ଶାହା ଆସିପାରୁଛନ୍ତି, ରାହୁଲ କାହିଁକି ନୁହଁ
ଇମ୍ଫାଲ,୩୦ା୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ୨ ଦିନିଆ ମଣିପୁର ଗସ୍ତ କରିଛନ୍ତି। ମେ’ ୩ରୁ ଜାତିଆଣ ସଂଘର୍ଷ ଲାଗି ରହିଥିବା ଏହି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ସର୍ବାଧିକ ହିଂସା ପ୍ରଭାବିତ ଚୂଡ଼ାଚାନ୍ଦପୁର ଜିଲାକୁ ରାହୁଲ କାର୍ରେ ଯାଉଥିବାବେଳେ ପୋଲିସ ଇମ୍ପାଲଠାରୁ…
ଆଜି ଝିଅର ନାମକରଣ କରିବେ ରାମଚରଣ
ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ରାମ ଚରଣଙ୍କ ସ୍ତ୍ରୀ ଉପାସନା କୋନିଡେଲା ଜୁନ ୨୦ରେ ହାଇଦ୍ରାବାଦରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ବିବାହର ପ୍ରାୟ ୧୧ବର୍ଷ ପରେ, ଏହି ସୁଖ ଉଭୟଙ୍କ ଘରକୁ ଆସିଛି। ଏହା ହେଉଛି ଦମ୍ପତିଙ୍କର ପ୍ରଥମ ସନ୍ତାନ। ରାମଚରଣ…
୨୦୪୭ ସୁଦ୍ଧା ବିକଶିତ ଦେଶ କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩୦।୬: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରୁଛନ୍ତି। ଏହି ସମୟରେ ପିଏମ ମୋଦି କହିଛନ୍ତି ଯେ, ଯେତେବେଳେ ମୁଁ ନିମନ୍ତ୍ରଣ ପାଇଥିଲି, ସେତେବେଳେ ମୁଁ ସ୍ଥିର କରିଥିଲି ଯେ ମୋତେ ଆସିବାକୁ ପଡିବ। ମୁଁ…
ବଟଲରଙ୍କୁ ଲୋଭନୀୟ ଅଫର ଦେଇପାରେ ରାଜସ୍ଥାନ
ଲଣ୍ଡନ, ୨୯ା୬ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ଜୋସ୍ ବଟଲରଙ୍କୁ ଲୋଭନୀୟ ଅଫର ସହ ବହୁବର୍ଷ ପାଇଁ ତାଙ୍କ ସହିତ ଚୁକ୍ତି କରିବା ଲାଗି ବିଚାର କରୁଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ। ଅଧିକାଂଶ ଆଇପିଏଲ୍ ଫ୍ରାଞ୍ଚାଇଜଙ୍କର…
୬ ବର୍ଷ ବିତିଲା, ସମ୍ପୂର୍ଣ୍ଣ ହୋଇନି ଆବାସ ଗୃହ
ନୂଆପଡ଼ା,୩୦।୬(ମକାରୁ ବେମାଲ): ଚାଳ ଛପର ଘରେ ନ ରହି ଛାତ ଘରେ ସମସ୍ତେ ରହିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେଉଛନ୍ତି। ହେଲେ ୧ ଲକ୍ଷ ୩୦ ହଜାର ଟଙ୍କାରେ ଗରିବ…
ଗାଡି ଉପରେ ଗଛ ପଡି ୨ ପୋଲିସ କର୍ମଚାରୀ ମୃତ
ମୁମ୍ବାଇ,୩୦।୬: ଉତ୍ତର ମହାରାଷ୍ଟ୍ରର ଜଲଗାଓଁରେ ପୋଲିସ ଗାଡି ଉପରେ ଗଛ ପଡି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୁମ୍ବାଇଠାରୁ ୪୦ କିଲୋମିଟର ଦୂରରେ ଥିବା ଜଲଗାଓଁର ଏରାଣ୍ଡୋଲ-କସୋଡା ରାସ୍ତାରେ ଏହି ଘଟଣା ଘଟିଛି। ମୃତକଙ୍କ…
ଭେଣ୍ଡିଂ ଜୋନ୍ ଅଛି, ଫୁଟ୍ପାଥ୍ରେ ବେପାରୀ
ରାଉରକେଲା,୩୦ା୬(ଦିନେଶ ମିଶ୍ର): ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲା ସହର ରାସ୍ତାକଡ଼ ଓ ଫୁଟପାଥ୍ ବ୍ୟବସାୟୀଙ୍କୁ କିଭଳି ଥଇଥାନ କରିହେବ ସେ ନେଇ ବିଭିନ୍ନ ସ୍ଥାନରେ ଆର୍ଏମ୍ସି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ କରାଯାଇଥିଲା। ତେବେ ଭେଣ୍ଡିଂ ଜୋନ୍ ନିର୍ମାଣ…
ଭାସିଗଲା ଅସ୍ଥାୟୀ ବାଉଁଶ ପୋଲ
ରାଉରକେଲା,୩୦।୬(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ନିକଟ କୋଏଲ ନଦୀରେ ନିର୍ମିତ ଏକ ଅସ୍ଥାୟୀ ବାଉଁଶ ପୋଲ ବୁଧବାର ବିଳମ୍ବିତ ରାତିରେ ଭାସିଯାଇଛି। ଫଳରେ ଗୁରୁବାରଠାରୁ ଉକ୍ତ ବାଉଁଶ ପୋଲ ଦେଇ ରାଉରକେଲାକୁ ୧୬ଟି ଗ୍ରାମର ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଛି। ପ୍ରବଳ…
୩୨ ଶତକ ସହ ଷ୍ଟିଭ୍ ଓ୍ବଙ୍କ ସମକକ୍ଷ ହେଲେ ସ୍ମିଥ୍
ଲଣ୍ଡନ,୩୦ା୬: ଲଡର୍ସରେ ଅନୁଷ୍ଠିତ ଦ୍ୱିତୀୟ ଆଶେସ୍ ଟେଷ୍ଟରେ ଶତକ ହାସଲ କରିଛନ୍ତି ଷ୍ଟିଭ୍ ସ୍ମିଥ୍। ୩୨ ତମ ଶତକ ସହିତ ଷ୍ଟିଭ୍ ଓ୍ବଙ୍କ ସମକକ୍ଷ ହୋଇଥିବା ସ୍ମିଥ୍ଙ୍କ ୧୧୦ ରନ୍ ବଳରେ ଅଷ୍ଟ୍ରେଲିଆ ୪୧୬ ରନ୍ କରିଛି। ପ୍ରଥମ ଦିନର ଅସମାପ୍ତ…
ନଈକୂଳିଆ ଗାଁକୁ ବନ୍ୟା ଭୟ
ଭେଡ଼େନ,୩୦।୬ (ସୁଦନ ମହାକୁର): ଗତ ୨୩ ତାରିଖରୁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଏଥିସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ପ୍ରବଳ ବର୍ଷା ହୋଇଛି। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଥବବା ସୂଚନା ମିଳିଛି।…
ଅସରାଏ ବର୍ଷାରେ ଫ୍ଲାଏଓଭର ଉପରେ ଜମୁଛି ପାଣି
ସମ୍ବଲପୁର,୩୦ା୬(ବି.ଶଙ୍କର): ସମ୍ବଲପୁର ସହରରେ ଅତ୍ୟାଧୁନିକ ଫ୍ଲାଏଓଭର ଜନସାଧାରଣଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ଫ୍ଲାଏଓଭର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ହୋଇ ନାହିଁ। ଫଳରେ ବର୍ଷାପାଣି ଜିଲାପାଳ, ଆର୍ଡିସି ଅଫଇସ ସମ୍ମୁଖ ରାସ୍ତାରେ ଲହଡି ଭାଙ୍ଗୁଛି। ଅସରାଏ ବର୍ଷାରେ ଫ୍ଲାଏଓଭର ଉପରେ…
ନିର୍ମାଣ ହେଲାନି ବ୍ରିଜ୍ ଡାଇଭର୍ସନ
କୁଚିଣ୍ଡା,୩୦ା୬(ବିରଞ୍ଚତ୍ ଦର୍କା): ଲଘୁଚାପ ଜନିତ ପ୍ରବଳ ବର୍ଷାରେ କୁଚିଣ୍ଡା ବ୍ଲକ ଟାଇଁସର ବ୍ରିଜର ଡ଼ାଇଭର୍ସନ ରାସ୍ତା ଧୋଇ ହୋଇଯାଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ଅଧିକାରୀ ବ୍ରିଜ ଅବସ୍ଥା ପରିଦର୍ଶନ କରି ଡ଼ାଇଭର୍ସନ ରାସ୍ତା ଦୁଇଦିନ ମଧ୍ୟରେ ନିର୍ମାଣ…
Archives


