ଶ୍ରାବଣରେ ବୈଶାଖୀ ଖରା, ଧାନ ବୁଣି ଚିନ୍ତାରେ ଚାଷୀ
ବୁଗୁଡ଼ା,୮ା୭(କାଳୀଚରଣ ଦାଶ): ଅକ୍ଷୟ ତୃତୀୟାରୁ ଧାନ ବୁଣି ଚାଷୀ ତଳି ପକା ଆରମ୍ଭ କରିଥିବା ବେଳେ ଏ ମଧ୍ୟରେ ତିନି ମାସ ବିତି ଯାଇଥିଲେ ସୁଦ୍ଧା ବର୍ଷାର ଦେଖା ମିଳୁ ନ ଥିବା ଯୋଗୁ ବୁଗୁଡ଼ା ଅଞ୍ଚଳରେ ଚାଷ କାର୍ଯ୍ୟ ଅଟକି…
ଲୋକପ୍ରିୟ ‘ରାମାୟଣ’ର ସୀତା ଦୀପିକା କରିଛନ୍ତି ବୋଲ୍ଡ ଫିଲ୍ମରେ ଅଭିନୟ!
ମୁମ୍ବାଇ: ସୁପରହିଟ୍ ଟେଲି ସିରିୟାଲ ରାମାୟଣ ସମସ୍ତଙ୍କ ହୃଦୟରେ ରାଜ୍ କରିଛି। ସେଥିରେ ଅଭିନୟ କରିଥିବା ରାମସୀତା ଯୋଡିଙ୍କୁ ଦର୍ଶକ ଭଗବାନ ବୋଲି ମାନି ଥାଆନ୍ତି। ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖିଲିଆଙ୍କ ଅଭିନୟକୁ ଦର୍ଶକ ଆଜି ବି…
ରଥ ଉପରେ ଅଣସେବାୟତ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ
ପୁରୀ,୮।୭: ରଥ ଉପରେ ରିଲ୍ସ । ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ସେବାୟତ ବେଶରେ ଅଣ ସେବାୟତ ରଥ ଉପରକୁ ଯାଇ ରିଲ୍ସ କରିଥିବା ଅଭିଯୋଗ ହୋଇଛି । କେବଳ ରିଲ୍ସ ନୁହେଁ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ମଧ୍ୟ ଫଟୋ ଓ…
ରେଲୱେ ମ୍ୟାନେଜରଙ୍କ କେସିଙ୍ଗା ଷ୍ଟେଶନ ପରିଦର୍ଶନ: ୪ ଦଫା ଦାବିକଲେ ନାଗରିକ ମଞ୍ଚ
କେସିଙ୍ଗା,୮।୭(ତୁମେଶ୍ୱର ସାହୁ): ସମ୍ବଲପୁର ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଶନିବାର ଓଡ଼ିଶାର ରେଳ ବିଭାଗରର ଜେନେରାଲ ମ୍ୟାନେଜର ମନୋଜ କୁମାର ଶର୍ମା ପରିଦର୍ଶନରେ ଆସିଥିଲେ। ତାଙ୍କ ସହ ସମ୍ବଲପୁର ରେଳ ଡିଭିଜନର ଡିଆରଏମ୍ ବିନୀତ ସିଂଙ୍କ ଏବଂ ବହୁ ପଦାଧିକାରୀ…
ହାତ ଯୋଡ଼ି କ୍ଷମା ମାଗିଲେ ମନୋଜ
ବମ୍ବେ: ରିଲିଜ ପରଠାରୁ ବିବାଦରେ ଫିଲ୍ମ ‘ଆଦିପୁରୁଷ’। ବିଶେଷ କରି ଫିଲ୍ମର ଡାଏଲଗ୍କୁ ଦର୍ଶକ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଡାଏଲଗ୍ ରାଇଟର୍ ମନୋଜ ମୁନ୍ତଶିରଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା। ଏବେ ମନୋଜ ହାତଯୋଡ଼ି ଦର୍ଶକଙ୍କୁ କ୍ଷମା ମାଗିଛନ୍ତି।…
ଶର୍ମିଳାଙ୍କୁ ପ୍ରଶଂସା କଲେ କଙ୍ଗନା
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ଷ୍ଟାଇଲ୍ ପାଇଁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି। କାହାକୁ ପ୍ରଶଂସା କରିବା ହେଉ କିମ୍ବା ରୋକ୍ଠୋକ୍ କଥା କହି ଚର୍ଚ୍ଚାକୁ ଆସିଥାନ୍ତି। ନିକଟରେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ପ୍ରଶଂସା କରିଛନ୍ତି। କଙ୍ଗନା…
ମହିଳା ଗ୍ରୁପ୍ ଟଙ୍କା ନେଇ ଯୁବକ ଫେରାର
ଡୁଙ୍ଗୁରିପାଲି,୮।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମର ଜଣେ ଯୁବକ ୨୦ ଜଣ ମହିଳା ଅର୍ଥ ଲଗାଣକାରୀ ସଂସ୍ଥାରୁ ପାଇଥିବା ଗ୍ରୁପ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି। ଏନେଇ ମହିଳାମାନେ ଡୁଙ୍ଗୁରିପାଲି ଥାନାରେ ଶୁକ୍ରବାର ଅଭିଯୋଗ…
ପରିବାଦର ଆକାଶ ଛୁଆଁ
ଭୁବନେଶ୍ୱର,୮।୭: ପରିବାଦର ଆକାଶ ଛୁଆଁ ହୋଇଛି। କଞ୍ଚା ପରିବା ଦର ବର୍ତ୍ତମାନ ଲୋକଙ୍କୁ କନ୍ଦାଉଛି । ବିଶେଷ କରି ନିରାମିଷ ଲୋକଙ୍କ ପାଇଁ କଞ୍ଚା ପରିବା ଦର ଅଧିକ ଚିନ୍ତା ବଢ଼ାଇଛି । ଟମାଟୋ ଦର ୧୨୦ ଟଙ୍କା ଥିବା ବେଳେ…
ହରିୟାଣା ସରକାରଙ୍କ ନୂଆ ନିୟମ, ଏବେ ମହିଳାଙ୍କ ଛାତି ମାପିବେ ସରକାର: କଂଗ୍ରେସ
ଚଣ୍ଡିଗଡ଼,୮।୭: ରାଜ୍ୟ ସଭା ଏମପି ତଥା କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜଓ୍ବୋଲା ପୁଣିଥରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଟାର୍ଗେଟ କରିଛନ୍ତି। ଫରେଷ୍ଟ ରେଞ୍ଜର ଓ ଡେପୁଟି ଫରେଷ୍ଟ ରେଞ୍ଜର ପୋଷ୍ଟ ପାଇଁ ମହିଳା/ଯୁବତୀଙ୍କ ଛାତି ମାପିବାକୁ ନେଇ ସୁରଜଓ୍ବୋଲା…
ଖରାପ ପାଗଯୋଗୁ ଫସିଗଲା ହେଲିକପ୍ଟର, କରିବାକୁ ପଡିଲା ଓ୍ବାନ ସ୍କିଡ ଲ୍ୟାଣ୍ଡିଂ
ଇଟାନଗର,୮।୭: ଅରୁଣାଚଳ ପ୍ରଦେଶରେ ଖରାପ ପାଗଯୋଗୁ ଭାରତୀୟ ସେନାର ଏକ ହେଲିକପ୍ଟର ଫସି ଯାଇଥିଲା। ହେଲିକପ୍ଟରକୁ ଚିକିତ୍ସା କାମ ଦିଆଯାଇଥିଲା ଓ ଶୁକ୍ରବାର ଏହାକୁ ପଠାଯାଇଥିଲା। ଖରାପ ପାଗ ଯୋଗୁ ହେଲିକପ୍ଟରଟି ଅଡୁଆରେ ପଡିଯାଇଥିଲା ଫଳରେ ଏହାର ଓ୍ବାନ ସ୍କିଡ ଲ୍ୟାଣ୍ଡିଂ…
ବାହାନଗା ଟ୍ରେନ ଟ୍ରାଜେଡି: ଚନ୍ଦକା ଥାନାରେ ୩ ଜଣଙ୍କୁ ଜେରା
ଭୁବନେଶ୍ୱର,୮।୭: ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ ଗିରଫ ହୋଇଥିବା ୩ ଜଣଙ୍କୁ ପଚରାଉଚରା କରିଛି। ୩ ଜଣଙ୍କୁ ରିମାଣ୍ଡରେ ନେବାକୁ ଶୁକ୍ରବାର ଆବେଦନ କରାଯାଇଥିଲା। ଭୁବନେଶ୍ବର ସିବିଆଇ କୋର୍ଟ ୫ ଦିନିଆ ରିମାଣ୍ଡ…
ପେଟିରେ ଭରି ରହିଛି ଟଙ୍କା, ଅସ୍ତ୍ରଶସ୍ତ୍ରରେ ସଜା ଯାଇଛି ବିଛଣା…ଓ୍ବେଗନର ମୁଖ୍ୟଙ୍କ ଘରର ଦୃଶ୍ୟ ଦେଖି ଯେ କେହି ହେବେ ଚକିତ
ମସ୍କୋ,୮।୭: ରୁଷିଆର ଓ୍ବେଗନର ମୁଖ୍ୟ ୟେଭଗୋନି ପ୍ରିଗୋଝିନଙ୍କ ବିଳାସପୂର୍ଣ୍ଣ ଘର ଓ କାର୍ଯ୍ୟାଳୟ ଉପରେ ବୁଧବାର (ଜୁଲାଇ ୫)ରେ ରୁଷିଆ ସୁରକ୍ଷାକର୍ମୀ ଚଢାଉ କରିଛନ୍ତି। ଦ ଇଣ୍ଡିପେଣ୍ଡେଣ୍ଟର ସୂଚନା ଅନୁଯାୟୀ, ସଂଘିୟ ସୁରକ୍ଷା ସେବା(ଏଫଏସବି) କହିଛି ଯେ ଭଡାଟିଆ ନେତାଙ୍କ ଭବ୍ୟ…
Archives


