ଆଜିଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ
ମାଲକାନଗିରି,୨୮ା୭(ଦୁର୍ଯ୍ୟୋଧନ ପାତ୍ର): ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ ହେବାକୁ ଯାଉଥିବା ବେଳେ ଜିଲାରେ ଯେପରି ମାଓବାଦୀଙ୍କ ଦ୍ୱାରା କୌଣସି ଅଘଟଣ ନ ଘଟେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଏସ୍ପି ନିତିଶ୍…
୮ ମାସର ପୁଅକୁ ବିକି ଆଇଫୋନ କିଣିଲେ ମା’, ଆଉ ତା’ପରେ…
କୋଲକତା,୨୮।୭: କୋଲମତାରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଆଇଫୋନ କିଣିବାର ନିଶାରେ ଜଣେ ମା’ ନିଜ ଆଠ ମାସର ପୁଅକୁ ବିକ୍ରି କରିଛନ୍ତି। ଦାମୀ ଫୋନରୁ ସୁନ୍ଦର ରିଲ ତିଆରି କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।…
ଶ୍ରୀନଗରରେ ବାହାରିଲା ମହରମ ଶୋଭାଯାତ୍ରା
ଶ୍ରୀନଗର,୨୭ା୭: ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ବର୍ଷ ପରେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଶିୟା ସମ୍ପ୍ରଦାୟ ପକ୍ଷରୁ ଗୁରୁବାର ମହରମ ଶୋଭାଯାତ୍ରା ବାହାର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଆୟୋଜିତ ଶୋଭଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ଲାଲ୍ଚୌକ ଅଞ୍ଚଳ ଦେଇ…
ସ୍ତ୍ରୀଙ୍କ ନାଁରେ ପୁଅ ବିକ୍ରି ଅଭିଯୋଗ ଆଣିଲେ ସ୍ବାମୀ
ଟିଟିଲାଗଡ଼, ୨୭ା୭ (ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହର ପଦ୍ମନାଭପୁରର ଜଣେ ମହିଳା ନିଜ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଶିଶୁର ବାପା ଅକ୍ଷୟ ପଟେଲ ଗୁରୁବାର ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି।…
ନାବାଳିକାଙ୍କୁ ପ୍ରେମ ପ୍ରତାରଣା: ଅଭିଯୁକ୍ତ ଗିରଫ
କୋକସରା,୨୭।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ପୋଲିସ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରିନେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ କୋକସରା ଥାନା ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର…
ଛାତ୍ରୀଙ୍କୁ ଅସଦାଚରଣ ମାମଲା: ବଦଳିଲେ ସହକାରୀ ପରିଚାଳିକା, ମାଟ୍ରନ
କେନ୍ଦୁଝର,୨୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍ ବଣାପଳାସପାଳ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ ଘଟଣାରେ ସହକାରୀ ପରିଚାଳିକାଙ୍କୁ ବଦଳି କରାଯାଇଛି। ଏହି ମାମଲାରେ ପୂର୍ବରୁ ପ୍ରଧାନ ଶିକ୍ଷକ ଇଶ୍ୱର ଚନ୍ଦ୍ର ସାହୁଙ୍କୁ ୧୩ ତାରିଖରେ…
କୀଟନାଶକ ପିଇ ଜୀବନ ହାରିଲେ
ପାଟଣା,୨୭ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସରାସକୋଲା ପଞ୍ଚାୟତ ସରାସକୋଲା ଗ୍ରାମ ତୁଳସୀପୁର ସାହିର ଜଣେ ବୃଦ୍ଧ କୀଟନାଶକ ପିଇ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସାହିର ରତ୍ନାକର ବେହେରା(୭୬)। ସେ ବୁଧବାର ରାତିରେ ବିଷ ପିଇଥିବା ବେଳେ…
ଜମ୍ମୁ -କଶ୍ମୀରରୁ ଟଳିନି ଅଲ-କାଏଦାର ଭୟ, ଭାରତୀୟ ଉପମହାଦ୍ୱୀପରେ ୨୦୦ ଆତଙ୍କବାଦୀ ମହଜୁଦ: ସଂଯୁକ୍ତ ରାଷ୍ଟ୍ର
ଶ୍ରୀନଗର,୨୭।୭: ସାରା ବିଶ୍ୱରେ ଧାର୍ମିକ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାରେ ଜଡିତ ଥିବା ଆତଙ୍କବାଦୀ ସଂଗଠନ ଅଲ-କାଏଦା ପକ୍ଷରୁ ବର୍ତ୍ତମାନ କୌଣସିି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେଉନାହିଁ। କିନ୍ତୁ ଏହାର ବିପଦ ଦୁନିଆରୁ କିମ୍ବା ଭାରତରୁ ଶେଷ ହୋଇନାହିଁ। ଏହି ସଂଗଠନ ଏବେବି…
ଭାରତ-ପାକ୍ ମ୍ୟାଚରେ ପରିବର୍ତ୍ତନ ହେବା ନେଇ ଆସିଲା ଜୟ ଶାହାଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୨୭।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପର ସରକାରୀ କାର୍ଯ୍ୟସୂଚୀ ଘୋଷଣା କରିସାରିଛି।୫ ଅକ୍ଟୋବରରୁ ଏହି ମେଗା ଇଭେଣ୍ଟର କାର୍ଯ୍ୟକ୍ରମରେ ବର୍ତ୍ତମାନ କିଛି ପରିବର୍ତ୍ତନ ଖବର ଆସୁଛ। ଏ ସମ୍ପର୍କରେ କ୍ରିକେଟ ବୋର୍ଡ ଅଫ…
ଟି୨୦ ବିଶ୍ୱକପ୍ ଖେଳିବା ଲାଗି ଯୋଗ୍ୟତା ହାସଲ କଲା ଆୟର୍ଲାଣ୍ଡ
ଏଡିନ୍ବର୍ଗ,୨୭ା୭: ଜର୍ମାନୀ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ସମ୍ଭବ ନ ହେବାରୁ ଆଇସିସି ଟି୨୦ ବିଶ୍ୱକପ୍ ୨୦୨୪ ପାଇଁ ଆୟର୍ଲାଣ୍ଡ ଯୋଗ୍ୟତା ହାସଲ କରିଛି। ୟୁରୋପିଆନ କ୍ୱାଲିଫାୟର୍ସର ଶ୍ରେଷ୍ଠ ୨ ଦଳ ମୁଖ୍ୟ ରାଉଣ୍ଡକୁ ଉନ୍ନୀତ ହେବେ। ଆୟର୍ଲାଣ୍ଡ ବର୍ତ୍ତମାନ ଦ୍ୱିତୀୟ…
ସେନା ଅଧିନିୟମ ସଂଶୋଧନକୁ ମଞ୍ଜୁରୀ ଦେଲା ସିନେଟ
ଇସଲାମାବାଦ,୨୭।୭: ପାକିସ୍ତାନ ସିନେଟ ଗୁରୁବାର ପାକିସ୍ତାନୀ ସେନା ଅଧିନିୟମ, ୧୯୫୨ରେ ସଂଶୋଧନ ପାଇଁ ଏକ ବିଲ ପାସ୍ କରିଛି। ଯିଏ ଦେଶର ସୁରକ୍ଷା ଏବଂ ସେନାବାହିନୀ ବିଷୟରେ ସମ୍ବେଦନଶୀଳ ସୂଚନା ପ୍ରକାଶ କରେ, ସେଥିରେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା…
୧୦ ମାସ ପରେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୁମ୍ରା
ନୂଆଦିଲ୍ଲୀ,୨୭।୭: ଜସପ୍ରୀତ ବୁମ୍ରା ଗତ ଏକ ବର୍ଷ ପିଠି ସମସ୍ୟାରେ ପୀଡିତ ଥିଲେ। ନିକଟରେ ବିସିସିଆଇ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ପ୍ରକାଶ କରି କହିଛି ଯେ, ସେ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀରେ ନିଜର ପୂର୍ଣ୍ଣ କ୍ଷମତା ସହିତ…
Archives


