Home Left

ବଲିଉଡରେ ଡେବ୍ୟୁ କରିବେ ବାଂଲାଦେଶୀ ଅଭିନେତା ଶାକିବ ଖାଁ

ମୁମ୍ବାଇ: ବାଂଲାଦେଶର ଜଣାଶୁଣା ଅଭିନେତା ଶାକିବ ଖାଁଙ୍କ ଅଭିନୀତ ମୁଭି ‘ପ୍ରିୟୋତମା’କୁ ବାଂଲାଦେଶରେ ଭଲ ପ୍ରତିକ୍ରିୟା ମିଳିଛି। ଏବେ ଏହି ଅଭିନେତା ତାଙ୍କ ବଲିଉଡ ଡେବ୍ୟୁକୁ ନେଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ତେବେ ତାଙ୍କ ବିପକ୍ଷର ନାୟିକା କିଏ ହେବେ…

ଆଲିଆଙ୍କ ବଡ଼ ଫ୍ୟାନ୍‌ ମହେଶ ଭଟ୍ଟ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରକି ଔର ରାନୀ ପ୍ରେମ କାହାଣୀ’କୁ ନେଇ ଏବେ ଦର୍ଶକକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି। ନିକଟରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଥିଲା। ଏଥିରେ ବଲିଉଡର ଅନେକ ନାମୀଦାମୀ କଳାକାର ଯୋଗଦେଇଥିଲେ। ଝିଅ ଆଲିଆ ଅଭିନୀତ…

ଚିଟ୍‌ଫଣ୍ଡ୍‌ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜରଙ୍କୁ ଜେଲ୍‌ ଦଣ୍ଡାଦେଶ

ବାଲେଶ୍ୱର,୨୭ା୭: ରିଅଲ ଭିଜନ ଇଣ୍ଟର ନ୍ୟାଶନାଲ ଲିମିଟେଡ୍‌ ଚିଟ୍‌ଫଣ୍ଡ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜର ରୋହିତ ସାହୁଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ୱର ସ୍ବତନ୍ତ୍ର ଓପିଆଇଡି କୋର୍ଟ ଜଜ୍‌ ବିଶ୍ୱଜିତ ସାହୁ। ଦୋଷୀଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୬୨ ହଜାର ଟଙ୍କା…

ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଜାପାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୭: ଜାପାନର ବୈଦେଶିକ ମନ୍ତ୍ରୀ ହୟାଶି ୟୋଶିମାସା ଗୁରୁବାର ସନ୍ଧ୍ୟାରେ ଦୁଇ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବେ। ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ରିଲିଜରେ ଏହି ସୂଚନା ଦିଆଯାଇଛି। ଗୁରୁବାର ସନ୍ଧ୍ୟାରେ ସେ ଇନ୍ଦିରା…

ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦରେ ରହିବେ ଇଡି ନିର୍ଦ୍ଦେଶକ ଏସ.କେ ମିଶ୍ରା, କୋର୍ଟ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ,୨୭।୭: ସୁପ୍ରିମକୋର୍ଟ ଇଡି ନିର୍ଦ୍ଦେଶକ ଏସ.କେ ମିଶ୍ରାଙ୍କୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଇଡି ନିର୍ଦ୍ଦେଶକ ପଦରେ ରହିବାକୁ ଅନୁମତି ଦେଇଛନ୍ତି। କେନ୍ଦ୍ର ସରକାର ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ତେବେ…

ପରିଣୀତିଙ୍କ ସହ ନିର୍ବନ୍ଧ ପରେ କେତେ ବଦଳିଛି ଜୀବନ? ରାଘବ କହିଲେ…

ଜଣେ ରାଜନେତାକୁ ଅନ୍ୟଜଣେ ଅଭିନେତ୍ରୀ। ତଥାପି ଯୋଡ଼ି ହିଟ୍‌ ବୋଲି କୁହାଯାଉଛି। ଆମେ କହୁଛୁ ରାଘବ ଚଢ୍ଢା ଏବଂ ପରିଣୀତି ଚୋପ୍ରାଙ୍କ କଥା। ଚଳିତ ବର୍ଷ ମେ’ ୧୩ରେ ଦୁହେଁ ନିର୍ବନ୍ଧ କରିଛନ୍ତି। ଏମିତିରେ ପ୍ରଶଂସକମାନେ ତାଙ୍କ ବିବାହକୁ ଅପେକ୍ଷା କରି…

ସଂସଦରେ ସହଜରେ ପାରିତ ହୋଇପାରେ ଦିଲ୍ଲୀ ଅଧ୍ୟାଦେଶ, ଏନଡିଏକୁ ସମର୍ଥନ କରିବେ ଜଗନ ମୋହନ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ପ୍ରଶାସନିକ ସେବାକୁ ନିୟନ୍ତ୍ରଣ କରିବା ପାଇଁ ଅଣାଯାଇଥିବା ‘ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ, ୨୦୨୩ ଉଭୟ ସଂସଦ ଦ୍ୱାରା ସହଜରେ ପାରିତ ହୋଇପାରିବ। ଲୋକ ସଭାରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି, କିନ୍ତୁ ରାଜ୍ୟ…

ଟାଇଗରଙ୍କ ସହ ବଡ଼ ପରଦାରେ ରୋମାନ୍ସ କରିବେ ହ୍ରିତିକ୍‌ଙ୍କ ଭଉଣୀ

ବମ୍ବେ:ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋଶନଙ୍କ ଭଉଣୀ। ଦାଦା ରାଜେଶ ରୋଶନଙ୍କ ଝିଅ ପଶ୍ମିନା ଟାଇଗରଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ବୋଲି ଶୁଣିବାକୁ ମିଳୁଛି। ଯଦି ଏଭଳି ହୁଏ…

ଅଫିସରେ କାହିଁକି ସହକର୍ମୀଙ୍କ ପ୍ରେମରେ ପଡ଼ନ୍ତି ଲୋକେ, କାରଣ କହିଲେ ବିଶେଷଜ୍ଞ

ଅଫିସରେ ଏକାଠି କାମ କରୁଥିବା ଲୋକଙ୍କ ସହିତ ବନ୍ଧୁତା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ ସହକର୍ମୀଙ୍କ ପ୍ରେମରେ ପଡ଼ିଯାନ୍ତି ଲୋକେ। ଏପରିକି ସେମାନଙ୍କ ସହିତ ଜୀବନ ବିତାଇବାକୁ ସ୍ବପ୍ନ ଦେଖିବା ଆରମ୍ଭ କରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର କାରଣ ବହୁତ…

କାଞ୍ଜାଓ୍ବାଲା ହତ୍ୟା ମାମଲା: ଚାରି ଅଭିଯୁକ୍ତଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା

ନୂଆଦିଲ୍ଲୀ,୨୭।୭: କାଞ୍ଜାଓ୍ବାଲା ହିଟ ଆଣ୍ଡ ରନ ମାମଲାରେ ଦିଲ୍ଲୀର ଏକ କୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଏହି ମାମଲାରେ ଅଭିଯୁକ୍ତ ୪ ଜଣଙ୍କ ବିରୋଧରେ ହତ୍ୟା ମାମଲା ଚାଲିବ। ସୂଚନାଯୋଗ୍ୟ, ବର୍ଷ ଆରମ୍ଭରେ ଅଭିଯୁକ୍ତମାନେ ଅଞ୍ଜଳି କାଞ୍ଜାଓ୍ବାଲାଙ୍କୁ…

ବିପକ୍ଷ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି: ଜୟଶଙ୍କର

ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସାକୁ ନେଇ ବିରୋଧୀ ସଂସଦର ଉଭୟ ଗୃହରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଗୁରୁବାର ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ଜୟଶଙ୍କର ଭାରତର ବୈଦେଶିକ ନୀତିର ସଫଳତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ବିଷୟରେ ଗୃହକୁ…

କ୍ଷମା ମାଗିଲେ ଅଞ୍ଜୁଙ୍କ ପିତା

ନୂଆଦିଲ୍ଲୀ,୨୭।୭: ନିଜ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁଙ୍କ ପିତା ଗୟା ପ୍ରସାଦ ଥମସ ଝିଅକୁ ନେଇ ଖୁବ ନିରାଶା ବ୍ୟକ୍ତ କରିଛନ୍ତି। ଅଞ୍ଜୁଙ୍କ ପିତା କହିଛନ୍ତି କି ସେ ଆମ ପରିବାର ପାଇଁ ମରିଯାଇଛନ୍ତି। ଗୟା ପ୍ରସାଦ କହିଛନ୍ତି ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri