ପୁଣି ମହାରାଷ୍ଟ୍ରରେ ରାଜନୀତି ସରଗରମ: ଉଦ୍ଧବ ଠାକରେଙ୍କ ଯୋଗାଯୋଗରେ ଶିନ୍ଦେ ଗୋଷ୍ଠୀର କିଛି ବିଧାୟକ
ପୁନେ,୧୧।୭: ମହାରାଷ୍ଟ୍ର ରାଜନୀତି ସରଗରମ ପରେ ଏବେ ରାଜ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ରାଜ୍ୟରେ କ୍ୟାବିନେଟ ବିସ୍ତାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କ୍ୟାବିନେଟ ବିସ୍ତାର ହୋଇପାରେ ବୋଲି…
ବିଶାଖାପାଟଣା-କିରାଣ୍ଡୁଲ ରେଳ ଲାଇନକୁ ଖସିଲା ପଥର
ନନ୍ଦପୁର/କୋରାପୁଟ, ୧୧ା୭ (ଶଙ୍କର ପୂଜାରି/ଅମିତାଭ ବେହେରା): ବିଶାଖାପାଟଣା କିରାଣ୍ଡୁଲ ରେଳ ଧାରଣାର କୋତାବାଲସା ଓ ବରା ଷ୍ଟେଶନ ମଝିରେ ସୋମବାର ଅପରାହ୍ନରେ ପାହାଡ ଉପରୁ ଏକ ବିରାଟ ପଥର ରେଳ ଧାରଣାକୁ ଖସିଛି। ଫଳରେ ଏହି ରୁଟ୍ରେ ସମସ୍ତ ରେଳ ଚଳାଚଳ…
ଅମ୍ବାନୀ ଘରର ବଡ଼ ବୋହୂ ଶ୍ଲୋକାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଅମ୍ବାନୀ ପରିବାରର ବଡ ବୋହୂ ଭାବରେ ଜଣାଶୁଣା ଶ୍ଲୋକା ମେହେଟ୍ଟା ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜୁଲାଇ ୧୧, ୧୯୯୦ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଶ୍ଲୋକା। ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ସହ ସମ୍ପର୍କ ଥିବାବେଳେ ଶ୍ଲୋକାଙ୍କ…
ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଦେବେ ତାମିଲନାଡୁ ସରକାର
ଚେନ୍ନାଇ,୧୧।୭: ତାମିଲନାଡୁର ଷ୍ଟାଲିନ ସରକାର ମହିଳାମାନଙ୍କ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହା ବିଷୟରେ ବର୍ତ୍ତମାନ ସମସ୍ତ ପ୍ରକାରର ସୂଚନା ଶେୟାର କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ଏହି ଯୋଜନା ଅଧୀନରେ କିଏ ଲାଭ ଉଠାଇ ପାରିବେ ଏବଂ ପରିବାରର…
ଓଡ଼ିଶା ସୀମା ଦେଖାଇବାରେ ଦ୍ୱନ୍ଦ୍ୱରେ ପଡିଲେ ତହସିଲଦାର
ନନ୍ଦପୁର, ୧୧ା୭ (ଶଙ୍କର ପୂଜାରି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତରେ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିବା ଏବଂ ଶୋଭାପୁଟସ୍ଥିତ ବିଜୁ ସେତୁ ଦୁଇ ପାର୍ଶ୍ୱରେ ଆନ୍ଧ୍ରର ନିର୍ମାଣ ଖବର ପ୍ରକାଶନ ପରେ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ…
ଯୋରନ୍ଦାର ବିକାଶ ପାଇଁ ୯୩ କୋଟି ମଞ୍ଜୁର
ଢେଙ୍କାନାଳ,୧୧ା୭(ରତନ ନାୟାର): ଢେଙ୍କନାଳ ଜିଲା ଯୋରନ୍ଦାସ୍ଥିତ ବିଶ୍ୱ ପ୍ରସିଦ୍ଧ ମହିମାଧର୍ମ ପୀଠ ମହିମାଗାଦିକୁ ଆନ୍ତର୍ଜାତିକସ୍ତରର ପର୍ଯ୍ୟଟନସ୍ଥଳୀ କରିବା ଏବଂ ଇଣ୍ଟିଗ୍ରେଟେଡ୍ ଡେଭେଲପମେଣ୍ଟ ଅଫ୍ ହେରିଟେଜ୍ ଆଣ୍ଡ ମନୁମେଣ୍ଟ ଆଣ୍ଡ ଟୁରିଷ୍ଟ ଡେଷ୍ଟିନେଶନର ୨୦୨୩-୨୪ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର…
ସିଙ୍ଗାପୁରରେ ଭାରତୀୟ ମୂଳ ବାସିନ୍ଦା ଯୁବକଙ୍କୁ ୧୦ ବର୍ଷ ଜେଲ
ସିଙ୍ଗାପୁର,୧୧।୭: ସିଙ୍ଗାପୁରରେ ଜଣେ ଭାରତୀୟ ମୂଳ ବାସିନ୍ଦା ଯୁବକଙ୍କୁ ୧୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଦିଆଯାଇଛି। କେବଳ ସେତିକି ନୁହେଁ ତାଙ୍କ ଉପରେ ୪୦୦୦ ସିଙ୍ଗାପୁର ଡଲାର ଜରିମାନା ବି ଲଗାଯାଇଛି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣକ ହେଲେ…
ନେପାଳରେ ହଠାତ୍ ନିଖୋଜ ହେଲା ହେଲିକପ୍ଟର
କାଠମାଣ୍ଡୁ,୧୧।୭: ନେପାଳରେ ମଙ୍ଗଳବାର ଉଡାଣ ଭରିବା ପରେ ଏକ ହେଲିକପ୍ଟର ନିଖୋଜ ହୋଇଯାଇଛି। ନିଖୋଜ ହେଲିକପ୍ଟରରେ ୫ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୬ ଜଣ ଲୋକ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ନେପାଳର ସୋଲୁଖୁମ୍ବୁରୁ କାଠମାଣ୍ଡୁକୁ ଯାତ୍ରା…
ଦିନିକିଆ ବିଶ୍ୱକପ ୨୦୨୩: ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ସେମିଫାଇନାଲର ଟିକେଟ୍ ମୂଲ୍ୟ କେତେ ଜାଣନ୍ତୁ…
ନୂଆଦିଲ୍ଲୀ,୧୧।୭: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ମ୍ୟାଚର ଟିକେଟ୍ ମୂଲ୍ୟକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ଏହି ଅପେକ୍ଷାର ସମାପ୍ତ ଘଟିଛି। ବିଶ୍ୱକପ ଦ୍ୱିତୀୟ ଫାଇନାଲ ମ୍ୟାଚ ୧୬ ନଭେମ୍ବରରେ କୋଲକାତାରେ ଇଡେନ ଗାଡେନ୍ସ ଷ୍ଟାଡିୟମରେ…
ପଶ୍ଚିମବଙ୍ଗ ହିଂସାକୁ ନେଇ କଡା ଚେତାବନୀ ଦେଲେ ରାଜ୍ୟପାଳ
କୋଲକାତା,୧୧।୭: ପଶ୍ଚିମବଙ୍ଗରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଗଣନା ଜାରି ରହିଛି। ଏଠାରେ ଜୁଲାଇ ୮ରେ କଡା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ କରାଯାଇଥିଲା। ସେଥିରେ ପ୍ରାୟ ୫.୬୭ କୋଟି ଭୋଟର ୭୩,୮୮୭ ଟି ଆସନ ପାଇଁ ଭୋଟ ଦେଇଛନ୍ତି। ଏହି…
ହାତୀପଲ ଉପରକୁ ଚଢିଗଲା ଟ୍ରେନ
କେନ୍ଦୁଝର,୧୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ ଖଣ୍ଡ ଅଧୀନ ଦଇତାରୀ ରେଞ୍ଜ ବ୍ରାହ୍ମଣୀପାଳ ନିକଟ ଟ୍ରେନ୍ ଲାଇନରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଯଖପୁରା-ବାଂଶପାଣି ମଝି ରେଳ ଲାଇନ୍ରେ ଏକ ହାତୀପଲ ପାର ହେଉଥିବା ବେଳେ ଏକ ମାଲବାହୀ…
ଛଗନ ଭୁଜବଲଙ୍କୁ ମିଳିଲା ହତ୍ୟା ଧମକ
ମୁମ୍ବାଇ, ୧୧।୭: ମହାରାଷ୍ଟ୍ରର ରାଜନୈତିକ ସର୍କଲରେ ଉତ୍ତେଜନା କମିଯିବା ମାତ୍ରେ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ରାଜ୍ୟର ନବନିଯୁକ୍ତ କ୍ୟାବିନେଟ ମନ୍ତ୍ରୀ ଛଗନ ଭୁଜବଲଙ୍କୁ ହତ୍ୟା ଧମକ ମିଳିଛି। କୁହାଯାଉଛି ଯେ ଛଗନ ଭୁଜବଲ ଏକ କାର୍ଯ୍ୟକ୍ରମରେ ଯୋଗଦେବା…
Archives


