Home Left

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ: ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର, ୧୦।୧୦(ଅସମାପିକା ସାହୁ): ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ପ୍ରତି ପଞ୍ଚାୟତ, ପ୍ରତି ଗାଁର ସମସ୍ୟାକୁ ଦୃଷ୍ଟି ଦିଆଯିବ। ଭୁବନେଶ୍ବରରୁ ଆଭାସୀ…

ଗରିବ, କୃଷକ, ଦଳିତ, ଆଦିବାସୀମାନଙ୍କ ପାଇଁ କିଛି କରିନାହାନ୍ତି କେସିଆର ସରକାର: ଶାହା

ହାଇଦ୍ରାବାଦ,୧୦।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତେଲଙ୍ଗାନାର ଆଦିଲାବାଦରେ ଏକ କାର୍ଯ୍ୟକ୍ରମରେ ମଙ୍ଗଳବାର ସାମିଲ ହୋଇଛନ୍ତି। ଏହି ସମୟରେ ସେ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କେସିଆର ଗରିବ,…

ଅଟକିଲା ଅମର୍ଦା ଏୟାରଷ୍ଟ୍ରିପ ଜମି ହସ୍ତାନ୍ତର ପ୍ରକ୍ରିୟା

ମୋରଡା,୧୦।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରସଗୋବିନ୍ଦପୁରଠାରେ ଥିବା ଐତିହାସିକ ଅମର୍ଦା ଏୟାରଷ୍ଟ୍ରିପର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମ ମଞ୍ଚରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗର ଅତିରିକ୍ତ ନିର୍ଦେଶକ ସଞ୍ଜୟ…

ଯାହାକୁ ଟିମ୍‌ରୁ ବାଦ୍‌ ଦେବାକୁ ନେଇ ହେଉଥିଲା ଚର୍ଚ୍ଚା, ସେ ହିଁ ବିଶ୍ୱକପ୍‌ରେ ଶତକ ମାରି ଭାଙ୍ଗିଲେ ବିଶ୍ୱ ରେକର୍ଡ

ଧର୍ମଶାଳା,୧୦।୧୦: ଯେଉଁ ବୟସରେ ଖେଳାଳିଙ୍କ କ୍ୟାରିୟର ସମାପ୍ତ ହୋଇଥାଏ, ଯେଉଁ ବୟସରେ କ୍ରିକେଟରମାନେ ଅଯୋଗ୍ୟ ନଜର ଆସିଥାନ୍ତି, ସେହି ବୟସରେ ଚମକିଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମଲାନ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ବିଶ୍ୱକପ୍‌ ୨୦୨୩ର ସପ୍ତମ ମ୍ୟାଚ୍‌ରେ ବାଲାଂଦେଶ ବିପକ୍ଷରେ ଚମତ୍କାର…

ଗାଡ଼ି ଯାଞ୍ଚ: ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦାୟ

ଦାରିଙ୍ଗବାଡି,୧୦।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସ୍ଥାନୀୟ ପୋଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଗାଡ଼ି ଯାଞ୍ଚ କରାଯାଇଛି। ଦାରିଙ୍ଗବାଡ଼ି ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ସହାୟତାରେ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଶିଶିର…

କ୍ଷମତାରେ ୧୦୦ ଦିନ ସମାପ୍ତ ହେବା ପରେ ଅଜିତ ପାୱାରଙ୍କ ଖୋଲା ଚିଠି,କହିଲେ ‘ମୁଁ ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା ଯିଏ …’

ମୁମ୍ବାଇ,୧୦।୧୦: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପି ସରକାରରେ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଅଜିତ ପାୱାର ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କୁ ମନେ ପକାଇଛନ୍ତି। ଏକ ଖୋଲା ଚିଠି ଲେଖି ଜନସାଧାରଣଙ୍କ ସମସ୍ୟାର କାର୍ଯ୍ୟ ମାଧ୍ୟମରେ ସମାଧାନ…

୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୨୩୯ ପ୍ରକଳ୍ପ

ପାଟଣା,୧୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପରିସରରେ ମଙ୍ଗଳବାର ୫-ଟି ଯୋଜନାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। ଏହି ଯୋଜନାରେ ପାଟଣା ବ୍ଲକରେ ୧୦କୋଟି ଟଙ୍କା ବ୍ୟୟରେ ୨୩୯ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ…

ଗୋଟିଏ ବାଇକ୍‌ରେ ୭ ଲୋକ, ୨ କୁକୁର, କୁକୁଡା; ବ୍ୟକ୍ତିଙ୍କ ଦେଶୀ ଯୋଗାଡ଼ ଦେଖିଲେ ମୁଣ୍ଡରେ ହାତ ଦେବେ 

ଗୋଟିଏ ବାଇକ୍‌ରେ କେତେଜଣ ଲୋକ ବସିପାରିବେ? ଅଧିକରୁ ଅଧିକ ହେଲେ ତିନି। ବାଇକ୍‌ରେ ୩ ଜଣ ବସିଲେ ବି ଟ୍ରାଫିକ୍‌ ଚାଲାଣ କଟିବାର ମଧ୍ୟ ଭୟ ଥାଏ। ହେଲେ ଯଦି ଆମେ ବାଇକ୍‌ରେ ୭ଜଣ ଲୋକ ଯାତ୍ରା କରୁଥିବା କହୁ,ତେବେ ଚକିତ…

ଶିକ୍ଷକଙ୍କୁ ପିତୃଶ୍ରାଦ୍ଧ ମନା: ଛୁଟିଲିଷ୍ଟରୁ ମହାଳୟା ବାଦ୍‌

ପୁରୁଷୋତ୍ତମପୁର,୧୦।୧୦(ସୀମାଞ୍ଚଳ ମିଶ୍ର ): ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି; ଯାହା କି ଓଡ଼ିଆ ପଞ୍ଜିକାର ଆଶ୍ୱିନ ମାସର ମହାଳୟା ତିଥିରେ ପିତୃପୁରୁଷଙ୍କୁ ପିଣ୍ଡଦାନ ସହ ଶ୍ରାଦ୍ଧ ଦେବା ଲାଗି କେଉଁ ଆବାହନ କାଳରୁ ଏହି…

ମଣିଷ ମାଂସ ଖାଏ ଏହି ଫଳ ! ମାସକରେ ମିଳିବ ଜିରୋଫିଗର…

ନୂଆଦିଲ୍ଲୀ : ପ୍ରକୃତି ଅନେକ ଜିନିଷ ସୃଷ୍ଟି କରିଛି ଏବଂ ସେମାନଙ୍କର ଏପରି ବିଶେଷ ଗୁଣ ଅଛି ଯାହା ମଣିଷ ଶୁଣି ଆଶ୍ଚର୍ଯ୍ୟ ହୋଇପାରେ। ଆମ ଚାରିପାଖରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଆମେ ବ୍ୟବହାର କଲେ ବହୁ ସୁଫଳ…

ପାଟନାର ଏହି ବ୍ୟକ୍ତି ହେଉଛନ୍ତି ଶାମ୍ପୁର ଜନକ, ଗୁଗୁଲ ବି କରିଛି ସଲାମ

ବର୍ତ୍ତମାନ ସମୟରେ ଆମେ ଚୁଟିରେ କ୍ଲିନିଂ ପ୍ଲସ, ଡୋଭ, ହେଣ୍ଡ ଆଣ୍ଡ ସେଲଣ୍ଡରର୍ସ ଭଳି ବିଦେଶୀ ଶାମ୍ପୁ ବ୍ୟବହାର କରୁଛେ। ହେଲେ କ’ଣ ଆପଣ ଜାଣନ୍ତି ଶାମ୍ପୁୁର ଆବିଷ୍କାର ଭାରତରେ ହିଁ ହୋଇଥିଲା। ୬୦୦ ବର୍ଷ ପୂର୍ବରୁ ଆମ ଦେଶରେ ଏହାର…

ଡାକ୍ତରଖାନାରେ ଜସ୍ମିନ, ଚିନ୍ତାରେ ପ୍ରଶଂସକ 

ବମ୍ବେ: ବିଗ୍‌ ବସ୍‌ ପ୍ରତିଯୋଗୀ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଜସ୍ମିନ ଭସିନ ଅସୁସ୍ଥ। ଏଥିଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନେତ୍ରୀ ଫଟୋ ପୋଷ୍ଟ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଫଟୋରେ ତାଙ୍କ ହାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?