ଓଡ଼ିଶାର ୧୯ ଜିଲାକୁ ‘ଭୂମି ସମ୍ମାନ’
ଭୁବନେଶ୍ବର, ୧୮ା୭(ସୁନିତ୍ ମିଶ୍ର): ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ମଡର୍ନାଇଜେଶନ ପ୍ରୋଗ୍ରାମ (ଡିଆଇଏଲ୍ଆର୍ଏମ୍ପି)ର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ‘ଭୂମି ସମ୍ମାନ’ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ…
ଭୂକମ୍ପରେ ଥରିଲା ଆମେରିକା, ପ୍ରଶାନ୍ତ ମହାସାଗର ଏହାର କେନ୍ଦ୍ର ସ୍ଥଳ
ଓ୍ବାଶିଂଟନ୍,୧୯।୭: ଏଲ ସାଲଭାଡୋର ଉପକୂଳବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୫ ମାପ କରାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକାରାଗୁଆ ଠାରୁ ଗ୍ବଟେମାଲା ପର୍ଯ୍ୟନ୍ତ କେନ୍ଦ୍ରୀୟ ଆମେରିକାର ଅଧିକାଂଶ ଅଞ୍ଚଳରେ କମ୍ପନ…
ବିମାନବନ୍ଦରରେ ଗିରଫ ହେଲେ ସୁପରମଡେଲ ଗିଗି ହଦିଦ, ଲାଗିଲା ୧ ହଜାର ଡଲାରର ଜରିମାନା
କେମାନ,୧୯।୭: ପ୍ରସିଦ୍ଧ ସୁପରମଡେଲ ଗିଗି ହଦିଦଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ କେମାନ ଦ୍ୱୀପପୁଞ୍ଜରେ ଗଞ୍ଜେଇ ରଖିଥିବା ଅଭିଯୋଗ ପରେ ତାଙ୍କ ବନ୍ଧୁଙ୍କ ସହ ହାଦିଦଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଗିଗି ଜୁଲାଇ…
ରାଜ୍ୟ ସ୍ବାର୍ଥ ବିଷୟକୁ ଜୋରଦାର ଉଠାଅ: ନବୀନ
ଭୁବନେଶ୍ୱର, ୧୯।୭(ଅନିଲ ଦାସ): ଆସନ୍ତା ୨୦ ତାରିଖରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ବିଜେଡି ତା’ର ରଣନୀତି ପ୍ରସ୍ତୁତ କରିଛି। ଏହି ଅଧିବେଶନରେ ବିଜେଡି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉତ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି।…
ଲୁପ୍ଲାଇନ୍ରେ ପଶିଗଲା ଭଦ୍ରକ-ବାଲେଶ୍ୱର ମେମୁ
ବାଲେଶ୍ୱର(ମାନସ ବିଶ୍ୱାଳ)/ବାହାନଗା(ଅରୂପ ଦାସ), ୧୯।୭: ବାହାନଗା ଟ୍ରେନ୍ ଦୁର୍ଘଟଣା ମନରୁ ଲିଭି ନ ଥିବା ବେଳେ ଆଉ ଏକ ନିଶ୍ଚିତ ଦୁର୍ଘଟଣା ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିଛି। ଲୋକୋ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍ (ନଂ.୦୮୦୩୨) ଦୁର୍ଘଟଣାରୁ ବର୍ତ୍ତିଯାଇଛି।…
ଭୁଶୁଡିଲା ଘରର ଛାତ: ଗୋଟିଏ ପରିବାରର ୪ ମୃତ
ଲକ୍ଷ୍ନୌ,୧୯।୭: ଉତ୍ତରପ୍ରଦେଶର ବୁଲନ୍ଦଶାହର ଜିଲାରୁ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି। ଘରର ଛାତ ଭୁଶୁଡି ପଡିବରେୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାନୁସାରେ, ବୁଲନ୍ଦଶାହର ଜିଲାର ନରସେନା ପୋଲିସ ଷ୍ଟେଶନ…
ଆମେରିକା ଆଣବିକ ବୁଡ଼ାଜାହାଜ ବିରୋଧରେ ୨ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ
ଓ୍ବାଶିଂଟନ୍,୧୯।୭: ଆମେରିକା ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦକ୍ଷିଣ କୋରିଆକୁ ଆଣବିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ପଠାଇଛି। ବୁଡ଼ାଜାହାଜ ଦକ୍ଷିଣ କୋରିଆରେ ପହଞ୍ଚିବାର କିଛି ଘଣ୍ଟା ପରେ ଉତ୍ତର କୋରିଆ ଏହାର ପୂର୍ବ ଉପକୂଳରୁ ଦୁଇଟି କ୍ଷେପଣାସ୍ତ୍ର ଉତ୍କ୍ଷେପଣ…
ବଢ଼ିଲା ଖବରଦାତାଙ୍କ ସ୍ବାସ୍ଥ୍ୟବୀମା
ଭୁବନେଶ୍ୱର, ୧୯।୭ (ଅନିଲଦାସ): ରାଜ୍ୟରେ କାର୍ଯ୍ୟରତ ଖବରଦାତାମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହି ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ମଙ୍ଗଳବାର…
‘ଇଣ୍ଡିଆ’ର ବୈଠକ ପରେ ଖାସ୍ ଫଟୋ ଶେୟାର କଲେ ଅଖିଳେଶ
ଲକ୍ଷ୍ନୌ,୧୯।୭: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ସମ୍ପର୍କରେ କହିଛନ୍ତି, ଭାରତୀୟ ଇତିହାସ ଏହି ଦିନକୁ ଦେଶପ୍ରେମ ତଥା ସକରାତ୍ମକ ରାଜନୀତିର ‘ବେଙ୍ଗାଲୁରୁ ଆନ୍ଦୋଳନ’ର ଦିନ ଭାବେ ମନେ ରହିବ। ୨୬ ବିରୋଧୀ ଦଳର ବୈଠକରେ…
ଗିନିଜ ଓ୍ବାଲର୍ଡ ରେକର୍ଡରେ ସାତ୍ତ୍ୱିକଙ୍କ ସ୍ମାଶ୍
ସୋକା(ଜାପାନ),୧୯ା୭(ପି.ଟି.): ବ୍ୟାଡ୍ମିଣ୍ଟନରେ ଜଣେ ପୁରୁଷ ଖେଳାଳି ହିସାବରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଦ୍ରୁତତମ ସ୍ମାଶ୍ ପାଇଁ ଗିନିଜ ଓ୍ବାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ତାଙ୍କ ସ୍ମାଶ୍ର ସ୍ପିଡ୍ ଘଣ୍ଟାପ୍ରତି ୫୬୫ କିଲୋମିଟର ରେକର୍ଡ କରାଯାଇଛି। ନିକଟରେ ତାଙ୍କ ପାର୍ଟନର ଚିରାଗ ଶେଟ୍ଟିଙ୍କ…
କୃଷ୍ଣଙ୍କ କୀର୍ତ୍ତିମାନ, ଓଡ଼ିଶାକୁ ୪ ପଦକ
ଭୁବନେଶ୍ୱର, ୧୯।୭(ତପନ ସ୍ବାଇଁ): ଆନ୍ଧ୍ରପ୍ରଦେଶର ରାଜମଠାରେ ଅନୁଷ୍ଠିତ ଜାତୀୟ ମାଷ୍ଟର୍ସ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ୪ଟି ପଦକ ହାସଲ କରିଛି। ୧୩ ଜଣିଆ ଦଳର ଅନ୍ୟତମ ସଦସ୍ୟ କୃଷ୍ଣଚନ୍ଦ୍ର ସାହୁ ମୋଟ ୫୩୫ କେଜି ଉତ୍ତୋଳନ କରି ରୌପ୍ୟ ପଦକ…
‘ଓଡ଼ିଶାର ସ୍ପୋର୍ଟିଂ ଇକୋସିଷ୍ଟମ ସୁଦୃଢ଼ ହୋଇଛି’
ଭୁବନେଶ୍ୱର, ୧୯।୭(ତପନ ସ୍ବାଇଁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର ଓ ହକି ହାଇପରଫର୍ମାନ୍ସ ସେଣ୍ଟରର ନୂଆ କମ୍ପ୍ଲେକ୍ସ ଉଦ୍ଘାଟନ କରିଛନ୍ତି। ଓଡ଼ିଶା ସରକାର ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆର ମିଳିତ ଉଦ୍ୟମରେ…
Archives


