Home Left

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୧୮।୭: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ଭାରତ-ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି) କଡ଼ରେ ଥିବା ଚକ୍କାନ ଦା ବାଗ ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ଆତଙ୍କବାଦୀ ଅନୁପ୍ରବେଶକୁ ଭଣ୍ଡୁର କରିଛନ୍ତି। ସୁରକ୍ଷାବାହିନୀଙ୍କ ଗୁଳିରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି…

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ

ଥିରୁଭାନନ୍ତପୁରମ୍‌,୧୮ା୭: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ମଧ୍ୟ ଦେଖିବାକୁ ମିଳିଥିଲା। କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏବଂ…

ଦୋକାନ ମାଲିକ, କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଗିରଫ

ଭୁବନେଶ୍ୱର,୧୭।୭ (ସୂର୍ଯ୍ୟକାନ୍ତ ବେହେରା): ଚିକେନ ଦୋକାନ ମାଲିକ ଓ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶିରିପୁରର ବଳରାମ ପ୍ରଧାନ ଓ କ୍ୟାପିଟାଲ ଥାନା…

ସାଢେ ୭ କେଜିରୁ ଅଧିକ ଗଞ୍ଜେଇ ଜବତ,ଜଣେ ଗିରଫ

ଭୁବନେଶ୍ୱର,୧୭।୭ (ସୂର୍ଯ୍ୟକାନ୍ତ ବେହେରା): ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରୁ ସୋମବାର ନିଶାଦ୍ରବ୍ୟ ବେପାର କରୁଥିବା ଜଣେ ଅଭିଯୁକ୍ତକୁ ଭରତପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲେ କଟକର ଶରତ କୁମାର ପୃଷ୍ଟି । ତାଙ୍କ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୨୪ ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୧୭ା୭(ଅନିଲଦାସ)- ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…

ମନୁଷ୍ୟକୃତ ବନ୍ୟାର ସମାଧାନ ନ ହେଲେ ବିକ୍ଷୋଭ କରିବ ଭାଜପା

ଭୁବନେଶ୍ବର, ୧୭ା୭(ସୁନିତ୍‌ ମିଶ୍ର): ଗୋଟିଏ ପଟେ ରାଜ୍ୟର ଚାଷୀକୁଳ ବର୍ଷାକୁ ଅନାଇ ବସିଥିବାବେଳେ ଅନ୍ୟପଟେ ସାମାନ୍ୟ ବର୍ଷା ପାଣିରେ ରାଜ୍ୟବାସୀଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ମାତ୍ର କେଇ ଘଣ୍ଟା ବର୍ଷାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମନୁଷ୍ୟକୃତ ବନ୍ୟା ବିପଦ ମାଡି ଆସିଛି…

ଲଗାଣ ବର୍ଷା, ବାଇପାସ୍‌ ରାସ୍ତା ଧୋଇଗଲା ଡୁଙ୍ଗୁରିପାଲି-ରାମପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ

ଡୁଙ୍ଗୁରିପାଲି ୧୭ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲିରେ ରବିବାରଠାରୁ ବର୍ଷା ଲାଗି ରହିବାରୁ ଧନଜୀବନ ପ୍ରଦ୍ଭାବିତ ହୋଇଛି। ଡୁଙ୍ଗୁରିପାଲି, ରାମପୁର ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ବିଭିନ୍ନ ପୋଲ, ନାଳ ଦେଇ ବର୍ଷାଜଳ ଆସିବାରୁ ସୋମବାର ଡୁଙ୍ଗୁରିପାଲି-ରାମପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ…

୩ ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ ଗିରଫ

ବରପାଲି,୧୭ା୭ (ଚିତ୍ତରଞ୍ଜନ ସାହୁ): ଗଞ୍ଜେଇ ଚାଲାଣ ବେଳେ ୨ଆନ୍ତଃରାଜ୍ୟ ବେପାରୀଙ୍କ ସହ ୩ ଜଣଙ୍କୁ ବରପାଲି ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରପାଲି ଥାନା ରାବଣଗୁଡା ଗ୍ରାମର ଗୌର ମାଝୀ (୨୪), ମଧ୍ୟପ୍ରଦେଶ ଛତରପୁର ଜିଲା ରଘୁରାଜ ଶ୍ରିବସ…

୯୦ ବର୍ଷରେ ୫ମ ବିବାହ: ହନିମୁନ୍‌କୁ ନେଇ ବହୁତ ଖୁସି

ରିୟାଧ: ବୃଦ୍ଧା ଅବସ୍ତାରେ ତ୍ରୀର୍ଥ କରିବାକୁ ଲୋକେ ପସନ୍ଦ କରନ୍ତି। ହେଲେ ଏମିତି ଜଣେ ବୃଦ୍ଧ ଅଛନ୍ତି ଯିଏକି ୯୦ ବର୍ଷ ବୟସରେି ବିବାହ କରିବା କଥା ଚିନ୍ତା କରୁଛନ୍ତି। ରିପୋର୍ଟ ମୁତାବକ, ସାଉଦି ଆରବର ନାଦିର ବିନ୍‌ ଦହୈମ ବାହକ…

ଦୁର୍ଗମ ଗାଁକୁ ସଂଯୋଗ କରୁଥିଲା ପୋଲ, ଏବେ ବିପଦସଙ୍କୁଳ

କୋକସରା,୧୭।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତରେ ରହିଛି ଅନେକ ଦୁର୍ଗମ ଗିରି ଅଞ୍ଚଳ। ତାହାରି ମଧ୍ୟରେ ରହିଛି ଅନେକ ବନବାସୀ ଗାଁ। ଜଙ୍ଗଲ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଏହି ବନବାସୀ ଆଜି…

ଜାଲ ଦସ୍ତଖତ କରି ୧୨ ହଜାର ଟଙ୍କା ଉଠାଇ ନେଲେ

ବାଲିଗୁଡା,୧୭।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ ଜାଲ ଦସ୍ତଖତ କରି ୧୨ ହଜାର ଟଙ୍କା କେହି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏନେଇ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ରୁତୁଙ୍ଗିଆ ଅଞ୍ଚଳର ବିରସେନ…

ଦନ୍ତାନଦୀ ପୋଲ ଉପରେ ୩ ଫୁଟ ପାଣି

ଭେଡ଼େନ,୧୭ା୭(ସୁଦନ ମହାକୁର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାରଠାରୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲାରେ ମଧ୍ୟ ବର୍ଷା ହୋଇଛି। ବର୍ଷା ଯୋଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri