ମହୁଆଙ୍କୁ ପଚରାଗଲା ଅନୈତିକ ପ୍ରଶ୍ନ, ଏଥିକ୍ସ କମିଟି ବୈଠକରେ ଜୋରଦାର ହଙ୍ଗାମା
ନୂଆଦିଲ୍ଲୀ,୨।୧୧: ଟିଏମସି ଏମପି ମହୁଆ ମୋଇତ୍ର ଗୁରୁବାର କ୍ୟାସ କ୍ୟୋରୀ ମାମଲାରେ ସଂସଦର ନୈତିକ କମିଟି ବା ଏଥିକ୍ସ କମିଟି ନିକଟରେ ହାଜର ହୋଇଥିଲେ। ସକାଳେ ସଂସଦରେ ପହଞ୍ଚିଥିବା ମହୁଆ ହଠାତ୍ ମଧ୍ୟଭାଗରୁ ସଭା ଛାଡି ଅପରାହ୍ନରେ ବାହାରକୁ ଆସିଥିଲେ। ସେ…
ନର୍ଭସ ନାଇଣ୍ଟିଜ୍ର ଶିକାର ହେଲେ ଗିଲ୍
ମୁମ୍ବାଇ,୨।୧୧: ଦିନିକିଆ ବିଶ୍ୱକପ ୨୦୨୩ର ଶ୍ରୀଲଙ୍କା ବିପକ୍ଷ ଏକ ମ୍ୟାଚ୍ରେ ଭାରତୀୟ ଓପନର୍ ଶୁଭମନ ଗିଲ ମାତ୍ର ୮ ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ୯୨ ରନ୍ରେ ଆଉଟ ହୋଇଥିବା ଗିଲ ପ୍ରଥମ ଥର ପାଇଁ ନର୍ଭସ ନାଇଣ୍ଟିଜ୍ର…
‘ମୋ ଶରୀରକୁ ତ ଗିରଫ କରିଦେବେ ହେଲେ…’ ଇଡିର ନୋଟିସ ମଧ୍ୟରେ କହିଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨।୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ରୋଡ ଶୋ’ କରିଛନ୍ତି। ଏହି ସମୟରେ ସେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। କେଜ୍ରିଓ୍ବାଲ କହିଛନ୍ତି ଯେ…
ଗୋଟିଏ ଦିନ ପୂର୍ବରୁ ଦଳରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେଲା ଭାଜପା
ଜୟପୁର,୨।୧୧: ଭାରତୀୟ ଜନତା ପାର୍ଟି (ଭଜେପା) ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୫୮ ଜଣ ପ୍ରାର୍ଥୀଙ୍କୁ ଭାଜପା ଟିକେଟ ଦେଇଛି। ଦଳ ଖଣ୍ଡେଲାରୁ ସୁଭାଷ ମିଲ, ବଲ୍ଲଭନଗରରୁ ଉଦୟ ଲାଲ ଡାଙ୍ଗି…
ରୋହିତ ଶର୍ମା ଜଣେ ମହାନ ଅଧିନାୟକ, ବିଶ୍ୱକପରେ ଟିମ ଇଣ୍ଡିଆକୁ ଅଟକାଇବା ଅସମ୍ଭବ
ନୂଆଦିଲ୍ଲୀ,୨।୧୧: ବିଶ୍ୱକପରେ ଟିମ ଇଣ୍ଡିଆର ବିଜୟ ଧାରା ଜାରି ରହିଛି। ୬ ଟି ମ୍ୟାଚରେ ୧୨ ପଏଣ୍ଟ ସହ ଭାରତୀୟ ଦଳ ଶୀର୍ଷରେ ରହିଛି। ଏଥି ସହ ବର୍ତ୍ତମାନ ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ୱାସିମ ଅକରମ ଭାରତୀୟ କ୍ରିକେଟ ଦଳ ତଥା…
ଇଡି ଅଧିକାରୀ ନଭଲ କିଶୋର ମିଣାଙ୍କ ଉପରେ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ, ଗିରଫ କଲା ରାଜସ୍ଥାନ ଏସିବି
ଜୟପୁର,୨।୧୧: ଏସିବି ଇଡିର ଅଧିକାରୀ ନଭଲ କିଶୋର ମିଣାଙ୍କୁ ଟ୍ରାପ କରିଛି। ଏସିବି ଦଲାଲ ବାବୁଲାଲଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି। ଏସିବିର ବରିଷ୍ଠ ଅଧିକାରୀମାନେ ଏହାର ସୂଚନା ଦେଇଛନ୍ତି। ଏସିବି ଅନେକ ସ୍ଥାନରେ ଚଢାଉ…
ରୋହିତଙ୍କ ଲାଗି ନିରବି ଗଲେ ଦର୍ଶକ, ସ୍ତବ୍ଧ ହୋଇଗଲେ ସ୍ତ୍ରୀ ରିତିକା
ମୁମ୍ବାଇ, ୨।୧୧: ବିଶ୍ୱକପ୍ ୨୦୨୩ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଗୁରୁବାର ମଇଦାନକୁ ଓହ୍ଲାଇଛି। ସେମିଫାଇନାଲ ଟିକେଟ ଲାଗି ମ୍ୟାଚ୍ର ଗୁରୁତ୍ୱ ଅଧିକ ରହିଥିବା ବେଳେ ନିରାଶ କରିଛନ୍ତି ଅଧିନାୟକ ରୋହିତ ଶର୍ମା। କାରଣ ଫର୍ମରେ ଥିବା ରୋହିତ ଦୁଇଟି ବଲ୍…
ଜୀବନରେ ଦେଖି ନ ଥିବେ ଏଭଳି ଯୋଗାଡ଼, କାର୍କୁ ଅଟୋ ରିକ୍ସା କରିଦେଲେ ବ୍ୟକ୍ତି…
ସୋସିଆଲ ମିଡିଆରେ ପ୍ରତ୍ୟହ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ପ୍ରତିଦିନ କିଛି ନା କିଛି ଏଭଳି ସାମ୍ନାକୁ ଆସିଥାଏ ଯାହାକୁ ଦେଖି ମୁଣ୍ଡ ଘୁରିଯାଏ। ଏହି କ୍ରମରେ ଦେଶୀ ଯୋଗାଡ଼ର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି…
କେଜ୍ରିଓ୍ବାଲ ଭ୍ରଷ୍ଟାଚାରର ସାଗର, ସଚ୍ଚୋଟ ନୁହନ୍ତି ପୂରା ଅଲାଜୁକ : ଭାଜପା
ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଶୁକ୍ରବାର ହାଜର ହୋଇନାହାନ୍ତି। ଏହା ତାଙ୍କର ଡରକୁ ଦର୍ଶାଉଛି ବୋଲି ଭାରତୀୟ ଜନତା ପାର୍ଟୀ(ଭାଜପା) କଟାକ୍ଷ କରିଛି। ଇଡି ସମ୍ମୁଖରେ ହାଜର ନ ହୋଇ କେଜ୍ରିଓ୍ବାଲ ସ୍ପଷ୍ଟ କରିଛନ୍ତି ଯେ…
ଧନତେରାସ୍ ପୂର୍ବରୁ ଏହିଦିନ କରନ୍ତୁ ଶପିଂ, ରହିବନି ଧନର ଅଭାବ
ନଭେମ୍ବର ଆସିବା ମାତ୍ରେ ଚାରିଆଡ଼େ ଦୀପାବଳିର ମାହୋଲ ଦେଖିବାକୁ ମିଳେ। ଏହା ସହିତ ବଜାର ମଧ୍ୟ ବେଶ୍ ଭିଡ଼ ରହେ। ଏବେଠାରୁ ଦୋକାନୀମାନେ ଧନତେରାସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେଣୁ ସେହି ସମୟରେ ସାଧାରଣ ଲୋକମାନେ ମଧ୍ୟ ଶପିଂ କରିବା…
ଟ୍ୟୁଶନ ଫି ମାଗିବାରୁ ସାର୍ଙ୍କ ପୁଅଙ୍କୁ ହତ୍ୟା
ଖୋର୍ଦ୍ଧା, ୨।୧୧(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଥାନା ବେଣାପଞ୍ଜୁରୀ ନବମ ଶ୍ରେଣୀ ଛାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଟ୍ୟୁଶନ ଫି କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି। ବୁଧବାର ଶୁଭମ ଘରେ…
ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା
ହାଇଦ୍ରାବଦ୍,୨।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା ଲାଗିଛି। ପାର୍ଟି ମାନିଫେଷ୍ଟୋ କମିଟିର ସଭାପତି ତଥା ପୂର୍ବତନ ଏମ୍ପି ଗାଡାମ ବିବେକ ଭେଙ୍କଟସ୍ବାମୀ ବୁଧବାର ଭାଜପା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ସହ…

