ବିଗ ବସ୍ ହୋଷ୍ଟିଂ ପାଇଁ ଏତିକି ଟଙ୍କା ଚାର୍ଜ କରନ୍ତି ସଲମାନ ଖାନ
ଭାରତୀୟ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ରିଆଲିଟି ଶୋ’ ବିଗ ବସ ୧୭ର ଗ୍ରାଣ୍ଡ ପ୍ରିମିୟର ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ସୁପରଷ୍ଟାର ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ଏହି ଶୋ ଅକ୍ଟୋବର ୧୪ରେ କଲର୍ସ ଟିଭିରେ ପ୍ରସାରଣ ଆରମ୍ଭ…
‘ଭାରତ-ପାକିସ୍ତାନ ମ୍ୟାଚ ଅପେକ୍ଷା ମୋ ମା’ ଅଧିକ ଗୁରୁତ୍ୱପୂର୍ଣ୍ଣ’
ଅହମ୍ମଦାବାଦ,୧୩।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଟିମ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ ପାକିସ୍ତାନ ସହ ଅଛି। ସମଗ୍ର ବିଶ୍ୱରେ କ୍ରିକେଟ ପ୍ରଶଂସକମାନେ ଏହି ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରା କହିଛନ୍ତି ଯେ,…
ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଭାଜପାକୁ ବଡ ଝଟକା
ଚଣ୍ଡିଗଡ଼,୧୩।୧୦: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବଡ ଝଟକା ଲାଗିଛି। ପୂର୍ବତନ ମନ୍ତ୍ରୀ ରାଜ କୁମାର ଭେର୍କା ଏବେ ନିଜ ଘରକୁ ଫେରିବା ଘୋଷଣା କରିଛନ୍ତି। ୨୦୨୨ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ…
‘କୃଷକ, ଗରିବଙ୍କ ସମସ୍ୟା ନେଇ ଲୋକଙ୍କ ପାଖକୁ ଯିବୁ’
ପାଟଣା,୧୩।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆନ୍ଦେଶ୍ୱର ଶିବ ମନ୍ଦିର ନିକଟ କଲ୍ୟାଣ ମଣ୍ଡପରେ ଶୁକ୍ରବାର ଏକ ବ୍ଲକ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବ୍ଲକ ସଭାପତି ରାଜବଲ୍ଲଭ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ…
ଭାରତକୁ କ୍ଷମା ମାଗିଲେ ପାକିସ୍ତାନୀ ଆଙ୍କର୍
ନୂଆଦିଲ୍ଲୀ, ୧୦ା୧୦: ପାକିସ୍ତାନୀ ଆଙ୍କର୍ ଜୈନାବ ଆବାସ ନିଜ ଦେଶକୁ ଫେରିବା ପରେ ପ୍ରଥମ ଥର ପାଇଁ ଭାରତ ଏବଂ ବିଶ୍ୱକପକୁ ନେଇ ନୀରବତା ଭାଙ୍ଗିଛନ୍ତି। କ୍ରିକେଟ ବିଶ୍ୱକପ ୨୦୨୩ରେ ଆଇସିସି ଡିଜିଟାଲ ଦଳର ଏକ ଅଂଶ ଥିବା ଜୈନାବ ଭାରତ…
ଇସ୍ରାଏଲ ସହିତ ନାହାନ୍ତି ଭାରତ ସରକାର: ଶରଦ ପାଓ୍ବାର
ମୁମ୍ବାଇ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତ ସପ୍ତାହରେ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ଏହି ସମୟରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର…
ଦୁର୍ଘଟଣାର କାରଣ ରେଳଲାଇନ୍ରେ ଫାଟ
ନୂଆଦିଲ୍ଲୀ,୧୩ା୧୦: ବିହାରର ବକ୍ସାର ଜିଲାରେ ବୁଧବାର ରାତିରେ ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ର ୨୩ ବଗି ଲାଇନ୍ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୪ ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ। ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ (ନଂ.୧୨୫୦୬)ର ଦିଲ୍ଲୀର ଆନନ୍ଦ ବିହାର…
ଚାଇନାରେ ଇସ୍ରାଏଲ କୂଟନୀତିଜ୍ଞଙ୍କ ଉପରେ ମରଣାନ୍ତକ ଆକ୍ରମଣ
ବେଜିଂ,୧୩।୧୦: ଚାଇନା ରାଜଧାନୀ ବେଜିଂରେ ଜଣେ ଇସ୍ରାଏଲ କୂଟନୀତିଜ୍ଞଙ୍କ ଉପରେ ଶୁକ୍ରବାର ମରଣାନ୍ତକ ଆକ୍ରମଣ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କୂଟନୀତିଜ୍ଞଙ୍କୁ ଛୁରୀରେ ଆକ୍ରମଣ ହୋଇଛି ଏବଂ ପୀଡିତ କୂଟନୀତିଜ୍ଞଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର…
ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡର ବୋଲିଂ ନିଷ୍ପତ୍ତି
ଚେନ୍ନାଇ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ବିଶ୍ୱକପ୍ ମ୍ୟାଚ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ ସ୍ଥିତ ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମଶନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।…
ଜାଣନ୍ତି ପୃଥିବୀ ଗୋଟିଏ ପାର୍ଶ୍ୱକୁ କାହିଁକି ଢଳି ରହିଛି
ଅନେକ ଲୋକଙ୍କ ମନରେ ପ୍ରଶ୍ନ ଯେ, ପୃଥିବୀ ଗୋଲାକାର ନୁହେଁ, କାହିଁକି ଅଣ୍ଡାକୃତି ଏବଂ ଗୋଟିଏ ପାର୍ଶ୍ୱକୁ କାହିଁକି ଢଳି ରହିଛି। ଏହି ପ୍ରଶ୍ନ ସୋସିଆଲ ମିଡିଆ ସାଇଟ୍ ‘କୋରା’ରେ ଲୋକମାନେ ପଚାରିଛନ୍ତି। ରାଘବ ସିଂ, ଅଜୟ କୁମାର ଏବଂ ସରୋଜ…
ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଲେ ମୋଦି
ନୂଆଦିଲ୍ଲୀ,୧୩।୧୦: ‘ପାର୍ଲାମେଣ୍ଟ-୨୦’ ଶିଖର ସମ୍ମିଳନୀ ଅର୍ଥାତ୍ ପି-୨୦ ଭାରତରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପି-୨୦ ଦେଶର ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ପି-୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ…
ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅହମ୍ମଦାବାଦ,୧୩।୧୦: ଶନିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍ ମ୍ୟାଚ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଦିନିକିଆ ବିଶ୍ୱକପ୍ରେ ବର୍ତ୍ତମାନର ସଂସ୍କରଣରେ ଉଭୟ ଦଳର ଫର୍ମ ଉତ୍କୃଷ୍ଟ ରହିଛି। ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷରେ…

