ଓଏଏସ୍ ପାଇଲେ ମଧୁସ୍ମିତା, ୨୦୧୮ରେ ବଡ ଭଉଣୀ ବି ପାଇଥିଲେ
ଦେବଗଡ,୩୧ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ପୁରୁଣାଗଡ଼ର ମଧୁସ୍ମିତା ସାମଲ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୪ ନମ୍ବର ର଼୍ୟାଙ୍କ ରଖି ସେ ଜିଲା ପାଇଁ ସଫଳତା ଆଣିଛନ୍ତି। ପୋଲିସ ଏଏସ୍ଆଇ ଭବାନୀ ଶଙ୍କର ସାମଲ ଏବଂ ମୋହିନୀପୁର…
ମାସକର ଫୋନ୍ ବିଲ୍ ଦେଖି ଯୁବତୀଙ୍କ ପାଦତଳୁ ଖସିଗଲା ମାଟି
ଅନେକ ଲୋକ ଅଛନ୍ତି, ଯେଉଁମାନେ ଫୋନ୍ରେ କଥା ହେବାକୁ ବହୁତ ପସନ୍ଦ କରନ୍ତି। ବିଶେଷକରି ଏଥିପାଇଁ ଅଧିକ ବିଲ୍ ଦେଇଥାନ୍ତି। ବେଳେବେଳେ ଆମେ ଜାଣିଶୁଣି ଏପରି ଭାବରେ କିଛି କରିଥାଉ ଯାହାଦ୍ୱାରା ଆମକୁ ଏକ ବଡ଼ କ୍ଷତି ସହିବାକୁ ପଡ଼େ। ଜଣେ…
ଶୋଭାଯାତ୍ରା ବେଳେ ଉତ୍ତେଜନା: ଇଣ୍ଟରନେଟ୍ ସେବା ବନ୍ଦ, ୧୪୪ ଧାରା ଲାଗୁ
ଚଣ୍ଡିଗଡ,୩୧।୭: ହରିୟାଣାର ନୁହରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ଖବର ସାମ୍ନାକୁ ଆସୁଛି। ପୋଲିସ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ଅଛି। କୁହାଯାଉଛି ଯେ ବ୍ରିଜ ମଣ୍ଡଳ ଯାତ୍ରା ସମୟରେ ଏହି ପଥର ଫିଙ୍ଗିବା ଓ ଗୁଳିକାଣ୍ଡ ହୋଇଥିଲା। ସୂଚନା ଅନୁଯାୟୀ, ପ୍ରତିବର୍ଷ…
ମଦ ପାଇଁ ଦୁର୍ଘଟଣା ମୃତ୍ୟୁହାର ସର୍ବାଧିକ
ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଭଞ୍ଜନଗର ଆମ ପୋଲିସ ସମିତି ପକ୍ଷରୁ ବଡକୋଦଣ୍ଡା ହାଇସ୍କୁଲ ପରିସରରେ ସୋମବାର ସଭା ହୋଇଥିଲା। ଏଥିରେ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗର ଏମ୍ଭିଆଇ ଭାଗୀରଥି ନାୟକ ଏବଂ ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସ ଯୋଗଦେଇ ଅନ୍ୟ ଜିଲା…
କୋହଲି, ଗମ୍ଭୀରଙ୍କ ଉପରେ ବର୍ଷିଲେ କପିଲ ଦେବ
ନୂଆଦିଲ୍ଲୀ,୩୧।୭: ଆଇପିଏଲ ୨୦୨୩ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି ବିରାଟ କୋହଲି ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ପରାମର୍ଶଦାତା ଗୌତମ ଗମ୍ଭୀର ବିବାଦରେ ଥିଲେ। ଏହି ବିବାଦ ଅନେକ ହେଡଲାଇନ ସୃଷ୍ଟି କରିଥିଲା। ଏଥି ସହିତ ବର୍ତ୍ତମାନ ପୂର୍ବତନ ଭାରତୀୟ…
ପୁତ୍ର ହତ୍ୟାକାରୀ ପିତାଙ୍କୁ ଆଜୀବନ କାରାଦଣ୍ଡ
କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଓ ଦୌରାଜଜ୍ ମମିତା ଦାସ ଏକ ହତ୍ୟା ମାମଲାର ଶୁଣାଣି କରି ହତ୍ୟାକାରୀ ବାପାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ୬…
‘ମଞ୍ଚ ଉପରେ ବସିଥିବା ନେତାଙ୍କୁ ନେଇ ସରକାର ଗଠନ ହୋଇ ନ ଥାଏ ବରଂ…’, ଶାହା
ଇନ୍ଦୋର,୩୧।୭: ମଧ୍ୟ ପ୍ରଦେଶକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଲଗାତର ଗସ୍ତ ସ୍ପଷ୍ଟ କରିଛି ଯେ ଏଥର ନିର୍ବାଚନ ସେ ନିଜ ନଜରରେ ଲଢିବେ। ଇନ୍ଦୋର ସଭାରେ ସେ ରାଜ୍ୟର ନେତାଙ୍କ ସାମ୍ନାରେ କହିଛନ୍ତି, ମଞ୍ଛ ଉପରେ ବସିଥିବା ନେତାଙ୍କୁ ନେଇ…
ଲାଲୁଙ୍କ ପରିବାର ସହ ଜଡିତ ସମ୍ପତ୍ତି ଜବତ, ଜମି ବଦଳରେ ଚାକିରି ଦେବା ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ
ପାଟନା,୩୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଏବଂ ଅନ୍ୟମାନଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାନୁସାରେ, ଜମି ବଦଳରେ ଚାକିରି ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲାଲୁଙ୍କ ସହ ଜଡିତ ୬ କୋଟି ସମ୍ପତ୍ତି ଇଡି…
ତୋଶାଖାନା ମାମଲାରେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ ଇମ୍ରାନ
ଇସଲାମାବାଦ,୩୧।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତୋଶାଖାନା ଭ୍ରଷ୍ଟାଚାର ମାମଲାରେ ଇସଲାମାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି। ଇମ୍ରାନଙ୍କ ନାମରେ ଆପରାଧିକ ପ୍ରକ୍ରିୟାରେ ରହିବାକୁ ଚାହୁଁଥିବା ଇସଲାମାବାଦ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଦୁଇଥର ଇସଲାମାବାଦ ହାଇକୋର୍ଟ…
ନଓ୍ବାଜ ଶରିଫ ପୁଣି ହୋଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ, ସଙ୍କେତ ଦେଲେ ଶହବାଜ
ଇସଲାମାବାଦ,୩୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଅର୍ଥମନ୍ତ୍ରୀ ଇଶାକ ଦାରଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବାର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ଆସନ୍ତା ସାଧାରଣ ନିର୍ବାଚନକୁ ସ୍ବଚ୍ଛ କରିବା ଉଦ୍ଦେଶ୍ୟରେ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବାକୁ ଆସନ୍ତା ମାସରେ ଜଣେ ‘ନିରପେକ୍ଷ…
ମାଛ ମାରୁଥିବା ବେଳେ ହେଲା ବଜ୍ରପାତ: ବାପ-ପୁଅଙ୍କ ଜୀବନ ଗଲା
ବାଲୁଗାଁ,୩୧ା୭(ସଂଗ୍ରାମ ପାଇକରାୟ): ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଚିଲିକା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଚିଲିକା ମଝିକୁ ମାଛ ଧରିବା ପାଇଁ ଯାଇଥିବା ବାପ-ପୁଅଙ୍କର ବଜ୍ରପାତରେ ଅକାଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ବିଳମ୍ବିତ ରାତିରେ ବାଲୁଗାଁ ବିଜ୍ଞାପିତ…
କରଣ, ରଣବୀରଙ୍କ ଫଟୋ ଶେୟାର କରି ଏମିତି ଲେଖିଲେ ଆଲିଆ
ମୁମ୍ବାଇ: ଜୁଲାଇ ୨୮ରେ ରିଲିଜ ହେବା ପରଠାରୁ କରଣ ଜୋହରଙ୍କ ‘ରକି ଔର୍ ରାନୀ କି ପ୍ରେମ କହାନୀ’ ସମାଲୋଚକ ଏବଂ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି। ଆଲିଆ ତାଙ୍କ ସହ-ଷ୍ଟାର ରଣବୀର ସିଂ ଏବଂ ନିର୍ଦ୍ଦେଶକ କରଣ ଜୋହରଙ୍କ…
Archives


