Home Left

ବାଂଲାଦେଶଠାରୁ ଅଲଗା ହେବାର ଯନ୍ତ୍ରଣା ପ୍ରକାଶ କଲେ ନୱାଜ ସରିଫ

ଇସଲାମାବାଦ୍‌,୨୨।୧୦: ବ୍ରିଟେନରେ ଚାରି ବର୍ଷ ଆତ୍ମନିର୍ବାସନ ଜୀବନ ବିତାଇବା ପରେ ପାକିସ୍ତାନ ଫେରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଥମ ଥର ପାଇଁ ଲାହୋରରେ ଏକ ରାଲିରେ ସମ୍ବୋଧିତ କରିଥିଲେ। ଏହି ସମୟରେ ନୱାଜ ସରିଫଙ୍କ ଭାଷଣରେ ବାଂଲାଦେଶ ଅଲଗା ହେବାର…

ଭାରତ ବିପକ୍ଷରେ ଇତିହାସ ରଚିଲେ ନ୍ୟୁଜିଲାଣ୍ଡ ଯୋଡି

ଧର୍ମଶାଳା,୨୨।୧୦: ଧର୍ମଶାଳାରେ ଟିମ ଇଣ୍ଡିଆ ବିପକ୍ଷରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରୁଛି। ନ୍ୟୁଜିଲାଣ୍ଡର ୨ ଉଇକେଟ ମାତ୍ର ୧୯ ରନରେ ହରାଇଥିଲା, କିନ୍ତୁ ଏହା ପରେ ରାଚିନ ରବିନ୍ଦ୍ର ଏବଂ ଡାରିଲ ମିଚେଲଙ୍କ ମଧ୍ୟରେ ତୃତୀୟ ଉଇକେଟ ପାଇଁ ୧୫୯ ରନ…

ଜୁଆଙ୍ଗ ମୃତ୍ୟୁ ଘଟଣା ନେଇ ପହଞ୍ଚିଲା କଂଗ୍ରେସ

କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ଗୋନାସିକା ପଞ୍ଚାୟତ ଜନ୍ତାରି ଗ୍ରାମରେ ଜୁଆଙ୍ଗ ଆଦିବାସୀ ଲୋକମାନେ ବିଷାକ୍ତ ପାଣି ପିଇ ଗୁରୁତର ରୋଗରେ ପୀଡ଼ିତ ହୋଇ ୧୧ଜଣ ଜୁଆଙ୍ଗ ମୃତ୍ୟୁ ହେବା ଏବଂ ଅନ୍ୟମାନେ ଚିକିତ୍ସିତ ହେବା ଘଟଣା…

ପାଲେଷ୍ଟାଇନକୁ ଚେତାବନୀ ଦେଲା ଇସ୍ରାଏଲ: ଗାଜାରୁ ନ ହଟିଲେ ଆତଙ୍କବାଦୀ ଭାବେ କରାଯିବ ବିବେଚନା

ଜେରୁଜେଲମ,୨୨।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ବର୍ତ୍ତମାନ ଗାଜା ଉପରେ ଆକ୍ରମଣକୁ ତୀବ୍ର କରିଛି। ହମାସ ବିରୋଧରେ ଏୟାର ଷ୍ଟ୍ରାଇକ ଚାଲିଛି। ଏଭଳି ପରିସ୍ଥିତିରେ ସାଧାରଣ ନାଗରିକମାନେ ଅଧିକ କ୍ଷତି ନ କରିବାକୁ ଇସ୍ରାଏଲ ବର୍ତ୍ତମାନ ପାଲେଷ୍ଟାଇନମାନଙ୍କୁ…

ପ୍ରଥମ ବଲ୍‌ରେ ଉଇକେଟ୍‌ ନେଲେ ମହମ୍ମଦ ଶାମି, କୁମ୍ବଲେଙ୍କୁ ପଛରେ ପକାଇଲେ

ଧର୍ମଶାଳା,୨୨।୧୦: ବିଶ୍ୱକପ୍‌ର ଏକ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲାଣ୍ଡର ଦଳ ମୁହାଁମୁହିଁ ହୋଇଛନ୍ତି। ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ ଜିତି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ଆଜି…

ମା’ଙ୍କ ସହ ଥିବା ଏହି କୁନି ଝିଅ ଏବେ ପରିଚିତ ନାଁ , ବିବାହ ପରେ ପାଳନ କରୁଛନ୍ତି ପ୍ରଥମ ଜନ୍ମଦିନ

ସୋସିଆଲ ମିଡିଆରେ ବଲିଉଡ୍‌ ସେଲିବ୍ରିଟିମାନେ ବେଳେବେଳେ ଏମିତି ଫଟୋ ଶେୟାର କରିଥାନ୍ତି ଯାହାକୁ ଚିହ୍ନିବା ପ୍ରଶଂସକଙ୍କ ପାଇଁ କଷ୍ଟକର ହୋଇଥାଏ। ଏବେ ଜଣେ ଅଭିନେତ୍ରୀଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ମଧ୍ୟ…

‘ଇଣ୍ଡିଆ’ ମେଣ୍ଟର ସତ୍ୟାନାଶ କରିଦେଲେ କମଲନାଥ

ଭୋପାଳ,୨୨।୧୦: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କମଲ ନାଥଙ୍କୁ ଟାର୍ଗେଟ କରିଛନ୍ତି। ସେ କମଲ ନାଥଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଶିବରାଜ କହିଛନ୍ତି, ଆମେ କେବଳ ପ୍ରତିଶ୍ରୁତି ଦେଉ ନାହୁଁ, ଆମେ କାର୍ଯ୍ୟ କରୁଛୁ। କଂଗ୍ରେସ ମିଛର ଏକ…

ଗାଈ ଚରାଇବାକୁ ଯାଇ ହାତୀ ଆକ୍ରମଣରେ ଚାଲିଗଲା ଜୀବନ

କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରେ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ଭାଗିରଥୀ ମହାନ୍ତ(୫୫) ଏବଂ ତାଙ୍କ ଘର ମଇଦାନକେଲ ନିକଟ ବାସୁଦେବପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଗତ ୨୦…

ଦିଅରଙ୍କୁ ବିବାହ କରିବାକୁ ମଝି ରାସ୍ତାରେ ମାର୍‌ପିଟ ଲାଗିଲେ ଦୁଇ ଭାଉଜ, ଶେଷରେ ପୋଲିସ…

ପାଟନା,୨୨।୧୦: ବିହାରର ନାଳନ୍ଦାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦିଅରଙ୍କୁ ବିବାହ କରିବାକୁ ନେଇ ଦୁଇ ଭାଉଜ ଜୋରଦାର ମାରପିଟ ଲାଗିଥିଲେ। ରାସ୍ତା ମଝିରେ ଏଭଳି ଦୃଶ୍ୟକୁ ଦେଖି ଶହ ଶହ ଲୋକ ଜମା ହୋଇଥିଲେ। ପୋଲିସ ମଧ୍ୟ…

୨ ମହିଳା ସାମ୍ବାଦିକାଙ୍କୁ ଜେଲ୍‌ରେ ରଖିଛି ଇରାନ

ତେହେରାନ,୨୨ା୧୦: ତେହେରାନରେ ପୋଲିସ ଦ୍ୱାରା ଗିରଫ ହେବା ପରେ ୧୬ ସେପ୍ଟେମ୍ବର ୨୦୨୨ରେ ମହସା ଆମିନୀଙ୍କ ହେପାଜତ ମୃତ୍ୟୁ ହୋଇଥିଲା। ଗତ ବର୍ଷ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିବା ମହସା ଆମିନୀଙ୍କ ମୃତ୍ୟୁ ଖବର ସଂଗ୍ରହ କରିବାକୁ ଯାଇ ଗିରଫ ହୋଇଥିବା…

ଜୋର ଜବରଦସ୍ତ ଅଜଗରକୁ ଧରି ମଦ ପିଆଇଲେ କିଛି ଯୁବକ, ଭିଡିଓ ଭାଇରାଲ ପରେ…

ଦକ୍ଷିଣ ଆଫ୍ରିକାରୁ ଏକ ବିବ୍ରତ କଲାଭଳି ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କିଛି ମଦ୍ୟପ ଯୁବକ ୬ ଫୁଟ ଲମ୍ବ ଏକ ଅଜଗରକୁ ଧରି ଜୋରଜବରଦସ୍ତ ମଦ ପିଆଉଥିବା ଦେଖାଯାଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କ ମନରେ…

ପ୍ରେମିକାଙ୍କ ହାତ ଧରିଲେ ‘ମେରା ଭୋଲା ହେ ଭଣ୍ଡାରୀ’ ଫେମ୍‌ ଗାୟକ ହଂସରାଜ

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଗାୟକ ହଂସରାଜ ରଘୁବଂଶୀ। ଦୀର୍ଘଦିନର ପ୍ରେମିକା କୋମଲ ସକଲାନୀଙ୍କୁ ସେ ବିବାହ କରିଛନ୍ତିି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର ଫଟୋ ପୋଷ୍ଟ କରି ହଂସରାଜ ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି। ପ୍ରଭୁ ଶିବଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?