Home Left

ବିହାର ମୃତଦେହ ପଶ୍ଚିମବଙ୍ଗରେ, ଆଧାରକାର୍ଡରୁ ପଡ଼ିଲା ଜଣା

ଭୁବନେଶ୍ୱର,୯ା୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଭୁଲ୍‌ବଶତଃ ପଶ୍ଚିମବଙ୍ଗ ଚାଲିଯାଇଥିଲା। ତେବେ ତାଙ୍କ ପକେଟରୁ ମିଳିଥିବା ଆଧାରକାର୍ଡରୁ ସେ ପଶ୍ଚିମବଙ୍ଗର ନୁହନ୍ତି ବରଂ ବିହାରର ବୋଲି ଜଣାପଡ଼ିବା ପରେ ମୃତଦେହ ପୁଣି ଏମ୍ସ…

ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି: ଇଭିଏମ ଏବଂ ପେପରଟ୍ରେଲ୍‌ ମେଶିନର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୯।୬: ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ୫ଟି ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ପର୍ଯ୍ୟାୟକ୍ରମେ ଦେଶରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ଏବଂ ପେପରଟ୍ରେଲ୍‌ ମେଶିନର ପ୍ରାଥମିକ ସ୍ତରର ଯାଞ୍ଚ ଆରମ୍ଭ…

ଯାତ୍ରାକୁ ଆସିଲେନି ନିଶା ମହାରଣା: ଦର୍ଶକ ବୋହିନେଲେ ଚେୟାର

ପଦ୍ମପୁର,୯ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାହାବଳପୁର ପଞ୍ଚାୟତର ଏକଡାଳଠାରେ ଯାତ୍ରା ଚାଲିଥିଲା। ଗୁରୁବାର ରାତିରେ ନିଶା ମହାରଣା ଆସିବେ ବୋଲି କମିଟି ପକ୍ଷରୁ ପ୍ରଚାର କରାଯାଇଥିଲା। ହେଲେ ନିଶା ନ ଆସିବାରୁ ଦର୍ଶକ ରାଗି ଚେୟାର ସବୁ ଷ୍ଟେଜ୍‌କୁ ଫିଙ୍ଗିବା…

ଭଗଓ୍ବନ୍ତ ମାନ ସର୍କସର ସିଂହ: ସୁଖବିର ସିଂ ବାଦଲ

ଛଣ୍ଡିଗଡ଼,୯।୬: ଶିରୋମଣି ଅକାଳି ଦଳର ମୁଖିଆ ସୁଖବିର ସିଂ ବାଦଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଉପରେ ଖୁବ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ମାନ ବିରୋଧୀ ଦଳର ନେତାଙ୍କୁ ଜଙ୍ଗଲର ପଶୁ ବୋଲି କହିଥିଲେ। ତାଙ୍କର ଏହି ବୟାନକୁ ନେଇ ପାଲଟା ଆକ୍ରଣ…

ପାଣି ପାଇଁ ଡହଳବିକଳ: ଧାରଣାରେ ବସିଲେ ଗ୍ରାମବାସୀ

ମୋରଡ଼ା,୯ା୬(ଡି.ଏନ୍‌.ଏ.): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଏପରିସ୍ଥଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଅଞ୍ଚଳବାସୀ। ଏମିତି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ…

ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ

ମୁମ୍ବାଇ,୯।୬: ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଦଳର ନେତା ସଞ୍ଜୟ ରାଉତଙ୍କୁ ମିଳିଲା ହତ୍ୟା ଧମକ । ସଞ୍ଜୟଙ୍କ ବିଧାୟକ ଭାଇ ସୁନୀଲ ରାଉତଙ୍କୁ ଅଜଣା ବ୍ୟକ୍ତିଙ୍କଠାରୁ ଏକ କଲ ଆସିଥିଲା, ଯିଏକି ସଞ୍ଜୟଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ…

ଭଗବାନ ଶିବଙ୍କ ଅବତାରରେ ନଜର ଆସିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ପରେଶ ରାଓ୍ବଲ ଷ୍ଟାରର ମୁଭି ‘ଓ ମାଇଁ ଗଡ’ ହିଟ ସାବ୍ୟସ୍ତ ହୋଇଥିଲା। ‘ଓ ମାଇ ଗଡ’ ସଫଳତାର ୧୧ ବର୍ଷ ପରେ ‘ଓ ମାଇ ଗଡ ୨’ ମାଧ୍ୟମରେ ଅକ୍ଷୟ…

୫୦ ପ୍ରତିଶତ ଭୂତଳ ଜଳରେ ଫ୍ଲୋରାଇଡ୍‌

ବୌଦ୍ଧ,୯ା୬(ସ୍ବ.ପ୍ର.): ବୌଦ୍ଧ ଜିଲାରେ ପ୍ରତିବର୍ଷ ଭୂତଳ ଜଳସ୍ତର ୧ମିଟର ନିମ୍ନଗାମୀ ହେବାରେ ଲାଗିଛି। ମହାନଦୀ, ତେଲନଦୀ ଓ ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ ପରିମାଣ କମୁଛି। ଗ୍ରୀଷ୍ମଋତୁରେ ପାନୀୟ ଜଳ ପାଇଁ ଲୋକେ ଆଉଟୁପାଉଟ ହେଉଛନ୍ତି। ନାଳ ଓ ଚୁଆର ଦୂଷିତ ପାଣି…

ନୂଆ ପର୍ଯ୍ୟଟନର ଆକର୍ଷଣ ଭୀମଡୁଙ୍ଗୁରି

ବଲାଙ୍ଗୀର ଅଫିସ,୯ା୬: ବଲାଙ୍ଗୀର ଜିଲାର ଏକ ନୂଆ ପର୍ଯ୍ୟଟନ ଆକର୍ଷଣ ହେଉଛି ଭୀମଡୁଙ୍ଗୁରି। ଜିଲା ସଦର ମହକୁମା ବଲାଙ୍ଗୀରଠାରୁ ପ୍ରାୟ ୨୦କିଲୋମିଟର ଦୂର ଦେଓଗଁା ବ୍ଳକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମପଞ୍ଚାୟତରେ ରହିଛି ଏଇ ପର୍ଯ୍ୟଟନସ୍ଥଳୀ। ଭୀମଡୁଙ୍ଗୁରିର ସବୁଜ ଜଙ୍ଗଲ ସମ୍ପଦ, ପ୍ରାକ୍‌…

ନିଶା ସାପ ଧରିବା

ସୋନପୁର,୯।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଅଞ୍ଚଳର ପ୍ରମୋଦ ଦାଶିଆ(୪୦) ପେସାରେ ଜଣେ କନ୍‌ଷ୍ଟେବଲ। କିନ୍ତୁ ନିଶା ତାଙ୍କର ବିଷଧର ସାପକୁ ଉଦ୍ଧାର କରି ବଣ ଜଙ୍ଗଲରେ ଛାଡ଼ିବା। ସେ ବର୍ତ୍ତମାନ ସୁବର୍ଣ୍ଣପୁର ରିଜର୍ଭ ପୋଲିସରେ କନ୍‌ଷ୍ଟେବଲ ଭାବେ କାର୍ଯ୍ୟରତ।…

ରାଜ୍ୟ ସଭା ଯାଇପାରନ୍ତି ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୯।୬: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଜନୈତିକ ଯାତ୍ରା ଖୁବଶୀଘ୍ର ରାଜ୍ୟ ସଭା ଆଡକୁ ଗତି କରିପାରେ। ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ଗାନ୍ଧୀଙ୍କ ଉପସ୍ଥିତିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରିୟଙ୍କାଙ୍କୁ ରାଜ୍ୟ ସଭା ପଠାଇବାର ସମସ୍ତ ପ୍ରସ୍ତୁତି ଶେଷ…

ମହାନଦୀ ପ୍ରଦୂଷିତ, ଅସୁରକ୍ଷିତ

ସମ୍ବଲପୁର,୯ା୬(ବ୍ୟୁରୋ): ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଇଥାଏ। ଏପରିସ୍ଥଳେ ନଦୀ ପ୍ରବାହିତ ହେଉଥିବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଲାଗିରହିଛି। କେଉଁଠାରେ ବ୍ୟାରେଜ ନିର୍ମାଣ ତ କେଉଁଠି କଳକାରଖାନାକୁ ପାଣି ଦେବା, ନର୍ଦ୍ଦମା ପାଣି ମହାନଦୀରେ ଛାଡିବା, ତଟଦେଶରେ ଗଢିଉଠିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri