Home Left

SIP ଆରମ୍ଭ କିମ୍ବା ବନ୍ଦ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି ୫ କଥା, ସର୍ବଦା ଲାଭରେ ରହିବେ…

ନୂଆଦିଲ୍ଲୀ,୨୨।୧: ଏବେ SIP ନିବେଶକମାନେ ବହୁତ ଚିନ୍ତିତ। କାରଣ ହେଉଛି ଶେୟାର ବଜାରରେ ଚାଲିଥିବା ଉତ୍‌ଥାନ ପତନ। ଏହାଦ୍ୱାରା ଗତ ୧ ବର୍ଷରେ ନିବେଶକମାନଙ୍କୁ ପ୍ରାୟତଃ କୌଣସି ରିଟର୍ନ ମିଳିନାହିଁ, ଆଉ ଅନେକଙ୍କୁ ନେଗେଟିଭ ରିଟର୍ନ ମଧ୍ୟ ମିଳିଛି। ଯଦି ଆପଣ…

କୋହଲିଙ୍କୁ ଏମିତି ସରପ୍ରାଇଜ୍‌ ଦେଲେ ଅନୁଷ୍କା: ଚାହିଁ ରହିଗଲେ….

ନୂଆଦିଲ୍ଲୀ,୨୨।୧: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କେମେଷ୍ଟ୍ରି ପ୍ରଶଂସକଙ୍କୁ ପସନ୍ଦ ଆସିଥାଏ। ଏଥର ସେମାନେ ଦୁବାଇରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବିଜ୍ଞାପନ ସୁଟ କରିଛନ୍ତି। ଭିଡିଓଟି ଅତ୍ୟନ୍ତ ରୋମାଣ୍ଟିକ ଏବଂ ପ୍ରଶଂସକଙ୍କ…

ପୁଅର ପାଲିଙ୍କି ଉଠିବା ଆଗରୁ ଉଠିଲା ବାପାର କୋକେଇ, ବିଦ୍ୟୁତ ଆଘାତରେ…

ଧରାକୋଟ,୨୨।୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): କଥାରେ ଅଛି ବିଧିର ବିଧାନ କେକରିବ ଆନ । ଜନ୍ମ କିମ୍ବା ମୃତ୍ୟୁ କାହା ହାତରେ ନଥାଏ । ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲା ଧରାକୋଟରୁ । ରାତି ପାହିଲେ ପୁଅର…

ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ: ଗ୍ରାହକ ସେବା କେନ୍ଦ୍ର ପରିଚାଳକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଲୋକେ

ବାଲିଆପାଳ,୨୨।୧(ଅମୁଲ୍ୟ ଦାସ): ଗ୍ରାହକମାନଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଷ୍ଟେଟ୍‌ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରଞ୍ଜନ ରଣାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିର୍ଧୂମ ପିଟିଲେ ଲୋକେ। ଏଭଳି ଘଟଣା ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଦେଉଳା ହାଟରେ ଥିବା…

୫G ସେବା ଆରମ୍ଭ କଲା Vodafone Idea; ଆଣିଲା ନୂଆ ପ୍ଲାନ୍‌, ଏହି ୧୪ ସହରରେ…

ନୂଆଦିଲ୍ଲୀ,୨୨।୧: ଯଦି ଆପଣ Vodafone Idea (Vi)ର ଗ୍ରାହକ ଅଟନ୍ତି, ତେବେ ଆପଣଙ୍କ ପାଇଁ ଏକ ଉଲ ଖବର ଅଛି। ତିନି ବର୍ଷର ଲମ୍ବା ଅପେକ୍ଷା ଶେଷ ହୋଇଛି। Vi କମ୍ପାନୀ ଶେଷରେ ଏହାର ୫G ସେବା ଲଞ୍ଚ କରିଦେଇଛି। କମ୍ପାନୀ…

ବାଂଲାଦେଶ କ୍ରିକେଟ୍‌ ବୋର୍ଡ ନେଲା ବଡ଼ ନିଷ୍ପତ୍ତି: T20 ବିଶ୍ୱକପ ପାଇଁ ଭାରତ…

ନୂଆଦିଲ୍ଲୀ,୨୨।୧: ICC ବାଂଲାଦେଶ କ୍ରିକେଟ ବୋର୍ଡର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ICC ମଧ୍ୟ BCBକୁ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଗୋଟିଏ ଦିନ ସମୟ ଦେଇଛି। ଆଜି ନିଷ୍ପତ୍ତି ନେବାର ଦିନ। ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ, ବାଂଲାଦେଶ କ୍ରିକେଟ ବୋର୍ଡ…

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୫ ରାଶିରେ ଦୁର୍ଲଭ ସଂଯୋଗ ! ବର୍ଷ ସାରା ଅଭାବ ରହିବନି ଟଙ୍କା…

ଆରମ୍ଭ ହୋଇଯାଇଛି ନୂଆ ବର୍ଷ ।ତେବେ ୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ମେଷ, ବୃଷ, କର୍କଟ, କନ୍ୟା ଏବଂ ଧନୁ ରାଶି…

ସୋମବାର ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ୱର,୨୨ା୧: ଆସନ୍ତା ସୋମବାର ଜାନୁଆରୀ ୨୬ରେ ନନ୍ଦନକାନନ ଚିଡ଼ିଆଖାନା ଖୋଲା ରହିବ। ସାଧାରଣତନ୍ତ୍ର ଦିବସ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲା ରହିବ ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୋମବାର ପରିବର୍ତ୍ତେ ଏହା ମଙ୍ଗଳବାର…

ପଞ୍ଚାୟତିରାଜ ସଦସ୍ୟ-ବ୍ଲକ ଅଧ୍ୟକ୍ଷାଙ୍କୁ ପ୍ରଶାସନିକ ଅବହେଳା, ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲେ….

ରାୟଗଡ଼ା,୨୨/୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟରେ ନିର୍ବାଚିତ ପିଆରଆଇ ପ୍ରତିନିଧିଙ୍କୁ ଅଣଦେଖା ନେଇ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଗୁରୁବାର ୨ ଟା ବେଳେ ବ୍ଲକ ବିଡ଼ିଓ ସୁଜିତ୍ କୁମାର ମିଶ୍ରଙ୍କୁ…

ଲିଭ-ଇନ ସମ୍ପର୍କରେ ରହୁଥିଲେ ଫାଇନାନ୍ସ ଅଫିସର, ଏମିତି ଅବସ୍ଥାରେ ମିଳିଲା ମୃତଦେହ, ଆଶ୍ଚର୍ଯ୍ୟଜନକ ଖୁଲାସା କଲା ପୋଲିସ

ନୂଆଦିଲ୍ଲୀ,୨୨।୧: ଉତ୍ତର ପ୍ରଦେଶର ବିଜନୌରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜାନୁଆରୀ ୧୮ ତାରିଖରେ ଲିଭ-ଇନରେ ରହୁଥିବା ଜଣେ ମହିଳା ତାଙ୍କ ସାଥୀଙ୍କୁ ହତ୍ୟା କରିଥିବା ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ଫାଇନାନ୍ସ କମ୍ପାନୀ ମ୍ୟାନେଜର ହରିଓମ…

ମ୍ୟୁଟେସନ କରାଇ ଦେବାକୁ ଲାଞ୍ଚ ନେଉଥିଲେ ଆର୍‌ଆଇ, ମାଡ଼ିବସିଲା ଭିଜିଲାନ୍ସ

କଟକ,୨୨ା୧(କାର୍ତ୍ତିକ ସାହୁ): କଟକ ସଦର ତହସିଲ ଅନ୍ତର୍ଗତ କଖଡ଼ି ସର୍କଲ ଆର୍‌ଆଇ ଜାନକୀ ରଞ୍ଜନ ମଲ୍ଲିକ ମ୍ୟୁଟେସନ ମାମଲାରେ ଗୁରୁବାର ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଜମି ମାଲିକ ଏଥିପାଇଁ ଅନଲାଇନରେ ଆବେଦନ…

ପ୍ରଥମ ସ୍ତ୍ରୀର ମାମଲା ନସରୁଣୁ ଜୀବନ ହାରିଲେ ଦ୍ବିତୀୟ ସ୍ତ୍ରୀ, ହତ୍ୟା ଅଭିଯୋଗ ଆଣିଲେ ବାପା

ଜୟପାଟଣା,୨୨।୧(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ସେକ୍ଟର ୩ ରେ ଏକ ବିବାହିତ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳା ହେଉଛନ୍ତି ମହିପାଣି ଗାଁ କୁମାରପଡାର ନୂତନ ମଞ୍ଜରୀ ଦାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri