Home Left

ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଏନଆଇଏ ହିଁ କରିବ ରାମନବମୀ ହିଂସାର ଯାଞ୍ଚ

ନୂଆଦିଲ୍ଲୀ,୨୪।୭: ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରାମନବମୀରେ ହିଂସା ଏବଂ ବୋମା ବିସ୍ଫୋରଣ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ଏନଆଇଏ ମାମଲାର ତଦନ୍ତ କରିବ। କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।…

ଗୁଣପୁର-ପୁରୀ ଟ୍ରେନ୍‌କୁ ଗଜପତି ଏକ୍ସପ୍ରେସ୍‌ ନାମରେ ନାମିତ କରାଯାଉ

ଗୁଣପୁର,୨୪।୭ (ପ୍ରଦୀପ କୁମାର ପାଢ଼ୀ): ପୁରୀ-ଗୁଣପୁର ଟ୍ରେନ୍‌କୁ ଗଜପତି ଏକ୍ସପ୍ରେସ୍‌ ନାମରେ ନାମିତ କରିବାକୁ ଦାବି ହୋଇଛି। ଏଥିସହ ବିଶାଖାପାଟଣା -ଗୁଣପୁର ଟ୍ରେନକୁ ବଂଶଧାରା ଏକ୍ସପ୍ରେସ୍‌ ନାମରେ ନାମିତ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ଦୁଇଟି ଟ୍ରେନକୁ ଗଜପତି ଏବଂ…

ଠାକୁରଙ୍କ ଦର୍ଶନ ବେଳେ ବାଇକ୍‌ ଟେକିନେଲେ ଚୋର

କୋଦଳା,୨୪।୭(ଅମିତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ସ୍ଥାନୀୟ ଦଣ୍ଡିଶ୍ୱର ମନ୍ଦିର ପରିସରରୁ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ସୋମବାର କୋଦଳା ଖଡୁରାସାହିର ସନ୍ତୋଷ ମହାପାତ୍ର ମନ୍ଦିର ନିକଟରେ ନିଜର ବାଇକ (ନଂ ଓ ଡି ୦୭ଏ ଜି…

କାଉଡ଼ିଆଙ୍କ ପାଦ ଧୋଇଲେ ବିଧାୟକ

ଧାମନଗର, ୨୪।୭ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ସୋମବାର ଜଳଲାଗି ପାଇଁ ବିଭିନ୍ନ ପ୍ରାନ୍ତରୁ କାଉଡ଼ିଆମାନେ ଛୁଟି ଆସୁଛନ୍ତି। ଏଥିପାଇଁ ରବିବାର ଭଦ୍ରକ-ଆରଡ଼ି ରାଜ୍ୟ ରାଜପଥ ସହ କୋଠାର-ଧାମନଗର ସଡ଼କ ଚଳଚଞ୍ଚଳ ହୋଇଉଠିଥିଲା। ବୋଲ୍‌ବମ୍‌ ଧ୍ୱନି ନିଆରା…

ଗଛରୁ ମିଳିଲା ଝୁଲନ୍ତା ମୃତଦେହ

ଛତ୍ରପୁର,୨୪ା୭(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଚିକଲଖଣ୍ଡି ଗାଁ ନିକଟରେ ଏକ ଗଛରୁ ପୋଲିସ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ହେଲେ ମୃତକଙ୍କ ପରିଚୟ ମିଳି ନ ଥିବା ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ସୂଚନା…

ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଧାରଣା

ଚାନ୍ଦବାଲି,୨୪।୭ (କିଶାନ ପାତ୍ର)-ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଉକ୍ତ ଗାଁର ଜଣେ ଯୁବକ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ବର୍ଷେ ପରେ ମଧ୍ୟ ପୀଡ଼ିତା ନାବାଳିକାଙ୍କୁ ନ୍ୟାୟ ନ ମିଳବାରୁ ସୋମବାର ତାଙ୍କ ପରିବାର…

ଟୁଇଟର ବାୟୋରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖିବାର କାରଣ କହିଲେ ହିମନ୍ତ ବିଶ୍ବ ଶର୍ମା

ଗୁଆହାଟୀ, ୨୪।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସୋମବାର ବିରୋଧୀ ମେଣ୍ଟକୁ ଟାର୍ଗେଟ୍‌ କରି କହିଛନ୍ତି, କଂଗ୍ରେସରୁ ଭାଜପା ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ପ୍ରତିଫଳିତ କରିବା ପାଇଁ ସେ ତାଙ୍କ ଟୁଇଟର ବାୟୋରେ ‘ଇଣ୍ଡିଆ’ ସ୍ଥାନରେ ଭାରତ ଲେଖିଛନ୍ତି। ୧୮…

ଏସିଆନ ଗେମ୍ସରେ ପ୍ରଥମଥର ପାଇଁ ସାମିଲ ହେଲା ମହିଳା ସଫ୍ଟବଲ

ନୂଆଦିଲ୍ଲୀ,୨୪।୭: ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଚାଇନାର ହାଙ୍ଗଝୋଉଠାରେ ହେବାକୁ ଥିବା ଏସିଆନ ଗେମ୍ସର ୧୯ତମ ସଂସ୍କରଣରେ ମହିଳା ସଫ୍ଟବଲ ସାମିଲ ହେବ। ଏଥିରେ ଭାରତୀୟ ମହିଳା ସଫ୍ଟବଲ ଦଳ ଅଂଶଗ୍ରହଣ କରିବ। ସଫ୍ଟବଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏସ୍‌ବିଏଆଇ) ପକ୍ଷରୁ ସୋମବାର ୧୬…

ସହରରେ ହାତୀ, ଲୋକେ ଆତଙ୍କିତ

କେନ୍ଦୁଝର,୨୪।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ହାତୀ ଉପଦ୍ରବ ଏକ ନିତିଦିନିଆ ଘଟଣା ହୋଇଛି। ହାତୀ ପଲ ଗ୍ରାମାଞ୍ଚଳ ଛାଡି ସହରାଞ୍ଚଳ ମୁହାଁ ହେଉଛନ୍ତି। ରବିବାର କେନ୍ଦୁଝର ପୌରାଞ୍ଚଳ ୧ ନମ୍ବର ଓ୍ବାର୍ଡ ସିଦ୍ଧମଠ ପୋଡା ଉଆସ ସାହିରେ ଏକ ଦନ୍ତା ହାତୀ…

ଗୋରୁ ହାଟରୁ, ଛେଳି, ମୁଢ଼ି ବେପାରୀଙ୍କୁ ନିଶା ଦେଇ କରୁଥିଲେ ଟାର୍ଗେଟ:  ଲୁଟେରାଙ୍କୁ ଧରିଲା ପୋଲିସ 

ଆନନ୍ଦପୁର,୨୪।୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସକୁ  ବଡ ସଫଳତା ମିଳିଛି। ନିଶାଦିଆ ଲୁଟେରାଙ୍କ କବଳରେ ରହିଆସିଥିବା ଆନନ୍ଦପୁରବାସୀଙ୍କୁ ସାମାନ୍ୟ ଆସ୍ବସ୍ତି ମିଳିଛି। ତଦନ୍ତର ଅଗ୍ରଗତି ପରେ ଘଟଣାର ଗୁମର ଫିଟିବ ବୋଲି ଜଣାପଡିଛି। ସିସିଟିଭି ଫୁଟେଜ ଆଧାରରେ ନିଶାଦିଆ ଲୁଟେରାଙ୍କର…

ଘୁଞ୍ଚିଲା ପ୍ରଭାସଙ୍କ ଫିଲ୍ମ ‘କଳକି ୨୮୨୯ ଏଡି’ର ରିଲିଜ ତାରିଖ! ଜାନୁୟାରୀରେ ନୁହେଁ ଏହି ଦିନ ହେବ ରିଲିଜ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ପ୍ରଭାସଙ୍କ ଅଭିନୀତ ‘କଳକି ୨୮୨୯ ଏଡି’କୁ ନେଇ ବଡ଼ ସୂଚନା ସାମ୍ନାକୁ ଆସିଛି। ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରିବାକୁ ନିର୍ମାତା ନିଷ୍ପତ୍ତି ନେଇଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ଏହି ଚଳଚ୍ଚିତ୍ରଟି ୨୦୨୪ ଜାନୁୟାରୀରେ…

ମାୟାବତୀଙ୍କୁ ଝଟକା: ୨ ବଡ଼ ନେତା ଭାଜପାରେ ହେଲେ ସାମିଲ

ଲକ୍ଷ୍ନୌ,୨୪।୭: ବିଏସପି ମୁଖ୍ୟ ମାୟାବତୀଙ୍କୁ ଝଟକା ଲାଗିଛି। ଆଗ୍ରାସ୍ଥିତ ଦକ୍ଷିଣ ବିଧାନସଭାରୁ ବିଏସପି ପ୍ରତ୍ୟାଶି ରବି ଭରଦ୍ୱାଜ ଏବଂ ଖେରାଗଡରୁ ଗଙ୍ଗାଧର କୁଶୱା ଲକ୍ଷ୍ନୌରେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଖବର ପାଇବା ମାତ୍ରେ ବିଏସପି କ୍ୟାମ୍ପରେ ଆଲୋଡ଼ନ ସୃଷ୍ଟି ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri