Home Left

ଶାନ୍ତିଦୂତ ମଣ୍ଡେଲା

ନେଲ୍‌ସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଅର୍ଥାତ୍‌ ମଣ୍ଡେଲା ଦିବସ ହେଉଛି ନେଲ୍‌ସନ ମଣ୍ଡେଲାଙ୍କ ସମ୍ମାନାର୍ଥେ ବାର୍ଷିକ ଅନ୍ତର୍ଜାତୀୟ ଦିନ, ଯାହା ପ୍ରତିବର୍ଷ ୧୮ ଜୁଲାଇ ଶାନ୍ତିଦୂତ ମଣ୍ଡେଲାଙ୍କ ଜନ୍ମଦିନରେ ପାଳନ କରାଯାଇଥାଏ। ମିଳିତ ଜାତିସଂଘ ପକ୍ଷରୁ ନଭେମ୍ବର ୨୦୦୯ ମଣ୍ଡେଲାଙ୍କ ୯୧ତମ…

୯୦ ବର୍ଷରେ ୫ମ ବିବାହ

ରିୟାଧ: ଦୁନିଆରେ ଅନେକ ପ୍ରକାର ଲୋକ ଅଛନ୍ତି। ବୃଦ୍ଧ ସମୟରେ ପ୍ରଭୁଙ୍କ ପାଖରେ ସମୟ କାଟିବାକୁ ପସନ୍ଦ କରନ୍ତି। ହେଲେ ଜଣେ ୯୦ ବର୍ଷୀୟ ବ୍ୟକ୍ତି ଏବେ ବି ବିବାହ କରିବା କଥା ଚିନ୍ତା କରୁଛନ୍ତି। ରିପୋର୍ଟ ମୁତାବକ, ସାଉଦି ଆରବର ନାଦିର…

ଆସନ୍ତାବର୍ଷ ଜାନୁଆରୀ ୧୫ରୁ ୨୪ ମଧ୍ୟରେ ହେବ ରାମ ମନ୍ଦିର ଗର୍ଭଗୃହରେ ପ୍ରତିମୂର୍ତ୍ତି ସ୍ଥାପନ

ଅଯୋଧ୍ୟା,୧୮।୭: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରଥମ ମହଲାରେ ପାଞ୍ଚ ବର୍ଷର ଶିଶୁ ରୂପରେ ଭଗବାନ ରାମଙ୍କ ପ୍ରତିମା ସ୍ଥାପନ କରାଯିବ। ଆସନ୍ତାବର୍ଷ ଜାନୁଆରୀ ୧୫ରୁ ୨୪ ମଧ୍ୟରେ ହେବ ରାମ ମନ୍ଦିର ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ। ଶ୍ରୀ ରାମ…

ଜିଲା ପରିଷଦ ଉପନିର୍ବାଚନ ପାଇଁ ନାମାଙ୍କନ ସରିଲା

ଯାଜପୁର ଟାଉନ,୧୮ା୭: (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) : ଯାଜପୁର ଜିଲା ୧୫ନଂ. ଜୋନ୍‌ ଜିଲା ପରିଷଦ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୭ଜଣ ପ୍ରାର୍ଥୀ ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୫ନଂ. ଜୋନ୍‌ର ଜିଲା ପରିଷଦ…

ଏସ୍‌ବିଆଇର ନବୀକୃତ ସଚିବାଳୟ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୮।୭: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ନବୀକୃତ ଶାଖାଗୁଡ଼ିକର ସମୂହ ଶୁଭାରମ୍ଭ କାର୍ଯ୍ୟକ୍ରମ ସୋମବାର ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଲୋକସେବା ଭବନ (ସଚିବାଳୟ) ପରିସରରେ ଥିବା ଏସବିଆଇର ନବୀକୃତ ସଚିବାଳୟ (ସେକ୍ରେଟାରିଏଟ) ଶାଖାକୁ ଏସବିଆଇର ଅଧ୍ୟକ୍ଷ ଦୀନେଶ…

ବେଦାନ୍ତ ଇ-ଲର୍ନିଂ ଅଭିଯାନର ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର,୧୮।୭: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍‌ ଝାରସୁଗୁଡ଼ା ପକ୍ଷରୁ ୨୦୨୨ରେ ଆରମ୍ଭ କରାଯାଇଥିବା ଇ-ଲର୍ନିଂ ଅଭିଯାନର ପ୍ରଥମ ପୂର୍ତ୍ତି ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ…

ବିଓବି ପକ୍ଷରୁ ଏମ୍‌ଏସ୍‌ଏସ୍‌ସିର ଶୁଭାରମ୍ଭ

ଭୁବନେଶ୍ୱର, ୧୮।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ନୂତନ ଯୋଜନା ‘ମହିଳା ସମ୍ମାନ ସେଭିଙ୍ଗ୍‌ସ ସାର୍ଟିଫିକେଟ୍‌’ (ଏମ୍‌ଏସ୍‌ଏସ୍‌ସି)ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ ନୂତନ ପଦକ୍ଷେପ ବୋଲି ବିଓବି ପକ୍ଷରୁ…

ଆଇଜିକେସିରେ ଓଡିଟିଏମ୍‌ ଅଧିବେଶନ

ଭୁବନେଶ୍ୱର,୧୮।୭: ଓଡ଼ିଶା ଡାଏଲିସିସ୍‌ ଟେକ୍ନିସିଆନ୍‌ ମିଟ୍‌ (ଓଡିଟିଏମ୍‌)ର ଉଦ୍‌ଘାଟନୀ ଅଧିବେଶନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଭୁବନେଶ୍ୱର ପରିସରରେ ଓଡିଟିଏମର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଏବଂ କିଡ୍‌ନୀ…

ଆଇଡିବିଆଇର ସ୍ବତନ୍ତ୍ର ବକେଟ ଉନ୍ମୋଚିତ

ଭୁବନେଶ୍ୱର,୧୮।୭: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ବକେଟର ଉନ୍ମୋଚନ ହୋଇଯାଇଛି। ବିଶେଷକରି ବ୍ୟାଙ୍କ ପକ୍ଷରୁ ୩୭୫ ଦିନ ପାଇଁ ଏକ ଅମୃତ ମହୋତ୍ସବ ଏଫଡିର ଶୁଭାରମ୍ଭ କରାଯାଇଛି, ଯାହାକି ବାର୍ଷିକ ୭.୬୦%ର ଏକ ସର୍ବୋଚ୍ଚ ସୁଧ ହାର ପ୍ରଦାନ କରୁଥିବାବେଳେ…

ସୀମା ହେଦର ପାକିସ୍ତାନୀ ଗୁପ୍ତଚର ହୋଇଥିବା ସନ୍ଦେହ ବଢିଲା

ଲକ୍ଷ୍ନୌ,୧୮।୭: ଉତ୍ତରପ୍ରଦେଶ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ବାାଡ (ୟୁପି ଏଟିଏସ) ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ଜଣେ ପାକିସ୍ତାନୀ ମହିଳା ସୀମା ହେଦରଙ୍କ ଦୀର୍ଘ ସମୟ ପଚରାଉଚରା କରିଛି। ଗୁପ୍ତଚର ଏଜେନ୍ସିରୁ ମିଳିଥିବା ‘ନିର୍ଦ୍ଦିଷ୍ଟ’ ସୂଚନାକୁ ଆଧାର କରି…

ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୮ା୭: ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ରେ ରେକର୍ଡ ହୋଇଥିବା ଭୋଟ୍‌କୁ ଭୋଟର ଭେରିଫାଏବ୍ଲ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପିଏଟି) ସହ ଭୋଟରମାନଙ୍କ ଦ୍ୱାରା ପୁନଃ ଯାଞ୍ଚ ପାଇଁ ଏକ ଏନ୍‌ଜିଓ ପକ୍ଷରୁ ଦାଏର ପିଟିଶନ ଉପରେ ସୁପ୍ରିମକୋର୍ଟ ସୋମବାର ନିର୍ବାଚନ…

ଚାଇନାର ବୈଦେଶିକ ମନ୍ତ୍ରୀ ନିଖୋଜ!

ବେଜିଂ,୧୮।୭: ଚାଇନାର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ (୫୭) ଗତ ତିନି ସପ୍ତାହ ହେବ ସେ କୌଣସି ସର୍ବସାଧାରଣରେ ଦେଖା ଦେଇନାହାଁନ୍ତି। ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ସେ ନିଖୋଜ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସରକାରଙ୍କ ପକ୍ଷରୁ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri