ଏହି ୩ ଗୁଣ ଥିବା ସ୍ତ୍ରୀ ବଦଳାଇ ଦିଅନ୍ତି ସ୍ବାମୀଙ୍କ ଭାଗ୍ୟ

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସୁଖମୟ ଜୀବନ ପାଇଁ ଭଲ ଜୀବନ ସାଥୀ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ନେଇ ବିବାହ ପୂର୍ବରୁ ପ୍ରତ୍ୟେକ ଜାଣିବାକୁ ଚେଷ୍ଟା କରନ୍ତି ତାଙ୍କ ଜୀବନସାଥୀ କିପରି ହେବା ଆବଶ୍ୟକ। କିନ୍ତୁ ଅଧିକାଂଶ ବିବାହ ପୁଅର ଟଙ୍କା ଏବଂ ଝିଅର ସୌନ୍ଦର୍ଯ୍ୟ ନେଇ ଏବେ କରାଯାଉଛି। ଯେଉଁଥିପାଇଁ , ଛାଡପତ୍ର ଏବଂ ଦ୍ୱିତୀୟ ବିବାହ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି।
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନିତୀଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନଯାପନ କରିପାରିବ। ଚାଣକ୍ୟ କହିଛନ୍ତି, ଯଦି ତୁମେ ଏହି ୩ ଗୁଣ ଥିବା ମହିଳାଙ୍କୁ ବିବାହ କର, ତୁମର ପରିବାର ସର୍ବଦା ସୁଖ ଶାନ୍ତିରେରେ ପରିପୂର୍ଣ୍ଣ ରହିବ। ତେବେ ଆଚାର୍ଯ୍ୟ କେଉଁ ଗୁଣଧାରୀ ସ୍ତ୍ରୀଙ୍କ ବିଷୟରେ କହିଛନ୍ତି ଜାଣନ୍ତୁ।

ଶାନ୍ତ ମନ

ଶାନ୍ତ ମନ ଥିବା ସ୍ତ୍ରୀ କୌଣସି ପରିସ୍ଥିତିରେ ରାଗି ନ ଥାନ୍ତି। ସବୁ ପରିସ୍ଥିତି ସହିତ ସେ ନିଜକୁ ଖାପଖୁଆଇ ଚଳିଥାନ୍ତି। ଯେଉଁଥି ପାଇଁ ସେମାନଙ୍କ ସ୍ବାମୀଙ୍କ ଜୀବନ ସହଜ ହୋଇଯାଏ ।

ଧର୍ଯ୍ୟ
ଘର ଚଳାଇବା ପାଇଁ ଧର୍ଯ୍ୟର ନିତ୍ୟାନ୍ତ ଆବଶ୍ୟକ ରହିଛି। ଧର୍ଯ୍ୟ ଦ୍ୱାରା ସମସ୍ତ କଠିନ ପରିସ୍ଥିତିର ସାମ୍ନା ସହଜରେ କରାଯାଇପାରେ। ଯେଉଁଘରେ ସ୍ତ୍ରୀ ଧର୍ଯ୍ୟବାନ ସେଘରେ ଯେ କୌଣସି ପରସ୍ଥିତିକୁ ସେ ସହଜରେ ସାମ୍ନା କରିପାରେ ।

ଧର୍ମ

କୁହାଯାଏ ଦାନ ଧର୍ମ ଦ୍ୱାରା ଘରେ ଶାନ୍ତି ବଢ଼େ ଧନ ବଢ଼େ। ଗୋଟିଏ ସ୍ତ୍ରୀ ଧାର୍ମିକ ସ୍ବଭାବର ହୋଇଥିଲେ ସେ ଘରେ ଟଙ୍କା ପଇସା କେଉଁଥିରେ ଅଭାବ ରହେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri