Home Left

ରୁଷିଆରୁ ଭାରତ ତେଲ କିଣିବା ନେଇ ପୁଣି ବଡ଼ ବୟାନ ଦେଲା ଆମେରିକା, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୧୧।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ଏବଂ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ମଧ୍ୟରେ, ସାରା ବିଶ୍ୱରେ ତୈଳ ମୂଲ୍ୟରେ ପରିବର୍ତ୍ତନ ଘଟୁଛି। ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସେର୍ଗିଓ ଗର୍‌ ଏକ୍ସରେ ଏକ ଟ଼୍ବିଟ କରି ପୁଣି ହଇଚଇ ସୃଷ୍ଟି କରିଛନ୍ତି। ସେ ଲେଖିଛନ୍ତି…

ତହସିଲଦାରଙ୍କ ରାଜଧାନୀରେ ୨ କୋଠା , ୭ ଦାମୀ ପ୍ଲଟ

ଭୁବନେଶ୍ୱର,୧୧।୩: କଟକ ଜିଲା କଣ୍ଟାପଡ଼ା ତହସିଲଦାରଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ ଟିମ୍‌ । ଚଢ଼ାଉ ସମୟରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ୨ଟି ବହୁତଳ କୋଠା ସହିତ ୭ଟି ଦାମୀ ପ୍ଲଟ ଜବତ କରାଯାଇଛି। ଭୁବନେଶ୍ୱର କେଶୁରାରେ ତାଙ୍କର ୨ଟି…

LPG ଯୋଗାଣରେ ବାଧା ସୃଷ୍ଟି ହେଲେ ବନ୍ଦ ହୋଇଯିବ କି ମୋବାଇଲ୍ ଟାଓ୍ବାର? ଜାଣନ୍ତୁ କଣ ରହିଛି କନେକ୍ସନ

ନୂଆଦିଲ୍ଲୀ,୧୧।୩: ଦେଶବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହେବାର ରିପୋର୍ଟ ସାମ୍ନାକୁ ଆସୁଛି । ତେବେ ଏହା ଯୋଗୁଁ  ମୋବାଇଲ୍ ଫୋନ୍ ଏବଂ ଘରର ଇଣ୍ଟରନେଟ୍ ସଂଯୋଗ ଏବେ ବିପଦରେ ଅଛି । ମୋବାଇଲ୍ ଟାୱାର ନିର୍ମାତାମାନଙ୍କୁ ଗ୍ୟାସ୍ ଯୋଗାଣ ବନ୍ଦ କରିଦିଆଯାଇଛି। ଯଦି…

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା

ମୋହନା,୧୧ା୩(ମନ୍ମଥ ମିଶ୍ର): ସରକାର ଅନେକ ଯୋଜନା ପ୍ରସ୍ତୁତ କରିଥିବାବେଳେ ଆଜି ବି ଜନନୀ ଯନ୍ତ୍ରଣା ଥମିନି। ରାସ୍ତା ଖରାପ ପାଇଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ମହିଳା ଘରେ ସନ୍ତାନ ପ୍ରସବ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ

ଜଗତସିଂହପୁର, ୧୧।୩: ୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ। ମାର୍ଚ୍ଚ ମାସରେ ଦରମା ବନ୍ଦ କଲେ ଜଗତସିଂହପୁର ଜିଲାପାଳ। ନୋଡାଲ ଅଫିସର ଧାନ କ୍ରୟ କେନ୍ଦ୍ରରେ ମନମୁଖୀ ଅନୁପସ୍ଥିତ ରହୁଥିଲେ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦରମା…

ଖାଲି ହାତରେ ବାଘ ସହ ଲଢୁଥିଲେ ଯୁବକ: ୧୨ରୁ ୧୫ ମିନିଟ୍‌ ପରେ ଘଟିଲା…

ଶିମ୍‌ଲା ,୧୧ା୩:ହିମାଚଳ ପ୍ରଦେଶର ସୋଲାନ ଜିଲାରେ ଜଣେ ଯୁବକ କଲରାପତରିଆ ବାଘ ହାବୁଡ଼ରେ ପଡ଼ିବା ପରେ ଜୀବନରକ୍ଷା ପାଇଁ ଖାଲି ହାତରେ ଲଢ଼େଇ କରିବା ଏହାକୁ ମାରିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆର୍କିସ୍ଥିତ ଆଇଟିଆଇରେ ପଢ଼ୁଥିବା ପ୍ରଭେଶ ଶର୍ମା ସୋମବାର…

IPL 2026: ପ୍ରଥମ ମ୍ୟାଚରେ ହେବ ବଡ଼ ଧମାକା, ଏହି ଦୁଇ ଟିମ୍ ଭିତରେ….

ନୂଆଦିଲ୍ଲୀ,୧୧।୩: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ IPL ୨୦୨୬ । ଏନେଇ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଏହା ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଯାଉଛି, ଯଦିଓ BCCI ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷଣା…

ପୁଅର ଇଚ୍ଛାମୃତ୍ୟୁ ପାଇଁ ବାପା କରିଥିଲେ ଆବେଦନ: ସୁପ୍ରିମକୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ,୧୧।୩: ପାସିଭ୍‌ ୟୁଥନେସିଆ ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ବଡ଼ ରାୟ ଦେଇଛନ୍ତି। ୧୨ ବର୍ଷରୁ ଅଧିକ ସମୟ ଧରି କୋମାରେ ଥିବା ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କୁ ଇଚ୍ଛାମୃତ୍ୟୁ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ତାଙ୍କ କୃତ୍ରିମ ଜୀବନ ସହାୟକକୁ…

ଭୁବନେଶ୍ୱରରେ ଏତେ ବଢିଗଲା ଗ୍ୟାସଦର, ଆଜି କରନ୍ତୁ ବୁକିଂ, ନହେଲେ ଆଗକୁ ଆହୁରି…

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରାଚ୍ୟ (ପଶ୍ଚିମ ଏସିଆ)ରେ ବଢ଼ୁଥିବା ଉତ୍ତେଜନାର ତାତି ଏବେ ଆପଣଙ୍କ ରୋଷେଇ ଘରକୁ ପହଞ୍ଚିଛି। ଗତ କିଛି ଦିନ ମଧ୍ୟରେ, ଭାରତରେ ଘରୋଇ ଏବଂ କର୍ମସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ଯଦି ଆପଣ ଭାବୁଛନ୍ତି ଯେ ସମୁଦ୍ର…

ଜଙ୍ଗଲ ସୁରକ୍ଷାରେ ଅବହେଳା, ୩ ବନ କର୍ମଚାରୀ ନିଲମ୍ବିତ

କେନ୍ଦୁଝର,୧୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ) : ମୁଖ୍ୟାଳୟରୁ ଅନଧିକୃତ ଅନୁପସ୍ଥିତି, ପ୍ରଶାସନିକ ଅନୁଶାସନ ଏବଂ ଜଙ୍ଗଲ ଅଗ୍ନିକାଣ୍ଡ ସମେତ ବନ କାର୍ଯ୍ୟର ଭୁଲ ପରିଚାଳନା ଓ ହାତୀ ଫସଲ କ୍ଷୟ କ୍ଷତି ଆକଳନ ରେ ବିଳମ୍ବ ପାଇଁ ତିନି ଜଣ କର୍ମଚାରୀଙ୍କ ବିରୁଦ୍ଧରେ…

ଇରାନର ନୂଆ ସୁପ୍ରିମ୍‌ ଲିଡର୍‌ ଆହତ, ଆମେରିକାର ଆଟାକ୍‌ରେ…

ତେହରାନ,୧୧।୩: ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖୁଲାସା ହୋଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି ଯେ ଇରାନର ନୂଆ ସର୍ୱୋଚ୍ଚ ନେତା ମୋଜତାବା ଖାମେନେଇ ଯୁଦ୍ଧର ପ୍ରଥମ ଦିନ, ଫେବୃଆରୀ 28, 2026 ରେ ଆହତ ହୋଇଥିଲେ। ତାଙ୍କର ଗୋଡରେ…

viral video: ହାତଯୋଡ଼ି ଚଳନ୍ତା ଟ୍ରେନ ଆଗରେ ଛିଡ଼ା ହେଲେ ଯୁବକ, ପରେ ଘଟିଲା ଏମିତି….

ବରପାଲି,୧୧।୩(ଚିତ୍ତରଞ୍ଜନ ସାହୁ): ହାତଯୋଡ଼ି ଚଳନ୍ତା ଟ୍ରେନ ଆଗକୁ ଯାଇ ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଝୁଛି। ଘଟଣାଟି ବରଗଡ଼ ଜିଲା ବରପାଲି ରେଳ ଷ୍ଟେଶନ ନିକଟର ବୋଲି ଚର୍ଚ୍ଚା ଚାଲିଛି। ସେହିପରି ଯୁବକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri