‘ମାନସିକ ସ୍ବାସ୍ଥ୍ୟ ହିଁ ବିଶ୍ୱ ମାନବାଧିକାର’
ସୁସ୍ଥ ମଣିଷଟିଏ କହିଲେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ। ମାତ୍ର ସୁନ୍ଦର ସ୍ବାସ୍ଥ୍ୟ ନିମନ୍ତେ ଲୋକମାନେ ମୁଖ୍ୟତଃ ଶରୀର ଉପରେ ହିଁ ବେଶି ଧ୍ୟାନ ଦେଇଥାନ୍ତି। ମାନସିକ ସୁସ୍ଥତା ଓ ମାନସିକ ରୋଗ ସମ୍ବନ୍ଧରେ ଆମ ଦେଶର ଲୋକମାନଙ୍କ…
ସ୍ପିନ୍ ଖେଳିବାକୁ ନେଇ ଚିନ୍ତାରେ ପାକିସ୍ତାନ
ହାଇଦ୍ରାବାଦ,୧୦ା୧୦: ଦିନିକିଆ ବିଶ୍ୱକପ୍ରେ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚରେ ବିଜୟୀ ହୋଇଥିଲେ ମଧ୍ୟ ଏହାର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଥିଲା। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ସ୍ପିନ ଖେଳିବାକୁ ନେଇ ଚିନ୍ତାରେ ରହିଛି ଦଳ। ନେଦରଲାଣ୍ଡ୍ସର ଅନଭିଜ୍ଞ ସ୍ପିନର ଯେଉଁଭଳି ଭାବରେ ପାକିସ୍ତାନ…
ଥିଲେ ଭଉଣୀ, ଏବେ ଭାଇ-ଭଉଣୀ
ୱାଶିଂଟନ: ସୁଚିତା ଏବଂ ସବିତା ନାଇଡୁ ଦୁହେଁ ଜନ୍ମରୁ ଯାଅଁାଳା ଭଉଣୀ ଥିଲେ, ହେଲେ ବଡ଼ ହେବା ସହ ସେମାନଙ୍କ ମଧ୍ୟରେ ସମ୍ପର୍କ ବଦଳିଗଲା। ଏବେ ସେମାନେ ଭାଇ-ଭଉଣୀ। ଦୁହିଁଙ୍କ ମଧ୍ୟରୁ ସବିତା ହେଉଛନ୍ତି ଟ୍ରାନ୍ସଜେଣ୍ଡର। ସେ ନିଜକୁ ପୁରୁଷ ବୋଲି…
ବିଜିୟୁ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ
ଭୁବନେଶ୍ୱର,୧୦।୧୦: ନ୍ୟାଶନାଲ ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍), ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଏବଂ କମିଶନେରେଟ ପୋଲିସର ମିଳିତ ସହଯୋଗରେ ଏକ ସାଇବର ସୁରକ୍ଷା ଅଭିଯାନ ବିଶ୍ୱବିଦ୍ୟାଳୟର ଗୋଠପାଟଣାସ୍ଥିତ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସାଇବର ରଥ ଏବଂ ସାଇବର ସାଏରା-ସାଇବର…
ଆଜିଠୁ ୨ ଦିନିଆ ହାଇଲାଇଫ୍ ଏକ୍ଜିବିଶନ
ଭୁବନେଶ୍ୱର,୧୦।୧୦: ହାଇଲାଇଫ୍ ଏକ୍ଜିବିଶନ ପକ୍ଷରୁ ମଙ୍ଗଳବାରଠାରୁ ଭୁବନେଶ୍ୱର ମେ ଫେୟାର କନ୍ଭେନଶନ ସେଣ୍ଟରଠାରେ ୨ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୧୦ ଓ ୧୧ ତାରିଖ ଉକ୍ତ ପ୍ରଦର୍ଶନୀ ଜାରି ରହିବ। ଏପରିକି ୧୦୦ରୁ ଅଧିକ ଟପ୍…
ଓଡ଼ିଶାର ଅମନଦୀପ, ସୁନୀଲ, ସୁନୀତ ସାମିଲ
ବେଙ୍ଗାଲୁରୁ, ୧୦।୧୦: ସୁଲତାନ ଜୋହର କପ୍ ଜୁନିୟର ହକି ଟୁର୍ନାମେଣ୍ଟର ୧୧ଶ ସଂସ୍କରଣ ମାଲେସିଆର ଜୋହରଠାରେ ଚଳିତ ମାସ ୨୭ରୁ ନଭେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୂର୍ବରୁ ଏହି ପ୍ରତିଯୋଗିତାରେ ୬ଟି ଲେଖାଏ ଦଳ ଖେଳୁଥିବାବେଳେ ଏଥର ଏହା ୮…
ଅଟୋ ରିଟେଲ ସେଲିଂରେ ଉତ୍ସାହ
ନୂଆଦିଲ୍ଲୀ,୧୦।୧୦ (ଅଭୟ ଦାଶ): ଗତ କିଛି ମାସ ହେଲା ଅଟୋ ରିଟେଲ ସେଲିଂରେ କ୍ରମାଗତ ଭାବେ ଅଭିବୃଦ୍ଧି ଘଟୁଛି। ଏପରିକି ପାର୍ବଣ ପୂର୍ବରୁ ଅଟୋ ରିଟେଲ ସେଲିଂରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଶେଷକରି ୨୦୨୩ ସେପ୍ଟେମ୍ବର ମାସର ରିଟେଲ ସେଲିଂ ୨୦%…
ଖୋର୍ଦ୍ଧା ଜିଲା ଚେସ୍ ୧୪ରୁ
ଭୁବନେଶ୍ୱର, ୧୦।୧୦ (ତପନ ସ୍ବାଇଁ): ଖୋର୍ଦ୍ଧା ଜିଲା ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ଚେସ୍ ଚାମ୍ପିୟନଶିପ୍ ଚଳିତ ମାସ ୧୪ ଓ ୧୫ ତାରିଖ ଦୁଇଦିନ ଧରି କିଟ୍ ବିଶ୍ୱବିଦ୍ୟାଳୟର ବିଶ୍ୱନାଥନ୍ ଆନନ୍ଦ ଅନ୍ତର୍ଜାତୀୟ ଚେସ୍ ହଲ୍ରେ ଅନୁଷ୍ଠିତ ହେବ। ୭ ରାଉଣ୍ଡ…
ପାଲେଷ୍ଟାଇନକୁ ସମର୍ଥନ କଲା କଂଗ୍ରେସ
ନୂଆଦିଲ୍ଲୀ,୧୦।୧୦: ମଧ୍ୟ ପୂର୍ବ ଦେଶ ଇସ୍ରାଏଲରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସର ବର୍ବର ଆକ୍ରମଣ ପରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି। ଭାରତ ଆନୁଷ୍ଠାନିକ ଭାବେ ଏହାର ରଣନୈତିକ ସହଯୋଗୀ ଇସ୍ରାଏଲ ସହିତ ଏକତା ପ୍ରକାଶ କରିଥିବାବେଳେ କଂଗ୍ରେସ ସାଧାରଣ…
ୟୁକୋ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ପକ୍ଷ
ଭୁବନେଶ୍ୱର,୧୦।୧୦: ୟୁକୋ ବ୍ୟାଙ୍କର ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ପକ୍ଷ-୨୦୨୩ ସମାରୋହ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଦେବବ୍ରତ ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତ୍ୟେକ ଭାରତୀୟ ଭାଷାକୁ ସମ୍ମାନ କରିବା…
ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ
ଭୁବନେଶ୍ୱର,୧୦।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ସ୍ବର୍ଣ୍ଣ ବଙ୍ଗ’ ଜୁଏଲେରି ସମ୍ଭାରକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରାଯାଇଛି। ‘ସ୍ବର୍ଣ୍ଣ ବଙ୍ଗ’ କଲେକ୍ସନ ବଙ୍ଗଳାର କବିତା ସୌନ୍ଦର୍ଯ୍ୟ ଓ କଳାତ୍ମକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ…
କୋଟାକ୍ର ‘ଶିଖୋ ପୈସା କି ଭାଷା’
ଭୁବନେଶ୍ୱର,୧୦।୧୦: କୋଟାକ୍ ମ୍ୟୁଚୁଆଲ ଫଣ୍ଡର ନିବେଶକ ଶିକ୍ଷା ତଥା ସଚେତନତା ପ୍ରୟାସ ‘ଶିଖୋ ପୈସା କି ଭାଷା’ କାର୍ଯ୍ୟକ୍ରମ ନିକଟରେ ରାଉଲକେଲାସ୍ଥିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ମିଳିତ ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଆର୍ଥିକ ଶିକ୍ଷାର ଅଭିବୃଦ୍ଧି…

