ଖରସ୍ରୋତା ନଦୀବନ୍ଧ କାର୍ଯ୍ୟରେ ଅନିୟମିତତା
ପ୍ରୀତିପୁର,୩୦ା୬(ସୁଶାନ୍ତ ବେହୁରିଆ): ସରକାର ପ୍ରତ୍ୟେକ ବର୍ଷ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ନିମନ୍ତେ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ କାର୍ଯ୍ୟଗୁଡ଼ିକରେ ବ୍ୟାପକ ଅନିୟମିତତା ହେଉଛି। ଫଳରେ ଏହାର ସ୍ଥାୟିତ୍ୱ ପ୍ରତି…
ଓଡିଏମ୍କୁ ବେଷ୍ଟ ଏଜୁକେଶନ ବ୍ରାଣ୍ଡ୍ ସମ୍ମାନ
ନୂଆଦିଲ୍ଲୀ,୩୦।୬: ଓଡିଏମ୍ ପବ୍ଲିକ୍ ସ୍କୁଲକୁ ନିକଟରେ ଆଉ ଏକ ଜାତୀୟ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଦ ଇକୋନୋମିକ୍ ଟାଇମ୍ସ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ହ୍ୟାତ୍ ରିଜେନ୍ସି ହୋଟେଲ ପରିସରରେ ଏକ ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ଉକ୍ତ ସମାରୋହରେ…
୫ ବର୍ଷ ହେଲା ହୋଇନି ପାର୍କିଂ ଟେଣ୍ଡର
କୋଣାର୍କ,୩୦।୬(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ଚାରିଚକିଆ ଯାନ, ବସ୍, ଅଟୋରିକ୍ସା ପାର୍କିଂ ନିମନ୍ତେ କୋଣାର୍କ ଏନ୍ଏସି ପକ୍ଷରୁ ଗତ ୨୦୧୮ ମସିହାଠାରୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ପାର୍କିଂ ସ୍ଥାନ ନିଲାମ କରାଯିବାର ନିୟମ ରହିଛି। ହେଲେ…
ନେକ୍ସନ ଇଭିର ନୂତନ ମାଇଲଖୁଣ୍ଟ
ଭୁବନେଶ୍ୱର,୩୦।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ସର୍ବବୃହତ୍ ବୈଦ୍ୟୁତିକ ଯାନ (ଇଭି) ନିର୍ମାଣକାରୀ ଟାଟା ମୋଟର୍ସ ନିକଟରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଟାଟା ମୋର୍ଟସର ନେକ୍ସନ ଇଭି ୫୦,୦୦୦ ୟୁନିଟ୍ ଗାଡ଼ି ଭାରତୀୟ ବଜାରରେ ବିକ୍ରୟ କରିଥିବା…
‘ମଦରଙ୍ଗ-ଷୋଳପୁର ନଦୀବନ୍ଧ ରାସ୍ତା କାର୍ଯ୍ୟ ଶୀଘ୍ର କର’
ଗୋପ,୩୦।୬(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପସ୍ଥିତ ଶୋଳପୁର-ମଦରଙ୍ଗ ନଦୀବନ୍ଧ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ଆସିବା ପରେ ନିମାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷକ ଯନ୍ତ୍ରୀ ବୈକୁଣ୍ଠନାଥ ଦଳାଇ ଗୁରୁବାର ନଦୀବନ୍ଧ ବୁଲିବା ସହ ତୁରନ୍ତ ରାସ୍ତା କାର୍ଯ୍ୟ ମରାମତି କରିବା…
ବେଦାନ୍ତ ଆଲୁମିନିୟମରେ ଗୌରବ ମାସ ପାଳିତ
ଭୁବନେଶ୍ୱର,୩୦।୬: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଗୌରବ ମାସ ପାଳନ କରାଯାଇଥିଲା। ବିଶେଷକରି ଏକ ବିବିଧ କାର୍ଯ୍ୟକ୍ଷେତ୍ରକୁ ପ୍ରତିପାଦିତ କରିବା ଲାଗି କମ୍ପାନୀ ଉତ୍ସର୍ଗୀକୃତତାକୁ ଏକ ଉତ୍ସବ ଭାବେ ପାଳନ କରୁଛି। ଏପରିକି କମ୍ପାନୀ ନିକଟରେ ୨ ଜଣ ଟ୍ରାନ୍ସଜେଣ୍ଡର ବୃତ୍ତିଧାରୀଙ୍କୁ…
କାବେରୀ ଜୀ ସାର୍ଥକର ଲକ୍ଷପତି ବିଜେତା
ଭୁବନେଶ୍ୱର,୩୦।୬: ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକର ମେଗା ପ୍ରତିଯୋଗିତା ‘ଦେଖିବା ନିତି ହେବା ଲକ୍ଷପତି’ର ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଛି। କାବେରୀ ନାୟକ ଉକ୍ତ ପ୍ରତିଯୋଗିତାର ବିଜେତା ହୋଇଛନ୍ତି ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି।…
ସମ୍ମାନିତ ହେଲେ ପିଜିଡିଏସ୍-୨୦୨୨ର ବିଜେତା
ଭୁବନେଶ୍ୱର,୩୦।୬: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ(ବିଆଇପିଏଫ୍) ପକ୍ଷରୁ ଉଚ୍ଚଶିକ୍ଷା ପାଇଁ ପ୍ରଦାନ କରାଯାଉଥିବା ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି (ପିଜିଡିଏସ୍)-୨୦୨୨ର ବିଜେତା ଛାତ୍ରୀଛାତ୍ରମାନଙ୍କୁ ସମ୍ମାନିତ କରାଯାଇଛି। ବିଶେଷକରି ଇଞ୍ଜିନିୟରିଂ, ମେଡିସିନ ଏବଂ ଉଦାରବାଦୀ କଳା…
ସୁନାବେଶ ଦେଖିଲେ ୧୧୦ ବର୍ଷୀୟା ମହିଳା
ପୁରୀ,୩୦ା୬(ଅଜିତ୍ ମହାନ୍ତି): ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ଅବସରରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଲକ୍ଷାଧିକ ଭକ୍ତଙ୍କ ମଧ୍ୟରେ ଥିଲେ ଜଣେ ଶତାୟୁ ମହିଳା…
ଆଜିଠୁୁ ହିଲ୍ସା ଫୁଡ୍ ଫେଷ୍ଟିଭାଲ
ଭୁବନେଶ୍ୱର,୩୦।୬: ରାଜ୍ୟର ପ୍ରମୁଖ ତଥା ପ୍ରିମିୟମ ହୋଟେଲ ଚେନ୍ ସ୍ବି ପ୍ରିମିୟର ହୋଟେଲ ଭୁବନେଶ୍ୱରର ଗୁର୍ମିତ ରେଷ୍ଟୁରାଣ୍ଟରେ ଶୁକ୍ରବାରଠାରୁ ହିଲ୍ସା ଫୁଡ୍ ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଗୁର୍ମିତ ରେଷ୍ଟୁରାଣ୍ଟ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ…
ତାଳଚେରରେ ବିଓଏମ୍ର ନୂତନ ଶାଖା
ଭୁବନେଶ୍ୱର,୨୦।୬: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍)ର ଆଉ ଏକ ନୂତନ ଶାଖା ନିକଟରେ ଅନୁଗୋଳ ଜିଲାର ତାଳଚେରସ୍ଥିତ ବାଇପାସ୍ ଛକଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ତାଳଚେର ଉପଜିଲାପାଳ ତଥା ଏସ୍ଡିଏମ୍ ବିଶ୍ୱରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ…
ଲାଲଚାନ୍ଦ୍ର ଗ୍ରେଟ୍ ମନ୍ସୁନ୍ ଅଫର
ଭୁବନେଶ୍ୱର,୩୦।୬: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍ ଜୁଏଲର୍ସର ବହୁ ପ୍ରତୀକ୍ଷିତ ‘ଗ୍ରେଟ୍ ମନ୍ସୁନ୍ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମୌସୁମୀକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଲାଲଚାନ୍ଦ୍ ଉକ୍ତ ଅଫର ଅଧୀନରେ ‘ସିମ୍ପଲି ବିଉଟିଫୁଲ’ ନାମକ ଏକ…
Archives


