Home Left

ମଣିପୁର କୁକି ଆଦିବାସୀ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କର

କୋରାପୁଟ,୨୪।୭(ଅମିତାଭ ବେହେରା): ମଣିପୁରର କୁକି ଆଦିବାସୀ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବିରେ କୋରାପୁଟ ଜିଲା ଆଦିବାସୀ ସଂଘ ପକ୍ଷରୁ ସୋମବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି। ଜିଲା ଆଦିବାସୀ ସଂଘ ସଭାପତି ଶିବ ମୁଦୁଲିଙ୍କ…

ଏସ୍‌ପିକୁ ଝଟ୍‌କା: ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିଥିବା ଶାଳିନୀ ଯାଦବ ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୪।୭: ମିଶନ ୨୦୨୪ ପାଇଁ ପ୍ରସ୍ତୁତ ହେଉଥିବା ସମାଜବାଦୀ ପାର୍ଟି ବାରାଣସୀରେ ଏକ ବଡ଼ ଝଟ୍‌କା ଲାଗିଛି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଶାଳିନୀ ଯାଦବ ଏସପି ଛାଡି ଭାଜପାରେ ଯୋଗ ଦେଇଛନ୍ତି।…

ରାଜେନ୍ଦ୍ର ଗୁଧା, ମଦନ ଦିଲାଓ୍ବର ବିଧାନସଭାରୁ ନିଲମ୍ବିତ

ଜୟପୁର,୨୪।୭: ରାଜସ୍ଥାନ ବିଧାନସଭାରେ ହୋଇଥିବା ହଙ୍ଗାମା ପରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଶାନ୍ତି ଧାରିଓ୍ବାଲଙ୍କ ପ୍ରସ୍ତାବ ପରେ ରାଜେନ୍ଦ୍ର ଗୁଧା ଓ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ମଦନ ଦିଲାଓ୍ବରଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି। ଏହି ଦୁଇ ବିଧାୟକ ଅବଶିଷ୍ଟ ଅଧିବେଶନରେ…

ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ,୨୪।୭: ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ସୋମବାର କ୍ୱେଟାର ବରିଷ୍ଠ ଓକିଲ ଅବଦୁଲ ରଜ୍ଜାକ ଶାରଙ୍କ ହତ୍ୟା ମାମଲାରେ ଆଶ୍ୱସ୍ତି ମିଳିଛି। ପାକିସ୍ତାନର ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ପାକିସ୍ତାନ ସୁପ୍ରିମକୋର୍ଟ ଓକିଲଙ୍କ ହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ…

ନିର୍ଦ୍ଦେଶକ ହେବେ ହ୍ରିତିକ!

ମୁମ୍ବାଇ: ଅଭିନେତା ହ୍ରିତିକ ରୋଶନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଇ ଦଶକରୁ ଅଧିକ ସମୟ ହେବ ଆକ୍ଟିଭ ଅଛନ୍ତି। ଇଣ୍ଡଷ୍ଟ୍ରିର ଟପ ଆକ୍ଟର ଲିଷ୍ଟରେ ରହିଛି ତାଙ୍କର ନାମ। ତାଙ୍କର ଆକ୍ଟିଂ ସାଙ୍ଗକୁ ଡ୍ୟାନ୍ସ ଅଡିଅନ୍ସଙ୍କୁ ଦିଓ୍ବାନା କରିଥାଏ। ତାଙ୍କ ଫିଲ୍ମ ବକ୍ସ…

ସ୍ତ୍ରୀଙ୍କୁ ହତ୍ୟା ପରେ ଏସିପିଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ

ପୁଣେ,୪।୭: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫୭ ବର୍ଷୀୟ ସହକାରୀ ପୋଲିସ କମିଶନର(ଏସିପି) ତାଙ୍କ ସ୍ତ୍ରୀ ଏବଂ ପୁତୁରାଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଗୁଳିକରି ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ହେଲେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ଅନେକ ଆହତ

ଆଲିଗଡ,୨୪।୭: ଉତ୍ତର ପ୍ରଦେଶର ଆଲିଗଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହୋଇଛନ୍ତି। ତାପାଲ ନିକଟ ଯମୁନା ଏକ୍ସପ୍ରେସୱେରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାବେଳେ ଏକ ବସ…

ଜ୍ଞାନବାପି ମାମଲା: ଏଏସଆଇ ସର୍ଭେ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଲା ମୁସଲିମ ପକ୍ଷ

ଲକ୍ଷ୍ନୌ,୨୪।୭: ଜ୍ଞାନବାପି ଏଏସଆଇ ସର୍ଭେ ବିରୋଧରେ ପହଞ୍ଚିଥିବା ମୁସଲିମ ପକ୍ଷ ଅଞ୍ଜୁମାନ କମିଟିକୁ ସୁପ୍ରିମକୋର୍ଟ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି। ଏସଆଇ ସର୍ଭେ ଉପରେ ଜୁଲାଇ ୨୬ପର୍ଯ୍ୟନ୍ତ ରୋକ ଲଗାଇବା ସମୟରେ ମଙ୍ଗଳବାର ମୁସଲିମ ପକ୍ଷ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଏକ…

କେଜି କେଜି ମଟନ ଘରେ ଘରେ ପହଞ୍ଚାଇ ମଧ୍ୟ ନିର୍ବାଚନ ହାରିଯାଇଥିଲି: ନୀତିନ ଗଡକରୀ

ନୂଆଦିଲ୍ଲୀ,୨୪।୭: କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରରେ ସଡ଼କ ଓ ପରିବହନ ମନ୍ତ୍ରୀ ଥିବା ନୀତିନ ଗଡକରୀ ନିଜର ଖୋଲାଖୋଲି ମନ୍ତବ୍ୟ ପାଇଁ ଜଣାଶୁଣା। ନିକଟରେ ଏକ କାର୍ଯ୍ୟକ୍ରମରେ ସେ ଏମିତି ଏକ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।…

ତମନ୍ନାଙ୍କ ପାଖରେ ରହିଛି ବିଶ୍ୱର ପଞ୍ଚମ ସବୁଠାରୁ ବଡ ହୀରା

ମୁମ୍ବାଇ: ତମନ୍ନା ଭାଟିଆ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡର ଜଣେ ଜଣାଶୁଣା ନାୟିକା ଭାବେ ପରିଚିତ। ସେ ଯେଉଁଠିକି ବି ଯାଆନ୍ତି ନିଜ ଷ୍ଟାଇଲରେ ସମସ୍ତଙ୍କୁ ତାଙ୍କର ଦିଓ୍ବାନା କରି ଦିଅନ୍ତି। ଏହି ଦିଭା ନିଜ କଲେକଶନରେ ସାଧାରଣରୁ ନେଇ…

୨ ଦିନିଆ ରାଜସ୍ଥାନ, ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରାଜସ୍ଥାନ ଏବଂ ଗୁଜରାଟ ଗସ୍ତରେ ଯିବେ। ପ୍ରଥମେ ପ୍ରଧାନମନ୍ତ୍ରୀ ଗୁରୁବାର ନିର୍ବାଚନ ରାଜ୍ୟ ରାଜସ୍ଥାନକୁ ଯିବେ। ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ପୂର୍ବାହ୍ନ ୧୧.୧୫ରେ ସିକରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ…

ଟୁଇଟର୍‌ର ନୂଆ ନାମ ‘ଏକ୍ସ’: ପ୍ରୋଫାଇଲ ଫଟୋ ବଦଳାଇଲେ ଏଲନ ମସ୍କ

କାଲିଫର୍ନିଆ,୨୪।୭: ଟୁଇଟର୍‌ର ମାଲିକ ଏଲନ ମସ୍କ ସୋମବାର ଟୁଇଟର୍‌ର ନାମ ଏବଂ ଲୋଗୋ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ କମ୍ପାନୀ ‘ଏକ୍ସ’ ଭାବରେ ଜଣାଶୁଣା ହେବ। ଟୁଇଟର୍‌ର ଡୋମେନ୍‌ ଏଣିକି ଟୁଇଟର୍‌.କମ ରୁ ଏକ୍ସ.କମ୍‌ ହୋଇଛି। ଫଳରେ ଏକ୍ସ.କମ୍‌ ମାଧ୍ୟମରେ ୟୁଜର୍ସ ଟୁଇଟରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri