Home Left

ତାଳଚେରରେ ବିଓଏମ୍‌ର ନୂତନ ଶାଖା

ଭୁବନେଶ୍ୱର,୨୦।୬: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ଆଉ ଏକ ନୂତନ ଶାଖା ନିକଟରେ ଅନୁଗୋଳ ଜିଲାର ତାଳଚେରସ୍ଥିତ ବାଇପାସ୍‌ ଛକଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ତାଳଚେର ଉପଜିଲାପାଳ ତଥା ଏସ୍‌ଡିଏମ୍‌ ବିଶ୍ୱରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ…

ଲାଲଚାନ୍ଦ୍‌ର ଗ୍ରେଟ୍‌ ମନ୍‌ସୁନ୍‌ ଅଫର

ଭୁବନେଶ୍ୱର,୩୦।୬: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ‘ଗ୍ରେଟ୍‌ ମନ୍‌ସୁନ୍‌ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମୌସୁମୀକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଲାଲଚାନ୍ଦ୍‌ ଉକ୍ତ ଅଫର ଅଧୀନରେ ‘ସିମ୍ପଲି ବିଉଟିଫୁଲ’ ନାମକ ଏକ…

ଡ. ସଞ୍ଜୀବଙ୍କୁ ବିଗ୍‌ ଇମ୍ପାକ୍ଟ ଆଓ୍ବାର୍ଡ

ଭୁବନେଶ୍ୱର,୩୦।୬: ଦେଶର ପ୍ରମୁଖ ଘରୋଇ ଆୟୁର୍ବେଦିକ ପ୍ରତିଷ୍ଠାନ ତଥା ଏସ୍‌ବିଏସ୍‌ ବାୟୋଟେକ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଡ. ସଞ୍ଜୀବ ଜୁନେଜାଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ନିକଟରେ ବିଗ୍‌ ଏଫ୍‌ଏମ୍‌ ପକ୍ଷରୁ ଶିମ୍‌ଲାରେ ଆୟୋଜିତ ‘ବିଗ୍‌ ଇମ୍ପାକ୍ଟ ଆଓ୍ବାର୍ଡ-୨୦୨୩’…

୨୦ ହଜାର କୋଟି ନିବେଶ କରିବ ଏଟିଜିଏଲ୍‌

ଭୁବନେଶ୍ୱର,୩୦।୬(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ଆଦାନୀ ଗ୍ରୁପ୍‌ର ଅନ୍ୟତମ ସଂସ୍ଥା ଆଦାନୀ ଟୋଟାଲ ଗ୍ୟାସ୍‌ ଲିମିଟେଡ୍‌ (ଏଟିଜିଏଲ୍‌) ଗ୍ୟାସ୍‌ ବ୍ୟବସାୟ କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ଆଦାନୀ ଗ୍ରୁପ୍‌ ପକ୍ଷରୁ…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଏସ୍‌ସିବିରେ ଆଉ ଜଣେ ଯାତ୍ରୀଙ୍କ ମୃତ୍ୟୁ

କଟକ,୩୦ା୬ (କାର୍ତ୍ତିକ ସାହୁ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆଉ ଜଣେ ଯାତ୍ରୀଙ୍କର ଗୁରୁବାର ମୃତ୍ୟୁ ଘଟିଛି। ସେ ହେଲେ ବିହାର ରାଜ୍ୟ ଜମୁଇ ବାସିନ୍ଦା ମନୀଷ କୁମାର(୨୪)। ସେ…

ଟେକ୍ସାସରେ ଗ୍ରୀଷ୍ମଲହରି: ୧୩ ମୃତ

ଓ୍ବାଶିଂଟନ,୩୦ା୬: ଟେକ୍ସାସ୍‌ ଏବଂ ଲୁଇସିଆନାରେ ପ୍ରବଳ ଗ୍ରୀଷ୍ମ ଲହରି ଜାରି ରହିଛି। ଅସହ୍ୟ ଗ୍ରୀଷ୍ମ ପ୍ରଭାବରେ ଟେକ୍ସାସରେ ୧୩ ଜଣଙ୍କ ମୃତ୍ୟୁ ଘଟିଲାଣି। ମିସିସିପି ଏବଂ ଟେନିସିରେ ତାପମାତ୍ରା ୩ ଅଙ୍କରେ ପହଞ୍ଚତ୍ପାରେ ବୋଲି ସରକାର ସତର୍କ କରାଇଛନ୍ତି। କାଲିଫର୍ନିଆରେ ଚଳିତ…

ଓବିସି/ଏସ୍‌ଇବିସି ବର୍ଗଙ୍କ ଚାକିରି ସଂରକ୍ଷଣରେ ଅବହେଳା

ଭୁବନେଶ୍ବର,୩୦ା୬(ସୁନିତ୍‌ ମିଶ୍ର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଗୁରୁବାର ପଛୁଆ ବର୍ଗ ଜାତୀୟ କମିଶନର ଅଧ୍ୟକ୍ଷ ହଂସରାଜ ଗଙ୍ଗରାମ ଅହିରଙ୍କୁ ଚିଠି ଲେଖିଛନ୍ତି। ଜେନା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ସରକାର ଜାଣିଶୁଣି ଓବିସି ଏବଂ ଏସ୍‌ଇବିସି ବର୍ଗର ଛାତ୍ରୀଛାତ୍ରଙ୍କୁ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱର,୩୦ା୬(ଅନିଲଦାସ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ୨ଜଣ ଫରେଷ୍ଟ ଗାର୍ଡ ଶିକାରୀଙ୍କ ଗୁଳିରେ ନିହତ ଘଟଣାକୁ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଉଦ୍‌ବେଗ ପ୍ରକାଶ କରିଛି। ଶିମିଳାପାଳ ଏବଂ ଫରେଷ୍ଟ ଗାର୍ଡଙ୍କ ସୁରକ୍ଷାକୁ କଡାକଡି…

ରକ୍ତିମ ହେଲା ନଦୀଜଳ

ଟୋକିଓ,୩୦।୬: ଜାପାନ ଓକିନାଓ୍ବା ଦ୍ୱୀପ ନାଗୋ ସହରରେ ପ୍ରବାହିତ ନଦୀ ଜଳ ହଠାତ୍‌ ଲାଲ୍‌ ରଙ୍ଗ ଧାରଣ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ନଦୀ ଜଳ ରକ୍ତିମ ବର୍ଣ୍ଣ ହୋଇଯିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।…

କେନ୍ଦ୍ର କ୍ୟାବିନେଟ୍‌ରେ ଅଦଳବଦଳ ଚର୍ଚ୍ଚା

ନୁଆଦିଲ୍ଲୀ, ୩୦ା୬: ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନ ଓ ଚଳିତ ବର୍ଷ ଶେଷ ଭାଗରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ଭାଜପା ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ଦଳ ଗୁରୁତ୍ୱ ଦେଉଛି। ସେଥିପାଇଁ…

ଦୁର୍ଘଟଣା ପରେ ଏନ୍‌ଏଚ୍‌ଏଆଇ ତତ୍ପର

କେନ୍ଦୁଝର,୩୦ା୬(ଦୀପକ ମିଶ୍ର): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ୨୦ନଂ. ଜାତୀୟ ରାଜପଥର ଷଠିଘର ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ବରଯାତ୍ରୀ ଶୋଭାଯାତ୍ରା ଉପରେ ଟ୍ରକ୍‌ ମାଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ୯ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣାକୁ ନେଇ…

ପୋଲିସ ପାଇଁ ଫ୍ରାନ୍ସ ଜଳୁଛି

ପ୍ୟାରିସ୍‌,୩୦ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ରାଜଧାନୀ ପ୍ୟାରିସ୍‌ର ପଶ୍ଚିମ ଉପକଣ୍ଠ ନଣ୍ଟେରେଠାରେ ମଙ୍ଗଳବାର ରାତିରେ ପୋଲିସ ଟ୍ରାଫିକ୍‌ ଯାଞ୍ଚ କରୁଥିଲା। ସେହି ରାସ୍ତା ଦେଇ ଉତ୍ତର ଆଫ୍ରିକୀୟ ସ୍ବଳ୍ପବୟସ୍କ ଡ୍ରାଇଭର ନହେଲ ଏମ୍‌. ଏକ ଷ୍ଟେଶନାରି କାର୍‌ରେ ଯାଉଥିବାବେଳେ ଦୁଇଜଣ ଫରାସୀ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri