Home Left

ତେଲଙ୍ଗାନାର ଭଦ୍ରକାଳୀ ମନ୍ଦିରରେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାରି ରାଜ୍ୟ ଗସ୍ତର ଆଜି ଦ୍ୱିତୀୟ ଦିନ। ବର୍ତ୍ତମାନ ସେ ତେଲଙ୍ଗାନାରେ ଅଛନ୍ତି ଏବଂ ଏହା ପରେ ସେ ରାଜସ୍ଥାନ ଯିବେ। ପ୍ରଧାନମନ୍ତ୍ରୀ ମୋଦି ତେଲଙ୍ଗାନାରେ ପହଞ୍ଚିବା ମାତ୍ରେ ସେ ସକାଳେ ବାରଙ୍ଗଲସ୍ଥିତ ଭଦ୍ରକାଳୀ ମନ୍ଦିରରେ…

ବାହା ହେବେ ହ୍ରିତିକ!

ମୁମ୍ବାଇ: ହ୍ରିତିକ ରୋଶନ ଓ ସବା ଆଜାଦ ବଲିଉଡର ସବୁଠାରୁ ହଟ କପଲ ମଧ୍ୟରୁ ଅନ୍ୟତମ। ଉଭୟଙ୍କୁ ଅନେକ ସମୟରେ ଡିନର ଡେଟ ଅବା ପାର୍ଟିରେ ଏକାଠି ଦେଖିବାକୁ ମିଳିଥାଏ। ହେଲେ ଏହି ଯୋଡି ମିଡିଆ ସାମ୍ନାରେ ଏମାନଙ୍କ ରିଲେଶନକୁ ନେଇ…

ଖାଲିସ୍ତାନୀଙ୍କ ‘କିଲ ଇଣ୍ଡିଆ’ ରାଲି ପୂର୍ବରୁ କାନାଡାରେ ଲାଗିଲା ପୋଷ୍ଟର

ଓଟଓ୍ବା,୮।୭: ବ୍ରିଟେନ, ଆମେରିକା ଏବଂ କାନାଡାର ବିଭିନ୍ନ ସହରରେ ଖାଲିସ୍ତାନ ସମର୍ଥକମାନେ ଭାରତ ବିରୋଧରେ ରାଲିର ଆୟୋଜନ କରୁଛନ୍ତି। ‘କିଲ ଇଣ୍ଡିଆ’ ବ୍ୟାନରରେ ରାଲିର ଆୟୋଜନ କରାଯାଉଛି, ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ନାମରେ ଆୟୋଜିତ ଏହି ସମାବେଶର ଉଦ୍ଦେଶ୍ୟ…

କୋଠା ଭୁଶୁଡି ୮ମୃତ, ୫ନିଖୋଜ

ବ୍ରାସିଲା,୮।୭: ବ୍ରାଜିଲର ଉତ୍ତର-ପୂର୍ବ ରାଜ୍ୟ ପର୍ନାମ୍ବକୋରେ ଏକ କୋଠା ଭୁଶୁଡ଼ିବା ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ପାଞ୍ଚ ଜଣ ନିଖୋଜ ଥିବା ଜଣାପଡିଛି। ନାଗରିକ ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣାର କାରଣ ଏଯାଏଁ ଜଣାପଡି ନାହିଁ।…

ନିଲମ ଗୋରେଙ୍କୁ ନେତା କଲେ ଏକନାଥ ଶିନ୍ଦେ, ପାର୍ଟି ଅଧ୍ୟକ୍ଷ ପରେ ସବୁଠାରୁ ବଡ ପଦ

ମୁମ୍ବାଇ,୮।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଲମ ଗୋରେଙ୍କୁ ଶିବସେନାର ନେତା ନିଯୁକ୍ତ କରିଛନ୍ତି। ଦଳ ଅଧ୍ୟକ୍ଷ ପରେ ସବୁଠାରୁ ବରିଷ୍ଠ ନେତାଙ୍କୁ ଏହି ପଦ ଦିଆଯାଇଥାଏ। ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ତଥା ଉଦ୍ଧବ ଠାକରେ ଦଳର ନେତା ନୀଲମ…

ବାରିପଦାରେ ନୂଆ କୋର୍ଟ ବିଲ୍ଡିଂର ଶିଳାନ୍ୟାସ

ବାରିପଦା,୮।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ) ବାରିପଦା ମୁର୍ଗାବାଡିଠାରେ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତର ନୂଆ କୋର୍ଟ ବିଲ୍ଡିଂର ଶିଳାନ୍ୟାସ ହୋଇଛି । ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଆନୁଷ୍ଠାନିକ ଭାବେ ଶିଳାନ୍ୟାସ…

ବସ୍ତା-ବାଲିଆପାଳ ରାସ୍ତାରେ ସିରିଜ ଦୁର୍ଘଟଣା

ବସ୍ତା,୮।୭(ହରିଶଙ୍କର ପାଢୀ) ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତା୍‌ର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବାଲିଆପାଳ ଅଞ୍ଚଳର ୨ଜଣ ଲୋକ ରୋଗୀ ନେଇ କଟକରୁ କାର୍‌ରେ…

ତୁର୍କୀ ଯିବେ ପୁଟିନ୍‌, ୟୁକ୍ରେନ ସହ କଏଦୀଙ୍କ ଅଦଳବଦଳ ଉପରେ ହେବ ଚର୍ଚ୍ଚା

ମସ୍କୋ,୮।୭: ଗତ ୧୬ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁକ୍ରେନ ଉପରେ ଆକ୍ରମଣ କରିଥିବାରୁ ପାଶ୍ଚାତ୍ୟ ଦେଶଗୁଡିକର ବହୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତେବେ ତାଙ୍କର ସହଯୋଗୀମାନେ ତାଙ୍କୁ ସମର୍ଥନ…

ମୋଦିଙ୍କ ଟିଫିନ ବୈଠକ: କର୍ମୀଙ୍କ ସହ ଖାଇଲେ ଖେଚୁଡି

ବାରାଣସି,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରେକା ଗେଷ୍ଟ ହାଉସରେ ଶୁକ୍ରବାର ରାତିରେ ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ କେହି କେହି ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ କେତେକ ପାର୍ଟି ସହିତ ଜଡିତ ଥିଲେ । ସେ ଶ୍ରମିକମାନଙ୍କ ସହିତ…

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଦଳ ଘୋଷଣା କଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ,୮।୭: ୧୨ଜୁଲାଇରୁ ଭାରତ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ କ୍ରିକେଟ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ପାଇଁ ୧୩ ଜଣିଆ ଦଳ ଘୋଷଣା କରିଛ। ଡୋମିନିକା ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଏହି ଟେଷ୍ଟ ମ୍ୟାଚ ରେ, ଯେଉଁଠାରେ…

ବ୍ରହ୍ମୋସ, ଅଗ୍ନୀ, ୟୁସିଭି ଭଳି ମିଶାଇଲର ତଥ୍ୟ ପାକିସ୍ତାନ ପଠାଇଲେ ଡିଆରଡିଓ ସାଇଣ୍ଟିଷ୍ଟ, ଚାର୍ଜସିଟରେ ଦିଆଯାଇଛି ଅନେକ ତଥ୍ୟ

ନୂଆଦିଲ୍ଲୀ,୮।୭: ପଡୋଶୀ ଦେଶ ପାକିସ୍ତାନ ସହ ଗୁଇନ୍ଦା ତଥ୍ୟ ଶେୟାର କରିବା ଅଭିଯୋଗରେ ଗିରଫ ହୋଇଥିବା ସାଇଣ୍ଟିଷ୍ଟ ପ୍ରଦିପ କୁରୁଲକରଙ୍କୁ ନେଇ ଚାର୍ଜସିଟରେ ବହୁ ତଥ୍ୟ ସାମ୍ନାକୁ ଆସିଛି। ଏଟିଏସ ଜୁନ ୩୦ରେ ଏକ ସ୍ବତନ୍ତ୍ର କୋର୍ଟଙ୍କୁ ଚାର୍ଜସିଟ ଦେଇଥିଲେ, ଯେଉଁଥିରେ…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ କାର୍ତ୍ତିକ, ଯାହାର ମୂଲ୍ୟ…

ମୁମ୍ବାଇ: ଆଜିକାଲି କାର୍ତ୍ତିକ ଆର୍ୟନ ତାଙ୍କର ନୂଆ ଫିଲ୍ମ ‘ସତ୍ୟପ୍ରେମ କି କଥା’ର ସଫଳତାକୁ ଉପଭୋଗ କରୁଛନ୍ତି। ଭୁଲ ଭଲେୟା ୨ ପରେ ଏହି ଚଳଚ୍ଚିତ୍ରରେ ମଧ୍ୟ ସେ କିଆରା ଆଡଭାନୀଙ୍କ ସହ ପରଦାରେ ରୋମାନ୍ସ କରୁଥିବା ନଜର ଆସିଛନ୍ତି। ଚଳଚ୍ଚିତ୍ରଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri