Home Left

ଶିରୋଲକୁ ଗଜା ମରୁଡି ଘୋଷଣା ନେଇ କ୍ଷେତ୍ର ପରିଦର୍ଶନ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ପଞ୍ଚାୟତର ୪ଟି ଗ୍ରାମ ଗଜା ମରୁଡି ନେଇ କୃଷି ବିଭାଗ ପକ୍ଷରୁ ଶୁକ୍ରବାର କ୍ଷେତ୍ର ପରିଦର୍ଶନ କରାଯାଇଛି। ଗତ ୧୦ ତାରିଖରେ ଶିରୋଲ ପଞ୍ଚାୟତର କୃଷକମାନେ ତହସିଲ ଓ କୃଷିସୂଚନା ଓ…

ଶିନ୍ଦେ ସରକାରରେ ପ୍ରଥମ ମହିଳା କ୍ୟାବିନେଟ ମନ୍ତ୍ରୀ

ମୁମ୍ବାଇ,୧୪।୭: ମହାରାଷ୍ଟ୍ରର ଶିନ୍ଦେ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ କରାଯାଇଛି। ଅଜିତ ପାଓ୍ବାରଙ୍କ ଗ୍ରୁପର ବିଧାୟକଙ୍କ ମଧ୍ୟରେ ବିଭାଗ ବଣ୍ଟନ ଶୁକ୍ରବାର କରାଯାଇଛି। ଏଥିରେ ଅଦିତି ତଟକରେ ଶିିନ୍ଦେ ସରକାରଙ୍କ ପ୍ରଥମ ମହିଳା ମନ୍ତ୍ରୀ ହୋଇଛନ୍ତି। ସେହି ବିଭାଗଗୁଡିକ ମଧ୍ୟରେ ମହାରାଷ୍ଟ୍ର ରାୟଗଡର…

ଚଳିତ ବର୍ଷ ସବୁଠାରୁ ଉତ୍ତପ୍ତ ମାସ ରହିଲା ଜୁନ

ନୂଆଦିଲ୍ଲୀ,୧୪।୭: ସାରା ଦେଶଷର ଏବେ ମୌସୁମୀ ବର୍ଷା ଜାରି ରହିଛି। କିନ୍ତୁ ଗତ ମାସ ଅର୍ଥାତ୍‌ ଜୁନ ଉତ୍ତାପ ଦୃଷ୍ଟିରୁ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ନାସା ଏବଂ ଏନଓଏଏର ବୈଜ୍ଞାନିକଙ୍କ ସମେତ ଅନ୍ୟ ବୈଜ୍ଞାନିକମାନେ ବି ଗବେଷଣା ପରେ…

ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା

ହାଟଡିହୀ,୧୪।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ଠୂଣିଗାଁର ଜଣେ ମହିଳାଙ୍କ ମୃତଦେହ ବଣିଆହୁଡ଼ି ନିକଟରୁ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ଅଭୟ ରାଉତଙ୍କ ସ୍ତ୍ରୀ ତୁଳସୀ ବିନ୍ଧାଣି (୪୦ବର୍ଷ )। ଘରୋଇ କଳିରୁ ଅଭୟ ସ୍ତ୍ରୀଙ୍କୁ ପିଟିପିଟି…

ନୂଆ ଜାଗା ଖୋଜୁଛନ୍ତି ସାରା

ମୁମ୍ବାଇ: ସାରା ଅଲି ଖାଁ। ବଲିଉଡ ଷ୍ଟାର କିଡ ପୁଣି ବି-ଟାଉନର ଜଣେ ଆଗଧାଡିର ନାୟିକା। ସବୁବେଳେ ସେ କିଛି ନା କିଛି କାରଣ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ମାହିର। ନିକଟରେ ଅଭିନେତ୍ରୀଙ୍କୁ ଏକ ରେସ୍ତୋରାଁରେ ଏଣ୍ଟ୍ରି କରୁଥିବା…

ଡ୍ରଗ୍ସ ମାଫିଆ ସୋମନାଥଙ୍କ ହତ୍ୟାକାଣ୍ଡ: ମାଷ୍ଟରମାଇଣ୍ଡ ସଞ୍ଜୁ ସମେତ ୬ଗିରଫ

ଖୋର୍ଦ୍ଧା,୧୪।୭(ପ୍ରଭାତ ପାଣିଗ୍ରାହୀ): ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଓରଫ ପାକୁ ହତ୍ୟାକାଣ୍ଡର ପୋଲିସ ପର୍ଦ୍ଦାଫାସ କରିଛି। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଡ୍ରଗ୍ସ ଓ ଖଣି ମାଫିଆ ଭାଳିଆବଡି ଅଞ୍ଚଳର ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ସମେତ ୬ ଜଣଙ୍କୁ ପୋଲିସ ଗିରଫ…

ମିନା କୁମାରୀଙ୍କ ବାୟୋପିକରେ କ୍ରିତି ସାନନ

ମୁମ୍ବାଇ: ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ରେସପେକ୍ଟ ଭେଟେରାନ ଆକ୍ଟ୍ରେସଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମିନା କୁମାରୀ। ଫିଲ୍ମରେ ପାଓ୍ବାରଫୁଲ ଚରିତ୍ରରେ ଅଭିନୟ କରୁଥିବାରୁ ତାଙ୍କୁ ହିନ୍ଦି ସିନେମାର ‘ଟ୍ରାଜେଡି କୁଇନ’ ମଧ୍ୟ କୁହାଯାଇଥାଏ। ମୀନା କୁମାରୀଙ୍କ ଲାଇଫ ଜର୍ନିଂ ସର୍ବଦା…

ସ୍ବାଧୀନତାର ୭୬ ବର୍ଷ ପରେ ପୋଲ ନିର୍ମାଣ

ଦାରିଙ୍ଗବାଡି,୧୪।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଅନେକ ଗାଁକୁ ରାସ୍ତା ନ ଥିବା ବେଳେ ଏକାଧିକ ଗ୍ରାମକୁ ନଦୀ, ନାଳ ଯୋଗୁ ଯିବା ଆସିବାରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥିତିରେ ବିଧାୟକ ସାଲୁଗା ପ୍ରଧାନ ରାଜ୍ୟ ସରକାରଙ୍କ…

ରାଷ୍ଟ୍ରୀୟ ଦିବସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ୟୁଏଇ ଲିଡର୍ସ

ଆବୁ ଧାବି,୧୪।୭: ୟୁନାଇଟେଡ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନହୟାନ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋଙ୍କୁ ଦେଶର ରାଷ୍ଟ୍ରୀୟ ଦିବସ ଅବସରରେ ଏକ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଦୁବଇ ଶାସକ…

ପୁଣି ଭାରତୀୟଙ୍କୁ ଟାର୍ଗେଟ କଲେ ଖଲିସ୍ତାନୀ ସମର୍ଥକ

ସିଡନୀ,୧୪।୭: ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନେ ଲଗାତାର ଭାବେ ଭାରତୀୟଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ଶୁକ୍ରବାର ବି ଏମିତି ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ସିଡ୍‌ନୀର ପଶ୍ଚିମ ଉପନଗର ମେରିଲାଣ୍ଡସରେ ଖଲିସ୍ତାନ ସମର୍ଥକ ଜଣେ ଭାରତୀୟ ଛାତ୍ରଙ୍କୁ ନିର୍ମମ ଭାବେ…

ଜିଓ ଲଞ୍ଚ କଲା ଶସ୍ତା ପ୍ଲାନ୍‌: ୧୨୩ ଟଙ୍କାରେ ଅନ୍‌ଲିମିଟେଡ୍‌ କଲିଂ, ଡେଲି ଡାଟା ସହ ମିଳିବ…

ନୂଆଦିଲ୍ଲୀ,୧୪।୭: ଶସ୍ତା ପ୍ଲାନ ଲଞ୍ଚ କରିଛି ଜିଓ। ଗ୍ରାହକମାନଙ୍କ ସୁବିଧା ଲାଗି କମ୍ପାନୀ ୧୨୩ ଟଙ୍କାର ପ୍ଲାନ ଆଣିଛି। ଏହି ପ୍ଲାନ୍‌ରେ ଜିଓ ବ୍ୟବହାରକାରୀଙ୍କୁ ଡେଲି ଡାଟା, ଅନ୍‌ଲିମିଟେଡ୍‌ କଲିଂ, ଏସ୍‌ଏମ୍‌ଏସ୍‌ ବ୍ୟତିତ ଅନ୍ୟ ସୁବିଧା ମିଳିବ। ପ୍ଲାନରେ ଭାଲିଡିଟି ୨୮…

ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାରଙ୍କ ପତ୍ନୀ ପ୍ରତିଭା ପାଓ୍ବାର

ମୁମ୍ବାଇ,୧୪।୭: ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ପତ୍ନୀ ପ୍ରତିଭା ପାଓ୍ବାର ଶୁକ୍ରବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ସର୍ଜରି ହେବ ବୋଲି ଜଣାପଡିଛି। ଇତିମଧ୍ୟରେ ଶରଦ ପାଓ୍ବାର ହସ୍ପିଟାଲରେ ପହଞ୍ଚି ସାରିଛନ୍ତି। ଏନସିପି ପକ୍ଷରୁ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri