Home Left

ପୁଅକୁ ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତାରେ ମା’ଙ୍କ ନିବେଦନ

ଶ୍ରୀନଗର,୩୧ା୭: ଦକ୍ଷିଣ କଶ୍ମୀରର କୁଲ୍‌ଗାମ ଜିଲାର ଅସ୍ଥାଲ ଅଞ୍ଚଳରୁ ଯବାନ ଜାଭେଦ୍‌ ଅହମ୍ମଦ ଓ୍ବାନି ଶନିବାର ସନ୍ଧ୍ୟାରୁ ନିଖୋଜ ହୋଇଯାଇଛନ୍ତି। ହେଲେ ସୋମବାର ମଧ୍ୟାହ୍ନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଅନ୍ୟପକ୍ଷେ ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ…

ରିଲିଜ ହେଲା ‘ଯବାନ’ର ପ୍ରଥମ ଗୀତ

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ସୋମବାର ତାଙ୍କର ଆଗାମୀ ଫିଲ୍ମ ‘ଯବାନର’ ପ୍ରଥମ ଗୀତ ରିଲିଜ କରିଛନ୍ତି। ଏହି ଗୀତର ନାମ ହିନ୍ଦୀରେ ‘ଜିନ୍ଦା ବନ୍ଦା’ ରହିଥିବା ବେଳେ ତାମିଲରେ ‘ଭାଣ୍ଢା ଏଡାମ’ ଏବଂ ତେଲଗୁରେ ‘ଧୂମେ ଧୂଲିପିଲା’। ଇନ୍‌ଷ୍ଟାଗ୍ରାମରେ ‘ଜିନ୍ଦା ବନ୍ଦା’…

ମଣିପୁର ହିଂସା ଉପରେ ସରକାର ଆଜି ଆଲୋଚନା ପାଇଁ ପ୍ରସ୍ତୁତ, ସମୟ କହିଲେ ପୀୟୁଷ ଗୋୟଲ

ନୂଆଦିଲ୍ଲୀ,୩୧।୭: ମଣିପୁର ହିଂସା ସମ୍ପର୍କରେ ବିରୋଧୀ କ୍ରମାଗତ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଜବାବର ଦାବି କରିଆସୁଛନ୍ତି। ଗତ ପ୍ରାୟ ୧୦ ଦିନ ଧରି ସଂସଦର ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ସୂଚନା ପ୍ରଦାନ କରି…

ବିଶ୍ୱକପ ୨୦୨୩: ବଦଳିଲା ମ୍ୟାଚ ତାରିଖ, ୧୫ ଅକ୍ଟେବରରେ ଖେଳାଯିବନି ଭାରତ-ପାକ୍‌ ମ୍ୟାଚ

ନୂଆଦିଲ୍ଲୀ,୩୧।୭: ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ଆଉ ୧୫ ଅକ୍ଟୋବରରେ ଖେଳାଯିବ ନାହିଁ। ଏହି ମହାମୁକାବିଲାର ତାରିଖ ପରିବର୍ତ୍ତନ ହେବ। ରିପୋର୍ଟ ଅନୁଯାୟୀ, ଆଜି ଭାରତ-ପାକ୍‌ ମ୍ୟାଚ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ତେବେ ଏହା…

ଜ୍ଞାନବାପିକୁ ମସଜିଦ କହିଲେ ତ ବିବାଦ ହେବ: ଯୋଗୀ

ଲକ୍ଷ୍ନୌ,୩୧।୭: ଜ୍ଞାନବାପିର ଏଏସ୍‌ଆଇ ସର୍ଭେ ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଯଦି ଜ୍ଞାନବାପିକୁ ମସଜିଦ କୁହାଯାଏ, ତେବେ ଏହା ଉପରେ ବିବାଦ ଦେଖାଦେବ। ସେ କହିଛନ୍ତି , ଏହି…

ପୋଲିସକୁ ୨୭୦୦ ଥର କଲ୍‌ କରିଛନ୍ତି ଏହି ମହିଳା, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଜବ କାରଣ ପାଇଁ ପ୍ରସିଦ୍ଧ ହୋଇପାରିଛନ୍ତି। ଏପରି ଅଜବ କାରଣ ଆଉ ଆଚରଣ ପଛରେ ସମସ୍ତଙ୍କର କିଛି ଉଦ୍ଦେଶ୍ୟ ବି ରହିଥାଏ। ଖ୍ୟାତି ପାଇବା ପାଇଁ ଲୋକମାନେ କିଛି କରନ୍ତି। କିନ୍ତୁ ପୋଲିସ…

ଖୁବ୍‌ଶୀଘ୍ର ଉଡାଣ ଭରିବ ଜେଟ୍‌ ଏୟାରୱେଜ, ମିଳିଲା ଅନୁମତି

ନୂଆଦିଲ୍ଲୀ,୩୧।୭: ବର୍ଷ ବର୍ଷ ଧରି ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରୱେଜ ଖୁବ୍‌ଶୀଘ୍ର ପୁଣିଥରେ ଉଡାଣ ଭରିବ। ବିମାନ ଉଡ଼ାଣ ନିୟନ୍ତ୍ରକ ପୁନର୍ବାର ଉଡ଼ାଣ ଆରମ୍ଭ କରିବା ପାଇଁ କମ୍ପାନୀକୁ ଆବଶ୍ୟକ ଅନୁମତି ଦେଇଛନ୍ତି। ଏହା ଆଶା ବଢାଇ ଦେଇଛି ଯେ ବର୍ତ୍ତମାନ…

୨୦୨୪ରେ ହାରିବା ପରେ ବିଦେଶରେ ପିଜା, ମୋମୋର ମଜା ନେବେ ମୋଦି: ଲାଲୁ

ପାଟନା,୩୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଆସନ୍ତା ଲୋକ ସଭା ନିର୍ବାଚନରେ ପରାଜୟକୁ ନେଇ ସେ ଚିନ୍ତିତ ଅଛନ୍ତି ତେଣୁ ସେ ବିଦେଶରେ ସ୍ଥାନ ଖୋଜୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ…

ମିଳୁନି ଶଯ୍ୟା, ଦୁର୍ଦ୍ଦଶାରେ ରୋଗୀ

ରାୟଗଡ଼ା,୩୧।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। ବର୍ଷା ଦିନେ ଶିଶୁଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଶଯ୍ୟା ଅଭାବରୁ ନାହିଁ…

ଅଫିସ୍‌ରେ ହେଉଛି ପାଠପଢ଼ା

ପଡିଆ, ୩୧ା୭(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି ୫୯ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘ ବର୍ଷ ଧରି ସ୍କୁଲର ବିଭିନ୍ନ ଭିତ୍ତିଭୂମିର ବିକାଶ ସହ…

ମାନବୀୟ ଅଭିବୃଦ୍ଧିରେ ଜୈବପ୍ରଯୁକ୍ତି ବିଜ୍ଞାନ

ଯୁବ ବର୍ଗଙ୍କୁ ଭବିଷ୍ୟତ ଜୈବ ପ୍ରଯୁକ୍ତି ବିଜ୍ଞାନୀ ରୂପେ ଗଢ଼ି ତୋଳିବାକୁ ବିଭିନ୍ନ ସରକାରୀ ଏବଂ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ଶ୍ରେଣୀରେ ପାଠପଢ଼ା ସୁଯୋଗ ସହିତ ଗବେଷଣା ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ଭାରତ ବାୟୋଟେକ ପ୍ରଥମ ଦଫାରେ ଅଦ୍ୟାବଧି ୭୦୦…

ବିଲୁପ୍ତିର ପଥେ ଶାଗୁଣା

ଚାଳିଶ ପଚାଶ ବର୍ଷ ତଳେ ଶାଗୁଣା ଆମ ଗାଁ ଗହଳିରେ ବହୁ ସଂଖ୍ୟାରେ ଦେଖାଯାଉଥିଲେ। ଗୋରୁ ଆଦି ଗୃହପାଳିତ ଜୀବ ମରିଗଲେ, ଶାଗୁଣାମାନେ କିପରି ସୁରାକ ପାଇ ଦଳଦଳ ଚକ୍କର କାଟନ୍ତି ଆକାଶରେ, ଆଉ ମୃତ ଜୀବକୁ ଘେରି କେଇ ଘଣ୍ଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri