ପ୍ରତିଦିନ କୁମ୍ଭୀର ରକ୍ତ ପିଅନ୍ତି ଏହି ବ୍ୟବସାୟୀ, ଗୋଟିଏ ଗ୍ଲାସ୍ର ଦାମ୍…
ଜଣେ ବ୍ୟବସାୟୀ ଦାବି କରିଛନ୍ତି ଯେ, ସେ ସୁସ୍ଥ ଏବଂ ଚେହେରାରେ ଚମକ ଆଣିବା ପାଇଁ ପ୍ରତିଦିନ ଦୁଇଥର କୁମ୍ଭୀରର ରକ୍ତ ପିଅନ୍ତି। ଦକ୍ଷିଣ ଥାଇଲାଣ୍ଡରେ ରହୁଥିବା ଏହି ବ୍ୟବସାୟୀ କହିଛନ୍ତି, ଏହା ହେଉଛି ତାଙ୍କ ସ୍ବାସ୍ଥ୍ୟ ରହସ୍ୟ। ଥାଇଲାଣ୍ଡର ଟ୍ରାଙ୍ଗ…
ରତନଲାଲ କଟାରିଆଙ୍କ ପରଲୋକ
ନୂଆଦିଲ୍ଲୀ,୧୯ା୫: ଭାରତୀୟ ଜନତା ପାର୍ଟି (ଭାଜପା)ର ଅମ୍ବାଲା ଏମ୍ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୭୨ ବର୍ଷ ବୟସ ହେଉଥିଲା। ୩ ଥର ଏମ୍ପି ରହିଥିବା କଟାରିଆ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପିଜିଆଇ…
କାର୍ରେ ନାବାଳିକାଙ୍କୁ ଗଣବଳାତ୍କାର
କୋକ୍ରାଝର,୧୮।୫: ଆସାମ କୋକ୍ରାଝର ଜିଲାରେ ଚଳନ୍ତା କାର୍ରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ନାବାଳିକାଙ୍କୁ ଏକ କାରରେ…
ଶଟସର୍କିଟ୍ରୁ ଅଗ୍ନିକାଣ୍ଡ
ସୋର,୧୮।୫(ଡି.ଏନ.ଏ.): ସୋର ପୌରପାଳିକା ଅଧୀନ ଖୀରକୋଣି ଗ୍ରାମରେ ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଗ୍ରାମର ସୁଶାନ୍ତ କୁମାର ବେହେରା ଏବଂ ଅନୀଲ କୁମାର ବେହେରାଙ୍କ ଘରେ ବିଦ୍ୟୁତ୍ ଶର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ…
ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର, ଥାନାରେ ଏତଲା
ହାଟଡ଼ିହୀ,୧୮l୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ଶାଳନିଆ ପଞ୍ଚାୟତର ହରିଜନ ମହିଳା ସରପଞ୍ଚ ସୁମିତ୍ରା ଯେନାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା…
ଆର୍ସିବି ଆଗରେ ୧୮୭ ରନ୍ର ଟାର୍ଗେଟ୍
ହାଇଦ୍ରାବାଦ,୧୮।୫: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍ର ୬୫ତମ ମ୍ୟାଚରେ ହେନ୍ରିଚ କ୍ଲାସେନଙ୍କ ଶତକୀୟ ଇନିଂସ୍ ବଲରେ ସନ୍ ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ(ଏସ୍ଆର୍ଏଚ୍) ୨୦ ଓଭରରେ ୫ ଉଇକେଟ ହରାଇ ୧୮୬ ରନ୍ କରିଛି। ଫଳରେ ରୟାଲ…
ମହିଳା ହକି ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ
ନୂଆଦିଲ୍ଳୀ,୧୮ା୫: ଗୁରୁବାର ଅନୁଷ୍ଠିତ ପ୍ରଥମ ହକି ଟେଷ୍ଟରେ ଭାରତୀୟ ମହିଳା ହକି ଦଳ ୪-୨ଗୋଲରେ ପରାଜିତ ହୋଇ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟରରେ…
କ୍ୱାଲିଫାୟର, ଏଲିମିନେଟ୍ ମ୍ୟାଚ୍ ଲାଗି ଟିକେଟ ବିକ୍ରି
ନୂଆଦିଲ୍ଲୀ,୧୮।୫: ୨୦୨୩ ଆଇପିଏଲ୍ ସିଜିନର ଶେଷ ଲିଗ୍ ମ୍ୟାଚ ମେ ୨୧ତାରିଖରେ ବାଙ୍ଗାଲୋର ଏବଂ ଗୁଜୁରାଟ ମଧ୍ୟରେ ଖେଳାଯିବ। ମେ ୨୩ରୁ ପ୍ରଥମ ଯୋଗ୍ୟତା(କ୍ୱାଲିଫାୟର) ମ୍ୟାଚ୍ ଖେଳାଯିବ। ମେ ୨୪ରେ ଏଲିମିନେଟ୍ର ମ୍ୟାଚ ହେବ। ଏହି ଦୁଇଟି ମ୍ୟାଚ୍ ଚେନ୍ନାଇର ଏମ୍…
ଟସ୍ ଜିତି ଆର୍ସିବିର ବୋଲିଂ ନିଷ୍ପତ୍ତି
ହାଇଦ୍ରାବାଦ,୧୮।୫: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍ର ୬୫ତମ ମ୍ୟାଚରେ ଫାଫ ଡୁ ପ୍ଲେସିସ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆର୍ସିବି) ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଆଡେନ ମାର୍କ୍ରାମଙ୍କ ନେତୃତ୍ୱାଧୀନ ସନ୍…
କାନ୍ସରେ ମନ ମୋହିଲେ ଇଶା
ମୁମ୍ବାଇ: ବିଶ୍ୱର ସବୁଠୁ ବଡ ଆନ୍ତର୍ଜାତୀୟ ଶୋ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩, ୧୬ ମଇରୁ ଆରମ୍ଭ ହୋଇଛି । ଏଥର ବଲିଉଡ ଇଞ୍ଜିନିୟର ଇଶା ଗୁପ୍ତା ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଛନ୍ତି ଏବଂ ରେଡ କାର୍ପେଟରେ ନିଜର…
ଜି-୨୦ ବୈଠକ ପୂର୍ବରୁ ଶ୍ରୀନଗରରେ ପହଞ୍ଚିଲେ ଏନ୍ଏସ୍ଜି କମାଣ୍ଡୋ
ଶ୍ରୀନଗର,୧୮।୫: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ହେବାକୁ ଥିବା ଜି-୨୦ ବୈଠକ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ଗୁରୁବାର ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି) ଏବଂ ସାମୁଦ୍ରିକ କମାଣ୍ଡୋ ଶ୍ରୀନଗରରେ ପହଞ୍ଚି ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି। ଏପରିକି ସୁରକ୍ଷା କର୍ମୀ ଲାଲଚକ୍ କ୍ଲକ…
ରିଲିଜ ହେଲା ‘ସତ୍ୟ ପ୍ରେମ କି କଥା’ର ଟିଜର
ମୁମ୍ବାଇ: ବଲିଉଡ ନାୟକ କାର୍ତ୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନୀତ ଅପକମିଂ ମୁଭି ‘ସତ୍ୟ ପ୍ରେମ କି କଥା’କୁ ନେଇ କିଛିଦିନ ହେବ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଫିଲ୍ମର ଟିଜର ରିଲିଜ ହୋଇଛି। ଏହି ଟିଜରରେ ଉଭୟ…
Archives


