Home Left

କୃତୀ ଆଥ୍‌ଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, ୩୦।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଅଂଶଗ୍ରହଣ କରି ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଶା ଆଥଲେଟ୍‌ଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଗୁରୁବାର ଆର୍ଥିକ ପ୍ରୋତ୍ସାହନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଥମଥରପାଇଁ ଓଡ଼ିଶାର…

ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇପାରେ ୟୁସିସି

ନୂଆଦିଲ୍ଲୀ, ୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଲ୍ଲେଖ କରିବା ଦିନଠାରୁ ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ବିତର୍କ ଚାଲିଆସୁଛି। ଏସବୁ ମଧ୍ୟରେ ମୋଦି ସରକାର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋର୍ଡ ପ୍ରସ୍ତାବ ଦେଇପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି। ଜୁଲାଇରେ ମୌସୁମୀ…

ଲୁଣ ଦାନାଠୁ କ୍ଷୁଦ୍ର ଡିଜାଇନର୍‌ ବ୍ୟାଗ ୫୧ ଲକ୍ଷରେ ନିଲାମ

ଓ୍ବାଶିଂଟନ୍‌: ସବୁଠୁ ଦାମୀ ଲୁଇସ୍‌ ଭୁଇଟୋନ୍‌ କମ୍ପାନୀର ଡିଜାଇନର ବ୍ୟାଗ ୬୩,୦୦୦ ଡଲାର (୫୧.୬ ଲକ୍ଷ ଟଙ୍କା)ରେ ନିଲାମ ହୋଇଛି। ମୂଳ କଥା ଏହି ଡିଜାଇନର ବ୍ୟାଗ୍‌ଟି ଲୁଣା ଦାନାଠାରୁ ମଧ୍ୟ ଆହୁରି ଛୋଟ, ଯାହାକୁ ଖାଲି ଆଖିରେ ଦେଖିବା କଷ୍ଟକର।…

ଗଣେଶ ପୂଜାରେ ‘ଚନ୍ଦ୍ରମୁଖୀ-୨’

ମୁମ୍ବାଇ: କଙ୍ଗନା ରାଣାଓ୍ବତ ଓ ରାଘବ ଲରେନ୍ସଙ୍କ ଫିଲ୍ମ ଚନ୍ଦ୍ରମୁଖୀ-୨ ଗଣେଶ ପୂଜାରେ ମୁକ୍ତିଲାଭ କରିବ। ଏହି ହରର୍‌ କମେଡି ଫିଲ୍ମର ନିର୍ଦ୍ଦେଶନା ଓ କାହାଣୀ ଲେଖିଛନ୍ତି ବି. ବାସୁ। ଲାଇକା ପ୍ରଡକ୍ସନ ପକ୍ଷରୁ ବହୁ ଭାଷାରେ ନିର୍ମାଣ କରାଯାଇଥିବା ଏହି…

ବିମାନ ଯାତ୍ରାର ନିଶା: ୩୩ ବର୍ଷରେ ୩୭ ନିୟୁତ କି.ମି.

ଓ୍ବାଶିଂଟନ୍‌: ଆମେରିକାର ଟମ୍‌ ଷ୍ଟୁକର (୬୯) ନ୍ୟୁଜର୍ସିର ଏକ ଗାଡ଼ି ନିର୍ମାଣକାରୀ କମ୍ପାନୀରେ କନ୍‌ସଲଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ମାତ୍ର ୩୩ ବର୍ଷ ମଧ୍ୟରେ ଟମ୍‌ ମୋଟ ୩୭ ନିୟୁତ କି.ମି, ଦୂର ଯାତ୍ରା କରିଛନ୍ତି। ଟ୍ରାଭେଲ କରିବାକୁ ପସନ୍ଦ କରୁଥିବା…

‘ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିବ ନାହିଁ ଶିନ୍ଦେଙ୍କ ସରକାର’ ଫଡନ୍‌ବିସଙ୍କୁ ଜବାବ ଦେଲେ ସଞ୍ଜୟ ରାଉତ

ମୁମ୍ବାଇ, ୩୦।୬: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନ୍‌ବିସଙ୍କ ଶରଦ ପାୱାରଙ୍କ ବିବୃତ୍ତି ପରେ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି। ବର୍ତ୍ତମାନ ଶିବସେନା (ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ ଫଡନ୍‌ବିସଙ୍କୁ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଯେ, ଏନସିପି ନେତା ଅଜିତ ପାୱାରଙ୍କ…

ବାନ୍ତିରେ ଝଡ଼ିଗଲା ସବୁ ଦାନ୍ତ

ଲଣ୍ଡନ: ଗର୍ଭଧାରଣ ସମୟରେ ବାନ୍ତି ହେବା ସାଧାରଣ କଥା। କିନ୍ତୁ ବ୍ରିଟେନ୍‌ର ଜଣେ ମହିଳାଙ୍କୁ ବାନ୍ତି ଯୋଗୁ ସବୁ ଦାନ୍ତ ହରାଇବାକୁ ପଡ଼ିଛି। ଲୁଇସ୍‌ କୁପର (୨୬) ୨୦୧୭ରେ ପ୍ରଥମ ଥର ପାଇଁ ଗର୍ଭବତୀ ହେଲେ। ପେଟରେ ପିଲା ରହିବା ପରେ…

‘ମେକ ଇନ ଇଣ୍ଡିଆ’ କୁ ପ୍ରଶଂସା କଲେ ପୁଟିନ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କହିଲେ ଏଭଳି

ମସ୍କୋ,୩୦।୬: ରୁଷିଆ ଏବଂ ଭାରତ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ରହିଆସିଛି, ଏହି କାରଣରୁ ପ୍ରତିରକ୍ଷା ଠାରୁ ଆରମ୍ଭ କରି ଅନେକ ସ୍ତରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟକାରବାର ହୋଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭ୍ଲାଦିମିର ପୁଟିନ ପରସ୍ପରକୁ ପ୍ରଶଂସା…

ଅବହେଳିତ ଶହୀଦ ସ୍ମୃତିସ୍ତମ୍ଭ

ଖୋର୍ଦ୍ଧା,୩୦ା୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍‌ଘାଟନ କରିଥିଲେ। ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ସ୍ତମ୍ଭ ଚାରିପଟେ ଗଛଲତା ମାଡ଼ିଗଲାଣି। ଏକଦା ଏହି ସ୍ତମ୍ଭ ନିର୍ମାଣ…

ପାଇକ ସଂଗ୍ରହାଳୟରେ ପୁଣି ତାଲା

ଖୋର୍ଦ୍ଧା,୩୦ା୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପାଇକ ବୀରଙ୍କ ବୀରତ୍ୱ କାହାଣୀ ଏବଂ ସ୍ମୃତିକୁ ସାଉଁଟିବା ସକାଶେ ରାଜ୍ୟ ସରକାର ଖୋର୍ଦ୍ଧାରେ ଏକ ପାଇକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ଲକ୍ଷ୍ୟ ଥିଲା ବିଟ୍ରିଶ ସହିତ ଲଢ଼େଇ କରି ବଳିଦାନ ଦେଇଥିବା ପାଇକଙ୍କ ବୀରତ୍ୱର…

ବଉଳା କୁମ୍ଭୀର ସାଜିଛି ନରହନ୍ତା

ରାଜନଗର,୩୦ା୬(ଭାସ୍କର ରାଉତରାୟ): ପ୍ରକୃତିରାଣୀ ଭିତରକନିକାର ସୌନ୍ଦର୍ଯ୍ୟ, ଅପରୂପ ବିଭବ, ଧଳା ଶଙ୍ଖୁଆ କୁମ୍ଭୀର, ଦେଶ ବିଦେଶରୁ ଆସୁଥିବା ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି, ବିରଳ ହେନ୍ତାଳ ଜାତୀୟ ଉଦ୍ୟାନରେ ଥିବା ମ୍ୟୁଜିୟମ, ବିଶ୍ୱର ସବୁଠୁ ବିଶାଳକାୟ ବଉଳା କୁମ୍ଭୀରର ସ୍କେଲିଟନ,  ଅସଂଖ୍ୟ…

ବିହନ ବୁଣି ବର୍ଷାକୁ ଚାହିଁଛନ୍ତି ଚାଷୀ

କେନ୍ଦ୍ରାପଡ଼ା,୩୦ା୬(ଜଗନ୍ନାଥ ଧଳ): ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଞ୍ଚତ୍ଛିି। ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri