ଏହି ୩ ଗୁଣ ଥିବା ସ୍ତ୍ରୀ ବଦଳାଇ ଦିଅନ୍ତି ସ୍ବାମୀଙ୍କ ଭାଗ୍ୟ
ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସୁଖମୟ ଜୀବନ ପାଇଁ ଭଲ ଜୀବନ ସାଥୀ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ନେଇ ବିବାହ ପୂର୍ବରୁ ପ୍ରତ୍ୟେକ ଜାଣିବାକୁ ଚେଷ୍ଟା କରନ୍ତି ତାଙ୍କ ଜୀବନସାଥୀ କିପରି ହେବା ଆବଶ୍ୟକ। କିନ୍ତୁ ଅଧିକାଂଶ…
ସୀମାନ୍ତ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରୁଛି ଆନ୍ଧ୍ର
ପଟ୍ଟାଙ୍ଗି,୧୫ା୧୦(ଶରତ ଧଳ)ଓଡ଼ିଶାର ସୀମାନ୍ତ ଗ୍ରାମଗୁଡିକ ଉପରୁ ପଡ଼ୋଶୀ ଆନ୍ଧ୍ରର ନଜର ହଟୁନି। ଗତ ୮ରେ ଓଡ଼ିଶା ସୀମାନ୍ତରେ ଜଳପ୍ରକଳ୍ପ ନିର୍ମାଣ ଲାଗି ଏହି ରାଜ୍ୟ ସର୍ଭେ ଆରମ୍ଭ କରିଥିଲା। ଏହା ଜାଣିବା ପରେ ୯ରେ ଓଡ଼ିଶା ପକ୍ଷରୁ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ…
୧୬ରୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍ପଟ୍ ନାମଲେଖା
ଭୁବନେଶ୍ୱର, ୧୫।୧୦(ଅସମାପିକା ସାହୁ)ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ଆସନ୍ତା ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏ ଚାଲିବ। ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ…
ଦୁର୍ଘଟଣାରେ ୩ ଦଶମ ଶ୍ରେଣୀ ଛାତ୍ର ମୃତ
ବାଙ୍କୀ,୧୫ା୧୦(ଜ୍ଞାନେନ୍ଦ୍ର ମୋହନ ମିଶ୍ର)ବାଙ୍କୀ-କଟକ ମୁଖ୍ୟ ରାସ୍ତାର ରଣଶଙ୍ଖ ନିକଟରେ ଶନିବାର ପୂର୍ବାହ୍ନ ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସ୍ଥାନୀୟ ହରିରାଜପୁର ଗ୍ରାମର ସୋହନ ନାଏକ ଓ ଅବିନାଶ ଧଳ ଏବଂ…
ଖୋଲିଲା ଶିମିଳିପାଳ
ବାରିପଦା, ୧୫ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ଶନିବାରଠାରୁ ଖୋଲାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବାରିପଦାର ପିଠାବଟା ଓ ଯଶିପୁର କାଳିଆଣି ତନଖି ଫାଟକରେ ପର୍ଯ୍ୟଟକଙ୍କୁ ଆଦିବାସୀ ନୃତ୍ୟଗୀତରେ ସ୍ବାଗତ କରାଯାଇଛି।…
ଯୁକ୍ତ୨ ପଢ଼ିବାକୁ ଆଗ୍ରହ କମୁଛି
ଭୁବନେଶ୍ୱର, ୧୫।୧୦(ଅସମାପିକା ସାହୁ)ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ପଢ଼ିବାକୁ ପିଲାଙ୍କ ଆଗ୍ରହ କମୁଛି। ଏବର୍ଷ ମାଟ୍ରିକ ପାସ୍ ହାର ଅନୁସାରେ ପିଲାମାନେ ସେପରି ନାମ ଲେଖାଇ ନାହାନ୍ତି। ଫଳରେ ପ୍ରଥମ ବର୍ଷ ନାମଲେଖା ଏ ଯାଏ ଶେଷ ହେଉନାହିଁ। ସିଟ୍…
ବିବାହ ପରେ ପ୍ରଥମଥର ଶାଢ଼ି ପିନ୍ଧି ର଼୍ୟାମ୍ପ ଶୋ’ରେ ଚାଲିଲେ ପରିଣୀତି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ବିବାହ ପରେ ପ୍ରଥମଥର ପାଇଁ ଶାଢ଼ି ପିନ୍ଧି ର଼୍ୟାମ୍ପ ଶୋ’ରେ ଚାଲୁଥିବା ନଜର ଆସିଛନ୍ତି। ଫ୍ୟାଶନ ଡିଜାଇନ କାଉନସିଲ୍ ଅଫ୍ ଇଣ୍ଡିଆ (ଏଫ୍ଡିସିଆଇ) ଏକ୍ସ ଲାକ୍ମୀ ଫ୍ୟାଶନ ସପ୍ତାହରେ ପରିଣୀତି ଫାବିଆନାଙ୍କ ପାଇଁ ଶୋ’ଷ୍ଟପର୍…
ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ବୋଲେରୋ
କୋରାପୁଟ,୧୪ା୧୦(ଅମିତାଭ ବେହେରା): କୋରାପୁଟ ଜିଲା ସୁନାବେଡ଼ା ୨୬ ନଂ ଜାତୀୟ ରାଜପଥ ନୂଆ କଲୋନୀ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବୋଲେରୋ ହୁତୁହୁତୁ ହୋଇ ଜଳିଯାଇଛି। ବୋଲେରୋଟି କୋରାପୁଟରୁ ସୁନାବେଡ଼ା ଅଭିମୁଖେ ଯାଉଥିଲା। କୌଣସି କାରଣବଶତଃ ଗାଡ଼ିରେ ନିଆଁ ଲାଗି ଯାଇଥିଲା।…
କେଶ ଦାନ କଲେ ଏହି କ୍ରିକେଟରଙ୍କ ସ୍ତ୍ରୀ, ଜିଣିଲେ ପ୍ରଶଂସକଙ୍କ ହୃଦୟ
ମୁମ୍ବାଇ: ଫିଲ୍ମ ‘ବଡିଗାର୍ଡରେ’ କରୀନା କପୁରଙ୍କ ବାନ୍ଧବୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ସ୍ତ୍ରୀ ଏକ ବଡ଼ ନିଷ୍ପତ୍ତି ଯୋଗୁ ଚର୍ଚ୍ଚାରେ ରହିଛନ୍ତି। ଚଳିତ ବର୍ଷ ଅଗଷ୍ଟରେ ସେ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି।…
ହାତୀ ଆକ୍ରମଣରେ ୩ ଗୁରୁତର
ସୋର,୧୪ା୧୦(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ସିନ୍ଧୁଆ ଜଙ୍ଗଲରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରତର ହୋଇଛନ୍ତି। ଶନିବାର ମଧ୍ୟାହ୍ନରେ ସିନ୍ଧୁଆ ଗ୍ରାମର କିଛି ଲୋକଙ୍କ ସହିତ ମୂରଲୀଧର ସିଂ(୫୫), ଦେବକୀ…
ଏମିତି ସହର, ଯେଉଁଠି ପରସ୍ପର ସହ ସଂସ୍କୃତରେ ହୁଅନ୍ତି କଥା
ଓ୍ବାଶିଂଟନ: ଦୁନିଆରେ ଏମିତି ଏକ ସହର ରହିଛି, ଯେଉଁଠାରେ ଲୋକମାନେ ପରସ୍ପର ସହ ସଂସ୍କୃତରେ କଥା ହୁଅନ୍ତି। ଏପରି ସହର ରହିଛି ଆମେରିକାର ଆଇଓ୍ବା ରାଜ୍ୟରେ। ଯାହା ପ୍ରାଚୀନ ହିନ୍ଦୁ ପ୍ରଥାକୁ ଅନୁସରଣ କରିଥାଏ। ଏହି ସହରର ନାମ ହେଉଛି ମହର୍ଷି…
ମଦ ବିରୋଧରେ ଆନ୍ଦୋଳନ ତେଜିଲା
କେନ୍ଦୁଝର,୧୪ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତକୁ ମଦମୁକ୍ତ କରିବା ପାଇଁ ଶତାଧିକ ମହିଳା ଏକାଠି ହୋଇ ପ୍ରତିବାଦ କରିଛନ୍ତି। ସରକାରୀ ଲାଇସେନ୍ସପ୍ରାପ୍ତ ଓ ଚୋରାମଦ ବିକ୍ରିକୁ ବିରୋଧ କରିଛନ୍ତି। ମଦ ଯୋଗୁ ଗ୍ରାମରେ ତଥା ପରିବାରରେ…

