କିଏ ସେହି ନୁକ୍ଭା ବିଦ୍ରୋହୀ; ଯେଉଁମାନଙ୍କୁ ଖୋଜି-ଖୋଜି ମାରୁଛି ଇସ୍ରାଏଲ, ଜାଣନ୍ତୁ ହମାସ ସହ କ’ଣ ଏହାର ସମ୍ପର୍କ…
ଜେରୁଜେଲମ,୧୪।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧକୁ ପ୍ରାୟ ୮ ଦିନ ବିତିଗଲାଣି। ଯୁଦ୍ଧ ଯେତିକି ଯେତିକି ଅଗ୍ରଗତି କରୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ଇସ୍ରାଏଲ ଆକ୍ରମଣ ସହ…
ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ନିରାଶ କଲା ଚ୍ୟାନେଲର ଏଭଳି ଘୋଷଣା
ଅହମ୍ମଦାବାଦ,୧୪।୧୦: ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା। ଏଥିରେ ବଲିଉଡର ସେଲିବ୍ରିଟିମାନେ ସାମିଲ ହେବେ ବୋଲି କୁହାଯାଇଥିଲା। ହେଲେ ମ୍ୟାଚ୍ର ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋଟର୍ସ ଏହି କାର୍ଯ୍ୟକ୍ରମର ପ୍ରସାରଣ…
ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଗିରଫ ହେଲେ ଲଶ୍କରର ୨ ଆତଙ୍କବାଦୀ
ଅମୃତସର,୧୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ପଞ୍ଜାବ ପୋଲିସ ଲଶ୍କର-ଏ-ତାଇବାର ୨ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ଦେଶରେ ବିସ୍ଫୋରଣର ଷଡ଼ଯନ୍ତ୍ର କରିଥିବା ବେଳେ ଅମୃତସରରୁ ସେମାନଙ୍କୁ ଗିରଫ କରାଯାଇଛି। ପୋଲିସ କେନ୍ଦ୍ରୀୟ ଏଜେନ୍ସି ସହଯୋଗରେ ଏକ ଅପରେଶନ କରି ସଫଳତା ହାସଲ…
ପଞ୍ଜାବରେ ଆମ ଆଦମୀ ପାର୍ଟିର ବଡ କାର୍ଯ୍ୟାନୁଷ୍ଠାନ
ଚଣ୍ଡିଗଡ଼,୧୪।୧୦: ଆମ ଆଦମୀ ପାର୍ଟି(ଏଏପି) ତୁରନ୍ତ ପ୍ରଭାବ ସହିତ ପଞ୍ଜାବର ବ୍ଲକ ଇନଚାର୍ଜ ଏବଂ ସର୍କଲ ଇନଚାର୍ଜର ସମସ୍ତ ପଦବୀକୁ ଭାଙ୍ଗି ଦେଇଛି। ସଂଗଠନ ଶୀଘ୍ର ବିସ୍ତାର ହେବ। ଖୁବ ଶୀଘ୍ର ନୂତନ ପଦାଧିକାରୀ ନିଯୁକ୍ତ ହେବେ। ସୂଚନାଯୋଗ୍ୟ ଯେ ଆମ…
ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଗୁଜରାଟରେ ଭୂକମ୍ପ ଝଟ୍କା
ଅହମ୍ମଦାବାଦ,୧୪।୧୦: ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ବିଶ୍ୱକପ୍ର ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ଭାରତ ଏହାର ଚିର ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ତେବେ ଏହି ମ୍ୟାଚ୍ ପୂର୍ବରୁ ଗୁଜରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର…
ପାଲେଷ୍ଟାନୀୟଙ୍କୁ ସମର୍ଥନ କଲା ସିପିଏମ
ଥିରୁଭାନନ୍ତପୁରମ,୧୪।୧୦: କେରଳରେ କ୍ଷମତାସୀନ ସିପିଏମ ସରକାର ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନକୁ ସମର୍ଥନ କରିଛି। ଯୁଦ୍ଧ ବନ୍ଦ ହେବା ଏବଂ ଦ୍ୱନ୍ଦ୍ୱରେ ପଡ଼ିଥିବା ପଶ୍ଚିମ ଏସୀୟ ଅଞ୍ଚଳରେ ଶାନ୍ତି ଫେରିବା ପାଇଁ ମିଳିତ ଜାତିସଂଘର ଦୁଇ ଦେଶ ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ…
ମୋଦି ଲେଖିଲେ ‘ଗର୍ବା’ ସଙ୍ଗ, ଗାଇଲେ ଧ୍ୱନି ଭାନୁଶାଳୀ
ନୂଆଦିଲ୍ଲୀ,୧୪।୧୦: ଓ୍ବାସ୍ତେ ଏବଂ ଲେଜା ରେ ଭଳି ଗୀତ ପାଇଁ ଲୋକପ୍ରିୟ ଧ୍ୱନି ଭାନୁଶାଳୀ ଶନିବାର ଏକ ନୂତନ ଗୀତ ରିଲିଜ କରିଛନ୍ତି। ସିଙ୍ଗର ନବରାତ୍ରୀ ପୂର୍ବରୁ ‘ଗାର୍ବୋ’ ନାମକ ଏକ ନୂତନ ଗୀତ ସହିତ ପ୍ରଶଂସକଙ୍କ ମନୋରଞ୍ଜନ କରିଥିଲେ। ଏକ୍ସରେ,…
ଦିନିକିଆ ବିଶ୍ୱକପ: ୭ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ପାକ୍, ଜାଣନ୍ତୁ କାହାର କେତେଥର ବିଜୟ
ଆଇସିସି ବିଶ୍ୱକପ୍ର ୧୨ତମ ମୁକାବିଲାରେ ଆଉ ଟିକେ ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ମୋଟ ୧ ଲକ୍ଷ ୩୨ ହଜାର ଦର୍ଶକ ପାଇଁ ଉଦ୍ଦିଷ୍ଟ ଏହି ଷ୍ଟାଡିୟମରେ କ୍ରିକେଟ୍ ପ୍ରେମୀଙ୍କ ଭିଡି ଦେଖିବାକୁ ମିଳିଛି। ତେବେ ଦିନିକିଆ ଶ୍ୱକପ ଇତିହାସ ଦେଖିଲେ,…
ପ୍ରଡ୍ୟୁସର ଭାବେ ପ୍ରଥମ ଫିଲ୍ମର ଶୁଟିଂ ଶେଷ କଲେ ମନିଷ ମାଲହୋତ୍ରା
ମୁମ୍ବାଇ: ସବୁଠାରୁ ପପୁଲାର ଡିଜାଇନରଙ୍କ ମଧ୍ୟରୁ ଜଣେ ମନିଷ ମାଲହୋତ୍ରା ସେପ୍ଟେମ୍ବର ୧ରେ ତାଙ୍କ ପ୍ରଡକଶନ ହାଉସ ଷ୍ଟେଜ ୫ ପ୍ରଡକଶନର ଘୋଷଣା କରିଥିଲେ। ସହି ଦିନ ସେ ଆହୁରି ମଧ୍ୟ ଘୋଷଣା କରିଥିଲେ ଯେ ରାଧିକା ଆପତେଙ୍କ ମୁଭି ‘ଟ୍ରେନ…
ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପ ନେଇପାରେ ଭାଜପା: ଅଖିଳେଶ
ଲକ୍ଷ୍ନୌ,୧୪।୧୦: ଲୋକ ସଭା ନିର୍ବାଚନ ପୂର୍ବରୁ ଜାତି ଜନଗଣନାକୁ ନେଇ ରାଜନୀତି ତୀବ୍ର ହୋଇଛି। ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଜୋରରେ ଉଠାଉଛନ୍ତି ଏବଂ ପ୍ରତ୍ୟେକ ପ୍ଲାଟଫର୍ମରେ ଏହା ବିଷୟରେ ଆଲୋଚନା ହୋଉଥିବା ବେଳେ ଜନଗଣନା ସପକ୍ଷରେ ଭାଜପା ନାହିଁ। ଭାଜପା…
ଅବସର ନେଲେ ଆଲଷ୍ଟର କୁକ୍
ଲଣ୍ଡନ, ୧୪ା୧୦ ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟର ଆଲଷ୍ଟର କୁକ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୧୮ରୁ ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ ମଧ୍ୟ କାଉଣ୍ଟି କ୍ରିକେଟ ଖେଳିବା ଜାରି ରଖିଥିଲେ। ତେବେ ଦୀର୍ଘ ୫…
ପୂର୍ବରୁ ଅହମ୍ମଦାବାଦ ଷ୍ଟାଡିୟମରେ କେତେଟା ମ୍ୟାଚ ଜିତିଛି ଟିମ୍ ଇଣ୍ଡିଆ
ଅହମ୍ମଦାବାଦ,୧୪।୧୦ : ୨୦୨୩ କ୍ରିକେଟ ବିଶ୍ୱକପ ଆରମ୍ଭ ହୋଇଛି। ତେବେ କ୍ରିକେଟ ପ୍ରେମୀ ଆଜିର ଭାରତ-ପାକିସ୍ତାନକୁ ମ୍ୟାଚକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ବିଶେଷକରି ସମସ୍ତଙ୍କର ବିଶ୍ୱକପ ସମୟରେ ଉତ୍ସାହ ଦ୍ୱିଗୁଣିତ ହୁଏ। ଏହି ରୋମାଞ୍ଚକର ମ୍ୟାଚକୁ ଦେଖିବାକୁ ସମସ୍ତେ ଚାହିଁ…

