Home Left

ହୋଟେଲରୁ ଚୋରିକରି ମହିଳାଙ୍କ ସମେତ ୨ ଗିରଫ

ମୋରଡ଼ା, ୬।୧୧ (ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧାନଶୋଳ-ଛୋଟରାୟପୁର ରାସ୍ତାପାର୍ଶ୍ୱ ଏକ ହୋଟେଲରୁ ଚୋରି ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ଯଶିପୁର ଥାନା ଅଧୀନ…

ବିଶ୍ୱାସରେ ବିଷ ଦେଲେ କେୟାର ଟେକର: ମାଲିକାଣୀଙ୍କ ଘରୁ ଚୋରି କରି…

ଭୁବନେଶ୍ୱର,୬।୧୧(ସୂର୍ଯ୍ୟକାନ୍ତ ବେହେରା): ବିଶ୍ୱାସରେ ବିଷ ଦେଲେ କେୟାର ଟେକର । ମାଲିକଙ୍କ ସେବା କରୁ କରୁ ଘରୁ ଭିତରୁ ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିବା ଜଣେ କେୟାର ଟେକରଙ୍କୁ ଖଣ୍ଡଗିରି ଥାନା ପୋଲିସ ୫ ମାସର ଲୁଚାକାଳି ପରେ…

ସୟଦ ମୁସ୍ତାକ ଅଲୀ ଟି ୨୦ ଟୁର୍ନାମେଣ୍ଟ: ବରୋଦାକୁ ହରାଇ ପଞ୍ଜାବ ଚାମ୍ପିୟନ

ମୋହାଲି,୬ା୧୧: ଅନମୋଲ୍‌ପ୍ରୀତ୍‌ ସିଂଙ୍କ ଶତକ ଓ ଅର୍ଶଦୀପ ସିଂଙ୍କ ୪ ଉଇକେଟ ସଫଳତା ବଳରେ ବରୋଦାକୁ ୨୩ ରନ୍‌ରେ ପରାସ୍ତ କରି ସୟଦ ମୁସ୍ତାକ ଅଲୀ ଟି ୨୦ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ପଞ୍ଜାବ। ମୋହାଲିରେ ଖେଳା ଯାଇଥିବା…

୩୬ ସାଙ୍ଗଠନିକ ଜିଲା ସଭାପତିଙ୍କ ତାଲିକା ଘୋଷଣା କଲା ଭାଜପା

ଭୁବନେଶ୍ୱର, ୬।୧୧(ସୁନିତ୍‌ ମିଶ୍ର): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦାୟିତ୍ୱ ନେବାର ଦୀର୍ଘଦିନ ପରେ ୩୬ ସାଙ୍ଗଠନିକ ଜିଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛିା ତେବେ ଏହି ଜିଲା ସଭାପତି ଚୟନ ଲାଗି ଦୀର୍ଘଦିନ ବିଳମ୍ବ ହେବାକୁ ନେଇ ରାଜନୈତିକ…

ନନ୍ଦନକାନନରେ ଚିତ୍ରା ହରିଣ ଶାବକ ଜନ୍ମ

ବାରଙ୍ଗ,୬।୧୧(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନର ୬୯ନମ୍ବର ଏନ୍‌କ୍ଲୋଜରରେ ରହୁଥିବା ମାଈ ଚିତ୍ରା ହରିଣ ସୋମବାର ଅପରାହ୍ନରେ ଗୋଟିଏ ଶାବକ ଜନ୍ମ ଦେଇଛି। ଉଭୟ ମାଆ ଓ ଛୁଆ ସୁସ୍ଥ ଥିବାବେଳେ ଛୁଆଟିର ଲିଙ୍ଗ ଚିହ୍ନଟ ହୋଇନାହିଁ। ଏହି ଶାବକଟି ଜନ୍ମ ହେବା…

୮ ଫୁଟ ଲମ୍ବର ଜୁକିନି, ଦେଖିଲେ ହେବେ…

ଅଟାୱା: କାନାଡା ଓଣ୍ଟାରିଓର ଜଣେ ମାଳୀ ନିକଟରେ ତାଙ୍କ ବଗିଚାରେ ୮ ଫୁଟ, ୪.୭୯ ଇଞ୍ଜର ଜୁକିନି (ଆମେରିକା, ଅଷ୍ଟ୍ରେଲିଆ ଅଞ୍ଚଳରେ ହେଉଥିବା ସବୁଜ ଛଚିନ୍ଦ୍ରା ପରି ପରିବା) ସଂଗ୍ରହ କରିଛନ୍ତି। ସେ ମାଳୀ ହେଲେ, ହେନେରି ଡି’ ଆଞ୍ଜେଲା। ହେନେରି…

ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୬ା୧୧: ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ୨୦ ନଭେମ୍ବର ଶେଷ ହେବ। ରାଜ୍ୟର ୩୧୪ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡିଶା…

ସୁପ୍ରିମକୋର୍ଟକୁ ମିଳିବ ୩ ନୂଆ ବିଚାରପତି, ୩ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାଁ ସୁପାରିସ

ନୂଆଦିଲ୍ଲୀ,୬।୧୧: ସୁପ୍ରିମକୋର୍ଟ କଲେଜିୟମ ସୋମବାର ୩ ଜଣ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ପଦୋନ୍ନତି ପାଇଁ ସୁପାରିଶ କରିଛନ୍ତି। ଏଥିମଧ୍ୟରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଅଗଷ୍ଟିନ ଜର୍ଜ ମାସିହ ଏବଂ…

ମାତ୍ର ୧୫ ମିନିଟ୍‌ ପାଇଁ ଖର୍ଚ୍ଚ କରିଦେଲେ ୪ କୋଟି, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ୱାଶିଂଟନ: ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବହୁତ ଲୋକପ୍ରିୟ। ସେମାନଙ୍କୁ ଦେଖିବାକୁ, ତାଙ୍କ ସହ ଟିକେ କଥା ହେବାକୁ ତାଙ୍କ ପ୍ରଂଶସକ ବେଶ୍‌ ଆଗ୍ରହୀ ଥାନ୍ତି। ଏପରି ଜଣେ ଅଭିନେତ୍ରୀ ହେଉଛନ୍ତି, କ୍ରିଷ୍ଟେନ୍‌ ଷ୍ଟେୱାର୍ଟ। ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କ୍ରିଷ୍ଟେନ୍‌ଙ୍କୁ…

କୋଟିଏ ଟଙ୍କାର ଅଫରକୁ ପ୍ରତ୍ୟାଖାନ କଲେ ବାବର ଆଜମ, ରିଜୱାନ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୬।୧୧: ବିଶ୍ୱକପରେ ପାକିସ୍ତାନୀ ଖେଳାଳିଙ୍କ ପ୍ରଦର୍ଶନ ଏତେ ଟା ଭଲ ନାହିଁ । ଆଫଗାନିସ୍ତାନ ଭଳି ଟିମ୍‌ ବିପକ୍ଷରେ ହାରିଯିବା ପରେ ପାକିସ୍ତାନ ଅନେକ ଲଜ୍ଜାର ସମ୍ମୁଖୀନ ହୋଇଛି। ବିଶେଷ କରି ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ଅଧିନାୟକ ବାବର ଆଜମଙ୍କ ସମେତ…

ଭର୍ଷ୍ଟାପେନ୍‌ ଜିତିଲେ ବ୍ରାଜିଲିଆନ ଗ୍ରାଁ ପ୍ରି: ବିଜୟ ରେକର୍ଡ ସଂଖ୍ୟା ୧୭କୁ ବୃଦ୍ଧି

ସାଓ ପାଉଲୋ,୬ା୧୧: ତିନି ଥର ଚାମ୍ପିୟନ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ବ୍ରାଜିଲିଆନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ସିଜନରେ ତାଙ୍କ ସର୍ବକାଳୀନ ବିଜୟ ରେକର୍ଡ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ତାଙ୍କ ଟିମ୍‌ମେଟ ସର୍ଗିଓ ପେରେଜଙ୍କୁ ୪ର୍ଥ…

କୋଇଲା ବୋଝେଇ ଟ୍ରକ୍‌ ଜବତ

ଭଣ୍ଡାରିପୋଖରୀ, ୬।୧୧ (ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ଏକ ବେଆଇନ କୋଇଲା ବୋଝେଇ ଟ୍ରକ୍‌ ଜବତ କରିଛି। ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ନେତୃତ୍ୱରେ ପାଟ୍ରୋଲିଂ ଚାଲିଥିବା ବେଳେ ଛତାବର ଟୋଲ୍‌ଗେଟ ନିକଟରୁ କୋଇଲା ଟ୍ରକ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?