ଆମେରିକାର ଧନୀ ତାଲିକାରେ ୪ ଭାରତୀୟ
ଓ୍ବାଶିଂଟନ,୧୧।୭: ଫୋର୍ବସର ଧନୀ ତାଲିକାରେ ଏଥର ସ୍ଥାନ ପାଇଛନ୍ତି ୪ ଭାରତୀୟ ଆମେରିକୀୟ। ଭାରତୀୟ ମୂଳ ବାସିନ୍ଦା ଭାବେ ଆମେରିକାରେ ରହୁଥିବା ଜୟଶ୍ରୀ ଉଲ୍ଲାଲ, ଇନ୍ଦ୍ରା ନୁଇ, ନିରଜା ସେଠି ଓ ନେହା ନରଖେଡେଙ୍କୁ ଫୋର୍ବସ ଆମେରିକାର ୧୦୦ ସବୁଠାରୁ ଧନୀ…
ସର୍ବେଶ୍ୱରଙ୍କ ପାଇଁ ଅଡୁଆ ବଢ଼ିଲା
ଯାଜପୁର/ଚଣ୍ଡିଖୋଲ,୧୧ା୭(ହର୍ଷବର୍ଦ୍ଧନ ବେହେରା/ପ୍ରଦୀପ୍ତ ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ୍ ଅଭିଯୋଗ ଉପରେ ସୋମବାର ପ୍ରଶାସନ ପକ୍ଷରୁ ସାଟେଲାଇଟ୍ ମାପଚୁପ ହୋଇଛି। ଏଥିରେ ଦର୍ପଣ ତହସିଲଦାର, ମାଇନିଂ ଅଫିସର, ସରକାରୀ ମାପଚୁପ ସଂସ୍ଥା ଓର୍ସାକ…
ୟୁସିସିକୁ ବିରୋଧ କରିବ ବିଆରଏସ୍
ହାଇଦ୍ରାବାଦ୍,୧୧।୭: ୟୁନିଫର୍ମ ସିଭିଲ କୋଡକୁ ନେଇ ଆଜିକାଲି ଭାରତରେ ଅନେକ ବିତର୍କ ଚାଲିଛି। ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଥିବାବେଳେ କିଛି ଦଳ ଏହାକୁ ସମର୍ଥନ କରୁଛନ୍ତି। ଏହି କ୍ରମରେ ବିଆରଏସ ମଧ୍ୟ ଏହାକୁ ବିରୋଧ କରିଛି। ବିଆରଏସ କହିଛି,…
ଫାଓ ଲିଗ୍: କିଶୋର କ୍ଲବ ବିଜୟୀ
କଟକ, ୧୧ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଫାଓ ଲିଗର ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ କିଶୋର କ୍ଲବ ୩-୧ ଗୋଲରେ ଚାନ୍ଦ କ୍ଲବକୁ ପରାସ୍ତ କରିଛି। ମ୍ୟାଚର ୩ୟ ମିନିଟରେ କିଶୋର କ୍ଲବ ପକ୍ଷରୁ ଗୋପାଳ ଓରାମ ଏକମାତ୍ର ଗୋଲ…
ଉତ୍ତରକାଶୀସ୍ଥିତ ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ କରିବେ ଉତ୍ତରାଖଣ୍ଡ ସରକାର
ଭୁବନେଶ୍ବର, ୧୧ା୭(ସୁନିତ୍ ମିଶ୍ର):ଉତ୍ତରାଖଣ୍ଡ ଉତ୍ତରକାଶୀସ୍ଥିତ ସାଲଡ ଗ୍ରାମରେ ପାହାଡ଼ ଉପରେ ଆଢୁଆଳ ଅବସ୍ଥାରେ ଥିବା ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ଉନ୍ନତି କାର୍ଯ୍ୟ ନେଇ ସୋମବାର ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ…
ଉତ୍ତରାଞ୍ଚଳର ନେତୃତ୍ୱ ନେବେ ନୀତୀଶ
ନୂଆଦିଲ୍ଲୀ, ୧୧ା୭ : ପୁଡୁଚେରୀରେ ଦେଓଧର ଟ୍ରଫି ଜୁଲାଇ ୨୪ରୁ ଆରମ୍ଭ ହେବ। ଏଥିରେ ଦିଲ୍ଲୀର ବାମହାତୀ ବ୍ୟାଟର ନୀତୀଶ ରାଣା ଉତ୍ତରାଞ୍ଚଳ ଦଳର ନେତୃତ୍ୱ ନେବେ। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ରେ କୋଲକାତା ନାଇଟ ରାଇଡର୍ସ (କେକେଆର) ତରଫରୁ…
୮ ରାଜ୍ୟରେ ବର୍ଷା-ବନ୍ୟାର ବିଭିଷିକା, ୨୪ ଘଣ୍ଟାରେ ୪୪ ମୃତ୍ୟୁ, ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୩୯ ଟିମ
ନୂଆଦିଲ୍ଲୀ,୧୧।୭: ମୂଷଳଧାରାରେ ବର୍ଷା ହେବା ଫଳରେ ଉତ୍ତର ଭାରତର ୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରାଜଧାନୀ ଦିଲ୍ଲୀରେ ବହୁ କ୍ଷୟକ୍ଷତି ହୋଇଛି। ହିମାଚଳ ପ୍ରଦେଶ, ପଞ୍ଜାବ, ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରେ ସମସ୍ତ ପ୍ରମୁଖ ନଦୀଗୁଡିକରେ ବନ୍ୟା…
ପିଜିଆଇ ରିପୋର୍ଟ ସରକାରଙ୍କ ମୁଖା ଖୋଲିଦେଇଛି: ଭାଜପା
ଭୁବନେଶ୍ବର, ୧୧ା୭(ସୁନିତ୍ ମିଶ୍ର):ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଯାଇଛି। ସର୍ବଭାରତୀୟ ସ୍ତରରେ ଓଡ଼ିଶାର ମାନ ୧୦ରୁ ଯାଇ ୨୪ରେ ପହଞ୍ଚିଛି। ଶିକ୍ଷା ବ୍ୟବସ୍ଥା ପ୍ରତି ୨୩…
ଅଲିମ୍ପିକ କ୍ୱାଲିଫାୟର୍ସ ଆୟୋଜନ କରିବ ପାକିସ୍ତାନ
କରାଚୀ, ୧୧ା୭: ପାକିସ୍ତାନ ପ୍ରାୟ ୧୯ବର୍ଷ ବ୍ୟବଧାନରେ ଏକ ଅନ୍ତର୍ଜାତୀୟ ହକି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଆସନ୍ତାବର୍ଷ ପ୍ରଥମ ଭାଗରେ ଅଲିମ୍ପିକ କ୍ୱାଲିଫାଇଂ ରାଉଣ୍ଡ ଆୟୋଜନ କରିବା ଲାଗି ସୁଯୋଗ ଦେଇଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍)। ପାକିସ୍ତାନ ଗତଥର…
କ୍ଲାସ୍ରୁମ୍ରେ ମୋବାଇଲ ଫୋନ୍ ବନ୍ଦ
ଡଚ୍: ବର୍ତ୍ତମାନ ଯୁଗରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ, ସ୍ମାର୍ଟ ଘଣ୍ଟା ଭଳି ବିଭିନ୍ନ ଜିନିଷ ବ୍ୟବହାର କରୁଛନ୍ତି; ଯାହା ଫଳରେ ପିଲାମାନେ ବେଶି ଏଥିପ୍ରତି ଆକର୍ଷିତ ହୋଇ ପାଠପଢ଼ାରୁ ଦୂରେଇ ଯାଉଛନ୍ତି। ସେଥିପାଇଁ ଡଚ୍ ସରକାର କ୍ଲାସ୍ରୁମ୍ରେ…
ମଣ୍ଡପ ବସ୍ତି ନିର୍ମାଣ କାର୍ଯ୍ୟ ସରୁନି
ଭୁବନେଶ୍ୱର,୧୧।୭(ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ବସ୍ତିଗୁଡିକର ଉନ୍ନତୀକରଣ ତଥା ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ଯୋଜନାରେ ଥଇଥାନ ନିମନ୍ତେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ…
୪ ହଜାରରୁ କମ୍ ମୂଲ୍ୟର ଜିନିଷ ଆଣିବାକୁ ମନା
ନୂଆଦିଲ୍ଲୀ: ବିବାହକୁ ଯିବା ସମୟରେ ଆମେ ସାଙ୍ଗରେ କିଛି ଉପହାର ନେଇ ଯାଇଥାଉ। କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। ଲୋକେ ତାଙ୍କ ସାମର୍ଥ୍ୟ ମୁତାବକ ଉପହାର ଦେଇଥାନ୍ତି। ହେଲେ ନିକଟରେ ଜଣେ କନ୍ୟା ନିଜ ବିବାହରେ ଆସିବାକୁ ଥିବା ଅତିଥିଙ୍କ ପାଇଁ ଅଜବ…
Archives


