Home Left

‘ଟାଇଗର-୩’ ରୁ ଆସିଲା ଭାଇଜାନଙ୍କ ନୂଆ ଲୁକ୍‌

ମୁମ୍ବାଇ: ବଲିଉଡର ଭାଇଜାନ ତଥା ସଲମାନ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଟାଇଗର-୩’ ପାଇଁ କ୍ରମାଗତ ଭାବରେ ହେଡଲାଇନରେ ରହିଛନ୍ତି। ନିକଟରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ର ଟିଜର ରିଲିଜ ହେବା ପରଠାରୁ ସଲମାନ ଖାନ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ…

ଟ୍ରମ୍ପଙ୍କୁ ଇସ୍ରାଏଲର ନିନ୍ଦା

ଜେରୁଜେଲମ୍‌,୧୩ା୧୦: ଇରାନ ସମର୍ଥିତ ସନ୍ତ୍ରାସବାଦୀ ଗୋଷ୍ଠୀ ହିଜ୍‌ବୁଲ୍‌କୁ ପ୍ରଶଂସା କରିବା ସହ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସମାଲୋଚନା କରି ଇସ୍ରାଏଲ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ନିନ୍ଦା କରିଛି । ଏହାକୁ ଲଜ୍ଜାଜନକ ଏବଂ ଅବିଶ୍ୱସନୀୟ ବୋଲି…

କେରଳ ସରକାରଙ୍କ ଉପରେ ଅବହେଳା ଅଭିଯୋଗ ଆଣିଲେ ହକି ତାରକା

ଥିରୁଭାନନ୍ତପୁରମ୍‌,୧୩।୧୦: ଭାରତୀୟ ହକି ତାରକା ପି ଆର୍‌ ଶ୍ରୀଜେଶ କେରଳ ସରକାରଙ୍କ ଉପରେ ଖେଳାଳି ଏବଂ ଆଥଲେଟମାନଙ୍କୁ ଅବହେଳା କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଚାଇନାରୁ ଫେରିବା ପରଠାରୁ କେହି ତାଙ୍କୁ ଭେଟିବାକୁ ଆସିନାହାଁନ୍ତି। ହକି ଖେଳାଳିଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ…

ପ୍ରତିଦିନ ୫ କିଲୋ ସୁନା ପିନ୍ଧି ଚାଲନ୍ତି ଏହି ବ୍ୟକ୍ତି, ସାଙ୍ଗରେ ଯାଆନ୍ତି ୪ ବଡିଗାର୍ଡ

ସୁନା ଅଳଙ୍କାର କାହାର ବା ପସନ୍ଦ ନୁହେଁ କହିଲେ। ଉଦ୍ଦେଶ୍ୟ ହେଉଛି ନିବେଶ କରିବା କିମ୍ବା ଅଳଙ୍କାର କିଣିବା। ଲୋକମାନେ ପ୍ରତିଦିନ ସୁନାର ମୂଲ୍ୟ ଯାଞ୍ଚ କରନ୍ତି। ମୂଲ୍ୟ ଟିକେ ହ୍ରାସ ହେଲେ ଲୋକେ ସୁନା କିଣନ୍ତି। ଏଥି ସହିତ ଅନେକ…

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଦିଲ୍ଲୀରେ ହାଇ ଆଲର୍ଟ, ବଢାଗଲା ସୁରକ୍ଷା

ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲରେ ସୁରକ୍ଷା ବାହିନୀ ଏବଂ ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ଦିଲ୍ଲୀରେ ସମ୍ଭାବ୍ୟ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ…

ଧରାହେଲା ୧୨ ଫୁଟ ଲମ୍ବର କୁମ୍ଭୀର

ଭୋଗରାଇ,୧୩ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ବେଳାଭୂମିରୁ ୧୨ ଫୁଟ ଲମ୍ବର ଏକ ବଉଳା କୁମ୍ଭୀରକୁ ଉଦୟପୁର ବନବିଭାଗ ଶୁକ୍ରବାର ସକାଳେ କାବୁ କରିଛି। କୁମ୍ଭୀରକୁ ସେଠାରୁ ଆଣି ଡାକ୍ତରୀ ପରୀକ୍ଷା ପାଇଁ ବାଲେଶ୍ୱର ମୁଖ୍ୟ ପ୍ରାଣୀଧନ ଚିକିତ୍ସାଳୟକୁ ପଠାଯାଇଛି।…

ହମାସ ଆତଙ୍କବାଦୀଙ୍କ ନିକଟରୁ ୨୫୦ ଜଣଙ୍କୁ ମୁକ୍ତ କଲା ଇସ୍ରାଏଲ

ଜେରୁଜେଲମ,୧୩।୧୦: ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରଠାରୁ ଇସ୍ରାଏଲ ଗାଜାରେ ହମାସ ସ୍ଥିତିକୁ କ୍ରମାଗତ ଭାବରେ ଟାର୍ଗେଟ କରିଆସୁଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ସେ ହମାସ ଆତଙ୍କବାଦୀଙ୍କୁ ବାଛି ବାଛି ହଟାଇବେ। ଏହି ସମୟରେ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗାଜାର…

ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ୱସ୍ତି

ଅମରାବତି,୧୩।୧୦: ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଜାମିନ ପ୍ରଦାନ କରିଛନ୍ତି।ଆଙ୍ଗାଲୁ ୩୦୭ ମାମଲାରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଆଙ୍ଗାଲୁ ହିଂସା ମାମଲାରେ ତେଲୁଗୁ ଦେଶମ ପାର୍ଟି…

ଗିରଫଦାରୀ, ଇଡି ହେପାଜତକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ସଞ୍ଜୟ

ନୂଆଦିଲ୍ଲୀ,୧୩।୧୦: ଦିଲ୍ଲୀ ହାଇକୋର୍ଟରେ ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଜଣାପଡିଛି। ସଞ୍ଜୟ ସିଂଙ୍କ ଓକିଲ ଶୀଘ୍ର ଶୁଣାଣି ପାଇଁ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟରେ ଆବେଦନ…

୫ ରାଜ୍ୟରେ ଜିତିବାକୁ ଯୋଜନା, ଆଜି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିପାରେ କଂଗ୍ରେସ

ନୂଆଦିଲ୍ଲୀ,୧୩।୧୦: ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ ଏବଂ ତେଲଙ୍ଗାନାରେ ମତଦାନ ଅନୁଷ୍ଠିତ ହେବ। ଅନେକ ରାଜ୍ୟରେ ଏହି ମୁକାବିଲା ଭାଜପା ବନାମ କଂଗ୍ରେସ ମଧ୍ୟରେ ହେବାକୁ…

ଆମେରିକାରେ ଦୀପାବଳିର ଧାର୍ମିକ, ସାଂସ୍କୃତିକ ମହତ୍ୱକୁ ମିଳିବ ମାନ୍ୟତା

ଓ୍ବାଶିଂଟନ,୧୩।୧୦: ଆମେରିକାର କଂଗ୍ରେସର ସଦସ୍ୟ ରାଜା କୃଷ୍ଣମୂର୍ତ୍ତି ଗୁରୁବାର ଦୀପାବଳିକୁ ଆଲୋକର ପର୍ବ ଭାବରେ ସ୍ବୀକୃତି ଦେବା ପାଇଁ ଆମେରିକାର ପ୍ରତିନିଧି ସଭାରେ ଦୀପାବଳି ରିଜୋଲ୍ୟୁସନ ପ୍ରଣୟନ କରିବାକୁ ଯୋଜନା ଘୋଷଣା କରିଛନ୍ତି। କୃଷ୍ଣମୂର୍ତ୍ତି ଏକ ବୟାନରେ କହିଛନ୍ତି, ‘ଶିଖ, ଜୈନ…

ଦେଢ଼ବର୍ଷ ବିତିଲା, କାର୍ଯ୍ୟକ୍ଷମ ହେଉନି

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମସ୍ଥିତ ନବନିର୍ମିତ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିର୍ମାଣ ହୋଇ ଦେଢ଼ ବର୍ଷ ହେଲା ବିତିଗଲାଣି। ବର୍ତ୍ତମାନ ସୁଦ୍ଧା ଉଦଘାଟନ ହୋଇ ନ ଥିବାରୁ କାର୍ଯ୍ୟକ୍ଷମ ହେଉନି। ଫଳରେ ରୋଗୀ ସେବାରେ ଘୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?