିନ୍ତୁ ଗୃହମନ୍ତ୍ରୀ ଏବେ ସର୍ବଦଳୀୟ ବୈଠକ ଡାକୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…
ଅବ୍ୟବସ୍ଥା ଘେରରେ ପୁଇଁତୋଳା ଗ୍ରାମ, ଅସରାଏ ବର୍ଷାରେ ରାସ୍ତା ଜଳମଗ୍ନ
ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୮ ପୁଇଁତୋଳା ଗ୍ରାମ ନାନା ସମସ୍ୟା ଦେଇ ଗତି କରୁଛି l ଶୁକ୍ରବାର ଅସରାଏ ବର୍ଷାରେ ବେହାଲ ପୁଇଁତୋଳା ଗ୍ରାମ l ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ରାସ୍ତାରେ…
ବର୍ଷେ ବିତିଗଲା: ହେଲେ ଆଜିବି ମନେ ପଡ଼ନ୍ତି ରାଇମୋହନ
ଭୁବନେଶ୍ୱର,୨୪।୬(ବ୍ୟୁରୋ): ‘ଏ ଅନାନି’ ବର୍ଷେ ହେଲା ଏ ଡାଇଲଗର ଅସଲି ସ୍ବର ନୀରବି ଗଲାଣି। ପଳାଶୁଣୀ ପ୍ରାଚୀବିହାରସ୍ଥିତ ଉଦୟ-ପୂର’ରେ ଆଉ ଦେଖିବାକୁ ମିଳୁନି ତାଙ୍କୁ । ଆଜିବି ‘ଏ ଅନାନି’ ଡାଇଲଗର ଶୁଣିଲେ ମନେ ପଡ଼ନ୍ତି ରାଇ ଭାଇ। ରାଇମୋହନ ପରିଡ଼ାଙ୍କୁ…
ପୁଣି ଡେଟ୍ କରୁଛନ୍ତି ରଶ୍ମିକା ଓ ବିଜୟ
ମୁମ୍ବାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଇଣ୍ଡଷ୍ଟ୍ରରି ସବୁଠାରୁ ଲୋକପ୍ରିୟ ଅଭିନେତା। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ତେବେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବାର ଗୁଜବ ବଲିଉଡରୁ ଟଲିଉଡ ପର୍ଯ୍ୟନ୍ତ ବ୍ୟାପିଥିଲା। କିନ୍ତୁ ଚଳିତ ବର୍ଷ…
Archives


