ଖୋଲିଲା ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର କେନ୍ଦ୍ର
ସୋରଡା,୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡା ଏନ୍ଏସି ପକ୍ଷରୁ ସୋମବାର ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର ଏବଂ ପ୍ରକ୍ରିୟାକରଣ ପାଇଁ ଏକ ଯୋଗାଯୋଗ କେନ୍ଦ୍ର ସୋରଡା ଥାନା ନିକଟରେ ଶୁଭାରମ୍ଭ କରାଯାଇଛି। ସହରବାସୀ ନିଜ ଅବ୍ୟବହୃତ୍ ପୋଷାକ, ବହି, ପ୍ଲାଷ୍ଟିକ ସାମଗ୍ରୀ ଆଦି କେନ୍ଦ୍ରକୁ…
ଆଣ୍ଟିଲିଆ ମାମଲାରେ ପୂର୍ବ ପୋଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କୁ ମିଳିଲା ୩ ସପ୍ତାହ ପାଇଁ ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ,୫।୬: ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ ପୋଲିସ ଅଧିକାରୀ ତଥା ଏନକାଉଣ୍ଟର ବିଶେଷଜ୍ଞ ପ୍ରଦୀପ ଶର୍ମାଙ୍କୁ ଆଶ୍ୱସ୍ତି ମିଳିଛି। ସୂଚନାନୁସାରେ, ସୁପ୍ରିମକୋର୍ଟ ପ୍ରଦୀପ ଶର୍ମାଙ୍କୁ ୩ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କର ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବା…
ରିଲିଜ ହେଲା ‘ସତ୍ୟପ୍ରେମ କି କଥା’ର ଟ୍ରେଲର
ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ସତ୍ୟପ୍ରେମ କି କଥା’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ରୋମାଣ୍ଟିକ କମେଡି ମୁଭିରେ କାର୍ତ୍ତିକ ଏବଂ କିଆରାଙ୍କ ଯୋଡି ଦିଲ ଲୁଟନେ ବାଲା ହୈ। ଫିଲ୍ମର ଟ୍ରେଲରରେ କାର୍ତ୍ତିକ ଏମିତି ଏକ ଭୂମିକାରେ…
୩ ଲକ୍ଷ ଟଙ୍କାର ମଦ ଜବତ: ବନ୍ଧା ହେଲେ ୫ ଅଭିଯୁକ୍ତ
ଭଦ୍ରକ ଅଫିସ,୫।୬: ଭଦ୍ରକ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଭଦ୍ରକ ଗ୍ରାମାଞ୍ଚଳ, ସାବରଙ୍ଗ ଓ ପୁରୁଣାବଜ଼ାର ଥାନା ଅନ୍ତର୍ଗତ ଅର୍ଣ୍ଣପାଳଛକ, କେଶପୁର, ହାତୀସାହି, ବାଙ୍କାବଜାର…
ଭାରତ-ଆମେରିକା ମଧ୍ୟରେ ବଢୁଛି ସହଭାଗିତା, ରାଜନାଥଙ୍କ ସହ ବୈଠକ ପରେ କହିଲେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୫।୬: ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲାୟଡ ଅଷ୍ଟିନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଏହା ହେଉଛି ତାଙ୍କର ଦ୍ୱିତୀୟ ଭାରତ ଗସ୍ତ। ରବିବାର ଭାରତରେ ପହଞ୍ଚିବା ପରେ ଅଷ୍ଟିନ ଦିଲ୍ଲୀର ମାନେକଶା କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ।…
‘ହଁ ମୁଁ ଅମିତ ଶାହାଙ୍କୁ ଭେଟିଛି…’ ବିରୋଧ ପ୍ରଦର୍ଶନ ଛାଡିବା ଖବର ଉପରେ ଏଭଳି ଜବାବ ଦେଲେ ସାକ୍ଷୀ ମଲିକ
ନୂଆଦିଲ୍ଲୀ,୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ୍ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଥିବା କୁସ୍ତିଯୋଦ୍ଧା ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ସାକ୍ଷୀ ମଲିକ କହିଛନ୍ତି ଆମେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଛୁ। ଏହା…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍: ଅଷ୍ଟ୍ରେଲିଆକୁ ବଡ଼ ଝଟକା
ଲଣ୍ଡନ,୫ା୬): ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା ଲାଗିଛି। ଫିଟ୍ ନ ଥିବାରୁ ଅଷ୍ଟ୍ରେଲିଆର ସିନିୟର ଫାଷ୍ଟ ବୋଲର ଜୋସ୍ ହାଜଲେଉଡ୍ ଖେଳିବେ ନାହିଁ। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ସେ…
୭ ବର୍ଷ ହେଲା ରଶିରେ ବନ୍ଧା ଶୈଶବ
କୁନ୍ଦୁରା,୫ା୬(ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦରମହକୁମାରୁ ୧ କି.ମି. ଦୂର କାଉଡିଆଗୁଡା ଗ୍ରାମରେ ସପରିବାର ରହନ୍ତି ବଳରାମ ପେଣ୍ଟିଆ। ସ୍ତ୍ରୀ ଲକ୍ଷ୍ମୀ, ୩ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର। ବଳାରାମଙ୍କ ମୃତ୍ୟୁ ପରେ ପରିବାରର ଦାୟିତ୍ୱ…
ରାତିରେ ହୋଇଥିବା ପିଚୁ ସକାଳେ ଉଠିଗଲା
ମାହାଙ୍ଗା,୫ା୬(ସ୍ବ.ପ୍ର.): ସନ୍ଧ୍ୟାରେ ରାସ୍ତା ପିଚୁ କାର୍ଯ୍ୟ ଆରମ୍ଭ ହୋଇ ଅଧରାତିରେ ସରିଥିଲା। ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ଯନ୍ତ୍ରୀ କାର୍ଯ୍ୟ ତଦାରଖ କରୁଥିଲେ। ଅନ୍ଧାର ରାତିରେ ନାମକୁ ମାତ୍ର ନିମ୍ନମାନର କାମ ସାରି ଚାଲିଯାଇଥିଲେ ଯନ୍ତ୍ରୀ ଓ ଠିକାଦାର। ଫଳରେ ସକାଳୁ ରାସ୍ତାରୁ…
ଦୁବାଇ ବାହାରିଥିବା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀଙ୍କୁ ବିମାନବନ୍ଦରରେ ଅଟକ
କୋଲକାତା,୫।୬: ଦୁବାଇ ଯିବାକୁ ବାହାରିଥିବା ତୃଳମୂଳ କଂଗ୍ରେସ ଏମ୍ପି ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ପୁଣି ଥରେ କୋଲକାତା ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ଇଡି ସୂତ୍ର ଅନୁଯାୟୀ, ରୁଜିରାଙ୍କ ବିରୋଧରେ ଲୁକ୍ଆଉଟ ନୋଟିସ ଜାରି କରାଯାଇଛି, ଯେଉଁଥିପାଇଁ ନେତାଜୀ ସୁଭାଷ…
କ୍ଷତିକାରକ ଏକକ ବ୍ୟବହୃତ ପ୍ଲାଷ୍ଟିକ
ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ମନୁଷ୍ୟ ସମାଜରେ ବଢୁଥିବା କ୍ୟାନ୍ସର ପାଇଁ ମଧ୍ୟ ଏହି ଅତି କ୍ଷୁଦ୍ର ପ୍ଲାଷ୍ଟିକ ଦାୟୀ। କରୋନା ଭୂତାଣୁ ବ୍ୟାପିବାରେ ମଧ୍ୟ ଏହି ପ୍ଲାଷ୍ଟିକ ସାମଗ୍ରୀ ଦାୟୀ ବୋଲି କେତେକ ବୈଜ୍ଞାନିକ ମତ ପ୍ରକାଶ…
୩ଗୁଣ ଅଧିକ ମୂଲ୍ୟରେ ବିକ୍ରି ହେଉଛି ବାଲି
ଜଳେଶ୍ୱର,୫ା୬(ଡି.ଏନ୍.ଏ.): ଉତ୍ତର ବାଲେଶ୍ୱରରେ ସୁବର୍ଣ୍ଣରେଖା ବାଲିର ଚାହିଦ ରହିଥାଏ। କିନ୍ତୁ ସରକାରଙ୍କ ନୂତନ ନୀତି ଅନୁଯାୟୀ ୨୩ଟି ଯାକ ସଇରାତକୁ ନିଲାମ ଦିଆଯାଇ ନ ଥିବାରୁ ବାଲି ଉତ୍ତୋଳନ ବନ୍ଦ ରହିଛି। ଫଳରେ ଉତ୍ତର ବାଲେଶ୍ୱରର ବିଭିନ୍ନ ସରକାରୀ ଓ ବେସରକାରୀ…
Archives


