Home Left

ବନ୍ୟଜନ୍ତୁଙ୍କ ଆତଙ୍କରେ ଗାଁ ରାସ୍ତା ଶୂନ୍‌ଶାନ

ନୂଆପଡ଼ା,୨୪।୭(ମକାରୁ ବେମାଲ): ନୂଆପଡା ଜିଲାରେ ହିଂସ୍ରଜନ୍ତୁଙ୍କ ଆତଙ୍କରେ ଶିକ୍ଷା ଓ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି। ଜିଲାର ଉତ୍ତର ଦିଗକୁ ସିନାପାଲି ବ୍ଲକ ସୀମାନ୍ତରେ ହାତୀ ଆତଙ୍କ ଲାଗିରହିଥିବା ବେଳେ ଦକ୍ଷିଣରେ ନୂଆପଡା ବ୍ଲକରେ ବାଘ ଆତଙ୍କ ଖେଳାଉଛି। ଜିଲାର ମଧ୍ୟ…

ମନ୍ଥର ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ

କେସିଙ୍ଗା,୨୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଗୋକୁଲେଶ୍ୱର ଗ୍ରାମପଞ୍ଚାୟତ ଗୋକୁଳେଶ୍ୱରରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବିନା ସୂଚନା ଫଳକ, ନିମ୍ନମାନର ଏବଂ ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏ ନେଇ ଗ୍ରାମବାସୀ ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କ…

ଆସନ୍ତା ବର୍ଷ ଆଇପିଏଲରେ ଖେଳିବେ ନାହିଁ ପନ୍ତ, ଭେଟେରାନ ଦ୍ରୁତ ବୋଲରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୪।୭: ବିସିସିଆଇ ନିକଟରେ ଆହତ ଖେଳାଳିଙ୍କ ଡାକ୍ତରୀ ରିପୋର୍ଟ ପ୍ରକାଶ କରିଥିଲା। ଗତ ବର୍ଷ ଶେଷରେ ଏକ କାର ଦୁର୍ଘଟଣାରେ ଆହତ ହୋଇଥିବା ରିଷଭ ପନ୍ତ ପୁଣି ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଥିବା ବୋର୍ଡ ସୂଚନା ଦେଇଥିଲା। ଏହି ଖବର କ୍ରିକେଟ…

୫ ଶ୍ରେଣୀକୁ ୨ କୋଠରି

ନୂଆପଡ଼ା,୨୪।୭(ମକାରୁ ବେମାଲ): ଶିକ୍ଷାର ପ୍ରଚାର ପ୍ରସାର ଓ ଗୁଣାମତ୍କମାନ ବଢାଇବା ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଉଦାସୀନତା ଓ ଆନ୍ତରିକ ଅଭାବ ଯୋଗୁ…

ବିପଦ ସାଜିଛି ମୁକୁଳା ଡ୍ରେନ

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ମୁକୁଳା ଡ୍ରେନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି। ଡ୍ରେନ ଭିତରେ ପଡ଼ି ଲୋକେ ମୃତାହତ ହେଉଛନ୍ତି। ଏହାସତ୍ତ୍ବେ ସେଭଳି ଅଘଟଣ ଏଡାଇବା ପାଇଁ ପ୍ରଶାସନର ଚେତା ପଶୁନାହିଁ। ଏବେ ମଧ୍ୟ ଅନେକ ସ୍ଥାନରେ ଡ୍ରେନଗୁଡ଼ିକ ମୁକୁଳା…

ଚନ୍ଦ୍ରୟାନ-୩ର ଲକ୍ଷ୍ୟ

ପୁନଶ୍ଚ ମେରୁ ଅଞ୍ଚଳର ଅତ୍ୟଧିକ ଥଣ୍ଡା ଯୋଗୁଁ ଏଠାରେ ବହୁ ପୂର୍ବରୁ ରହିଯାଇଥିବା ଅନେକ ବସ୍ତୁ ଘନୀଭୂତ ଅବସ୍ଥାରେ ଅଛି ଏବଂ ଏହାର ବିଶେଷ ପରିବର୍ତ୍ତନ ହୋଇନାହିଁ। ଚନ୍ଦ୍ରର ଉତ୍ତର ଓ ଦକ୍ଷିଣ ମେରୁରେ ଥିବା ପଥର ଓ ମୃର୍ତ୍ତିକା ସୌରଜଗତର…

ମାନବୀୟ ଅଭିବୃଦ୍ଧିରେ ଜୈବ ପ୍ରଯୁକ୍ତିବିଜ୍ଞାନ

ବିଜ୍ଞାନର ଏକ ନୂତନ ଆଲୋଡ଼ନକାରୀ ସମ୍ଭାବନା ଭାବେ ଜୈବ ପ୍ରଯୁକ୍ତିବିଜ୍ଞାନ (ବାୟୋଟେକ୍ନୋଲୋଜି) ସମଗ୍ର ପୃଥିବୀରେ ଉଭା ହୋଇଅଛି, ଯାହା ମୌଳିକ ବିଜ୍ଞାନର ବିଭିନ୍ନ ଶାଖା ଯଥା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଭଳି ଅନ୍ୟାନ୍ୟ ବିଜ୍ଞାନକୁ ସମାହିତ କରି…

ବିଜ୍ଞାପନରେ ୧୦୦୦ କୋଟି ଖର୍ଚ୍ଚ, ଆରଆରଟିଏସ୍‌ ପାଇଁ ଦୁଇ ମାସରେ ଦିଅ ୪୧୫ କୋଟି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୭: ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ ସରକାରଙ୍କୁ ଦୁଇ ମାସ ମଧ୍ୟରେ ‘ରିଜୋନାଲ ରାପିଡ ଟ୍ରାନ୍ସପୋର୍ଟ ସିଷ୍ଟମ’ (ଆରଆରଟିଏସ୍‌) ପାଇଁ ୪୧୫ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ.କେ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଏକ ବେଞ୍ଚ କହିଛନ୍ତି ଯେ,…

ଚାଷ ଲାଗି ଆନ୍ଧ୍ରରୁ ଆସୁଛନ୍ତି ଶ୍ରମିକ

ତେନ୍ତୁଳିଖୁଣ୍ଟି ୨୪।୭ (ଚିଦାନନ୍ଦ ସାହୁ ): ଚଳିତ ବର୍ଷ ବର୍ଷା ଅଭାବରୁ ବିଳମ୍ବରେ ଆରମ୍ଭ ହୋଇଛି ଚାଷକାମ। ଏବେ ଆବଶ୍ୟକ ଅନୁସାରେ ବର୍ଷା ହେବା ପରେ ଚାଷୀ ତରବରିଆ ଭାବେ ଚାଷକାମରେ ଲାଗି ପଡ଼ିଛନ୍ତି। ସେପଟେ ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ…

ଖାଦାନରୁ ବେଆଇନ ପଥର ଲୁଟ୍‌, ରାଜସ୍ବ ହାନି

ନବରଙ୍ଗପୁର, ୨୪।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟ ତହସିଲ ଅଧୀନରେ ଥିବା ବିଭିନ୍ନ ଖଣି ଖାଦାନରୁ ବେଆଇନ ଭାବେ ପଥର ଲୁଟ୍‌ ହେବାରେ ଲାଗିଛି। ବିଭିନ୍ନ ଠିକା ସଂସ୍ଥା ଦ୍ବାରା ଲକ୍ଷାଧିକ ଟଙ୍କାର ଖଣିଜ ସମ୍ପଦ ଲୁଟ୍‌ ଚାଲିଥିଲେ ସୁଦ୍ଧା ରାଜସ୍ବ…

ହଜରତ ଟିପୁ ସୁଲତାନ ଉପରେ ନିର୍ମାଣ ହେବନି ଫିଲ୍ମ, ଘୋଷଣା କଲେ ନିର୍ମାତା

ମୁମ୍ବାଇ: ଅଟଳ, ବାଲ ଶିବାଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂ କିଛି ସମୟ ପୂର୍ବରୁ ମୈଶୁରର ଶାସକ ଟିପୁ ସୁଲତାନଙ୍କ ଉପରେ ଫିଲ୍ମ କରିବାକୁ ଘୋଷଣା କରିଥିଲେ। ସେ ଏକ…

ଇଶାନଙ୍କୁ ମିଳିବନି ସୁଯୋଗ! ପ୍ରଥମ ଦିନିକିଆରେ ଏଭଳି ହୋଇପାରେ ଟିମ ଇଣ୍ଡିଆର ପ୍ଲେ-୧୧

ନୂଆଦିଲ୍ଲୀ,୨୪।୭: ଟେଷ୍ଟ ସିରିଜ ପରେ ଦିନିକିଆ ସିରିଜ ଆରମ୍ଭ ହେବ। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜୁଲାଇ ୨୭ରୁ ଖେଳାଯିବ। ସବୁଠୁ ବଡ ପ୍ରଶ୍ନ ହେଉଛି ସଞ୍ଜୁ ସାମସନ ଦିନିକିଆ ସିରିଜରେ ସୁଯୋଗ ପାଇବେ ନା ଇଶାନ କିଷନ? ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri