ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟକୁ ନେଇ ରାଜନୀତି
ବରଗଡ଼ ୧୯।୬ (ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟ କାର୍ଯ୍ୟ ଠପ୍ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିଦର୍ଶନ ଏବଂ ସମୀକ୍ଷା ପରଦିନଠାରୁ ପ୍ଲାଣ୍ଟରେ ଏଭଳି ସ୍ଥିତି ଉପୁଜିଥିବାରୁ ଏହାକୁ ନେଇ ରାଜନୀତି…
କେନାଲ ନବୀକରଣରେ ଦୁର୍ନୀତି ଅଭିଯୋଗ
ସମ୍ବଲପୁର, ୧୯ା୬(ଶୁଭାଶୀଷ ପାଢୀ): ଚାଷଜମିକୁ ସୁଷମ ଜଳ ବଣ୍ଟନ କରିବା ପାଇଁ ସରକାର ହୀରାକୁଦ ଜଳଭଣ୍ଡାର କେନାଲଗୁଡିକ ନବୀକରଣ କରି କଂକ୍ରିଟ କରୁଛନ୍ତି। ଶାସନ, ହୁମାଟେଲ, ପରମାଣପୁର କେନାଲର ଗତବର୍ଷଠାରୁ ନିର୍ମାଣ କାମ ଆରମ୍ଭ ହୋଇଛି। ଓସିସି ପକ୍ଷରୁ କାମ ତଦାରଖ…
ଫ୍ୟାସନ ଡିଜାଇନର ପରେ ଏବେ ରାଜନୀତିରେ ସୁଜିତ
ଭବାନୀପାଟଣା,୧୯।୬: (ଉତ୍ତମ କୁମାର ଦାଶ)ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କଳାହାଣ୍ଡି ଜିଲାରେ ଏବେଠୁ ରାଜନିତୀ ସରଗରମ ହେବାରେ ଲାଗିଛି। ବିଭିନ୍ନ ଦଳର ଆଶାୟୀ ନେତାମାନେ ବର୍ତ୍ତମାନ ଜନସମ୍ପର୍କରେ ଆଗାଇଛନ୍ତି। ଚା’ ଖଟିଠୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଆଗାମୀ…
ପୂର୍ତ୍ତ ବିଭାଗରେ ବି ଠିକାସଂସ୍ଥା
ଯାଜପୁର,୧୯ା୬: କେବଳ ଶିଳ୍ପାଞ୍ଚଳରେ ନୁହେଁ, ଏବେ ସରକାରୀ ପୂର୍ତ୍ତ ବିଭାଗରେ ମଧ୍ୟ ଠିକାସଂସ୍ଥା ଜରିଆରେ ନିଯୁକ୍ତି ମିଳୁଛି। ଅର୍ଥାତ୍ ଏଠାରେ ବି ଜିଲା କର୍ମ ନିୟୋଜନ ସଂସ୍ଥାରେ ପଞ୍ଜୀକୃତ ଶିକ୍ଷିତ ଯୁବତୀଯୁବକଙ୍କୁ ଅଣଦେଖା କରାଯାଉଛି। ଠିକାସଂସ୍ଥା ରାଣ୍ଡଷ୍ଟାଡ୍ ଇଣ୍ଡିଆ ପ୍ରାଇଭେଟ ଲିଃ…
ସଚେତନତା ମୂଳକଥା
ସିକଲ୍ ସେଲ୍ ରୋଗ ଏକ ବେମାରୀ ସମୂହ, ଯାହା ଆମର ଲୋହିତ ରକ୍ତ କଣିକାକୁ ପ୍ରଭାବିତ କରିଥାଏ। ଏପରି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ତାହାର ଚିକିତ୍ସା କରାଇ ନେବା ଜରୁରୀ। ସିକଲ୍ ସେଲ୍ ରୋଗ ବିଷୟରେ ଜନସାଧାରଣକୁ ସଚେତନ କରିବା ଲାଗି…
ଜେଲରୁ ଖଲାସ ହେଲେ ଘାତକ ଶାହାଜାହାନ ଭୂୟାଁ, ୨୬ ଜଣଙ୍କୁ ଦେଇଥିଲେ ଫାଶୀ, ଜଣଙ୍କ ଫାଶୀ ପାଇଁ ୨ ମାସ ଜେଲଦଣ୍ଡ ମାଫ୍…
ଢାକା,୧୯।୬ : ବାଂଲାଦେଶର କୁଖ୍ୟାତ ଘାତକ ଭୂୟାଁ ଜେଲରୁ ମୁକୁଳିଛନ୍ତି। ଚୋରି, ଡକାୟତି ଏବଂ ହତ୍ୟା ମାମଲାରେ ତାଙ୍କୁ ୧୯୯୧ରେ ୪୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରେ ସେ ୨୦୦୧ ରେ ଜେଲରେ ଘାତକ(ଏକଜେକ୍ୟୁଟର) ଭାବରେ ନିଯୁକ୍ତ ହୋଇଥିଲେ।…
