Home Left

ଓ୍ବିମ୍ବେଲଡନରେ ନୂଆ

ବର୍ଷର ୪ଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ସବୁଠାରୁ ସମ୍ମାନଜନକ ବିବେଚିତ ହେଉଥିବା ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ଏହାର ମହିଳା ବିଭାଗ ଫାଇନାଲରେ ବିସ୍ମୟ ସୃଷ୍ଟି କରି ଅଣସିଡେଡ୍‌ ଚେକ୍‌ ରିପବ୍ଲିକର ମାର୍କେଟା ଭୋନ୍ଦ୍ରୋସୋଭା ୬ଷ୍ଠ ସିଡ୍‌ ଟ୍ୟୁନିସିଆର ଓନ୍ସ…

୫୦ ବର୍ଷ ଧରି ଗୋଟିଏ ଆସନରୁ ଲଗାତର ନିର୍ବାଚନ ଜିତିଆସୁଥିଲେ ଓମେନ ଚାଣ୍ଡି

ଥିରୁଭାନନ୍ତପୁରମ୍‌,୧୮ା୭: ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓମେନ ଚାଣ୍ଡିଙ୍କ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ୭୮ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। କେରଳର ରାଜନୀତିରେ ଓମାନର ସ୍ଥିତି ବହୁତ ବଡ…

ଏଠାରେ କଏଦୀ ଶିଖୁଛନ୍ତି ଅର୍ଗାନିକ ଫାର୍ମିଂ, ପଶୁପାଳନ

ଚେନ୍ନାଇ,୧୮।୭: ତାମିଲନାଡୁର ଶିବଗଙ୍ଗାରେ ଥିବା ଏକ ଖୋଲା ଜେଲରେ ପ୍ରାୟ ୫୦ ଜଣ କଏଦୀଙ୍କୁ ରଖାଯାଇଛି। ହେଲେ ସେଠାରେ ସୋମନଙ୍କୁ ଚାଷ କାର୍ଯ୍ୟରେ ଲଗାଯାଇଛି। ଏହାର ସୂଚନା ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି। ଜେଲର ଡିଆଇଜି ପାଲାନି କହିଛନ୍ତି ଯେ ଜେଲରେ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କର ପରଲୋକରେ ଶୋକବ୍ୟକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୧୮।୭: ଭେଟେରାନ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କର ମଙ୍ଗଳବାର ପରଲୋକ ହୋଇଛି। ତାଙ୍କ ମୃତ୍ୟୁ ପରେ କେରଳ କଂଗ୍ରେସ ରାଜ୍ୟ ସଭାପତି କେ ସୁଧାକରନ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଆଜି…

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଷ୍ଟିମାକ୍‌

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଷ୍ଟିମାକ୍‌ ନୂଆଦିଲ୍ଲୀ, ୧୮ା୭: ଆଗାମୀ ଏସିଆନ ଗେମ୍ସରେ ଭାରତୀୟ ଫୁଟ୍‌ବଲ ଦଳର ଅଂଶଗ୍ରହଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଭାରତ ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌। ଚାଇନାର ହାଙ୍ଗ୍‌ଝୋଠାରେ ଏସିଆନ ଗେମ୍ସ ସେପ୍ଟେମ୍ବର ୨୩ରୁ…

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ପୁଣି ଘୁଞ୍ଚିଲା

ଗୁଆହାଟୀ, ୧୮ା୭: ଗୁଆହାଟୀ ହାଇକୋର୍ଟ ଆସାମ ରେସ୍‌ଲିଂ ଆସୋସିଏଶନ (ଏଡବ୍ଲ୍ୟୁଏ) ଦ୍ୱାରା ଦାଖଲ ପିଟିଶନର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୨୮ ତାରିଖ ଧାର୍ଯ୍ୟ କରିଛନ୍ତି। ଫଳରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନରେ ପୁଣି ବିଳମ୍ବ ଘଟିଛି। ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ…

ବିରୋଧୀ ଦଳ ବୈଠକରେ ସାମିଲ ହେବେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୮।୭: କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଚାଲିଥିବା ମିଳିତ ବିରୋଧୀ ଦଳର ଦ୍ୱିତୀୟ ଦିନରେ ଏନସିପି ନେତା ଶରଦ ପାଓ୍ବାର ଯୋଗଦେବେ। ଏଥିପାଇଁ ସେ ବେଙ୍ଗାଲୁରୁ ଅଭିମୁଖେ ବାହାରିଛନ୍ତି। ଏନସିପି ବିଭାଜିତ ହେବା ପରେ ଅଜିତ ପାୱାର ଗୋଷ୍ଠୀର ୨୫-୩୦ ବିଧାୟକ ସୋମବାର…

୨୫ରୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ବର, ୧୮ା୭(ସୁନିତ୍‌ ମିଶ୍ର):ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ଥିବା ପରିପ୍ରେକ୍ଷୀରେ ସୋମବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ…

ରାସ୍ତାରେ ପିସିଆର ଭ୍ୟାନ୍‌କୁ ଠେଲିଲା ପୋଲିସ

ଭୁବନେଶ୍ୱର,୧୮।୭ (ସୂର୍ଯ୍ୟକାନ୍ତ ବେହେରା):ପାଟ୍ରୋଲିଂ ବେଳେ ମଝି ରାସ୍ତାରେ ହଠାତ୍‌ ଅଚଳ ହୋଇପଡିଲା ପିସିଆର୍‌ ଭ୍ୟାନ୍‌। ଡ୍ରାଇଭର ଅନେକ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ବାଧ୍ୟ ହୋଇ ଗାଡିରେ ଥିବା ଅନ୍ୟ ପୋଲିସ କର୍ମଚାରୀମାନେ ଏକାଠି ହୋଇ ଗାଡିକୁ ଠେଲି…

୫୧୯୫ ପ୍ରାଥମିକ ସ୍କୁଲର ଭିତ୍ତିଭୂମି ବିକାଶ ହେବ

ଭୁବନେଶ୍ୱର,୧୮ା୭ (ଅନୁରାଧା ମହାରଣା):ତୋଷାଳୀ ଭବନସ୍ଥିତ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପରିଚାଳନା ପରିଷଦର ୧୧ତମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ‘ମୋ ସ୍କୁଲ ଅଭିଯାନ’ ପ୍ରକଳ୍ପଗୁଡି଼କର ସାମାଜିକ ସମୀକ୍ଷା, ରାଜ୍ୟର ୫୧୯୫ ପ୍ରାଥମିକ ବିଦ୍ୟାଳୟର ଉନ୍ନତୀକରଣ, ରାଜ୍ୟର ସମସ୍ତ…

ୟୁଟ୍ୟୁବ୍‌ ଦେଖି ସୋଲାର ଅଟୋ ତିଆରି କଲେ ଶ୍ରୀକାନ୍ତ

ଭୁବନେଶ୍ୱର,୧୮।୭(ଅଭିଜିତ୍‌ ଦାସ):ପ୍ରଦୂଷଣ ହ୍ରାସ ଲାଗି ଏବେ ବ୍ୟାଟେରୀ ଚାଳିତ ବା ଇ-ଯାନବାହନର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏବେ ରାଜଧାନୀ ରାସ୍ତାରେ ଗଡ଼ୁଥିବା ଏକ ସୋଲାର ଅଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଜଣେ ଅଷ୍ଟମ ପଢ଼ୁଆ…

ହାତୀ ବେକରେ ପୁଣି ରେଡିଓ କଲାର

ଭୁବନେଶ୍ୱର, ୧୮।୭ (ବନ୍ଦନା ସେଠୀ):ରାଜ୍ୟରେ ହାତୀ ମୃତ୍ୟୁ ଓ ହାତୀ-ମଣିଷ ଲଢେଇ ରୋକିବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ବିଶେଷକରି ଉତ୍ପାତ କରୁଥିବା ବା ଜନବସତିକୁ ଚାଲି ଆସୁଥିବା ଦୁଷ୍ଟ ହାତୀଙ୍କ ବେକରେ ରେଡିଓ କଲାରିଂ ପାଇଁ ପୁଣି ଉଦ୍ୟମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri