ପ୍ରଦ୍ୟୁମ୍ନ କାର୍ଯ୍ୟକାରୀ ସଭାପତି
ଭୁବନେଶ୍ୱର,୧୮ା୭(ଅନିଲ ଦାସ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ରାଜ୍ୟ କାର୍ଯ୍ୟାଳୟ ଏବଂ ରାଉରକେଲା ବିଜେଡି ଜିଲାର କର୍ମକର୍ତ୍ତା ନିଯୁକ୍ତି କରାଯାଇଛି। ବିଜେଡି ପକ୍ଷରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ରାଉରକେଲା ସାଙ୍ଗଠନିକ ଜିଲା କାର୍ଯ୍ୟକାରୀ…
ଏୟାର ଇଣ୍ଡିଆ ବିମାନରେ ଫାଟିଲା ମୋବାଇଲ, ଏମରଜେନ୍ସି ଲ୍ୟାଣ୍ଡିଂ
ଉଦୟପୁର,୧୮।୭: ଉଦୟପୁରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। କାରଣ ଟେକଅପ ପରେ ବିମାନରେ ବିସ୍ଫୋରଣ ହେବାରୁ ଏହି ଲ୍ୟାଣ୍ଡିଂ କରାଯାଇଥିଲା। ଉଡ଼ାଣ ସମୟରେ ବିସ୍ଫୋରଣ ହେବା ମାତ୍ରେ ସମଗ୍ର କ୍ୟାବିନରେ ଧୂଆଁ ବ୍ୟାପିଗଲା ଏବଂ…
କଂଗ୍ରେସକୁ ଦୁର୍ବଳ କରିବା ଉଦ୍ୟମ ଚାଲିଛି
ଭୁବନେଶ୍ବର, ୧୮ା୭(ସୁନିତ୍ ମିଶ୍ର): କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରାଯିବା ପରେ ଦଳ ଭିତରେ ରାଜନୀତି ଜୋର୍ ଧରିବାରେ ଲାଗିଛି। ମୋକିମ୍ ନିଲମ୍ବନ ଆଦେଶ ପାଇବା ପରେ ନିଜର ପ୍ରତିକ୍ରିୟା ପୂର୍ବରୁ ରଖିସାରିଥିବା…
ଆମାବାସ୍ୟାରେ ସ୍ବାମୀଙ୍କ ପାଦ ଛୁଇଁ ପୂଜା କଲେ ଏହି ଅଭିନେତ୍ରୀ
ସାଉଥ୍ ଅଭିନେତ୍ରୀ ପ୍ରଣିତା ସୁଭାଷ ଭୀମନା ଅମାବାସ୍ୟାରେ ପୂଜାର୍ଚ୍ଚନା କରିଛନ୍ତି। ପୂଜାର୍ଚ୍ଚନାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ସେ ହଳଦିଆ ରଙ୍ଗର ସୁଟ ପିନ୍ଧି ତାଙ୍କ ସ୍ବାମୀଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି। ସ୍ସେ କ୍ୟାପସନରେ ଲେଖିଛନ୍ତି- ମୁଁ…
ଭୁଲ୍ ଇଞ୍ଜେକଶନ୍ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ
ଯାଜପୁର ଟାଉନ/ପ୍ରୀତିପୁର, ୧୮ା୭(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି/ସୁଶାନ୍ତ ବେହୁରିଆ) : ଯାଜପୁର ଜିଲାରେ ସ୍ବାସ୍ଥ୍ୟ ସେବାକୁ ନେଇ ଜୋରଦାର ପ୍ରଚାର ଚାଲିଥିବା ବେଳେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ । ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁ ନ ଥିବାରୁ କ୍ୱାକ୍ ଓ ମେଡିସିନ୍…
ଶ୍ରୀଲଙ୍କାରେ ଯାଜପୁରର ଅୟେସଙ୍କ କମାଲ
ଯାଜପୁର,୧୮।୭(ହର୍ଷବର୍ଦ୍ଧନ ବେହେରା)ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଦ୍ୱାରା ପରିଚାଳିତ କ୍ରିକେଟ ଏକାଡେମୀ ‘କ୍ରିକ୍ କିଙ୍ଗ୍ଡ଼ମ’ ପକ୍ଷରୁ ୧୭ବର୍ଷରୁ କମ୍ ଚମ୍ପିୟନ ଟ୍ରଫି ଖେଳିବା ପାଇଁ ଯାଜପୁରର ଅୟେସ ପତି ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ସୋମବାର କଲମ୍ବୋଠାରେ ଶ୍ରୀଲଙ୍କା…
‘ପ୍ରୋଜେକ୍ଟ କେ’ରେ ଦୀପିକାଙ୍କ ପ୍ରଥମ ଲୁକ୍ ଭାଇରାଲ
ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ରୋଜେକ୍ଟ କେ’ରେ ଦୀପିକା ପାଦ୍ୟୁକୋନଙ୍କ ପ୍ରଥମ ଲୁକ୍ ଭାଇରାଲ ହୋଇଛି। ବୈଜୟନ୍ତୀ ମୁଭିଜ୍ର ଅଫିସିଆଲ ଇନଷ୍ଟାଗ୍ରାମରେ ଫିଲ୍ମରେ ଦୀପିକାଙ୍କ ଲୁକ୍ ମୁକ୍ତିଲାଭ କରିଛି। ଦୀପିକାଙ୍କୁ ଫଟୋରେ ରାଗ ମୁଡ୍ରେ ଦେଖାଯାଇଛି। ସେ କିଛି ଦେଖୁଥିବାର ନଜର ଆସିଛନ୍ତି।…
ଗୋରୁ ଚମଡ଼ା ବୋଝେଇ ମିନିଟ୍ରକକୁ ପୋଡ଼ି ଦେଲେ
କଳିଙ୍ଗନଗର,୧୮।୭(ଶୁଭାଶିଷ ରାଉତ): ସୋମବାର ରାତିରେ କୋରେଇ ଥାନା ଅଞ୍ଚଳରୁ ଆସୁଥିବା ଏକ ୪୦୭ ମିନିଟ୍ରକରେ ଗୋଚମଡ଼ା ଓ ହାଡ଼ କଲିକତା ଅଭିମୁଖେ ଯାଉଥିଲା । ଲୋକେ ଏ ସଂକ୍ରାନ୍ତରେ ଖବର ପାଇବା ପରେ ସେହି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ।…
ଶାନ୍ତିଦୂତ ମଣ୍ଡେଲା
ନେଲ୍ସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଅର୍ଥାତ୍ ମଣ୍ଡେଲା ଦିବସ ହେଉଛି ନେଲ୍ସନ ମଣ୍ଡେଲାଙ୍କ ସମ୍ମାନାର୍ଥେ ବାର୍ଷିକ ଅନ୍ତର୍ଜାତୀୟ ଦିନ, ଯାହା ପ୍ରତିବର୍ଷ ୧୮ ଜୁଲାଇ ଶାନ୍ତିଦୂତ ମଣ୍ଡେଲାଙ୍କ ଜନ୍ମଦିନରେ ପାଳନ କରାଯାଇଥାଏ। ମିଳିତ ଜାତିସଂଘ ପକ୍ଷରୁ ନଭେମ୍ବର ୨୦୦୯ ମଣ୍ଡେଲାଙ୍କ ୯୧ତମ…
୯୦ ବର୍ଷରେ ୫ମ ବିବାହ
ରିୟାଧ: ଦୁନିଆରେ ଅନେକ ପ୍ରକାର ଲୋକ ଅଛନ୍ତି। ବୃଦ୍ଧ ସମୟରେ ପ୍ରଭୁଙ୍କ ପାଖରେ ସମୟ କାଟିବାକୁ ପସନ୍ଦ କରନ୍ତି। ହେଲେ ଜଣେ ୯୦ ବର୍ଷୀୟ ବ୍ୟକ୍ତି ଏବେ ବି ବିବାହ କରିବା କଥା ଚିନ୍ତା କରୁଛନ୍ତି। ରିପୋର୍ଟ ମୁତାବକ, ସାଉଦି ଆରବର ନାଦିର…
ଆସନ୍ତାବର୍ଷ ଜାନୁଆରୀ ୧୫ରୁ ୨୪ ମଧ୍ୟରେ ହେବ ରାମ ମନ୍ଦିର ଗର୍ଭଗୃହରେ ପ୍ରତିମୂର୍ତ୍ତି ସ୍ଥାପନ
ଅଯୋଧ୍ୟା,୧୮।୭: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରଥମ ମହଲାରେ ପାଞ୍ଚ ବର୍ଷର ଶିଶୁ ରୂପରେ ଭଗବାନ ରାମଙ୍କ ପ୍ରତିମା ସ୍ଥାପନ କରାଯିବ। ଆସନ୍ତାବର୍ଷ ଜାନୁଆରୀ ୧୫ରୁ ୨୪ ମଧ୍ୟରେ ହେବ ରାମ ମନ୍ଦିର ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ। ଶ୍ରୀ ରାମ…
ଜିଲା ପରିଷଦ ଉପନିର୍ବାଚନ ପାଇଁ ନାମାଙ୍କନ ସରିଲା
ଯାଜପୁର ଟାଉନ,୧୮ା୭: (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) : ଯାଜପୁର ଜିଲା ୧୫ନଂ. ଜୋନ୍ ଜିଲା ପରିଷଦ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୭ଜଣ ପ୍ରାର୍ଥୀ ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୫ନଂ. ଜୋନ୍ର ଜିଲା ପରିଷଦ…
Archives