ଚନ୍ଦ୍ରକୁ ଛୁଇଁବାର ଆଶା
ଆଗାମୀ ଜୁଲାଇ ମାସରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଚନ୍ଦ୍ରକୁ ନିଜର ଏକ ନୂତନ ଅଭିଯାନ ‘ଚନ୍ଦ୍ରଯାନ-୩’ ପ୍ରେରଣ କରିବାକୁ ଯାଉଛି। ଏହି ଅଭିଯାନ ଜରିଆରେ ଭାରତ ଚନ୍ଦ୍ରପୃଷ୍ଠକୁ ଛୁଇଁବାର ଆଶା ରଖିଛି। ଏହି ଅଭିଯାନ ସଫଳ ହେଲେ ଭାରତ…
ବିବାଦରେ ‘ଆଦିପୁରୁଷ’, ବଦଳିବ ଡାଇଲଗ୍
ଭୁବନେଶ୍ୱର,୧୯।୬(ଶର୍ମିଷ୍ଠା ପାଣିଗ୍ରାହୀ): ରାମାୟଣ କଥାବସ୍ତୁକୁ ନେଇ ଭିନ୍ନ ଭାବେ ପ୍ରସ୍ତୁତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବେ ବିବାଦରେ ଛନ୍ଦି ହୋଇଯାଇଛି। ହିନ୍ଦୀ, ତେଲୁଗୁ ଆଦି ବିଭିନ୍ନ ଭାଷାରେ ରିଲିଜ୍ ହୋଇଥିବା ଏହି ଚଳଚ୍ଚିତ୍ରରେ ରହିଥିବା ଚରିତ୍ରର ବେଶଭୂଷା, ଡାଇଲଗ୍ ଓ ତଥ୍ୟକୁ ନେଇ…
ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ କି ବିଜୁ ପକ୍କାଘର
ପଟ୍ଟାଙ୍ଗି,୧୯ା୬(ଶରତ ଧଳ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଆବାସ ଏବଂ ବିଜୁ ପକ୍କା ଘର ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏବେ ମଧ୍ୟ ଅପହଞ୍ଚ ହୋଇରହିଛି। ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚତ୍ତ ହୋଇ ରହିଛନ୍ତି।…
ରାହୁଲଙ୍କୁ ୫୩ ବର୍ଷ…
ନୂଆଦିଲ୍ଲୀ,୧୯।୬ : ସୋମବାର କଂଗ୍ରେସ ଦଳର ଏକ ବଡ ଚେହେରା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ। ତାଙ୍କୁ ୫୩ ବର୍ଷ ପୂରଣ ହୋଇଛି। ରାହୁଲ ଗାନ୍ଧୀ ୧୯୭୦ ମସିହାରେ ଜୁନ୍ ୧୯ରେ ଜନ୍ମ ହୋଇଥିଲେ। ୪ ଥର ଏମପି ହେବା ପରେ ଏବେ…
ଜାମୁକୋଳି ଦର ଆକାଶଛୁଆଁ
ବ୍ରହ୍ମପୁର,୧୯।୬(ତନୁଶ୍ରୀ ନାହାକ): ବ୍ରହ୍ମପୁର ବଜାରରେ ବର୍ତ୍ତମାନ ଜାମୁକୋଳିର ଯଥେଷ୍ଟ ଚାହିଦା ରହିଛି। ଦର ମଧ୍ୟ ଆକାଶଛୁଆଁ ହୋଇଛି। ଜାମୁକୋଳି ଖାଇବା ଦ୍ୱାରା ହିମଗ୍ଲୋବିନ ବୃଦ୍ଧି ହୋଇଥାଏ, ହୃଦୟରେ ରକ୍ତ ସଂଚାଳନ ଠିକ ହୋଇଥାଏ, ମେଦବହୁଳ ରୋଗୀଙ୍କ ନିମନ୍ତେ ମଧ୍ୟ ଜାମୁକୋଳି ଓଜନ…
ବେଆଇନ ପାକିର୍ଂକୁ ନେଇ ଚିନ୍ତା
ନୟାଗଡ଼,୧୯।୬(ଲୋକନାଥ ମିଶ୍ର): ନୟାଗଡ଼ ଟ୍ରାଫିକ ଛକରୁ ବସଷ୍ଟାଣ୍ଡ ପୁରୁଣା ସହରକୁ ସ୍ଥାନାନ୍ତରିତ ହେବା ପରେ ନୟାଗଡ଼ ସହରରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଯିଏ ଯେଉଁଠି ପାଇଲା ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଉପରେ ବସ, ଟ୍ରକକୁ ବେଆଇନ…
Archives


