Home Left

ଧାନ କ୍ଷେତରେ ରାହୁଲ

ସୋନିପତ,୮।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ସକାଳେ ହଠାତ୍‌ ବରୋଦା ଗସ୍ତ କରିଛନ୍ତି। ସେଠାରେ ସେ ମଦିନା ଗାଁରେ ପହଞ୍ଚି କ୍ଷେତରେ ଥିବା ଚାଷି ଓ ଶ୍ରମିକଙ୍କ ସହ କଥା ହୋଇ ଫସଲ ସମ୍ପର୍କରେ କିଛି ତଥ୍ୟ ନେଇଛନ୍ତି,…

ଲକ୍ଷ୍ନୌ ମେଟ୍ରୋ ଷ୍ଟେଶନକୁ ବୋମାରେ ଉଡାଇଦେବାକୁ ମିଳିଲା ଧମକ

ଲକ୍ଷ୍ନୌ,୮।୭: ଲକ୍ଷ୍ନୌର ମେଟ୍ରୋ ଷ୍ଟେଶନକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ଏହା ପରେ ରାଜଧାନୀର ପ୍ରତ୍ୟେକ ମେଟ୍ରୋ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୋଲିସ କଣ୍ଟ୍ରୋଲ ରୁମ ୧୧୨କୁ ଏକ ଅଜଣା ନମ୍ବରରୁ ଏହି ଧମକ ଆସିଛି। ସୂଚନା ପାଇବା…

ଭାରତୀୟ ଦଳରେ ଅମିତ, ନିଲମ

ନୂଆଦିଲ୍ଲୀ, ୮।୭: ସ୍ପାନିଶ୍‌ ହକି ଫେଡେରେଶନର ଶତବାର୍ଷିକୀ ଉପଲକ୍ଷେ ଏକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସ୍ପେନ୍‌ର ଟେରାସାଠାରେ ଚଳିତ ମାସ ୨୫ରୁ ୩୦ ପର୍ଯ୍ୟନ୍ତ ହେବାକୁ ଯାଉଛି। ଏଥିରେ ଆୟୋଜକ ସ୍ପେନ୍‌ ସମେତ ଭାରତ, ଇଂଲଣ୍ଡ ଓ ନେଦରଲାଣ୍ଡ୍ସ ଅଂଶଗ୍ରହଣ କରିବେ। ଏହି…

ଓଡ଼ିଶା ଦଳକୁ ୩ ରୌପ୍ୟ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୮ା୭,(ବିଜୟ ରଣା): ଦ୍ୱାଦଶ ଜାତୀୟ ଭୋବିନାମ ମାର୍ଶାଲ ଆଟର୍‌ସ ଚାମ୍ପିୟନଶିପ୍‌ ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ଶାଲିମାର ହଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ୧୬ଟି ରାଜ୍ୟରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଶା ଭୋବିନାମ ଆସୋସିଏଶନ ମୁଖ୍ୟ ତଥା ଜାତୀୟ…

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ

ମୁମ୍ବାଇ, ୮।୭(ପି.ଟି.): ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବହୁଚର୍ଚ୍ଚିତ ‘ଇମ୍ପାକ୍ଟ ପ୍ଲେୟର’ ନିୟମକୁ ଆସନ୍ତା ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫିରେ ଲାଗୁ କରାଯିବ। ଶୁକ୍ରବାର ଏଠାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର…

ପଶ୍ଚିମବଙ୍ଗରେ ମତଦାନ ଜାରି, ରାଜ୍ୟପାଳଙ୍କ କନଭେକୁ ଅଟକାଇଲେ ସିପିଏମ କର୍ମୀ

କୋଲକାତା,୮।୭: ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ଆଜି ୭୩,୦୦୦ରୁ ଅଧିକ ଆସନରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଛି। ତେବେ ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ ଉତ୍ତର ୨୪ ପରଗାନାର ମତଦାନ ବୁଥ ପରିଦର୍ଶନ କରି ଭୋଟର ଏବଂ…

ପେସ୍‌ ବୋଲର ପ୍ରତିଭା ଅନ୍ବେଷଣ ଶିବିର ଉଦ୍‌ଯାପିତ

କଟକ,୮ା୭, (ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ ଏବଂ ସଚିନ ତେନ୍ଦୁଲକର ଇନଡୋର ହଲ ପରିସରରେ ପେସ ବୋଲର ପ୍ରତିଭା ଅନ୍ବେଷଣ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଛି। ୩ଦିନିଆ ଉକ୍ତ ଶିବିରରେ ମୋଟ ୫୮୮ ଖେଳାଳି…

ଚତୁର୍ଥ ରାଉଣ୍ଡରେ ଆଜାରେଙ୍କା

ଲଣ୍ଡନ, ୮।୭: ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭିକ୍ଟୋରିଆ ଆଜାରେଙ୍କା। ଶୁକ୍ରବାର ଅନୁଷ୍ଠିତ ତୃତୀୟ ରାଉଣ୍ଡରେ ୧୯ତମ ସିଡ୍‌ ଆଜାରେଙ୍କା ୧୧ତମ ସିଡ୍‌ ଡାରିଆ କାସାଟକିନାଙ୍କୁ ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ…

୪୨ବର୍ଷରେ ପଦାର୍ପଣ କଲେ ଧୋନୀ

ନୂଆଦିଲ୍ଲୀ, ୮ା୭ (ପି.ଟି.): ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ଏଥିପାଇଁ ସଚିନ ତେନ୍ଦୁଲକର, ହରଭଜନ ସିଂ ଓ ବୀରେନ୍ଦ୍ର ସେହ୍ବାଗ ଭଳି ଭାରତୀୟ କିମ୍ବଦନ୍ତୀଙ୍କ ସମେତ ସମଗ୍ର ବିଶ୍ୱର ଅଗ୍ରଣୀ…

ସିନ୍ଧୁ, ସେନ୍‌ କ୍ୱାର୍ଟର ଫାଇନାଲରେ

କାଲଗାରି, ୮ା୭ (ପି.ଟି.): ଭାରତର ଦୁଇ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ଏଠାରେ ଚାଲିଥିବା କାନାଡା ଓପନ ସୁପର ୫୦୦ ଟୁର୍ନାମେଣ୍ଟର ଯଥାକ୍ରମେ ମହିଳା ଓ ପୁରୁଷ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସିନ୍ଧୁ ବିପକ୍ଷ ଖେଳାଳି…

ଜାତୀୟ କ୍ୟାମ୍ପରୁ ଜେରେମିଙ୍କୁ ବାହାର କରିଦିଆଗଲା

ନୂଆଦିଲ୍ଲୀ, ୮ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଜେରେମି ଲାଲ୍‌ରିନୁଙ୍ଗା ଜାତୀୟ କ୍ୟାମ୍ପରୁ ବାହାର କରିଦିଆଯାଇଛି। ଭାରତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲ୍ୟୁଏଲ୍‌ଏଫ୍‌) ସଭାପତି ସହଦେବ ଯାଦବ ସୂଚନା ଦେଇଛନ୍ତି। ପିଠିରେ ଆଘାତପ୍ରାପ୍ତ ଏହି ଭାରୋତ୍ତୋଳକ ରିହାବିଲିଟେଶନ ପାଇଁ ଆମେରିକା ଯିବା ପାଇଁ ମନା…

ରୋଭର୍ସ ଆଥ୍‌ଲେଟିକ କ୍ଲବ ବିଜୟୀ

କଟକ,୮।୭,(ସୁପ୍ରିୟା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚରେ ରୋଭର୍ସ ଆଥଲେଟିକ କ୍ଲବ ବିଜୟୀ ହୋଇଛି। ରୋଭର୍ସ ୩-୧ ଗୋଲରେ ଗତ ସଂସ୍କରଣର ରନରଅପ ବିଡାନାସୀ କ୍ଲବକୁ ପରାସ୍ତ କରିଛି। ବିଡାନାସୀ ପକ୍ଷରୁ ୩୬ତମ ମିନିଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri